ମେଶିନରୁ ବାହାରୁଛି ଗରମ ଇଡ୍ଲି
ବେଙ୍ଗାଲୁରୁ: ଇାନୋଭେଶନ୍ ହବ୍ ଭାବେ ବେଶ୍ ଜଣାଶୁଣା ବେଙ୍ଗାଲୁରୁ ସହର। ଅନେକ ସମୟରେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ବ୍ୟବହାର କରି ନୂଆ ନୂଆ ଜିନିଷ ତିଆରି କରିବା କାରଣରୁ ବେଙ୍ଗାଲୁରୁର ଏପରି ନାମକରଣ କରାଯାଇଛି। ନିକଟରେ ସହରରେ ଫ୍ରେସ୍ହଟ୍ ଫୁଡ୍ବୋଟ୍ ନାମରେ…
ଯନ୍ତ୍ରଣାମୁକ୍ତ ଚିକିତ୍ସା କ୍ଷେତ୍ରରେ ନିଶ୍ଚେତକ ଗୁରୁତ୍ୱପୂର୍ଣ୍ଣ
ସମ୍ପ୍ରତି ଚିକିତ୍ସା କ୍ଷେତ୍ରରେ ନିଶ୍ଚେତକର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଏହା ବିନା ସାଧାରଣ ପରୀକ୍ଷାଠାରୁ ଆରମ୍ଭ କରି ଛୋଟ ଅବା ବଡ଼ ଅପରେଶନ ସମ୍ଭବ ହୋଇପାରି ନ ଥାଏ। ନିଶ୍ଚେତକ ବ୍ୟବହାର ଦ୍ୱାରା ରୋଗୀ କଷ୍ଟ ଅନୁଭବ କରିପାରି ନ ଥାନ୍ତି।…
‘୨୫ ରୁଟି, ଗୋଟେ ଥାଳି ଭାତ ଖାଇ ନିଦ ଲାଗିଲା’
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ନର ଜଣେ କନଷ୍ଟେବଳଙ୍କ ସ୍ପଷ୍ଟିକରଣ ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୁଲତାନପୁରରେ କନଷ୍ଟେବଳମାନଙ୍କ ଟ୍ରେନିଂ ଚାଲିଥିବାବେଳେ ରାମ ଶରିଫ ଯାଦବ ଶୋଇପଡ଼ିଥିଲେ। ପ୍ରଶିକ୍ଷଣ ବେଳେ ଶୋଇବା ନେଇ ଉଚ୍ଚାଧିକାରୀ ତାଙ୍କୁ୍ ସ୍ପଷ୍ଟିକରଣ ଦେବା…
ୟୁପିଆଇ କମାଇଛି ଚକୋଲେଟ୍ ବ୍ୟବସାୟ
ନୂଆଦିଲ୍ଲୀ: ଦେଶରେ କ୍ୟାଶ୍ଲେସ୍ ପେମେଣ୍ଟର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଟଙ୍କା ଦେଣନେଣ ପଦ୍ଧତି ସହଜ ହୋଇଥିଲେ ହେଁ ଅନେକ ବ୍ୟବସାୟୀଙ୍କ ଉପରେ ଏହି ପ୍ରଣାଳୀର ନକାରାତ୍ମକ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ୟୁପିଆଇ ଓ କ୍ୟୁଆର୍ କୋଡ୍…
୪ ଖାଦ୍ୟ ପ୍ଲେଟ୍ ମଧ୍ୟରୁ କିଏ ଅସଲି କିଏ ନକଲି, ଚିହ୍ନିଲେ ଦେଖି…
ଅନେକ ଲୋକ ଚିତ୍ର ଆଙ୍କିବାକୁ ପସନ୍ଦ କରନ୍ତି। କିନ୍ତୁ ସମସ୍ତେ ଭଲ ଚିତ୍ର ଆଙ୍କିବାରେ ସକ୍ଷମ ହୋଇପାରନ୍ତି ନାହିଁ। ପେଣ୍ଟିଂ ହେଉଛି ଏପରି ଏକ କଳା ଯେଉଁଥିରେ ବୟସ, ଲିଙ୍ଗ, ରଙ୍ଗ କିଛି କାମ କରେ ନାହିଁ। ଜଣେ ଛୋଟ ପିଲା…
ଅବସାଦ ଦୂରକରିବ ପକ୍ଷୀଙ୍କ କଳରବ
ବର୍ଲିନ, ୧୬ା୧୦: କେବେ ଭାବିଛନ୍ତି କି ସକାଳୁ ସକାଳୁ ପକ୍ଷୀଙ୍କ ସ୍ବର ଶାନ୍ତି ଲାଗେ କାହିଁକି। ଅପରାହ୍ନରେ ବି କାହିଁକି ପକ୍ଷୀମାନଙ୍କ ଘରବାହୁଡ଼ାବେଳର କଳରବ ମଧୁର ଅନୁଭବ ଆଣିଦିଏ। ଏସବୁର ଉତ୍ତର ଖୋଜିଛନ୍ତି ଜର୍ମାନୀର ଏକ ବିଶେଷଜ୍ଞ ଟିମ୍। ସହରରେ ଗାଡ଼ିମୋଟରର…
ଅଟୋ ଉପରେ ମିନି ଗାର୍ଡେନ, ଯାତ୍ରୀଙ୍କୁ ମିଳୁଛି ଏସି ସୁବିଧା
ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ତ୍ତମାନ ସମଗ୍ର ବିଶ୍ୱରେ ଦେଖାଦେଇଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଅକ୍ଟୋବରରେ ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଅନ୍ୟପକ୍ଷରେ ରାଜଧାନୀ ଦିଲୀରେ ବର୍ଷା ହେବା ପରେ ପାଗ ବଦଳିଛି। ଶୀତଦିନ ଆରମ୍ଭ ହେବା ଉପରେ। କିନ୍ତୁ…
ସୁରକ୍ଷିତ ମାତୃତ୍ୱ ଅପରିହାର୍ଯ୍ୟ
ପୃଥିବୀର ପ୍ରତିଟି ଦେଶ ସୁରକ୍ଷିତ ମାତୃତ୍ୱ ଉପରେ ଗୁରୁତ୍ୱାରୋପ କରିଥାନ୍ତି। ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଦ୍ୱାରା ମାତୃ ଏବଂ ଶିଶୁ ମୃତ୍ୟୁ ହାର ରୋକା ଯିବା ପାଇଁ ଜାତିସଂଘ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ସଚେତନତା ସୃଷ୍ଟି ଲାଗି…
ଜନ୍ମଦାତ୍ରୀମା’ଙ୍କୁ ଖୋଜୁଛନ୍ତି ଝିଅ
ମୁମ୍ବାଇ: ସୁଇଜରଲାଣ୍ଡରେ ରହୁଥିବା ବୀଣା ମଖିଜାନି ମୁମ୍ବାଇ ଆସି ତାଙ୍କ ଜନଦାତ୍ରୀ ମା’ଙ୍କୁ ଖୋଜୁଛନ୍ତି। ମା’ଙ୍କୁ ଖୋଜିବାରେ ବିତିଗଲାଣି ୧୦ ବର୍ଷ, କିନ୍ତୁ ଏ ପର୍ଯ୍ୟନ୍ତ ସେ ଏଥିରେ ସଫଳ ହୋଇ ନାହାନ୍ତି। ବୀଣାଙ୍କ ପାଖରେ ତାଙ୍କ ଜନ୍ମକଲା ମା’ଙ୍କ ନାମ…
ସ୍ବାସ୍ଥ୍ୟ ପାଇଁ ସ୍ବଚ୍ଛତା
ସୁସ୍ଥ ସ୍ବାସ୍ଥ୍ୟ ପାଇଁ ସ୍ବଚ୍ଛତା ଜରୁରୀ। ସ୍ବଚ୍ଛତା ମଧ୍ୟରେ ଖାଇବା ପୂର୍ବରୁ ହାତ ଧୋଇବା ଅବା ବାହାରୁ ଘରକୁ ଗଲେ ଏଭଳି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କରୋନା ମହାମାରୀ ସମୟରେ ଏ ସମ୍ପର୍କରେ ବିଶ୍ୱସ୍ତରରେ ମାର୍ଗଦର୍ଶିକା ଜାରି କରାଯାଇଥିଲା। ହାତ ଧୋଇବାର…
ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚରରେ ‘ହ୍ୟୁମାନୋଏଡ୍ ରୋବୋ’
ରିୟାଧ: ଦୁବାଇର ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଜର୍ କର୍ତ୍ତୃପକ୍ଷ ସେମାନଙ୍କ ସହ ଆଉ ଜଣେ ନୂଆ ମେମ୍ବରଙ୍କୁ ସାମିଲ କରିବାକୁ ଯାଉଛନ୍ତି। ତେବେ ନୂଆ ମେମ୍ବର ହେଉଛି ହ୍ୟୁମାନୋଏଡ୍ ରୋବୋ, ଯାହାର ନଁା ହେଉଛି ‘ଆମେକା’। ତେବେ ଏହି ହ୍ୟୁମାନୋଏଡ୍ ରୋବୋକୁ…
୯୦ କୋଟିର ପେଣ୍ଟିଂକୁ ନିଜେ ଜାଳିଦେଲେ ଚିତ୍ରଶିଳ୍ପୀ, କାରଣ ଜାଣିଲେ…
ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କର ଚିନ୍ତାଧାରା ମଧ୍ୟ ନିଜସ୍ବ ଅନୁଯାୟୀ ଚାଲିଥାଏ। ବେଳେବେଳେ ଆମେ କେତେକ ପ୍ରସିଦ୍ଧ ଏବଂ ଜଣାଶୁଣା ସେଲିବ୍ରିଟିଙ୍କ ବିଷୟରେ କିଛି ଶୁଣିବାକୁ ପାଇଥାଉ। ଯାହା ସମ୍ପୂର୍ଣ୍ଣ ଅଦ୍ଭୁତ ଲାଗେ। ବ୍ରିଟେନର ଜଣେ ପ୍ରସିଦ୍ଧ କଳାକାରଙ୍କ…

