Posted inଫୁରସତ

ମୁଣ୍ଡ ନା ଚୁମ୍ବକ: ଅଠା ବ୍ୟବହାର ନ କରି…

ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଅଜବ ଅଜବ କାମ କରି ଓ୍ବାର୍ଲଡ ରେକର୍ଡ କରୁଛନ୍ତି। ଆମେରିକାର ଜଣେ ବ୍ୟକ୍ତି ବି ସେମିତି କିଛି ଅଜବ କାମ କରି ସାରା ପୃଥିବୀରେ ପରିଚିତ ହୋଇପାରିଛନ୍ତି। ଜେମି କିଟନ ନାମକ ଏହି ବ୍ୟକ୍ତି ଜଣକ ବିନା ଅଠାରେ ମୁଣ୍ଡରେ ୧୦ଟି କୋକ୍‌ କ୍ୟାନ୍‌ ଲଗାଇ ଉକ୍ତ ରେକର୍ଡ କରିଛନ୍ତି। ଭାବୁଥିବେ ଅଠା ବ୍ୟବହାର ନ କରି ମୁଣ୍ଡରେ କ୍ୟାନଗୁଡିକ ଲାଖିକି ରହିଲା କେମିତି? ତେବେ ଜେମି ଏଥିପାଇଁ ଏୟାର ସକ୍ସନ ପଦ୍ଧତି ବ୍ୟବହାର କରିଛନ୍ତି। ଅର୍ଥାତ୍‌ ଯଦି ଆପଣ ଏକ ଖାଲି ଗ୍ଲାସ୍‌ର ମୁହଁକୁ ପାଟିରେ ରଖି ପବନ ଟାଣିବେ ଦେଖିବେ ଗ୍ଲାସ୍‌ଟି ଆପଣଙ୍କ ପାଟିରେ ଲାଖିକି ରହିଯିବ। ଏହି ପଦ୍ଧତି ଦ୍ୱାରା ସେ ମୁ୍‌ଣ୍ଡରେ ୧୦ଟି କ୍ୟାନ ୫ ସେକେଣ୍ଡ ପର୍ଯ୍ୟନ୍ତ ଲଗାଇ ରଖିଥିଲେ। ଆଉ ରେକର୍ଡ କରିବାରେ ସମର୍ଥ ହେଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri