ଫୁରସତ

ମା’ ପରି…

ସନ୍ତାନର ପ୍ରଥମ ଗୁରୁ ମା’। ତା’ ଶିକ୍ଷା ଓ ଆକଟ ସନ୍ତାନକୁ ଭଲ ମଣିଷ କରି ଗଢ଼ି ତୋଳେ। ତା’ ପ୍ରେରଣା ଓ ମାର୍ଗଦର୍ଶନ ସନ୍ତାନ ପାଇଁ କଢ଼ାଏ ସଫଳତାର ମାର୍ଗ । ଆଉ ଯେଉଁ ସନ୍ତାନ ନିଜ ମା’ଙ୍କ କାର୍ଯ୍ୟରେ…

ମହାକାଶରେ ରେଷ୍ଟୁରାଣ୍ଟ, ଉଡ଼ିକି ନେଇପାରିବେ ଖାଦ୍ୟର ମଜା, ଦାମ୍‌ ରହିଛି…

ଆମେ ପ୍ରତିଦିନ ଘର କିମ୍ବା ହୋଟେଲରେ ଖାଇଥାଉ। କିନ୍ତୁ ଏବେ ଏକ ନୂଆ ବିକଳ୍ପ ଆସିଛି। ଉଡ଼ାଣ ସମୟରେ ଆପଣ ମଧ୍ୟ ଖାଇବାରେ ସକ୍ଷମ ହୋଇପାରିବେ। ବିଶ୍ୱକୁ ଆଶ୍ଚର୍ଯ୍ୟ କରି ଫ୍ରାନ୍ସର ଏକ ଷ୍ଟାର୍ଟଅପ୍‌ (ଜେଫାଲ୍ଟୋ) ଏହା ଘୋଷଣା କରିଛି। କମ୍ପାନୀ…

ନିଆରା ଗାଁ

ପୃଥିବୀରେ ଏମିତି ଅନେକ ଗାଁ ଅଛି ଯାହା ତା’ର ସ୍ବତନ୍ତ୍ରତା ପାଇଁ ସାରା ପୃଥିବୀରେ ବେଶ୍‌ ପରିଚିତ ହୋଇଥାଏ। କେଉଁ ଗାଁ ତା’ର ସ୍ବତନ୍ତ୍ର ପରମ୍ପରା ପାଇଁ ତ କେଉଁ ଗାଁ ରହୁଥିବା ଅଜବ ଲୋକଙ୍କ ପାଇଁ ଭିନ୍ନ ହୋଇଥାଏ। ତେବେ…

୧୦୬ ବର୍ଷୀୟା ଟାଟୁ ଆର୍ଟିଷ୍ଟ

ସାଧାରଣତଃ ୭୦-୮୦ ବର୍ଷ ବୟସ ହେଇଗଲେ ମଣିଷ ଶରୀର ଏତେ ଦୁର୍ବଳ ହେଇଯାଏ ଯେ, ବସିବା ଉଠିବା, ଚାଲିବା କଷ୍ଟକର ହୋଇଯାଏ। ଦୃଷ୍ଟିଶକ୍ତି, ଶ୍ରବଣ ଶକ୍ତି ବି କମିଯାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ୧୦୬ ବର୍ଷ ବୟସର ଜଣେ ବୃଦ୍ଧା…

୨୦ ଫୁଟ୍‌ର ଖଟ

ବ୍ରାଜିଲ, ସାଓ ପାଉଲୋରେ ରହୁଥିବା ଆର୍ଥର ଓ ଉର୍ସୋ ଏବେ ବେଶ୍‌ ଚର୍ଚ୍ଚାରେ। ପ୍ରଥମତଃ ତାଙ୍କର ଅଛନ୍ତି ୬ଜଣ ସ୍ତ୍ରୀ। ଦ୍ୱିତୀୟରେ ନିଜ ୭ ସ୍ତ୍ରୀଙ୍କୁ ଖୁସି କରିବା ଲାଗି ସେ ନିକଟରେ ତିଆରି କରାଇଛନ୍ତି ୨୦ ଫୁଟ୍‌ ଲମ୍ବା ଓ…

ଗରିବ ପିଲାଙ୍କ ପେଟ ବୁଝୁଥିବା ମା’

ଦିଲ୍ଲୀର ପଶ୍ଚିମ ବିହାରରେ ରୁହନ୍ତି ସରିତା କଶ୍ୟପ। ସେ ଜଣେ ସିଙ୍ଗଲ ମଦର। ପ୍ରଥମେ ଅଟୋମୋବାଇଲ ବିକ୍ରେତାଭାବେ ସେ କାମ କରୁଥିଲେ। ହେଲେ ଏହି କାମରେ ସେ ସନ୍ତୁଷ୍ଟ ନ ଥିଲେ। ତେଣୁ ଚାକିରି ଛାଡିଦେଲେ। ହାତରେ କିଛି କାମ ନ…

କଥା ଦିଆସିଲିର

ଦିନଥିଲା ପଥରକୁ ପଥର ଘଷି ନିଆଁ ଜଳା ଯାଉଥିଲା। ଯାହାକି ବେଶ୍‌ କଷ୍ଟକର କାମ ଥିଲା। ହଠାତ୍‌ ନିଆଁର ଆବଶ୍ୟକତା ପଡିଲେ ତାହା ପୂରଣ ହେଇପାରୁ ନ ଥିଲା। ତେଣୁ ଦିଆସିଲିର ଆବିଷ୍କାର ହେଲା। ଏକ ଛୋଟିଆ ବାକ୍ସ ଭିତରେ ଛୋଟ…

ସ୍ଫେୟର୍‌ ବେଡ୍‌

ପ୍ରସିଦ୍ଧ ବେଡ୍‌ ଡିଜାଇନର୍‌ କରିମ୍‌ ରସିଦ୍‌ଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଏହି ଖଟରେ ୩୨ ଇଞ୍ଚର ଏକ ଏଲ୍‌ଇଡି ଟିଭି ଲାଗିଥିବା ସହ ମୁହଁ ଦେଖିବା ପାଇଁ ଏକ ଆକର୍ଷଣୀୟ ଦର୍ପଣ, ଖଟକୁ ଆଲୋକିତ କରିବା ପାଇଁ ଏକାଧିକ ଏଲ୍‌ଇଡି ଲାଇଟ୍ସ,…

ସେବାରେ ମନ

ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ଗାଁର ୧୭ ବର୍ଷର ଯୁବକ ହେଲେ ସୁଦାମ ସାହୁ। ପିତା ଶଶିକାନ୍ତ ସାହୁ ଜଣେ କୃଷକ ଓ ମା’ ସବିତା ସାହୁ ଗୃହିଣୀ। ସୁଦାମ ଏବେ ଭୁବନେଶ୍ୱରସ୍ଥିତ ରାଜଧାନୀ କଲେଜରେ ଯୁକ୍ତ୨ (କଳା)…

କମ୍‌ ଖର୍ଚ୍ଚରେ ଭ୍ରମଣ

* ଔଲି: ଉତ୍ତରାଖଣ୍ଡର ଚମୋଲୀ ଜିଲାରେ ଅବସ୍ଥିତ ଔଲି ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ଶୈଳନିବାସ। ତେଣୁ କରି ବର୍ଷସାରା ଏଠାକାର ଜଳବାୟୁ ବେଶ୍‌ ଶୀତଳ ରହିଥାଏ। ଖାସ୍‌କରି ଖରାଦିନେ ଏଠାକୁ ବୁଲି ଆସିଲେ ଦେହମନକୁ ଖୁବ୍‌ ଶାନ୍ତି ମିଳିଥାଏ। ତା’ଛଡ଼ା…

ସ୍କଲାରଶିପ୍‌ ଟଙ୍କା ଥିଲା ମୋ ପ୍ରଥମ ରୋଜଗାର

ଶିକ୍ଷାବିତ୍‌, ଅନୁବାଦିକା ତଥା ବିଜ୍ଞାନ ଲେଖିକା ଡକ୍ଟର ମୃଦୁଳା ମିଶ୍ର ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ମୋର ଜନ୍ମ ପଶ୍ଚିମବଙ୍ଗସ୍ଥିତ ଶାନ୍ତିନିକେତନରେ । ପିଲାଦିନୁ ମୁଁ ସାହିତି୍ୟକ ବାତାବରଣରେ ବଢ଼ିଛି । ବାପା ପ୍ରଫେସର୍‌ ନରେନ୍ଦ୍ର ନାଥ ମିଶ୍ର ଥିଲେ…

ମୀନାକ୍ଷୀଙ୍କ ସୃଜନ ସମ୍ଭାର

ଅନେକ ସୃଜନ ସମ୍ଭାରର ଭିଡ଼ଭିତରୁ ବାରିହୋଇ ପଡ଼ୁଥିବା ସେ ଜଣେ ଭିନ୍ନ ଲେଖିକା । ସେ ହେଲେ ଓଡ଼ିିଆ ଭାଷା ବିଶେଷଜ୍ଞ ତଥା ଶୈକ୍ଷିକ ଅଧିକାରୀ ଡ. ମୀନାକ୍ଷୀ ଦାସ.. ପ୍ରାୟ ୬ଦଶନ୍ଧି ମଧ୍ୟରେ ତାଙ୍କ କଲମ ମୁନରେ ଫୁଟିଉଠିଛି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?