ଫୁରସତ

କାର୍‌ ପାଲଟିଲା ବରଫ ଗଦା, ଭିଡିଓ ଦେଖିଲେ…

ନ୍ୟୁୟର୍କରେ ବରଫ ଝଡ଼ ଦେଖିବାକୁ ମିଳିଛି। ପରିସ୍ଥିତି ଏପରି ହୋଇଛି ଯେ, ଯେଉଁ ଜିନିଷ ରଖିଲେ ବରଫ ପାଲଟିଯାଉଛି। ଏବେ ସୋସିଆଲ ମିଡିଆରେ ଏକ କାର୍‌ର ଫଟୋ ଭାଇରାଲ ହେଉଛି। ଯାହା ପୂରା ବରଫରେ ଆଚ୍ଛାଦିତ ହୋଇଛି। parking by Lake…

ବଦଳୁଛି ପାଣିପାଗ

ସମ୍ପ୍ରତି ବିଶ୍ୱର ପାଣିପାଗ ବଦଳିବାରେ ଲାଗିଛି। ଏପରିସ୍ଥଳେ ସବୁଜ ପୃଥିବୀକୁ ସୁରକ୍ଷା ପ୍ରଦାନ କରୁଥିବା କାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ସମାଜର ନିରାପତ୍ତା ତଥା କଲ୍ୟାଣ ପାଇଁ ଅତ୍ୟାବଶ୍ୟକ ଅବଦାନ ପ୍ରଦର୍ଶନ କରୁଥିବା ପାଣିପାଗ ବିଭାଗ ଏବଂ…

ଫେରିବ ‘ରାମପୁରୀ’ ଚମକ

ବଲିଉଡ୍‌ ବ୍ଲକ୍‌ବଷ୍ଟର ସିନେମା ‘ତେଜାବ୍‌’ର ଶେଷ ଦୃଶ୍ୟରେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲା ପାର୍ଶ୍ୱ ଅଭିନେତା ବବନ୍‌ ଓରଫ ଚଁକି ପାଣ୍ଡେଙ୍କ ହାତରେ ଥିବା ଚାକୁ। ସୁଇଚ୍‌ ଟିପିଲେ ବଟ୍‌ରୁ ଚାକୁର ବ୍ଲେଡ୍‌ ବାହାରୁଥିଲା, ଯାହାକୁ ପୁନର୍ବାର ମୋଡ଼ି ତା’ ଭିତରେ…

ବ୍ରେକ୍‌ଅପ୍‌ ଅବସାଦ ଦୂର କରିବ ‘ଲଭ୍‌ ବେଟର’

ନ୍ୟୁଜିଲାଣ୍ଡ, ୨୩। ୩: ବର୍ତ୍ତମାନର ଯୁବପିଢ଼ିଙ୍କ କ୍ଷେତ୍ରରେ ବ୍ରେକ୍‌ଅପ୍‌ଜନିତ ଅବସାଦ ଅଧିକମାତ୍ରାରେ ବଢ଼ିଯାଇଛି। ପ୍ରେମରେ ପ୍ରତାରଣା ତଥା ପ୍ରେମୀ ଯୁଗଳଙ୍କ ମଧ୍ୟରେ ମତାନ୍ତର ହେବା ପରେ ଉଭୟେ ସମ୍ପର୍କ ଶେଷ କରିବାର ଯେଉଁ ନିଷ୍ପତ୍ତି ନିଅନ୍ତି, ତାହା ହେଉଛି ବ୍ରେକ୍‌ଅପ୍‌। ବ୍ରେକ୍‌ଅପ…

ମା’ଙ୍କୁ କାମୁଡ଼ିଲା ସାପ, ପାଟିରେ ବିଷ ଟାଣିଲେ ଝିଅ

ଆପଣ ଫିଲ୍ମରେ ନିଶ୍ଚିତ ଦେଖିଥିବେ ଜଣଙ୍କୁ ସାପ କାମୁଡ଼ିଲେ ଆଉ ଜଣେ ପାଟିରେ ବିଷ ଟାଣିଥାନ୍ତି। ମାତ୍ର ବାସ୍ତବ ଜୀବନରେ ମଧ୍ୟ ସେମିତି ଘଟିଛି। ଜଣେ ମହିଳାଙ୍କୁ ସାପ କାମୁଡ଼ିବାରୁ ତାଙ୍କ ଝିଅ ପାଟିରେ ବିଷ ଟାଣି ଚର୍ଚ୍ଚାକୁ ଆସିଛନ୍ତି। ଏହି…

୧୦୦ ଫୁଟ ଉଚ୍ଚରେ ଝୁଲୁଛି ଶୌଚାଳୟ

ଯେଉଁ ଜିନିଷ ଆମେ ସବୁବେଳେ ପୃଥିବୀରେ ଦେଖି ଆସୁଛେ ତାହାକୁ ଯଦି ଆକାଶରେ ଝୁଲୁଥିବା ଦେଖିବା ତେବେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ଏବେ ଏକ ଶୌଚାଳୟ ନଦୀ ଉପରେ ୧୦୦ ଫୁଟ ଉଚ୍ଚରେ ଝୁଲୁଥିବାର ଦେଖିବାକୁ ମିଳିଛି। ସାଧାରଣତଃ ଲୋକଙ୍କ…

ତାତି ଯୋଗୁ ୭ ବର୍ଷରେ ଚାକିରି ହରାଇବେ ୮ କୋଟି ଲୋକ, ଭାରତରେ ୩ କୋଟି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୩ : ଗତ ସପ୍ତାହରେ ବର୍ଷା ଯୋଗୁ ଏବଂ ଚଳିତ ସପ୍ତାହ ଆରମ୍ଭରେ, ପାଗ ବଦଳିବା ପୂର୍ବରୁ ହଠାତ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଥିଲା। ଏଥି ସହିତ, ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ ଚଳିତ ବର୍ଷ ଗ୍ରୀଷ୍ମ ଲହର…

ଭୂକମ୍ପରେ ଥରୁଥିଲା ଅପରେଶନ ଥିଏଟର, ଜନ୍ମ ନେଲେ ଶିଶୁ, ଭିଡ଼ିଓ ଭାଇରାଲ…

ଶ୍ରୀନଗର,୨୨।୩ : ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତର ଭାରତରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା। ଏହି ସମୟରେ ଜମ୍ମୁକଶ୍ମୀରର ଅନନ୍ତନାଗ ଜିଲାର ଏକ ଡାକ୍ତରଖାନାର ଡାକ୍ତରମାନେ ଏକ ଶିଶୁପୁତ୍ରଙ୍କର ଜନ୍ମ ସଫଳତାର ସହିତ କରାଇଛନ୍ତି। ଶିଶୁଟି ଲୋୟର-ସେଗମେଣ୍ଟ ସିଜେରିୟାନ ମାଧ୍ୟମରେ ଜନ୍ମ…

ଗର୍ଭରେ ବାଇସେପ ଦେଖାଇଲା ଛୁଆ

ୱାଶିଂଟନ: ଦୁଇ ଥର ଓସ୍କାର ଜିତିଥିବା ୪୮ ବର୍ଷୀୟା ଆମେରିକାନ୍‌ ଅଭିନେତ୍ରୀ ହିଲାରି ସ୍ବାଙ୍କ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ନିକଟରେ ସେ ତାଙ୍କ ଯାଅଁାଳା ଛୁଆଙ୍କ ଅଲଟ୍ରାସାଉଣ୍ଡର ଫଟୋ ଶେୟାର କରିଛନ୍ତି। ସେଥିରେ ଗୋଟେ ପିଲା ବାଇସେପ ଦେଖାଉଥିବା ନଜରକୁ ଆସିଛି।…

ଗାଈକୁ ଦେଖାକରିବାକୁ ଆସେ ଚିତାବାଘ

ମୁମ୍ବାଇ: ସବୁବେଳେ ଶିକାରୀ ତା’ ଶିକାର ଅପେକ୍ଷାରେ ରହିଥାଏ। ଯେପରି ଗୋଟେ ହିଂସ୍ର ପ୍ରାଣୀ ତା’ ଶିକାରର ପିଛା କରି ଆସି ତାକୁ ଶିକାର କରିଥାଏ। ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଠି ଶିକାରୀ ତା’ ଶିକାରର ପ୍ରେମରେ…

ଗୋଡ଼ରେ ପରୀକ୍ଷା ଦେଇ ଚର୍ଚ୍ଚାରେ

ରାୟପୁର: ଛତିଶଗଡ଼ର ସୁରଗିଜା ଜିଲା ଅମ୍ବିକାପୁରର ଜଣେ ପରୀକ୍ଷାର୍ଥୀ ଗୋଡ଼ରେ ଦ୍ୱାଦଶ ପରୀକ୍ଷା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ୧୭ ବର୍ଷୀୟ ମହେଶ ସିଂ ଗରିବ ପରିବାରର ହୋଇଥିବାବେଳେ ସେ ଫୋକୋମେଲିଆ ରୋଗରେ ପୀଡ଼ିତ। ଏହି ରୋଗ ପାଇଁ ତାଙ୍କ ହାତ ଓ…

୨୦୦ କୋଟି ଲୋକଙ୍କୁ ମିଳୁନି ପାନୀୟ ଜଳ : ଜାତିସଂଘ ରିପୋର୍ଟ…

ଜେନେଭା,୨୨।୩ : ବିଶ୍ୱରେ ଜଳ ଅଭାବ ଯୋଗୁ ବହୁ ଦେଶ ସଙ୍କଟ ଦେଇ ଗତି କରୁଛନ୍ତି। ଏହା ଯୋଗୁ ସମ୍ପୃକ୍ତ ଦେଶରେ ସମସ୍ୟା ବଢ଼ିବାରେ ଲାଗିଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୦ କୋଟି ଲୋକ ଅର୍ଥାତ ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?