ପର୍ଯ୍ୟଟନର ସହର ସମ୍ବଲପୁର
ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ତ ଅନେକ ଦର୍ଶନୀୟ ସ୍ଥାନ ରହିଛି, ହେଲେ ତନ୍ମଧ୍ୟରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ, ଚିପିଲିମାର ମା’ ଘଣ୍ଟେଶ୍ୱରୀ ଓ ହୀରାକୁଦ ଜଳଭଣ୍ଡାରର ରହିଛି କିଛି ଭିନ୍ନ ଆକର୍ଷଣ… ମା’ ସମଲେଶ୍ବରୀ ପୀଠଟି ସମ୍ବଲପୁର ସିଟି…
ସ୍ବାସ୍ଥ୍ୟ ପାଇଁ ହାନିକାରକ ପ୍ୟାକେଜ୍ଡ ଫୁଡ୍
ବର୍ତ୍ତମାନ ବିଭିନ୍ନ ପ୍ୟାକେଜ୍ଡ ଫୁଡ୍ ଯେମିତି ଅଧିକାଂଶଙ୍କ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ ହୋଇଗଲାଣି। ବିଶେଷକରି ପିଲାମାନେ ଏବଂ ଯୁବପିଢ଼ି ଏଭଳି ଖାଦ୍ୟ ପ୍ରତି ଅଧିକ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ହେଲେ ପାଟିକୁ ସ୍ବାଦିଷ୍ଟ ଲାଗୁଥିବା ଏହି ଖାଦ୍ୟଗୁଡ଼ିକ ସ୍ବାସ୍ଥ୍ୟ…
ଏମିତି ବି ଅଛନ୍ତି ପ୍ରାଣୀ
ଲୋଲ୍ୟାଣ୍ଡ ଷ୍ଟ୍ରିକ୍ଡ ଟେନ୍ରେକ୍: ଏହା ଏକ କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀ। ଏହା ମୁଖ୍ୟତଃ ମାଡାଗାସ୍କାରଠାରେ ଦେଖିବାକୁ ମିଳିଥା’ନ୍ତି। ଏହାର ଲମ୍ବ ୪.୮ ରୁ ୬.୫ ଇଞ୍ଚ ହୋଇଥିବା ବେଳେ ଓଜନ ପ୍ରାୟ ୨୦୦ ଗ୍ରାମ ହୋଇଥାଏ। ଏହାର ଶରୀରରେ ଛୋଟ ଛୋଟ…
ବିବାହକୁ ନା !
କୁହାଯାଏ ନାରୀ ହେଉ ବା ପୁରୁଷ, ବିବାହ ମଣିଷ ଜୀବନରେ ପୂର୍ଣ୍ଣତା ଆଣିଦିଏ। ସେଇଠୁ ସୃଷ୍ଟି ହୁଏ ଏକ ନୂଆ ଜୀବନ ଏବଂ ଆଗକୁ ବଢ଼େ ପରିବାର। ପରସ୍ପର ପ୍ରତି ଭଲପାଇବା, ଠିକ୍ ବୁଝାମଣା, ପରିବାର ପ୍ରତି କର୍ତ୍ତବ୍ୟ ଏବଂ ଦାୟିତ୍ୱବୋଧ…
ଡ୍ୟାନ୍ସ କରୁକରୁ ପଡ଼ିଗଲେ କୁନିଝିଅ, ପରେ ଯାହା ହେଲା ଭିଡିଓ ଦେଖିଲେ…
ଦୁନିଆରେ ପ୍ରତିଭାର ଅଭାବ ନାହିଁ। ଲୋକମାନେ ପ୍ରତ୍ୟେକ କୋଣରେ ନିଜ ଭିତରେ ପ୍ରତିଭା ଲୁଚାଇ ବସିଛନ୍ତି। ସୋସିଆଲ ମିଡିଆ ଯୋଗୁ ଏହି ପ୍ରତିଭାମାନେ ଆଗକୁ ଆସିବାର ସୁଯୋଗ ପାଇଛନ୍ତି। ଅନେକ ଲୋକ ଅଛନ୍ତି, ଯେଉଁମାନେ କେବଳ ସୋସିଆଲ ମିଡିଆ ଯୋଗୁ ପ୍ରସିଦ୍ଧ…
ଝାଳ ପରଫ୍ୟୁମ୍
ଗରମରେ ଝାଳ ବୋହିବା ସ୍ବାଭାବିକ୍। ଏଇ ଝାଳ ପାଇଁ ଶରୀର ଦୁର୍ଗନ୍ଧ ବି ହୁଏ। ତେଣୁ ଏଇ ଦୁର୍ଗନ୍ଧକୁ ଦୁରେଇବା ଲାଗି ଅନେକେ ଡ଼ିଓଡ୍ରାଣ୍ଟ ଓ ପରଫ୍ୟୁମ୍ ବ୍ୟବହାର କରନ୍ତି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ବ୍ରାଜିଲର ଜଣେ ମଡେଲ ସ୍ବେଟ୍…
କଳା ହେଇଯାଏ ଧଳା ଅଣ୍ଡା
ସମସ୍ତେ ଜାଣନ୍ତି ଅଣ୍ଡାର ରଙ୍ଗ ଧଳା। କିଛି ଅଣ୍ଡା ବାଦାମୀ ରଙ୍ଗର ବି ଥାଏ। ହେଲେ କେବେ କଳା ରଙ୍ଗର ଅଣ୍ଡା ଦେଖିଛନ୍ତି? ଭାବୁଥିବେ ଅଣ୍ଡା ରଙ୍ଗ କ’ଣ କେବେ କଳା ହୋଇପାରେ। ହେଲେ ଜାପାନରେ କିନ୍ତୁ କଳା ଅଣ୍ଡା ଦେଖିବାକୁ…
ସବୁଜ ପୃଥିବୀ ଲାଗି ପ୍ରୟାସ
ଦିନକୁ ଦିନ ପୃଥିବୀରୁ ପ୍ରାକୃତିକ ଜଙ୍ଗଲ କ୍ଷୟ ହେଉଛି। ଏଥିଯୋଗୁ ଜଳବାୟୁ ପରିବର୍ତ୍ତନ ଘଟୁଛି। ପରିବେଶଜନିତ ନାନା ସମସ୍ୟା ଲାଗି ପ୍ରାଣୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଏମିତି ପରିସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଛନ୍ତି ଜଣେ ଗୃହିଣୀ। ସେ…
ନିଜ ଅଞ୍ଚଳ ପାଇଁ ପାଠାଗାର
ପୁସ୍ତକ ପଠନ ପ୍ରତି ସମସ୍ତେ କିପରି ଆଗ୍ରହୀ ହେବେ । ଓଡ଼ିଶାର ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ଭାଷାର ସୁରକ୍ଷା ଉଦ୍ଦେଶ୍ୟରେ କିପରି ଜନସଚେତନତା ସୃଷ୍ଟି ହୋଇପାରିବ। ସେଥିପାଇଁ ଖୋର୍ଦ୍ଧା ଜିଲାର ଜଟଣୀ ବ୍ଲକର ବିକାଶ ନଗରଠାରେ ଗଢ଼ିଉଠିଛି ଏକ ଅନୁଷ୍ଠାନ। ବିପିନ…
ସ୍ଥାପତ୍ୟ କହେ କଥା
କାରିଗରର ହାତର ସ୍ପର୍ଶରେ ଗଢି ଉଠେ କେତେ ଯେ ସ୍ଥାପତ୍ୟ। ସେଇ ସ୍ଥାପତ୍ୟ କେବେ ମଣିଷର ଭାବକୁ ଦର୍ଶାଏ ତ କେବେ କହେ କାହାର କାହାଣୀ। ଠିକ ଯେମିତି ଏଇ ସବୁ ସ୍ଥାପତ୍ୟ, ଯାହା ଦେଖିବାକୁ ଅଜବ ହେଲେ ବି କହେ…
ଅଳିଆରୁ ରୋଜଗାର
ୱାଶିଂଟନ୍ ଅଳିଆ ଆମର କୌଣସି କାମରେ ଲାଗି ନ ଥାଏ ବୋଲି ଧାରଣା ରହିଛି। ହେଲେ ଆମେରିକାର ଜଣେ ମହିଳା ପଡ଼ିଶା ଘର ଲୋକଙ୍କ ଅଳିଆରୁ ଅର୍ଥ ରୋଜଗାର କରୁଛନ୍ତି। ଆମେରିକାର ଲୁସିଆନାରେ ରହୁଥିବା ଏମିଲି କହିଛନ୍ତି, ୨ ବର୍ଷ ପୂର୍ବେ…
ସ୍ବଦେଶୀ ଭାଷାର ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ଆହ୍ବାନ
ଆଜି ହେଉଛି ବିଶ୍ୱ ପୁସ୍ତକ ଏବଂ କପିରାଇଟ ଦିବସ। ଏହି ବିଶେଷ ଉତ୍ସବ ଅବସରରେ ପୁସ୍ତକ ଦ୍ୱାରା ଆମକୁ ପ୍ରଦତ୍ତ ଚିରସ୍ଥାୟୀ ମୂଲ୍ୟକୁ ସ୍ମରଣ କରାଇଥାଏ। ପ୍ରତିବର୍ଷ ଏପ୍ରିଲ ୨୩ ରେ ପାଳନ ହୋଇ ଆସୁଥିବା ଏହି ଦିବସ ଆମର ଅତୀତ…
Archives


