ଜିପର୍ ବ୍ୟାଗ୍ ନୁହେଁ ପୋର୍ଟେବଲ ଓ୍ବାଶିଂ ମେସିନ୍
ଟ୍ରାଭେଲ କଲାବେଳେ ଯଦି ପିନ୍ଧିଥିବା ପୋଷାକ ମଇଳା ହୋଇଯାଏ ଟେନ୍ସନ୍ ବଢିଯାଏ, କେମିତି ତାକୁ ସଫା କରିବେ। ତେବେ ଏଇ ସମସ୍ୟାର ସମାଧାନ କରିବାକୁ ଯାଉଛି ଜାପାନୀ କମ୍ପାନୀ କାଓ। ଏହି କମ୍ପାନୀ ତିଆରି କରିଛି ଏକ ପୋର୍ଟେବଲ୍ ଓ୍ବାଶିଂ ମେସିନ,…
ଦୁର୍ନୀତିଆଙ୍କ ସପକ୍ଷରେ…!!
ବକ୍ତାଙ୍କ ଗରମାଗରମ ଭାଷଣ ଶୁଣି ଭକ୍ତଗଣ ଉତ୍ତ୍ୟକ୍ତ ହୋଇଉଠିଲେ l ବକ୍ତା ଗର୍ଜନ କରି କହିଲେ, ମୋତେ ଦୁର୍ନୀତିଆ କହି ଯେଉଁମାନେ ଅପମାନିତ କରୁଛନ୍ତି.. ତାହା ମୋର ଖାଲି ଅପମାନ ନୁହଁ ବରଂ ଏ ରାଜ୍ୟର ଏ ଦେଶର ଅପମାନ l…
ମୁଣ୍ଡ ନା ଚୁମ୍ବକ: ଅଠା ବ୍ୟବହାର ନ କରି…
ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଅଜବ ଅଜବ କାମ କରି ଓ୍ବାର୍ଲଡ ରେକର୍ଡ କରୁଛନ୍ତି। ଆମେରିକାର ଜଣେ ବ୍ୟକ୍ତି ବି ସେମିତି କିଛି ଅଜବ କାମ କରି ସାରା ପୃଥିବୀରେ ପରିଚିତ ହୋଇପାରିଛନ୍ତି। ଜେମି କିଟନ ନାମକ ଏହି ବ୍ୟକ୍ତି…
ମୁନ୍ଲାଇଟିଂ
କେବେ ଆର୍ଥିକ ଅନଟନ ଦୂର କରିବା ଲାଗି ତ କେବେ ବଳକା ସମୟର ଉପଯୋଗ ପାଇଁ, ଆଉ ପୁଣି କେବେ ଅଧିକ ଟଙ୍କା ରୋଜଗାର ଲୋଭରେ ଅନେକ କର୍ମଚାରୀଙ୍କୁ ନିଜ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟତ୍ର ମଧ୍ୟ କାର୍ଯ୍ୟ କରୁଥିବା ଦେଖିବାକୁ ମିଳେ।…
ରକ୍ତତୀର୍ଥ ଜାଲିଆନୱାଲାବାଗ
ସମୟ ଅପରାହ୍ନ, ଜୁନ୍ ୯ ତାରିଖ। ଅମୃତସରର ସ୍ବର୍ଣ୍ଣମନ୍ଦିର ଉପକଣ୍ଠରେ ରହିଥିବା ଏହି ପବିତ୍ର ସ୍ଥାନ ଦର୍ଶନ ପାଇଁ ଯାଇଥାଏ ମୁଁ। ଇତିହାସ ପୃଷ୍ଠାରେ ପଢ଼ିଥିବା ସେହି ଅମାନବୀୟ ସାମୂହିକ ହତ୍ୟାର ଘଟଣା ଜୀବନ୍ତ ହୋଇ ଉଠୁଥିଲା ମୋ ମାନସ ପଟ୍ଟରେ।…
ପାଠକ ମଞ୍ଚ ଦେଇଛି ପରିଚୟ
ପେସା ତାଙ୍କର ଶିକ୍ଷକତା କିନ୍ତୁ ନିଶା ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଉପାଦେୟ ପୁସ୍ତକ ଓ ପତ୍ରପତ୍ରିକା ବଣ୍ଟନ କରିବା। କିପରି ପୁସ୍ତକ ପଠନ ପ୍ରତି ସମସ୍ତେ ଅଧିକରୁ ଅଧିକ ଆଗ୍ରହୀ ହେବେ ସର୍ବଦା ସେ ଚିନ୍ତା ତାଙ୍କୁ ଘାରୁଥିଲା। ଯେଉଁଥିପାଇଁ ସେ ଗଢ଼ିଲେ…
ଗୋବର କଣ୍ଢେଇ
ପାରମ୍ପରିକ ହସ୍ତଶିଳ୍ପ ଓ କଳାକାରିଗରି ଓଡ଼ିଶାକୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ଯେଉଁଥିରେ ଓଡ଼ିଆ ଘରର ସାମାଜିକ ଚଳଣି ପ୍ରତିଫଳିତ ହୋଇଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ। ତେବେ ବିଭିନ୍ନ ଅଞ୍ଚଳରେ ଭିନ୍ନଭିନ୍ନ ପ୍ରକାରର କଳାକାରିଗରି ଦେଖିବାକୁ…
ପାଳଭୂତ…
ପାଳକୁଟାର ଶରୀରରେ ତା’ର ଚିରାଫଟା ପୋଷାକ। ମୁଣ୍ଡ ଭାବେ ଥାଏ ତା’ର ଏକ ମାଟିହାଣ୍ଡି ଅବା କଖାରୁ। ମଣିଷ ତାକୁ ନିଜର ପ୍ରତିରୂପ ଭାବେ ଗଢିଛି। ଠିଆ କରାଇଛି ନିଜ ଜମିରେ ଫସଲର ଜଗୁଆଳି ଭାବେ। ଏଇ ଜଗୁଆଳିଟି କେତେବେଳେ ଭାରି…
ମନ୍ଦିରକୁ ଦେଢ଼ କୋଟି ଦାନକଲେ ଅମ୍ବାନୀ
ତିରୁପତି: ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ ଆନ୍ଧ୍ର ପ୍ରଦେଶର ଭେଙ୍କଟେଶ୍ୱର ମନ୍ଦିର ଦର୍ଶନ କରିଛନ୍ତି। ସାନ ପୁଅ ଅନନ୍ତଙ୍କ ଭାବିସ୍ତ୍ରୀ ରାଧିକା ମର୍ଚାଣ୍ଟ ଏବଂ ରିଲାଏନ୍ସ ରିଟେଲ୍ ଲିମିଟେଡ୍ର ନିର୍ଦ୍ଦେଶକ ଅମ୍ବାନୀଙ୍କ ସହ ମନ୍ଦିର ଦର୍ଶନ କରିଛନ୍ତି। ମନ୍ଦିର ଦର୍ଶନ…
ଅଧିକ ସମୟ କାମ କଲେ ଖସିଯିବ ମାଉସ୍
କେପ୍ ଟାଉନ୍: ଅଫିସ୍ରେ କାମର ଚାପ ବଢ଼ିବା କାରଣରୁ କର୍ମଜୀବୀ ବ୍ୟକ୍ତି ନିଜ ପରିବାରକୁ ସମୟ ଦେବାରୁ ବଞ୍ଚିତ ହେଉଛନ୍ତି। ଖାଲି ସେତିକି ନୁହେଁ ଓ୍ବାର୍କଲୋଡ୍ କାରଣରୁ ଶରୀରରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଥିବା ଯୋଗୁ ବହୁବିଧ ରୋଗରେ ଲୋକ…
ମାଲିକଙ୍କ ମୃତ୍ୟୁ ପରେ ଶ୍ମଶାନରେ ପହଞ୍ଚି ଏଭଳି କାନ୍ଦିଲା ପାଳିତ ବାଛୁରୀ, ଭିଡିଓ ଦେଖିଲେ ହେବେ ଭାବବିହ୍ବଳ
ପଶୁପକ୍ଷୀମାନେ ସିନା କଥା କହିପାରନ୍ତିନି, ହେଲେ ମାଲିକ ପ୍ରତି ଥିବା ଭଲପାଇବାକୁ ନିଜ ହାବଭାବ ଯୋଗେ ଜାହିର କରିପାରନ୍ତି। ଅନେକ ସମୟରେ ଏଭଳି କିଛି ଭିଡିଓ ଭାବବିହ୍ବଳ କରିପକାଏ। ମଣିଷ ଏବଂ ପଶୁର ସମ୍ପର୍କକୁ ନେଇ ଏବେ ଏକ ଭିଡିଓ ବେଶ…
ସ୍ଲାଇଡ୍ ଚଢ଼ି ମଜା ନେଉଛି ଭାଲୁ, ଭିଡିଓ ଦେଖିଲେ…
ପଶୁମାନେ ପ୍ରାୟତଃ ପିଲାମାନଙ୍କ ପରି ବ୍ୟବହାର ଦେଖାଇଥାନ୍ତି। ପିଲାଙ୍କ ପରି ଏମାନେ ଥଟ୍ଟମଜା କରୁଥିବା ଦେଖିବାକୁ ମିଳେ। ବେଳେବେଳେ ସେମାନେ ପିଲାମାନଙ୍କର ଦୋଳି ଉପଭୋଗ କରିବାକୁ ଚାହିଁଥାନ୍ତି। ଲୋକମାନେ ଏହି ପଶୁମାନଙ୍କର ଶୈଳୀକୁ ବହୁତ ପସନ୍ଦ କରନ୍ତି, ଯେଉଁଥିପାଇଁ ଆନିମଲ ଓ୍ବାଲର୍ଡ…
Archives


