ଫୁରସତ

୩୩ ପ୍ରତିଶତ ଭାରତୀୟ ମହିଳା ବ୍ୟବହାର କରୁଛନ୍ତି ଇଣ୍ଟରନେଟ: ୟୁଏନ ରିପୋର୍ଟ…

ନୂଆଦିଲ୍ଲୀ,୨୦।୩ : ମିଳିତ ଜାତିସଂଘ ମହିଳା ସଂଗଠନ ମହିଳା ସ୍ଥିତି (ୟୁଏନ-ସିଏସଡବ୍ଲ୍ୟୁ) ଆୟୋଗ ପକ୍ଷରୁ ଡିଜିଟାଲ ଦୁନିଆରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ ଦୂର କରିବାକୁ ଆହ୍ବାନ ଦିଆଯାଇଛି। ଏହାପୂର୍ବରୁ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଭାରତରେ କେବଳ ୩୩ ପ୍ରତିଶତ…

୧୦୦ କୋଟିର ମାଲିକ, ସାମାନ୍ୟ ଭୁଲ୍‌ ପାଇଁ ହୋଇଗଲେ କାଙ୍ଗାଳ

ମଣିଷର ଭାଗ୍ୟ କେତେବେଳେ କ’ଣ ପରିବର୍ତ୍ତନ ହେବ ତାହା କହିହେବ ନାହିଁ। କେତେବେଳେ ଭଲ ସମୟ ଆସେ ତ ଆଉ କେତେବେଳେ ଦୁର୍ଭାଗ୍ୟ। ସାମାନ୍ୟ ଭୁଲ୍‌ ପାଇଁ ମଣିଷ ଗୋଟିଏ ରାତିରେ କାଙ୍ଗାଳ ହୋଇଯାଏ। ଏମିତି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି।…

ଗ୍ଲାମରସ୍‌ ମେକାନିକ୍‌

ଗ୍ୟାରେଜ୍‌ରେ ପୁରୁଷମାନଙ୍କୁ କଠିନ ପରିଶ୍ରମ କରି ବଡ଼ ବଡ଼ ଗାଡି ଠିକ୍‌ କରୁଥିବା ଦେଖିଥିବେ। ଶାରୀରିକ ପରିଶ୍ରମ ରହୁଥିବା ଏହି କାର୍ଯ୍ୟକୁ ସାଧାରଣତଃ ପୁରୁଷପ୍ରଧାନ କାମ ଭାବେ ଗଣନା କରାଯାଏ। ଏମିତି ବହୁତ କମ୍‌ ମହିଳା ଅଛନ୍ତି ଯେଉଁମାନେ ଏହି କାମକୁ…

ଘରକୁ କଲେ ଆକ୍ୱାରିୟମ

ଇସ୍ରାଏଲ୍‌ର ଏଲି ନାମକ ଜଣେ ବ୍ୟକ୍ତି ତିଆରି କରିଛନ୍ତି ପୃଥିବୀର ସବୁଠାରୁ ବଡ଼ ହୋମ ରିଫ୍‌ ଆକ୍ୱାରିୟମ୍‌। ନିଜ ଲିଭିଂ ରୁମ୍‌ରେ ସେ ଏହି ଆକ୍ୱାରିୟମ୍‌ଟିକୁ ତିଆରି କରିଛନ୍ତି। ଏହା ଏତେ ବଡ଼ ଯେ, ଏଲି ନିଜେ ତା’ ଭିତରେ ପଶି…

ରାମ କନ୍ଦମୂଳ

ଡ୍ରମ୍‌ ପରି ଦେଖାଯାଉଥିବା ଏହି ଜିନିଷଟି ପ୍ରକୃତରେ ଏକ ଖାଦ୍ୟ, ଯାହାର ନାଁ ରାମ କନ୍ଦମୂଳ। ସାଧାରଣତଃ କର୍ନାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ମହାରାଷ୍ଟ୍ରରେ ଏହା ମିଳେ। ଗୋଟିଏ ଗୋଟିଏ ରାମ କନ୍ଦମୂଳର ଓଜନ ୩୦୦ କେଜିରୁ ଊର୍ଦ୍ଧ୍ୱ ହୋଇଥାଏ। ରାସ୍ତାକଡ଼ରେ…

ଶ୍ରଦ୍ଧାଞ୍ଜଳି ବିଡ଼ମ୍ବନା

ଜଣେ ଥା’ନ୍ତି ପ୍ରସିଦ୍ଧ ସଂଗଠକ। ସେ ସଙ୍ଗଠକ ହିସାବରେ ଯେତିକି ଖ୍ୟାତ ଥିଲେ ତା’ଠାରୁ ଅଧିକ ଜଣେ ଶ୍ରଦ୍ଧାଞ୍ଜଳି ଲେଖକ ଭାବେ ଖ୍ୟାତି ଅର୍ଜନ କରିଥିଲେ । ଜଣା ଅଜଣା ସେ ସମସ୍ତଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଲେଖୁଥିଲେ। ଏକ ବହୁଳ ପ୍ରସାରିତ…

ସିଲିଂ ଫ୍ୟାନ୍‌

ଦିନ ଥିଲା ଲୋକେ ଗରମରୁ ରକ୍ଷା ପାଇବା ପାଇଁ ହାତପଙ୍ଖାର ବ୍ୟବହାର କରୁଥିଲେ। ପ୍ରାଚୀନ ମିଶର, ଜାପାନ ଓ ଚାଇନାରେ ହସ୍ତ ଚାଳିତ ପଙ୍ଖା ବ୍ୟବହାର କରାଯାଇଥିବାର ପ୍ରମାଣ ବି ମିଳିଛି। ତେବେ ଆଜିକାର ସିଲିଂ ଫ୍ୟାନ୍‌ ଯାହା ଲୋକଙ୍କୁ ପ୍ରବଳ…

ସୌନ୍ଦର୍ଯ୍ୟର ଗନ୍ତାଘର ରତ୍ନାଗିରି

ଦକ୍ଷିଣ-ପଶ୍ଚିମ ମହାରାଷ୍ଟ୍ରର ଏକ ଆକର୍ଷଣୀୟ ସହର ହେଉଛି ରତ୍ନାଗିରି। ଆଲ୍‌ଫୋନ୍‌ସୋ ନାମକ ଏକ ଆମ୍ବ ଚାଷ ପାଇଁ ଏହି ସ୍ଥାନର ରହିଛି ବେଶ୍‌ ଖ୍ୟାତି। ପାହାଡପର୍ବତ, ଝରଣା ଦ୍ୱାରା ଘେରି ହୋଇ ରହିଥିବା ଏହି ସ୍ଥାନଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ସରଳ…

ଶିଶୁ ପାଇଁ ପ୍ରଥା

ଶିଶୁଟିଏ ଜନ୍ମ ହେବାପରେ ଘର ହସଖୁସିରେ ପୁରି ଉଠେ। ତା’ର ହସକାନ୍ଦ ଭୁଲେଇ ଦିଏ ସବୁ ଦୁଃଖକଷ୍ଟ। ତେବେ ଜାଣନ୍ତିକି ଶିଶୁ ଜନ୍ମ ହେବାକୁ ନେଇ ବିଭିନ୍ନ ସ୍ଥାନରେ ରହିଛି ନାନା ପ୍ରକାରର ଅଜବ ପ୍ରଥା ଓ ପରମ୍ପରା। ଜାଣନ୍ତୁ ସେ…

ଗାଁକୁ ସିଲେଇ ଦେଇଛି ସ୍ବତନ୍ତ୍ର ପରିଚୟ

ବଲାଙ୍ଗୀର ସହରଠାରୁ ପ୍ରାୟ ୬ କିଲୋମିଟର ଦୂରରେ ରହିଛି ମାଧିଆପାଲି ଗ୍ରାମପଞ୍ଚାୟତର ରିନ୍‌ବଚନ ଗାଁ। ଏହା ଏମିତି ଏକ ଗାଁ ଯେଉଁଠି ଅଧିକାଂଶ ପୁରୁଷ ଓ ମହିଳା କରନ୍ତି ସିଲେଇ କାମ। ଆଉ ଏଇ ସିଲେଇ କାମ ହିଁ ଏଇ ଗାଁକୁ…

ତଥାପି ସକ୍ଷମ

କେବଳ ଯେ ଜଣେ ସୁସ୍ଥସବଳ ଶରୀରଧାରୀ ମଣିଷ ସଫଳ ହୋଇପାରିବ, ଆଗକୁ ବଢିପାରିବ ତାହା ନୁହେଁ। ବେଳେବେଳେ ହାତ, ଗୋଡ ନ ଥିବା ମଣିଷ ବି ଏମିତି କିଛି କରି ଦେଖାଏ ଯାହା ସୁସ୍ଥ ମଣିଷ ପକ୍ଷେ ସମ୍ଭବ ହୁଏନା। ଠିକ…

ଅଜବ ଜୋତା

ଆଜିର ଯୁବପିଢ଼ିଙ୍କ ପସନ୍ଦ ସତରେ ଅଜବ। ଆଉ ସେମାନଙ୍କ ରୁଚିକୁ ଆଖି ଆଗରେ ରଖି ନାମୀଦାମୀ କମ୍ପାନିଗୁଡ଼ିକ ମଧ୍ୟ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଜାଣିବା କେତୋଟି ଅଜବ ଜୋତା ସମ୍ପର୍କରେ… ଦି ରାଟ୍‌ ଶୁ: ଏହି ଜୋତା ଦେଖିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?