ଫୁରସତ

ସ୍ତ୍ରୀଙ୍କ ସହ ଝଗଡା କରି ତାଳ ଗଛରେ ରହୁଥିଲେ ସ୍ବାମୀ, ୩୨ ଦିନ ପରେ…

ଲକ୍ଷ୍ନୌ,୨୮।୮: ଉତ୍ତରପ୍ରଦେଶର ମାଉ ଜିଲାର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ଝଗଡା କରି ତାଳ ଗଛ ଉପରେ ରହୁଥିଲେ। ଦୀର୍ଘ ୩୨ ଦିନ ପରେ ରବିବାର ପ୍ରାୟ ୭୫ ଘଣ୍ଟାର ପରିଶ୍ରମ କରି ପୋଲିସ ତାଙ୍କୁ ତଳକୁ ଆଣିଛି। ବ୍ୟକ୍ତିଙ୍କୁ ତଳକୁ…

ପକ୍ଷୀ ପାଇଁ ୧୪୦୦୦ ଘରୁ ବିଦ୍ୟୁତ୍‌ କାଟ୍‌, ଦେଢ଼ ଘଣ୍ଟା ଅନ୍ଧାର

ବିଦ୍ୟୁତ୍‌ କାଟ୍‌ ସମସ୍ୟା ଆମ ଦେଶରେ ନୂଆ ନୁହେଁ। ଆଜି ମଧ୍ୟ ଗାଁ ଏବଂ ସହରରେ ବିଦ୍ୟୁତ୍‌କାଟ୍‌ ସମସ୍ୟା ରହିଛି। ଯଦି କେଉଁଠି ବିଦ୍ୟୁତ୍‌ରେ କୌଣସି ସମସ୍ୟା ଦେଖାଦିଏ ତେବେ ଏହାକୁ ପୁନରୁଦ୍ଧାର ପାଇଁ ଦୀର୍ଘ ଘଣ୍ଟା କିମ୍ବା ଦୀର୍ଘଦିନ ଲାଗେ।…

ସିଟି ଅଫ୍‌ ଗଣେଶ

ଚାଚୋଏଙ୍ଗସାଓକୁ ଥାଇଲାଣ୍ଡର ‘ସିଟି ଅଫ୍‌ ଗଣେଶ’ ବୋଲି କୁହାଯାଏ। କାରଣ ଏଠାକାର ତିନୋଟି ମନ୍ଦିରରେ ଅଛି ତିନୋଟି ବିରାଟକାୟ ଓ ଭିନ୍ନ ପ୍ରକାରର ଗଣେଶଙ୍କ ମୂର୍ତ୍ତି। ଆଉ ଏହି ପ୍ରତିମୂର୍ତ୍ତିଗୁଡିକୁ ପୃଥିବୀର ସବୁଠାରୁ ବୃହତ୍‌ ଭାବେ ଗଣନା କରାଯାଏ। ଏଠାରେ ଥିବା…

୯ବର୍ଷୀୟା ଫ୍ୟାଶନ୍‌ ଡିଜାଇନର୍‌

ପିଲାଦିନର କାର୍ଯ୍ୟକଳାପ ଅନେକ ସମୟରେ ସେମାନଙ୍କ ଭବିଷ୍ୟତକୁ ଦର୍ଶାଇଦେଇଥାଏ। ଠିକ୍‌ ଯେମିତି କଲରାଡୋର ୯ ବର୍ଷୀୟା କାଇଆ ଆରାଗୋନ। ଏଇ ବୟସରେ ସେ ତିଆରି କରିପାରୁଛନ୍ତି ଅନେକ ପ୍ରକାରର ଡିଜାଇନର୍‌ ପୋଷାକ। ୨୦୨୧ରେ ତାଙ୍କ ମା’ ତୋନ୍ୟା ତାଙ୍କୁ ସିଲେଇ କରିବା…

ଈଶ୍ୱରଙ୍କ ଉପରେ ଆସ୍ଥା ରଖ

ସର୍ବବ୍ୟାପୀ ପରମାତ୍ମା ସବୁଆଡ଼େ ଅଛନ୍ତି ସତ୍ୟ କିନ୍ତୁ ସେ ମଧ୍ୟ ଆମ ଭିତରେ, ଆମ ହୃଦୟରେ ଅଛନ୍ତି l ସେଥିପାଇଁ ପଞ୍ଚସଖା ସନ୍ଥ ଅଚ୍ୟୁତାନନ୍ଦ କହିଲେ, ଆତ୍ମାରେ ଆତ୍ମାକୁ ଦେଖ, ଦେଖିଲେ ପାଇବୁ ସୁଖ, ତୋର ଦେହେ ତୁହି ଦେଖ ଦିଶୁଅଛି…

ଷ୍ଟାଡିୟମ୍‌ ଭିତରେ ଚାଲୁଛି ଟ୍ରେନ୍‌

ଫୁଟବଲ୍‌ ପ୍ରେମୀ ସାରା ପୃଥିବୀରେ ଅଛନ୍ତି। କ୍ରିକେଟ ପରି ଫୁଟବଲ୍‌ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ଦର୍ଶକଙ୍କ ଖୁବ୍‌ ଭିଡ ବି ହୁଏ। ତେବେ ଭାବିଲେ ଦେଖି ଏଇ ମ୍ୟାଚ ଦେଖିବା ସମୟରେ ଯଦି ଷ୍ଟାଡିୟମ୍‌ ଭିତର ଦେଇ ଟ୍ରେନ ଆସିଯାଏ…

ଯାଆନ୍ତୁ ବୁଲି: ପତୋରା ଡ୍ୟାମ୍‌

ଅପୂର୍ବ ଏ ଓଡ଼ିଶା ରାଜ୍ୟ। ଏହାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଅନୁପମ ପ୍ରାକୃତିକ ସୌନ୍ଦର୍ଯ୍ୟ। ଏହି ରାଜ୍ୟକୁ ଆହୁରି ମହାନ୍‌ କରିଛି ଏଠାରେ ଥିବା ଶୈବପୀଠ, ଶାକ୍ତ, ବୈଷ୍ଣବ, ଗାଣପତ୍ୟ ଧର୍ମର ଅସଂଖ୍ୟ ମନ୍ଦିରମାନ। ସେମିତି ଏକ ନୈସର୍ଗିକ…

ବସିବା ପାଇଁ ସାର୍ଟିଫିକେଟ

ସ୍ବାଧୀନତା ପୂର୍ବରୁ ଭାରତୀୟମାନେ ବ୍ରିଟିଶ ଅଫିସିଆଲ ବା ଗୋରା ସାହେବଙ୍କୁ ତାଙ୍କ କାର୍ଯ୍ୟାଳୟରେ ଅପେକ୍ଷା କରିବାବେଳେ ଚେୟାରରେ ବସିବା ମନା ଥିଲା। ଆଉ କେହି ଯଦି ବସିବାକୁ ଚାହୁଁଥିଲେ ତେବେ ଏକ ଖାସ୍‌ ସାର୍ଟିଫିକେଟ ନିଜ ନାମରେ କରାଇବାକୁ ପଡୁଥିଲା, ଯାହା…

ସୁଦର୍ଶନଙ୍କ ସଂଗ୍ରହାଳୟ

ସଂଗ୍ରହାଳୟ କେବଳ ଜ୍ଞାନର ଗନ୍ତାଘର କି ପାରମ୍ପରିକ ବିରଳ ସାମଗ୍ରୀର ସାଇତା ସମ୍ପଦ ନୁହେଁ ବରଂ ଏହାଦ୍ୱାରା ବହୁ ଜଣାଅଜଣା କଥା ଜାଣିହୁଏ। ଗବେଷଣା ପାର୍ଁଇ ସୂତ୍ର ମିଳେ। ଏମିତିରେ ଗାଁଗଣ୍ଡାରୁ ହଜିଯାଉଥିବା ବହୁ ପୁରାତନ ବିରଳ ସାମଗ୍ରୀକୁ ଗୋଟିଏ ସ୍ଥାନରେ…

ଅବହେଳିତ କ୍ରୀଡ଼ାବିତ୍‌

ଏମାନେ କ୍ରୀଡାବିତ। ଦେଶ ପାଇଁ ଖେଳିବା ଆଉ ଗୌରବ ଆଣିବା ଏମାନଙ୍କର ଲକ୍ଷ୍ୟ। ଏହି ଲକ୍ଷ୍ୟ ପାଇଁ ସେମାନେ ଦିନରାତି ଏକ କରି ଦିଅନ୍ତି। ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି ସହ ଲଢି ଏମାନେ ଦେଶ ତଥା ରାଜ୍ୟର ଗୌରବ ପାଲଟନ୍ତି।…

ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍ସ

ବର୍ତ୍ତମାନ ଜିମ୍‌ରେ ଏକ୍ସରସାଇଜ୍‌ କରିବା ଅଧିକାଂଶ ଯୁବତୀ ଯୁବକଙ୍କ ଫିଟ୍‌ନେସ୍‌ ମନ୍ତ୍ର ପାଲଟିଛି। ହେଲେ ଘର ପାଖରେ ଜିମ୍‌ ନ ଥିବାରୁ ହେଉ ଅବା ଅଧିକ ଟଙ୍କା ଖର୍ଚ୍ଚ ଭଳି ବିଭିନ୍ନ କାରଣରୁ ଅନେକେ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଯଦି ଆପଣ…

ଚକୋଲେଟ୍‌ ବନ୍ୟା

ସାଧାରଣତଃ ଅତ୍ୟଧିକ ବର୍ଷା ହେଲେ ନଦୀରେ ବନ୍ୟାପାଣି ଆସିଥାଏ। ଏହି ପାଣି ଗାଁ ଗଣ୍ଡାରେ ପଶି ଅନେକ କ୍ଷତି ଘଟାଏ। କିନ୍ତୁ କେବେ ଚକୋଲେଟ୍‌ ବନ୍ୟା ହେବା ଶୁଣିଛନ୍ତି? ଯଦି ନା ତେବେ ୨୦୧୮ ମସିହାରେ ଜର୍ମାନୀର ଏକ ଗାଁରେ ଚକୋଲେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?