ଫୁରସତ

ସ୍ଥପତି ଉଦୟ

ଶିଳ୍ପୀଙ୍କ ଯାଦୁକରି ହାତର ସ୍ପର୍ଶରେ ନିର୍ଜୀବ ପଥର ଦେହରେ ବି ସଂଚାରିତ ହୁଏ ପ୍ରାଣ। ମୁଗୁର, ନିହାଣ ମୁନରେ ପଥର କିମ୍ବା କାଠ ଖୋଦେଇରେ ଶିଳ୍ପୀ ଗଢ଼ିଥାଏ ସୁନ୍ଦର ସୁନ୍ଦର ମୂର୍ତ୍ତି। ଏମିତି କଳାକୃତିଗୁଡ଼ିକୁ ଦେଖିଲେ ସତେଜ ଓ ଜୀବନ୍ତ ପରି…

ପ୍ରଥମ ଦରମାରେ ଓ୍ବାଶିଂ ମେସିନ୍‌ କିଣିଥିଲି: ଫ୍ୟାଶନ ଡିଜାଇନର୍‌ ସୋନାଲି ମିଶ୍ର

କଟକ ଚୌଦ୍ୱାର ମୋ ଜନ୍ମସ୍ଥାନ ହୋଇଥିଲେ ହେଁ, ବାପା ଯେହେତୁ ଜଣେ ପୋଲିସ୍‌ ଅଫିସର୍‌ ଥିଲେ ତେଣୁ ମୋର ପାଠପଢା ବିଭିନ୍ନ ସ୍ଥାନରେ ହୋଇଥିଲା। ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍କୁଲ୍‌ରୁ ସ୍କୁଲ୍‌ ପଢା ସାରି ସୁନ୍ଦରଗଡ଼ କଲେଜରେ ଯୁକ୍ତ ଦୁଇ…

ପ୍ରତିଶ୍ରୁତିର ହାତ

ପ୍ରତ୍ୟେକ ମାତାପିତା ନିଜ ସନ୍ତାନର ଭବିଷ୍ୟତ ପାଇଁ ନିଜର ସବୁ ସୁଖସୁବିଧାକୁ ତୁଚ୍ଛ କରିଦିଅନ୍ତି। କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ କେତେକ ସନ୍ତାନ ତାଙ୍କ ମାତାପିତାଙ୍କ ତ୍ୟାଗକୁ ପାଶୋରି ଯାଆନ୍ତି। ଯେଉଁଥିପାଇଁ ବୃଦ୍ଧ ମାତାପିତା ଶେଷ ସମୟରେ ଅସହାୟ ହୋଇପଡନ୍ତି।…

ପାକିସ୍ତାନର ଅଜବ ଆଇନ

ପ୍ରତ୍ୟେକ ଦେଶରେ କେତେକ ଆଇନ ରହିଛି; ଯାହାକୁ ଉକ୍ତ ଦେଶର ନାଗରିକମାନେ ମାନିବାକୁ ବାଧ୍ୟ। ତେବେ ପାକିସ୍ତାନରେ ରହିଛି ଏଭଳି କିଛି ଅଜବ ଆଇନ, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ। ଏହାକୁ ଉଲ୍ଲଂଘନ କଲେ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିଥାଏ।…

ପେଟମାଡ଼ି ଶୋଉଥିଲେ ପେଟମାଡ଼ି ଶୋଇବାକୁ ଅନେକେ ଭଲପାଆନ୍ତି।

ବର୍ତ୍ତମାନ ଅଧିକାଂଶ ଯୁବପିଢ଼ି ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟମାଡ଼ି ମୋବାଇଲ୍‌ କିମ୍ବା ଲାପଟପ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ହେଲେ ଆପଣ ଜାଣନ୍ତି କି ପେଟମାଡ଼ି ଶୋଇବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ଆଶଙ୍କା ଉପୁଜିପାରେ…. ପେଟମାଡ଼ି ଶୋଇବା ଦ୍ୱାରା ଶରୀରରେ…

ପ୍ଲାଷ୍ଟିକ୍‌ ବୋତଲରୁ ତିଆରି ହେଉଛି ଝାଡୁ, ଭିଡିଓ ଦେଖିଲେ…

ଆଜିର ସମୟରେ ପରିବେଶରେ ପ୍ରଦୂଷଣ ସୃଷ୍ଟି କରୁଥିବା ସମସ୍ତ ଉପାଦାନ ମଧ୍ୟରେ ପ୍ଲାଷ୍ଟିକ ସବୁଠାରୁ ବିପଜ୍ଜନକ ଅଟେ। ପ୍ଲାଷ୍ଟିକ ଶହ ଶହ ବର୍ଷ ଧରି ପରିବେଶରେ ରହିଥାଏ ଏବଂ କେବେ ବି ନଷ୍ଟ ହୁଏ ନାହିଁ। ପଶୁମାନଙ୍କ ସହିତ ଆଜି ପ୍ଲାଷ୍ଟିକ୍‌…

ରିଭ୍ୟୁ ରେଟିଂ, ଏକ ଧୋକା!

ରେସ୍ତୋରାଁରେ ଖାଇବା ହେଉ କି ବୁଲିବାକୁ ଯାଇଥିଲେ ହୋଟେଲ୍‌ ବୁକ୍‌ କରିବା ଅବା ଅନ୍‌ଲାଇନ୍‌ରେ ଯେକୌଣସି ସାମଗ୍ରୀ କିଣିବା ବେଳେ ଅଧିକାଂଶ ପ୍ରଥମେ ଏହାର ରିଭ୍ୟୁ ଏବଂ ରେଟିଂ ଦେଖିବାକୁ ଭୁଲି ନ ଥା’ନ୍ତି। କାରଣ ଯାହାର ରେଟିଂ ଯେତେ ଅଧିକ,…

ବରକୁ ସିଗାରେଟ୍‌ ପିଆଇ ସ୍ବାଗତକଲେ ଝିଅଘର ଲୋକେ

ଗାନ୍ଧୀନଗର: ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ତେବେ ନିକଟରେ ଦକ୍ଷିଣ ଗୁଜରାଟର ଏକ ବିବାହରେ ଅଜବ ପରମ୍ପରାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କି ବର ବିବାହ ପାଇଁ ଝିଅ ଘରକୁ…

୩ ଫୁଟ୍‌ ଡାଇନୋସର ପାଦଚିହ୍ନ ଠାବ

ୱାଶିଂଟନ୍‌: ଆମେରିକାର ୟୋର୍କସାଇନ୍‌ ଅଞ୍ଚଳରେ ଏକ ଡାଇନୋସରର ପାଦଚିହ୍ନ ମିଳିଛି, ଯାହାର ଲମ୍ବ ପ୍ରାୟ ୩ ଫୁଟ ୩ ଇଞ୍ଚ ରହିଛି। ଏହି ଅଞ୍ଚଳକୁ ଡାଇନୋସରଙ୍କ ଉପକୂଳ ଭାବେ କୁହାଯାଏ। ଏହି ପାଦଚିହ୍ନ ସେହି ଅଞ୍ଚଳରେ ସବୁଠାରୁ ବଡ଼ ବୋଲି କୁହାଯାଉଛି,…

ଦରଗାହରେ ଉଭୟ ଶିବରାତ୍ରି-ନମାଜ, ପୋଲିସ ସୁରକ୍ଷା ବଢ଼ାଇଲା…

ବେଙ୍ଗାଲୁରୁ,୧୮।୨ : କର୍ନାଟକର ଦରଗାହରେ ଉଭୟ ଶିବରାତ୍ରି ପାଳନ ଏବଂ ନମାଜ ପାଠ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ରାଜ୍ୟର କାଲାବୁରଗି ଜିଲାରେ ଅବସ୍ଥିତ ଦରଗାହରେ ହିନ୍ଦୁମାନେ ଶିବରାତ୍ରି ପୂଜା କରିବେ। ଏହା ସହିତ ମୁସଲମାନମାନେ ମଧ୍ୟ…

ବାସନ ମାଜୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ମାଙ୍କଡ଼କୁ ସବୁଠାରୁ ଅନୁକରଣକାରୀ ପ୍ରାଣୀ ଭାବରେ ବିବେଚନା କରାଯାଏ। ତାଲିମ ପାଇବା ମାତ୍ରେ ସେ ଏତେ ଆଶ୍ଚର୍ଯ୍ୟଜନକ ଅଭିନୟ ଆରମ୍ଭ କରନ୍ତି ଯେ, ବିଶ୍ୱାସ କରିବା କଷ୍ଟକର। ଅନେକଥର ମାଙ୍କଡ଼ମାନେ ସେମାନଙ୍କ ଦୁଃସାହସିକ କାର୍ଯ୍ୟ କରୁଥିବା ଆମେ ଦେଖିଛେ। ବେଳେବେଳେ କାହାର…

୨୪ ବର୍ଷ ହେଲା ନଡିଆ ପାଣି ପିଇ ବଞ୍ଚୁଛନ୍ତି ଏହି ବ୍ୟକ୍ତି

ଆଜିକାଲି ଲୋକେ ନିଜକୁ ଫିଟ୍‌ ରଖିବା ପାଇଁ ସବୁକିଛିକୁ ଆପଣାଉଛନ୍ତି। କିନ୍ତୁ ଜଣେ ବ୍ୟକ୍ତି ଏହିପରି କିଛି କରିଛନ୍ତି, ଯାହା ବୋଧହୁଏ କଳ୍ପନା ବାହାରେ। ବାସ୍ତବରେ, ବାଲକ୍ରିଷ୍ଣନ ନାମକ ଜଣେ ବ୍ୟକ୍ତି ଗ୍ୟାଷ୍ଟ୍ରୋସୋଫିଗାଲ ରିଫ୍ଲକ୍ସ ରୋଗ ହେତୁ ଏଭଳି ନିଷ୍ପତ୍ତି ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?