Posted inଫୁରସତ

୧୦୦ କୋଟିର ମାଲିକ, ସାମାନ୍ୟ ଭୁଲ୍‌ ପାଇଁ ହୋଇଗଲେ କାଙ୍ଗାଳ

ମଣିଷର ଭାଗ୍ୟ କେତେବେଳେ କ’ଣ ପରିବର୍ତ୍ତନ ହେବ ତାହା କହିହେବ ନାହିଁ। କେତେବେଳେ ଭଲ ସମୟ ଆସେ ତ ଆଉ କେତେବେଳେ ଦୁର୍ଭାଗ୍ୟ। ସାମାନ୍ୟ ଭୁଲ୍‌ ପାଇଁ ମଣିଷ ଗୋଟିଏ ରାତିରେ କାଙ୍ଗାଳ ହୋଇଯାଏ। ଏମିତି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି। ୧୦୦ କୋଟିର ମାଲିକ ଥିବା ବ୍ୟକ୍ତିଜଣକ ସାମାନ୍ୟ ଭୁଲ୍‌ ପାଇଁ କାଙ୍ଗାଳ ହୋଇଗଲେ।

ବ୍ରିଟେନରେ ରହୁଥିବା ଜନ ମ୍ୟାକଗିନିସ୍‌ଙ୍କ ଭାଗ୍ୟ ପୂରା ଉଜ୍ଜ୍ୱଳ ଥିଲା। ତାଙ୍କ ପାଖରେ ଏତେ ସମ୍ପତ୍ତି ଥିଲା, ସେ ସମ୍ଭାଳି ପାରୁ ନ ଥିଲେ। କିନ୍ତୁ ଦିନେ ଏମିତି ଏକ ସମୟ ଆସିଲା ସେ କୋଟିପତିରୁ ଭିକାରୀ ହୋଇଗଲେ।

ଜନ ୧୯୯୭ରେ ୧୦୦ କୋଟି ଟଙ୍କାର ଲଟେରି ଜିତିଥିଲେ। ସେ ଏହାକୁ ନେଇ ଜଙ୍ଗଲରେ ଉଡ଼ାଇଲେ। ସେ ବେଣ୍ଟଲି, ମର୍ସିଡିଜ, ଜାଗୁଆର, ଫେରେରୀ ଏବଂ ବିଏମ୍‌ଡବ୍ଲ୍ୟୁ କାର୍‌ କିଣିବା ସହ ୧୩ କୋଟି ମୂଲ୍ୟର ବିଳାସପୂର୍ଣ୍ଣ ବଙ୍ଗଳା କିଣିଥିଲେ। ଏହା ବ୍ୟତୀତ ୫ କୋଟି ଟଙ୍କାର ସି’ ଫେସିଂ ଆପାର୍ଟମେଣ୍ଟ କିଣିବା ପରେ ସେ ତାଙ୍କ ପରିବାର ପାଇଁ ପ୍ରାୟ ୩୦ କୋଟି ଖର୍ଚ୍ଚ କରିଥିଲେ। ବିନା ଯୋଜନାରେ ଟଙ୍କା ବିନିଯୋଗ କରିବା ପରେ ସେ ଜାଣିବାକୁ ପାଇଲେ ଯେ, ସେ ଲଟେରି ଟଙ୍କା ଜମା କରିଥିବା ସମସ୍ତ ଜିନିଷ ହରାଇଛନ୍ତି।

ଏକ ସାକ୍ଷାତକାରରେ ଜନ୍‌ କହିଛନ୍ତି, ସେ କେବଳ ବିଳାସପୂର୍ଣ୍ଣ କାର କିଣି ନାହାନ୍ତି ବରଂ ଅନେକ ବିଳାସପୂର୍ଣ୍ଣ ସ୍ଥାନରେ ଛୁଟି କଟାଇଛନ୍ତି। ସେ ସ୍ବୀକାର କରିଛନ୍ତି ଯେ, ବିଳାସପୂର୍ଣ୍ଣ ଜୀବନଯାପନ କରିବା ପାଇଁ ଜିତିଥିବା ସମସ୍ତ ଟଙ୍କା ନଷ୍ଟ କରିଛନ୍ତି କିନ୍ତୁ ବର୍ତ୍ତମାନ ସେ କିପରି ଭାବରେ ତାଙ୍କ ଶପିଂ ବିଲ ଦେବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। କେବଳ ଡିଜାଇନର୍‌ ପୋଷାକ ପିନ୍ଧିବା ଏବଂ ବିଳାସପୂର୍ଣ୍ଣ ଛୁଟିଦିନରେ କୋଟି ଟଙ୍କା ନଷ୍ଟ କରିଥିବା ଜନ କହିଛନ୍ତି। ସେ ଏବେ ପୂରା କାଙ୍ଗାଳ ହୋଇଯାଇଥିବା ଜନ୍‌ ନିଜେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri