ଫୁରସତ

ପ୍ରେମର ବିଜୟ ସର୍ବୋପରି

ଭାରତ ପ୍ରତିବର୍ଷ ମେ ୨୧ରେ ଜାତୀୟ ଆତଙ୍କବାଦ ନିରୋଧୀ ଦିବସ ପାଳନ କରିଥାଏ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କ ଦୁଃଖ ସମ୍ପର୍କରେ ସଚେତନତା ସୃଷ୍ଟି କରି ଏହା କିପରି ଜାତୀୟ ସ୍ବାର୍ଥ ପ୍ରତି କ୍ଷତିକାରକ ତାହା…

ଲୁ ପ୍ରଭାବ ହେବ ୩୦ ଗୁଣା ଅଧିକ, ଭାରତରେ ତାତି ୫୫ ଡିଗ୍ରୀ ଛୁଇଁବ !…

ନୂଆଦିଲ୍ଲୀ,୨୦।୫ : ଦେଶର ବହୁ ଅଞ୍ଚଳରେ ତାତି ବଢ଼ିବାରେ ଲାଗିଛି। ଫ୍ୟାନ, କୁଲର୍‌ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସହରରେ ଉତ୍ତାପରୁ ମୁକ୍ତି ଯୋଗାଇବାରେ ବିଫଳ ହେଉଛି। ଏସି ବିନା କିଛି ସମୟ ବିତାଇବା କଷ୍ଟକର ହୋଇପଡୁଛି। ବେଳେବେଳେ…

୨୫୦୦ ଟଙ୍କାରେ ବିଦେଶ ଭ୍ରମଣ

ଲଣ୍ଡନ: ଯୁବବର୍ଗଙ୍କ ମଧ୍ୟରେ ବର୍ତ୍ତମାନ ସମୟରେ ନାଇଟଆଉଟ୍‌ ଏକ ଟ୍ରେଣ୍ଡ ପାଲଟିଯାଇଛି। ଏହାର ଅର୍ଥ ସାଙ୍ଗମାନଙ୍କ ସହ ସାରା ରାତି ବୁଲିବା ସହ ମସ୍ତି କରିବା। ହେଲେ ଏହି ନାଇଟଆଉଟ୍‌କୁ ୩ ଭଉଣୀ ଏକ ଆଡ୍‌ଭେନ୍ଚର ଭାବେ ବ୍ୟବହାର କରିଛନ୍ତି। ସେମାନେ…

ବ୍ରେନ୍‌ କ୍ୟାନ୍‌ସରର ସହଜ ଚିକିତ୍ସା ସମ୍ଭବ

ଥିରୁଭାନନ୍ତପୁରମ: ଏଣିକି ବ୍ରେନ୍‌ କ୍ୟାନ୍ସର ଚିକିତ୍ସା ଅତି ସହଜ ଉପାୟରେ କରାଯାଇପାରିବ। ସାନ୍‌ ଫ୍ରାନ୍ସିସ୍କୋ ମେଡିକାଲ ସେଣ୍ଟର, ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ବୈଜ୍ଞାନିକଙ୍କ ପକ୍ଷରୁ ଏହି ଚିକିତ୍ସା ପଦ୍ଧତି ଉଦ୍ଭାବନ କରାଯାଇଛି। ଷ୍ଟଡି ମୁଖ୍ୟ ସରଥା କ୍ରିଷ୍ଣନ କହିଛନ୍ତି, ଆଣ୍ଟି-ସିଜର୍‌ ଡ୍ରଗ୍‌କୁ…

ନିଜକୁ ବିବାହକଲେ ୭୭ ବର୍ଷୀୟା

ୱାଶିଂଟନ: ପ୍ରତ୍ୟେକ ବ୍ୟକ୍ତି ନିଜ ବିବାହର ସ୍ବପ୍ନ ଦେଖିଥାନ୍ତି। ସେଥିରେ ସେ ନିଜ ହିସାବରେ ବିବାହ କରିବାକୁ ଚାହିଁଥାନ୍ତି। ସେଥିପାଇଁ ଆଗରୁ ସବୁ ପ୍ଲାନ ମଧ୍ୟ କରନ୍ତି। ନିକଟରେ ଆମେରିକାର ଜଣେ ୭୭ ବର୍ଷୀୟା ଡୋରୋଥି ଡୋଟି ଫିଡେଲି ନିଜ ହିସାବରେ…

ପ୍ରାଣୀଙ୍କ ସୁରକ୍ଷା ଜରୁରୀ

ଆମେ ଅନେକ ପ୍ରାଣୀ, କୀଟପତଙ୍ଗ, ଉଦ୍ଭିଦଙ୍କ ପରିପୂର୍ଣ୍ଣ ଏକ ଦୁନିଆରେ ବାସ କରୁଛୁ। ଏଭଳି କେତେକ ପ୍ରଜାତି ଅଛନ୍ତି ଯେଉଁମାନଙ୍କର ବିଲୁପ୍ତ ହେବାର ଆଶଙ୍କା ରହିଛି। ଏଭଳି ପ୍ରଜାତିଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କ ପାଇଁ ସଚେତନତା ସୃଷ୍ଟି କରିବା ଲାଗି…

ପ୍ରତିଦିନ କୁମ୍ଭୀର ରକ୍ତ ପିଅନ୍ତି ଏହି ବ୍ୟବସାୟୀ, ଗୋଟିଏ ଗ୍ଲାସ୍‌ର ଦାମ୍‌…

ଜଣେ ବ୍ୟବସାୟୀ ଦାବି କରିଛନ୍ତି ଯେ, ସେ ସୁସ୍ଥ ଏବଂ ଚେହେରାରେ ଚମକ ଆଣିବା ପାଇଁ ପ୍ରତିଦିନ ଦୁଇଥର କୁମ୍ଭୀରର ରକ୍ତ ପିଅନ୍ତି। ଦକ୍ଷିଣ ଥାଇଲାଣ୍ଡରେ ରହୁଥିବା ଏହି ବ୍ୟବସାୟୀ କହିଛନ୍ତି, ଏହା ହେଉଛି ତାଙ୍କ ସ୍ବାସ୍ଥ୍ୟ ରହସ୍ୟ। ଥାଇଲାଣ୍ଡର ଟ୍ରାଙ୍ଗ…

ବିମାନର ଏହି ସ୍ଥାନରେ ଭୁଲ୍‌ରେ ବି ରଖନ୍ତୁନି କିଛି ଜିନିଷ

ବିମାନରେ ଯାତ୍ରା କରିବା ସମୟରେ ମନରେ ଅନେକ ପ୍ରଶ୍ନ ଆସିଥାଏ। ଆମେ କ’ଣ ଆମେ କରିବା ଉଚିତ ଏବଂ କ’ଣ କରିବା ଉଚିତ ନୁହେଁ। ବେଳେବେଳେ ଏକ ଛୋଟ ଭୁଲ୍‌ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ। ସମସ୍ତ ବିମାନ କର୍ମଚାରୀ ସୋସିଆଲ…

ବଞ୍ଚିବାର ରାହା ଦେଖାଇଛି ଏଡ୍‌ସ ଟିକା

ପ୍ରତିବର୍ଷ ମେ ୧୮ରେ ବିଶ୍ୱ ଏଡ୍‌ସ ଟିକା ଦିବସ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଏଚଆଇଭି ଟିକା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ। ଏହି ଦିବସ ପାଳନ ଅବସରରେ ଟିକା ପ୍ରସ୍ତୁତି କ୍ଷେତ୍ରରେ ମିଳିତ ଭାବରେ କାର୍ଯ୍ୟ କରିଥିବା ଏଚ୍‌ଆଇଭି…

ସଂଗ୍ରହାଳୟର ଉତ୍ପତ୍ତି ଓ ପ୍ରଗତି

ଗ୍ରୀକ୍‌ ଶବ୍ଦ ମ୍ୟୁଜିଅନ୍‌ରୁ ମ୍ୟୁଜିୟମ୍‌ର ସୃଷ୍ଟି ବୋଲି ଧରାଯାଏ। ଗ୍ରୀକ୍‌ର ଧାର୍ମିକ ଚର୍ଚ୍ଚାର ସ୍ଥଳକୁ ମ୍ୟୁଜିଅନ୍‌ କୁହାଯାଉଥିଲା। ମହାପ୍ରତାପୀ ଆଲେକ୍‌ଜାଣ୍ଡରଙ୍କ ଯୁଦ୍ଧ ଜୟରୁ ସଂଗୃହୀତ ଦ୍ରବ୍ୟମାନ ଏଭଳି ଧାର୍ମିକ ସ୍ଥଳରେ ଧୀରେ ଧୀରେ ଶୋଭାମଣ୍ଡିତ କଲା। ସମ୍ଭବତଃ ଖ୍ରୀ.ପୂ.୨୮୩ରେ ଆଲେକଜାଣ୍ଡ୍ରିଆଠାରେ ବିଶ୍ୱର…

ମା’ଙ୍କୁ ଗିଫ୍ଟ କଲେ ନିଜ ଚୁଟିରେ ପ୍ରସ୍ତୁତ ୱିଗ୍‌

ୱାଶିଂଟନ୍‌: ମାତୃ ଦିବସରେ ଅନେକେ ତାଙ୍କ ମା’ଙ୍କୁ ଖୁସି କରାଇବା ପାଇଁ ବିଭିନ୍ନ ପ୍ରକାରର ଗିଫ୍ଟ ଦେଇଥା’ନ୍ତି। ହେଲେ ନିକଟରେ ଜଣେ ବ୍ୟକ୍ତି ମାତୃ ଦିବସରେ ତାଙ୍କ ମା’ଙ୍କୁ ଏପରି ଏକ ଗିଫ୍ଟ ଦେଇଛନ୍ତି, ଯେଉଁଥିପାଇଁ ସେ ଏବେ ଚର୍ଚ୍ଚାରେ। ଆମେରିକାର…

ଗିନିଜ୍‌ ୱାଲର୍‌ଡ ରେକଡର୍‌ସରେ କ୍ଷୁଦ୍ର ଚର୍ମ କର୍କଟ

ୱାଶିଂଟନ୍‌: ପୋର୍ଟଲ୍ୟାଣ୍ଡର ଓରିଗନ ହେଲ୍‌ଥ ଅଫ୍‌ ସାଇନ୍ସ ୟୁନିଭର୍ସିଟିର ଡାକ୍ତର ଆଲେକ୍‌ଜାଣ୍ଡର ୱିଟ୍‌କୋକସ୍କି ଏବଂ ତାଙ୍କର କିଛି ସହଯେଗୀ ନିକଟରେ ଏକ କ୍ଷୁଦ୍ର ଚର୍ମ କର୍କଟ ରୋଗୀ ଚିହ୍ନଟ କରି ଗିନିଜ୍‌ ୱାଲର୍‌ଡ ରେକର୍ଡ କରିଛନ୍ତି। ଏହାର ବ୍ୟାସ ହେଉଛି ୦.୬୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?