ସମାଜସେବାରେ ବ୍ରତୀ ଅଙ୍କିତା
ଢେଙ୍କାନାଳ ଜିଲା କାବେରା ପଞ୍ଚାୟତ ଦଧିସିଂଗା ଗ୍ରାମର ରଞ୍ଜିତା ଏବଂ ବିଷ୍ଣୁ ଚରଣ ସାହୁଙ୍କ ଜ୍ୟେଷ୍ଠା କନ୍ୟା ଅଙ୍କିତା। ଯେଉଁ ବୟସରେ ପିଲାମାନେ ରଙ୍ଗିନ ସ୍ବପ୍ନ ଦେଖିବାରେ ବିଭୋର ସେହି ବୟସରେ ଅଙ୍କିତା, ସମସ୍ତ ସାମାଜିକ ପ୍ରତିବନ୍ଧକ ଓ ପ୍ରତିକୂଳ ପରିସ୍ଥିତିକୁ…
ମନ୍ଦିରରେ ରହୁଥିବା ‘ଶାକାହାରୀ କୁମ୍ଭୀର’ର ମୃତ୍ୟୁ
ଥିରୁଭାନନ୍ତପୁରମ,୧୦।୧୦: କେରଳର ଶ୍ରୀ ଅନନ୍ତପଦ୍ମନାବା ସ୍ବାମୀ ମନ୍ଦିରରେ ରହୁଥିବା ‘ଶାକାହାରୀ କୁମ୍ଭୀର’ ଦେହାନ୍ତ ହୋଇଛି। ‘ବାବିଆ’ ଭାବରେ ଜଣାଶୁଣା ଏହି କୁମ୍ଭୀରଟି ଗତ ୭୦ ବର୍ଷ ଧରି ମନ୍ଦିରର ହ୍ରଦରେ ରହୁଥିଲା। ଏହି କୁମ୍ଭୀର ବିଷୟରେ ସବୁଠାରୁ ବିଶେଷ କଥା ହେଲା…
କଲୋନୀର ନାମ କାଦୁଅନଗର, ନରକପୁରୀ
ଲକ୍ଷ୍ନୌ: ବର୍ଷା କାରଣରୁ ରାସ୍ତାରେ ପାଣି ଦୀର୍ଘ ଦିନ ପର୍ଯ୍ୟନ୍ତ ଜମି ରହିବା ଓ ତାହା ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନ୍ର ସୁବିଧା ନ ଥିବା କାରଣରୁ ଆଗ୍ରାବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ଶେଷରେ ଅନେକ କଲୋନୀର ନାମକୁ ବଦଳାଇ ସେମାନେ କାଦୁଅନଗର,…
ନାଗସାପ ମୁଣ୍ଡରେ ଚୁମ୍ବନ ଦେଉଥିଲେ ଯୁବକ, ଘଟିଲା ଏମିତି
ବେଙ୍ଗାଲୁରୁ,୧୦।୧୦: କର୍ନାଟକର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ଯୁବକ ନାଗସାପକୁ ଉଦ୍ଧାର କରିବା ପରେ ତା’ ମୁଣ୍ଡରେ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିଲେ। ତେବେ ସାପ ସେହି ଯୁବକଙ୍କ ଓଠକୁ କାମୁଡ଼ି ଦେଇଥିଲା। ଏହି ଘଟଣା…
ହଠାତ୍ କୋମାରୁ ଉଠି ମହିଳା କହିଲେ, ମୁଁ ଭଗବାନଙ୍କୁ ଭେଟିଲି: ଆଉ ତା’ପରେ…
ଯେତେ ପ୍ରକାର ରୋଗ ବଢୁଛି, ଚିକିତ୍ସା ବିଜ୍ଞାନରେ ସେତେ ଅଧିକ ଅଗ୍ରଗତି ହୋଇଛି। ପ୍ରାୟ ସମସ୍ତ ରୋଗର ଚିକିତ୍ସା ବର୍ତ୍ତମାନ ସମ୍ଭବ ହୋଇଛି। କିନ୍ତୁ ବେଳେବେଳେ ଏପରି କିଛି ଚମତ୍କାର ଘଟେ, ଯାହା ପ୍ରକୃତି ଏବଂ ଭଗବାନଙ୍କ ଉପରେ ଲୋକଙ୍କ ବିଶ୍ୱାସ…
ହାତଲେଖା ଆଗରେ ଫେଲ୍ ମାରିବ କମ୍ପ୍ୟୁଟର, ଭିଡିଓ ଦେଖିଲେ…
ଆଜିର କମ୍ପ୍ୟୁଟର ଯୁଗରେ ଲୋକମାନେ ଲେଖାଲେଖି ଏକପ୍ରକାର ଭୁଲିଗଲେଣି। ସ୍କୁଲ ମଧ୍ୟ ବର୍ତ୍ତମାନ ଡିଜିଟାଲ ହୋଇଯାଇଛି। ଏହି କାରଣରୁ ବର୍ତ୍ତମାନ ପିଲାମାନେ ସେମାନଙ୍କର ସମସ୍ତ ପ୍ରୋଜେକ୍ଟ କମ୍ପ୍ୟୁଟର ଏବଂ ଟ୍ୟାବ୍ରେ କରୁଛନ୍ତି। ଏପରି ଏକ ସମୟ ଥିଲା ଯେତେବେଳେ ଲୋକମାନେ ସେମାନଙ୍କର…
ପଜଲ୍ ସଂଗ୍ରହ କରି ରେକର୍ଡ
ବର୍ଲିନ୍: ଜର୍ମାନର ଜଣେ ବ୍ୟକ୍ତି ରୁବିକ୍ସ କ୍ୟୁବ୍ ସଂଗ୍ରହ କରି ଗିନିଜ୍ ଓ୍ବାଲର୍ଡ ରେକର୍ଡ କରିଛନ୍ତି। ବାଭାରିଆର ୪୦ ବର୍ଷୀୟ ଫ୍ଲୋରିଆନ୍ କାଷ୍ଟେନ୍ମେରଙ୍କ ପସନ୍ଦ ରୋଟେଟିଂ ପଜଲ୍ ସଂଗ୍ରହ କରିବା ବିଶ୍ୱର ବିଭିନ୍ନ ସ୍ଥାନରୁ ପାଖାପାଖି ୧,୫୧୯ଟି ପଜଲ ସଂଗ୍ରହ କରିପାରିଛନ୍ତି…
ଡିଜିଟାଲ ଯୁଗରେ ବି ଚିଠିର ଗୁରୁତ୍ୱ
ଏବେ ଡିଜିଟାଲର ଯୁଗ। ଆଖି ପିଛୁଳାକେ ପୃଥିବୀର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଖବର ପଠାଯାଇ ପାରୁଛି। ଇଣ୍ଟରନେଟ ଖବର ଆଦାନ ପ୍ରଦାନର ମାଧ୍ୟମକୁ ଅଧିକ ସହଜ କରିଛି। ହେଲେ ଏବେ ମଧ୍ୟ ଚିଠିର ଗୁରୁତ୍ୱ ରହିଛି। ବର୍ତ୍ତମାନ ବହୁ ସଂଖ୍ୟକ…
ରୋବୋ ସିଇଓ
ବିଜ୍ଞାନର ଅଗ୍ରଗତି ଏଭଳିଭାବେ ହେବାରେ ଲାଗିଛି ଯେ ପୂର୍ବେ ଆମେ ଯାହାକୁ କଳ୍ପନା ବୋଲି ଭାବୁଥିଲୁ, ଆଜି ତାହା ବାସ୍ତବରେ ପରିଣତ ହୋଇପାରୁଛି। ଆଉ ବିଜ୍ଞାନ ତଥା ଅତ୍ୟାଧୁନିକ ଉପକରଣ ତ ଆମ ଜୀବନକୁ ସହଜ ଓ ସରଳ କରିବାରେ ଲାଗିଛି।…
କାନରେ କେତେ ବଡ଼ କଣା
ଟାଟୁକୁ ନେଇ ଲୋକଙ୍କ ଭିତରେ ବଢୁଥିବା ପାଗଳପଣର ନଜିର ବହୁତ ଦେଖିବାକୁ ମିଳୁଛି। ତା’ସହ ବଡି ମୋଡିଫିକେଶନ କରାଉଥିବା ଲୋକଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି। ଆମେରିକାର ବିୟାଙ୍କା ଫେରୋ ନାମ୍ନୀ ଯୁବତୀ ଏହି ଟ୍ରେଣ୍ଡରେ ନିଜକୁ ସାମିଲକରି ଏବେ ବେଶ୍…
ଉନ୍ନତିର ସରଳ ଉପାୟ
ଆମ ପୁରାଣ କିମ୍ବଦନ୍ତୀଠାରୁ ନେଇ ଇତିହାସ, ସାମାଜିକ ବିଜ୍ଞାନର ପରିସର ଭିତରେ ଯିଏ ଯେତେ ବଡ଼ ପଦବୀରେ ରହିଛନ୍ତି, ସେଥିରୁ ମୋ ଆଖିରେ ଅଧିକାଂଶ ବହୁପତ୍ନୀ ବ୍ରତ ଧାରଣ କରି ଜଗତକୁ ଉନ୍ନତମାନର ସେବା ଦେଖେଇଛନ୍ତି ଓ ଦେଇଛନ୍ତି। ଦେବତାମାନଙ୍କଠାରୁ ଆରମ୍ଭ…
ସବୁଠୁ ପତଳା ହାତଘଣ୍ଟା
ସମୟ କହୁଥିବା ହାତଘଣ୍ଟା ଅନେକ ସମୟରେ ଷ୍ଟାଟସ୍କୁ ବି ଦର୍ଶାଇଥାଏ। ଘଣ୍ଟା ଯେତେ ଷ୍ଟାଇଲିଶ୍ ଓ ଦାମୀ ତାହା ଷ୍ଟାଟସ୍କୁ ସେତେ ବଢ଼ାଇଥାଏ। ହାତରେ ବଡ଼ ବଡ଼ ଷ୍ଟାଇଲିଶ୍ ଘଣ୍ଟା ପିନ୍ଧିବାକୁ ଆଜିକାଲି ଯୁବପିଢ଼ି ବହୁତ ପସନ୍ଦ କରୁଛନ୍ତି। ହେଲେ ଜାଣନ୍ତି…

