ପୃଥିବୀର ୫ ଭୟାନକ ପରିବର୍ତ୍ତନ: ତାତି-ଥଣ୍ଡାର ଆତଙ୍କ, ଭାରତର ୯ ରାଜ୍ୟ ସାମିଲ…
ନୂଆଦିଲ୍ଲୀ,୨୧।୨ : ଜଳବାୟୁ ପରିବର୍ତ୍ତନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି। ୨୦୫୦ ବର୍ଷକୁ ଦୃଷ୍ଟିରେ ରଖି କ୍ରସ ଡିପେଣ୍ଡେନ୍ସି ଇନିସିଏଟିଭ୍(ଏକ୍ସଡିଆଇ) ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହା ପୃଥିବୀର ୨,୬୦୦ ରାଜ୍ୟ ଏବଂ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି।…
ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରେ ମାତୃଭାଷା
ଭାଷାଭିତ୍ତିକ ତଥା ସାଂସ୍କୃତିକ ବିବିଧତା ଏବଂ ବହୁଭାଷୀତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଫେବୃୟାରୀ ୨୧ରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥାଏ। ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବାର ସଂକଳ୍ପକୁ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ…
ମା’ ବାପାଙ୍କୁ ଦେଢ଼ଶହ କୋଟିର ଘର ଉପହାର
ମୁମ୍ବାଇ: ତାମିଲ ଅଭିନେତା ଧନୁଷ୍ ନିକଟରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ଚେନ୍ନାଇର ପୋଇସ୍ ଗାର୍ଡେନ ସ୍ଥିତ ଏହି ବିଳାସପୂର୍ଣ୍ଣ ଘରଟିକୁ ଧନୁଷ୍ ତାଙ୍କ ମା’ବାପାଙ୍କୁ ଉପହାର ସ୍ବରୂପ ଦେଇଛନ୍ତି। ଧନୁଷ୍ଙ୍କ ପୂରା ପରିବାର ସେହି ଘରେ ରହିବେ ବୋଲି ଜଣାପଡ଼ିଛି।…
ମନୁଷ୍ୟକୃତ ମମିଫାଏଡ୍ ମର୍ମେଡ୍
ଟୋକିଓ: ଜାପାନରେ ଏକ ମମିଫାଏଡ୍ ମର୍ମେଡ୍ ମମି ଠାବ ହୋଇଛି, ଯାହା ବୈଜ୍ଞାନିକଙ୍କ ପାଇଁ ଶହ ଶହ ବର୍ଷ ଧରି ରହସ୍ୟ ହୋଇ ରହିଥିଲା। ରିପୋର୍ଟ ଅନୁସାରେ, ଏହି ମମିକୁ ଜାପାନର ଆଶାକୁଚି ସହରର ଏନ୍ଜୁଇନ୍ ମନ୍ଦିରରେ ରଖାଯାଇଥିଲା। ତେବେ ୩୦୦…
ସଂସ୍କାରରୁ ଜଣାପଡ଼ିଥାଏ ଶିକ୍ଷା
ସାମାଜିକ କାର୍ଯ୍ୟକଳାପରେ ଜଡ଼ିତ ହୋଇ ରହୁଥିବା ଜଣେ ମେଧାବୀ ଛାତ୍ର ସମାଜ ପାଇଁ କିଛି କରିବା ଆଉ ଆଗାମୀ ପିଢ଼ି ତା’ର ସୁଫଳ ପାଇବେ ସେ ସମସ୍ତ ପରିକଳ୍ପନା ମଧ୍ୟରେ ପୁରୁଣା କାଳର ଗୁରୁକୁଳ ଶିକ୍ଷା ବିଂଶ ଶତାବ୍ଦୀରେ ଟାଇମ୍ସ ଗୁରୁକୁଳ…
ଜାଣନ୍ତି କି କୂଅର ଆକାର କାହିଁକି ହୋଇଥାଏ ଗୋଲାକାର…
ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଅନେକ ଥର ଦେଖିଥିବେ, କିନ୍ତୁ ଏପରି ଜିନିଷ ତିଆରି କରିବାର କାରଣ କ’ଣ ହୋଇପାରେ ତାହା ଜାଣି ନ ଥିବେ। ଏହିପରି ସମସ୍ତ ପ୍ରଶ୍ନ ଏବଂ କାରଣ ସିଧାସଳଖ ବିଜ୍ଞାନ ସହିତ ଜଡ଼ିତ।…
ଅନ୍ଲାଇନ୍ରେ ୧୨ ହଜାର ଟଙ୍କାର ଟୁଥ୍ବ୍ରଶ୍ ମଗାଇଥିଲେ, ଆସିଲା ଏମିତି କିଛି
ଆଜିକାଲି ଅନ୍ଲାଇନ୍ କିଣାବିକାରେ ଲୋକମାନେ ଠକାମିର ଶିକାର ହେଉଛନ୍ତି। ନିକଟରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଜଣେ ଗ୍ରାହକ ଆମାଜନରୁ ୧୨,୦୦୦ ଟଙ୍କା ମୂଲ୍ୟର ଟୁଥ ବ୍ରଶ ଅର୍ଡର କରିଥିଲେ, କିନ୍ତୁ ତାଙ୍କୁ ଏମ୍ଡିଏଚ୍ ଚାଟ୍ ମସଲା ମିଳିଥିଲା। @Badassflowerbby…
ଭୂମିକମ୍ପରୁ ରକ୍ଷା କରିବ ଖଟ
ନିକଟରେ ଭୂମିକମ୍ପ ସିରିୟାରେ ମୃତ୍ୟୁର ତାଣ୍ଡବ କରିଛି, ଯାହାକୁ ଦେଖି ସାରା ବିଶ୍ୱ ସ୍ତବ୍ଧ ଓ ଭୟରେ ଶିହରି ଯାଉଛି। ରାତିରେ ଶୋଇବାକୁ ମଣିଷ ଡରୁଛି। କାଳେ ଶୋଇଥିବା ସମୟରେ ହିଁ ମଣିଷ ଚାଲିଯିବ ମୃତ୍ୟୁର କୋଳକୁ। ତେଣୁ ଆଖିରୁ ନିଦ…
ଓଲଟା ଗଛ
ସବୁ ଗଛ ଆକାଶ ଆଡ଼କୁ ବଢ଼ିଥାଏ। ଅର୍ଥାତ୍ ଚେର ଭୂମିକୁ ଜାବୁଡି ଧରିଥାଏ ଓ ତାହା ଉପର ଆଡ଼କୁ ବଢେ। କିନ୍ତୁ ରୋମରେ ଅଛି ଏଭଳି ଏକ ଅଜବ ଗଛ, ଯାହା ଉପରରୁ ତଳ ଆଡକୁ ବଢିଛି। ଭାବୁଥିବେ ଏହା କେମିତି…
ପରଫେକ୍ଟ ଯୋଡି…
ପରଘରେ ବଳେ ପଶି ବୁଦ୍ଧି ବତାଉଥିବା ବତାସ ମଉସା ଆଉ ମନ୍ଥରୀ ମାଉସୀ, ଏବେ ରହୁଛନ୍ତି ଜରାଶ୍ରମରେ l କେହି କୁହନ୍ତି ଆଜିର ସମାଜ ପିଲାଙ୍କ ଦୋଷ ତ କେହି କେହି କହନ୍ତି, କୃତ କର୍ମର ଫଳ ଭୋଗ। ଆଗରୁ ଅପରିଚିତ…
ଭୂତ ବାହାଘର
ପ୍ରତି ଦେଶ, ଧର୍ମ, ସମୁଦାୟର ନିଜ ନିଜର ପ୍ରଥା, ପରମ୍ପରା ଓ ଲୋକ ମାନ୍ୟତା ଥାଏ। ଆଉ ତାକୁ ସମସ୍ତେ ବେଶ୍ ଆଗ୍ରହ ଓ ଉତ୍ସାହର ସହ ପାଳନ କରନ୍ତି। ତେବେ ଏଇ ପ୍ରଥା ପରମ୍ପରା ମଧ୍ୟରୁ କିଛିଟା ଥାଏ ବେଶ୍…
ଆନ୍ଧ୍ରପ୍ରଦେଶର ଊଟି: ଅରକୁ ଘାଟି
ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅରକୁ ଘାଟିକୁ ଅନେକେ ଆନ୍ଧ୍ରପ୍ରଦେଶର ଊଟି ବୋଲି ବି ସମ୍ବୋଧନ କରିଥାନ୍ତି। ଏଠାରେ ପର୍ଯ୍ୟଟକ ଶାନ୍ତ ପରିବେଶରେ ଛୁଟି କଟାଇବାର ମଜା ନେବା ସହ ଟ୍ରେକିଂ କରିବାର ନିଆରା ଆନନ୍ଦ ମଧ୍ୟ ଲଭିପାରିବେ… ଆନ୍ଧ୍ରପ୍ରଦେଶର ଅଲ୍ଲୁରୀ…

