Posted inଫୁରସତ

ଦୋଳିରେ ଜୀବନର ମଜା

ଥିରୁଭାନନ୍ତପୁରମ୍‌: ପରିଣତ ବୟସରେ ଅଧିକାଂଶ ଲୋକ ବାହାରେ ବୁଲାବୁଲି କରିବା ଅପେକ୍ଷା ଘରେ ରହି ବିଶ୍ରାମ କରିବା ଉଚିତ୍‌ ବୋଲି ମନେ କରନ୍ତି। କିନ୍ତୁ କେରଳରୁ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଅନେକଙ୍କ ମନରୁ ଏହି ଧାରଣା ଦୂରେଇ ଦେବ। କେତେଜଣ ବୟସ୍କ ଲୋକ ମନଖୋଲି ପାର୍କରେ ଦୋଳି ଖେଳୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର ଏହାକୁ ଦେଖି ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ଏହି ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମର ଜଣେ ୟୁଜର ଶେୟାର କରିଥିବା ଜଣା ପଡ଼ିଛି। ବୟସ ଆଳରେ ନିଜ ମନପସନ୍ଦ ଜିନିଷଠୁ ନିଜକୁ ଦୂର କରିବା ଠିକ୍‌ ନୁହେଁ ବୋଲି ଅନେକେ ମତ ରଖିଛନ୍ତି। ଚଳିତ ବର୍ଷ ଫେବୃୟାରୀରେ କର୍ନାଟକର ୬୨ ବର୍ଷୀୟା ନାଗାରତ୍ନମା କେରଳର ଦ୍ୱିତୀୟ ବୃହତ୍ତମ ପର୍ବତ ଚଢ଼ି ରେକର୍ଡ କରିଥିଲେ। ଏହାପୂର୍ବରୁ କେରଳର ୭୨ ବର୍ଷୀୟା ମହିଳା ଜିପ୍‌ଲାଇନିଙ୍ଗ୍‌ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହାକୁ ୟୁଜରଙ୍କ ଖୁବ୍‌ ପ୍ରଶଂସା ମଧ୍ୟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଭିତରେ ପ୍ରେମିକାଙ୍କୁ ପ୍ରପୋଜ୍‌ କରୁଥିବା ବେଳେ ବୁଡ଼ିଗଲେ ପ୍ରେମିକ

ପ୍ରେମିକମାନେ ପ୍ରେମିକାଙ୍କ ସମ୍ମୁଖରେ ନିଜ ଭଲପାଇବାକୁ ପ୍ରକାଶ କରିବା ସହ ନିଜର ଜୀବନସାଥୀ କରିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଆଉ ନିଜ ଆଡକୁ ଆକର୍ଷିତ...

ଏଣିକି ଫେସବୁକ୍‌ରେ ସ୍କ୍ରିନ୍‌ସଟ୍‌ ନେଲେ ଧରାପଡିବେ

ନୂଆଦିଲ୍ଲୀ,୩।୨:ସୋସିଆଲ ମିଡିଆ ଜଗତରେ ଫେସବୁକ୍‌ ଏକ ଲୋକପ୍ରିୟ ଆପ୍‌। ଏହି ଆପ୍ଲିକେସନ ସାରା ବିଶ୍ୱରେ ଡିଜିଟାଲ ରିଭୋଲ୍ୟୁସନ ଆଣିବା ପାଇଁ କାମ କରିଛି। ଏହା ସାହାଯ୍ୟ...

ପେନ୍‌ରେ ଜୀବନ୍ତ ପରଜୀବୀ କୃମି

ପେନ୍‌ ବା କଲମ ବିଭିନ୍ନ ପ୍ରକାରର ଦେଖିଥିବେ। ଅନେକଙ୍କର ବିଭିନ୍ନ ପ୍ରକାର ପେନ୍‌ ରଖିବାର ସଉକ ବି ଥାଏ। ଜାପାନରେ ଏଭଳି ଏକ ପେନ୍‌ ତିଆରି...

ଏହି ସ୍ଥାନରେ ଆଜିଯାଏ ପହଞ୍ଚିପାରିନି କରୋନା ଭାଇରସ୍‌

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ହଟଚମଟ ସୃଷ୍ଟି କରିଛି। ଏହି ମହାମାରୀ ଯୋଗୁ ବିଶ୍ୱରୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ମହାମାରୀର ମୁକାବିଲା ପାଇଁ...

ଜାଣନ୍ତି ଟ୍ରେନ୍‌ ବଗିରେ ଲାଗିଥିବା ଝରକା କାହିଁକି ହୋଇଥାଏ ଭିନ୍ନ

ଭାରତୀୟ ରେଳ ଏସିଆ ମହାଦେଶର ଦ୍ୱିତୀୟ ରେଳ ନେଟ୍‌ଓ୍ବାର୍କ ସେବା। ବର୍ତ୍ତମାନ କରୋନା ମହାମାରୀ ଯୋଗୁ ଭାରତୀୟ ରେଳ ପ୍ରଭାବିତ ହୋଇଛି। ଆଶା କରାଯାଉଛି ଏହି...

୫୨୩୦ଲୋକଙ୍କ ମୃତ୍ୟୁର ଅପରାଧୀ ହେଉଛନ୍ତି ୯୩ ବର୍ଷୀୟ ବୃଦ୍ଧ

୯୩ ବର୍ଷୀୟ ଜଣେ ନାଜି ଗାର୍ଡଙ୍କୁ ଜର୍ମାନ କୋର୍ଟ ୫୨୩୦ ଜଣଙ୍କ ହତ୍ୟା ଘଟଣାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଲେ ବ୍ରୁନୋ ଦେ। ବ୍ରୁନୋ...

ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ ନିର୍ବନ୍ଧ ମୁଦି…

ସାଧାରଣତଃ ନିର୍ବନ୍ଧ ମୁଦିକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ। ଏହା ବ୍ୟକ୍ତିଙ୍କୁ ସେହି ପ୍ରତିଜ୍ଞାକୁ ମନେ ପକାଇ ଦେଇଥାଏ, ଯାହାକୁ ଦୁଇଜଣ ମିଶି ଏକା ସହିତ...

ମୋବାଇଲ ଫୋନ ଅଧିକ ବ୍ୟବହାର କଲେ ବୃଦ୍ଧି ହୋଇପାରେ ମେଦବହୁଳତା, ଗବେଷଣା ରିପୋର୍ଟ…

ଓ୍ବାଶିଂଟନ, ୧।୯ : ମୋବାଇଲ ଫୋନ ଠାରୁ ଆରମ୍ଭ କରି ଲାପଟପ ଏବଂ ଟ୍ୟାବ ଆଦି ସହିତ ଅଧିକ ସମୟ ବିତାଇବା ଦ୍ୱାରା ମେଦବହୁଳତା ତଥା...

Advertisement
Archives

Model This Week