ଫୁରସତ

ପଥର ନୁହେଁ, ମାଛ

ପୃଥିବୀର ସବୁଠୁ ବିଷାକ୍ତ ମାଛ ହେଲେ ଷ୍ଟୋନ୍‌ ଫିଶ୍‌। ଏହା ଦେଖିବାକୁ ଖଣ୍ଡେ ଅପରିଷ୍କାର ପଥର ଭଳି। ହେଲେ ଏହି ମାଛ ଏତେ ବିଷାକ୍ତ ଯେ, ଏହାକୁ ଖାଇବା ତ ଦୂରର କଥା, ଏହାର ମାତ୍ର ଗୋଟିଏ ବୁନ୍ଦା ବିଷ ମଣିଷକୁ…

ବିବାହର ୭ ଘଣ୍ଟା ପରେ ବରଙ୍କୁ ଛାଡ଼ିଦେଲେ କନ୍ୟା, କହିଲେ ମୁଁ ଥକ୍କି ଯାଇଛି…

କୁହାଯାଏ, ବିବାହ ସାତ ଜନ୍ମ ପାଇଁ। ମାତ୍ର ଜଣେ କନ୍ୟା ବିବାହର ୭ ଘଣ୍ଟା ମଧ୍ୟରେ ବରଙ୍କ ସହ ସମ୍ପର୍କ ଛିନ୍ନ କରିଛନ୍ତି। ଏପରି ଅଜବ ଘଟଣା କାନପୁରରେ ଦେଖିବାକୁ ମିଳିଛି। ଏହାର କାରଣ ହେଉଛି ବାପଘରଠାରୁ ଶାଶୁଘର ବହୁ ଦୂର।…

ଜିନ୍ସ ବଟନ୍‌ରୁ ମହିଳାଙ୍କ ଜୀବନ୍ତ କଳାକୃତି, ଭିଡିଓ ଦେଖିଲେ…

ଅନେକ ଥର ଆମେ ଏପରି କିଛି କଳାକୃତି ଦେଖିବାକୁ ପାଇଥାଉ, ଯାହା ଚକିତ କରିଥାଏ। ବର୍ତ୍ତମାନ ସମୟରେ କଳାକାରମାନେ କିଛି ଅଲଗା କରିବାକୁ ଚେଷ୍ଟା କରିବାକୁ ଯାଇ ବୋତଲ କ୍ୟାପ୍‌, ପଲିଥିନ ପ୍ୟାକେଟ, ବର୍ଜିତ ଔଷଧ ବୋତଲ ଏବଂ ବର୍ଜ୍ୟବସ୍ତୁକୁ ଆକୃତି…

ଦୁନିଆର ସବୁଠୁ ବୟସ୍କ ବଡି ବିଲ୍ଡର

ସାଧାରଣତଃ ବୟସ ବଢ଼ିଲେ ଲୋକେ ବାର୍ଦ୍ଧକ୍ୟ ଆଡ଼କୁ ଗତି କରନ୍ତି। ଶେଷ ସମୟରେ ଟିକେ ଆରାମ ଚାହାନ୍ତି। କିନ୍ତୁ ଜଣେ ଜଣେ ବ୍ୟକ୍ତି ଅଛନ୍ତି, ସେମାନଙ୍କ ଜୀବନ ଯେମିତି ୬୦ ପରେ ହିଁ ଆରମ୍ଭ ହୁଏ। ବୃଦ୍ଧାବସ୍ଥାରେ ବି ସେ ଅନେକ…

୨୦ ବର୍ଷ ଧରି ଖାଲି ପାଦରେ ଚାଲୁଛନ୍ତି ଏହି ବ୍ୟକ୍ତି, କାରଣ ଜାଣିଲେ…

ପ୍ରାୟତଃ ଲୋକମାନେ ନିଜ ଘରେ ଖାଲି ପାଦରେ ଚାଲନ୍ତି। ବାହାରକୁ ଯିବା ପାଇଁ ଚପଲଠାରୁ ଜୋତା ପର୍ଯ୍ୟନ୍ତ ସବୁକିଛି ପିନ୍ଧିବାକୁ ପସନ୍ଦ କରନ୍ତି। କହିବାକୁ ଗଲେ ବିନା ଚପଲରେ ମଣିଷ ଘରୁ ଗୋଡ଼ କାଢ଼େନି। ମାତ୍ର ଏମିତି ଜଣେ ବ୍ୟକ୍ତି ଅଛନ୍ତି,…

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହାର ହୋଇଥିଲା ବିମାନ, ପରେ ଏହା ଇଞ୍ଜିନ୍‌ରୁ ତିଆରି ହେଲା କାର୍‌, ଦାମ୍‌ ଜାଣିଲେ…

ଯେତେବେଳେ ଜଣେ ବ୍ୟକ୍ତି କିଛି ଅଲଗା କରିବାକୁ ସ୍ଥିର କରନ୍ତି, ସେତେବେଳେ ବିନା ଭୟ ତଥା ଦ୍ୱିଧାରେ ପ୍ରତ୍ୟେକ କଷ୍ଟ କାମକୁ ପାର୍‌ କରି ଦେଇଥାନ୍ତି। ଜନ ଡୋଡ୍‌ ନାମକ ଜଣେ ଇଂରାଜୀ ଇଞ୍ଜିନିୟର ଏହାକୁ ପ୍ରମାଣ କରି ଦେଖାଇଛନ୍ତି। ପଲ…

ସାମରିକ ବିକାଶ ଦ୍ୱାରା ଆର୍ଥିକ ବିକାଶ

ଦେଶରେ ସାମରିକ ଶକ୍ତିର ବିକାଶରେ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏସବୁ ଉତ୍ପାଦନ ଏବଂ ଏହାର ରପ୍ତାନି ଦ୍ୱାରା ରାଜସ୍ବ ବୃଦ୍ଧି ମାର୍ଗ ପ୍ରଶସ୍ତ ହୋଇଥାଏ। ତେଣୁ ପ୍ରତିବର୍ଷ ମାର୍ଚ୍ଚ ୧୮ରେ ଅର୍ଡିନାନ୍ସ କାରଖାନା ଦିବସ ପାଳନ କରାଯାଇଥାଏ। ଏହା…

ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରୁଛି ମଣ୍ଡାସରୁ ଇକୋ ଟୁରିଜମ୍‌

ରାଇକିଆ,୧୭ା୩: କନ୍ଧମାଳ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାଇକିଆର ମଣ୍ଡାସରୁ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରୁଛି। ଗତ କିଛିବର୍ଷ ମଧ୍ୟରେ ପ୍ରାକୃତିକ ସୋନ୍ଦର୍ଯ୍ୟ ସାଙ୍ଗକୁ ଏହାର ପୁନରୁଦ୍ଧାର ଯୋଗୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଏହି ଇକୋ ଟୁରିଜମ୍‌ କେନ୍ଦ୍ର।…

କୁକୁର-ବତକର ଅନାବିଳ ସ୍ନେହ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓକୁ ଲୋକେ ବହୁମାତ୍ରାରେ ପସନ୍ଦ କରିଥାନ୍ତି। ବିଶେଷକରି ଗୃହପାଳିତ ପଶୁମାନଙ୍କର ସୁନ୍ଦର ଭିଡିଓକୁ ସମସ୍ତେ ପସନ୍ଦ କରନ୍ତି। ଯଦି ଦୁଇଟି ପ୍ରାଣୀ ମଧ୍ୟରେ ବନ୍ଧୁତ୍ୱର ଏକ ସୁନ୍ଦର ଭିଡିଓ…

ଶୁଆ ମୃତ୍ୟୁକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ମାଲିକ

କାନପୁର,୧୭।୩: ୟୁପିର କାନପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। କାନପୁରର କିଡୱାଇନାଗର ପୋଲିସ ଷ୍ଟେଶନ ଅଞ୍ଚଳରେ ଚିକିତ୍ସା ସମୟରେ ଜଣେ ଅସୁସ୍ଥ ଶୁଆର ମୃତ୍ୟୁ ଘଟିଛି। ଶୁଆର ମାଲିକ ଡାକ୍ତରଙ୍କ ଅବହେଳା ଅଭିଯୋଗରେ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ସୋସିଆଲ…

ଏହି ଦେଶରେ ଦେଖିବାକୁ ମିଳିଛି ପ୍ଲାଷ୍ଟିକ୍‌ ଚଟାଣ, ଚିନ୍ତାରେ ବୈଜ୍ଞାନିକ

ବ୍ରାସିଲିଆ,୧୬ା୩: ପରାନା ଫେଡେରାଲ ୟୁନିଭର୍ସିଟିର ଅନୁସନ୍ଧାନକାରୀମାନେ ବ୍ରାଜିଲର ଟ୍ରାଇଡେଣ୍ଟ ଦ୍ୱୀପରେ ଏକ ପ୍ଲାଷ୍ଟିକ ଚଟାଣ ଆବିଷ୍କାର କରିଛନ୍ତି। ଯାହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭୂବିଜ୍ଞାନୀମାନେ କହିଛନ୍ତି, ଏହାର କାରଣ ହେଉଛି ପ୍ରଦୂଷଣ, ସମୁଦ୍ରରେ ଆବର୍ଜନା ଏବଂ ସମୁଦ୍ରରେ ଭୁଲ୍‌ ଭାବରେ…

୨୦ ବର୍ଷ ବୈଠକ ପରେ ୨୦୦ ଦେଶ ପ୍ରଣୟନ କଲେ ନୂଆ ସମୁଦ୍ର ଆଇନ: ୨୦୩୦ ସୁଦ୍ଧା ୩୦ ପ୍ରତିଶତ ମହାସାଗର ହେବ ସଂରକ୍ଷିତ…

ନ୍ୟୁୟର୍କ,୧୬।୩ : ବିଶ୍ୱ ୨୦୦ ଦେଶ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଯାହାର ନାମ ‘ହାଇ ସି ଟ୍ରିଟି’ ରଖାଯାଇଛି। ୨୦ ବର୍ଷର ବିଚାର ବିମର୍ଷ ପରେ ଏହି ଚୁକ୍ତିନାମା ହୋଇଛି। ଏହା କୁହାଯାଉଛି ଯେ ଏହା ସାମୁଦ୍ରିକ ପ୍ରାଣୀଙ୍କ ସଂରକ୍ଷଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?