Posted inଫୁରସତ

ଘରକୁ କଲେ ଆକ୍ୱାରିୟମ

ଇସ୍ରାଏଲ୍‌ର ଏଲି ନାମକ ଜଣେ ବ୍ୟକ୍ତି ତିଆରି କରିଛନ୍ତି ପୃଥିବୀର ସବୁଠାରୁ ବଡ଼ ହୋମ ରିଫ୍‌ ଆକ୍ୱାରିୟମ୍‌। ନିଜ ଲିଭିଂ ରୁମ୍‌ରେ ସେ ଏହି ଆକ୍ୱାରିୟମ୍‌ଟିକୁ ତିଆରି କରିଛନ୍ତି। ଏହା ଏତେ ବଡ଼ ଯେ, ଏଲି ନିଜେ ତା’ ଭିତରେ ପଶି ମାଛଙ୍କ ସହ ପହଁରିପାରିବେ। ୨୦୧୨ରେ ସେ ଏହି ହୋମ ରିଫ୍‌ ଆକ୍ୱାରିୟମଟିକୁ ତିଆରି କରିଥିଲେ। ଏଥିରେ ୩୦,୦୦୦ ଲିଟର ପାଣି ଧରିଥାଏ। ଆକ୍ୱାରିୟମ୍‌ର ଫିଲ୍ଟର ସିଷ୍ଟମ୍‌ ସମ୍ପକୁ ମିଶାଇଲେ ଏଥିରେ ୩୭୦୦୦ ଲିଟର ପାଣି ରହେ। ସେ ଏହି ଆକ୍ୱାରିୟମ୍‌ ଉପରେ ସୂର୍ଯ୍ୟକିରଣ ପଡିବାର ବ୍ୟବସ୍ଥା ବି କରିଛନ୍ତି। ଯେମିତିକି ସାମୁଦ୍ରକି ଜୀବଗୁଡିକ ଭଲଭାବେ ବଢିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri