ରକ୍ତିମ ହ୍ରଦ ଭିତରେ ଯାଉଛି ଟ୍ରେନ୍
ଆମେ ବେଳେବେଳେ ଏମିତି କିଛି ଦେଖିଥାଉ ଯାହାକୁ ବିଶ୍ୱାସ କରିବା ସମ୍ଭବ ହୁଏନା। ଲାଗେ ତାହା ସତ ନୁହେଁ ମିଛ। ସାଇବେରିୟାରେ ଥିବା ଏକ ଜାଗାର ଦୃଶ୍ୟକୁ ବି ଅନେକେ ଫେକ୍ ବୋଲି ଭାବନ୍ତି। ଏଠାରେ ବର୍ଲିନସ୍କୋଈ ନାମକ ଏକ ହ୍ରଦ…
ଷ୍ଟାଇଲିଶ୍ ଲାଗିବ ଫୋନ୍…
ବର୍ତ୍ତମାନ କେବଳ ନିଜ ଫୋନକୁ ସୁରକ୍ଷିତ ରଖିବା ଲାଗି ନୁହେଁ ବରଂ ଏହାକୁ ଆଇକ୍ୟାଚି ତଥା ଷ୍ଟାଇଲିଶ୍ ଲୁକ୍ ଦେବା ପାଇଁ ଯୁବପିଢ଼ି ବ୍ୟବହାର କରୁଛନ୍ତି ବିଭିନ୍ନ ପ୍ରକାରର କଭର… ଫଟୋ ପ୍ରିଣ୍ଟ କଭର: ଫଟୋ ପ୍ରିଣ୍ଟ କଭରର ଡିମାଣ୍ଡ ବର୍ତ୍ତମାନ…
ଜହର ଉଦ୍ୟାନ
ବଗିଚାରେ ବୁଲିବାକୁ କିଏ ବା ଭଲ ନ ପାଏ। କିନ୍ତୁ ଏମିତି ବି ଏକ ବଗିଚା ଅଛି ଯେଉଁଠାକୁ ଯିବା ପୂର୍ବରୁ ଶହେ ଥର ଭାବିବାକୁ ପଡିବ। ଆଉ ଅନେକ ସାବଧାନତା ଅବଲମ୍ବନ କରିବାକୁ ବି ହେବ। କାରଣ ଏ ବଗିଚାଟି…
୨୭ ମିନିଟ୍ରେ ଖାଇଲେ ୪୫୦୦ କ୍ୟାଲୋରି ବିଶିଷ୍ଟ ଖାଦ୍ୟ
ଲଣ୍ଡନ: ବିଶ୍ୱରେ ଏପରି ଲୋକ ଅଛନ୍ତି, ଯେଉଁମାନେ ଖାଇବାକୁ ବେଶ୍ ପସନ୍ଦ କରନ୍ତି। କିଛି ଲୋକ ତାଙ୍କ ପସନ୍ଦର ଖାଦ୍ୟ ଖାଇବାକୁ ଅନେକ ଦୂରରେ ପହଞ୍ଚିଯାଆନ୍ତି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ଫୁଡ୍ ବ୍ଲଗିଂର ଭିଡିଓ ଭାଇରାଲ ହେବାରେ ଲାଗିଛି।…
ବାପା ସାଇତି ରଖିଛନ୍ତି ମୋ ପ୍ରଥମ ଦରମା
ସାମାଜିକ କର୍ମୀ ତଥା ଅବସରପ୍ରାପ୍ତ ନୌସେନା କର୍ମଚାରୀ ବୀରେନ୍ଦ୍ର କୁମାର ସାହୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର କନ୍ଦରସିଂହା ଗାଁରେ ମୋ ଜନ୍ମ। ବାପା ଥିଲେ ଜଣେ କୃଷକ। ନିଜର ଜମିବାଡ଼ି ଥିବାରୁ…
ପଞ୍ଚାନନଙ୍କ ଚିତ୍ର ଦୁନିଆ
କ୍ୟାମେରା ଆସିବା ପରେ ଚିତ୍ରର ମୋଡ଼ ବଦଳିଗଲା। କିନ୍ତୁ ଶିଳ୍ପୀ ତା’ ଚିତ୍ରକଳାରେ ଏମିତି କିଛି ସୃଷ୍ଟି କରିଥାଏ, ଯାହା କ୍ୟାମେରାରେ ହୋଇ ନ ଥାଏ। ତାହା ହିଁ ଶିଳ୍ପୀର ସ୍ବତନ୍ତ୍ରତା। ପିଲାଟିଦିନରୁ ଚିତ୍ରକଳାକୁ ନେଇ ତାଙ୍କର ସାଧନା । କେବେ…
ବିସ୍ମୟ ମଣିଷ
କୁହାଯାଏ ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ହେଉଛି ମଣିଷ। ତା’ ମଧ୍ୟରେ ଭରି ରହିଥାଏ ଅସୀମ ଶକ୍ତି। ହେଲେ ଅନେକ ସମୟରେ ସେ ଅଜ୍ଞ ଥାଏ ନିଜ ଭିତରର ସେଇ ଶକ୍ତି ସମ୍ପର୍କରେ। ଯେବେ ସେ ନିଜର ସେଇ ସୁପ୍ତ ଶକ୍ତିକୁ ଅନୁଭବ…
ଆଇସ୍କ୍ରିମ
ଖରାଦିନେ ଥଣ୍ଡା ଥଣ୍ଡା ଆଇସ୍କ୍ରିମ ଖାଇବାକୁ ଭାରି ଇଛା ହୁଏ। ଛୋଟରୁ ବଡ଼ ସମସ୍ତଙ୍କର ଇଏ ପ୍ରିୟ। ଏହାର ଶୀତଳତା ଓ ସ୍ବାଦ, ଦେହମନକୁ ଖୁସି କରିଦିଏ। ହେଲେ ଜାଣନ୍ତି କି ଏହାକୁ ପ୍ରଥମେ କିଏ ଓ କେବେ ତିଆରି କରିଥିଲେ?…
୨୫୦୦ ବର୍ଷ ତଳର ଟଏଲେଟ୍
ଜେରୁସେଲମ୍: ଭାରତରେ କିଛି ବର୍ଷ ଆଗରୁ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି। ଫଳରେ ଲୋକେ ଘରେ ଟଏଲେଟ୍ର ବ୍ୟବହାର କରୁଛନ୍ତି। ହେଲେ ଅନେକ ଲୋକ ଟଏଲେଟ୍ ପାଇଁ ଏବେ ବି ବାହାରକୁ ଯାଉଛନ୍ତି। କିନ୍ତୁ ଇସ୍ରାଏଲ ଲୋକେ ଆମ ଭାରତୀୟଙ୍କଠାରୁ…
ବୃକ୍ଷ ହିଁ ଜୀବନ
ଗଛ ଲଗାଇବା ହେଉ କି ପରିବେଶ ସଫାସୁତରା ରଖିବା, ଏହିସବୁ କାମ ହିଁ ତାଙ୍କୁ ଆନନ୍ଦ ଦେଇଥାଏ। ଏଇଥିରୁ ହିଁ ସେ ପାଇଥାନ୍ତି ଆତ୍ମତୃପ୍ତି… ଦିନକୁ ଦିନ ବହୁସଂଖ୍ୟାରେ ଗଛକଟା ହେବା ଯୋଗୁ ଜଙ୍ଗଲ ଧ୍ୱଂସ ହେଉଛି। ଏଥିଯୋଗୁ ପ୍ରକୃତି ତା’ର…
ଟୁଇଟର ମାଷ୍ଟର ପ୍ରଦ୍ୟୁମ୍ନ
ସରକାରଙ୍କ ନାନାପ୍ରକାର ଯୋଜନା ସମ୍ପର୍କରେ ସାଧାରଣ ଲୋକ କିପରି ଅବଗତ ହେବା ସହ ଉପକୃତ ହେବେ,ତାକୁ ଟ୍ବିଟ୍ କରି ସରକାରଙ୍କୁ ଅବଗତ କରୁଥିବା ପ୍ରଦ୍ୟୁମ୍ନ ଏବେ ଟ୍ବିଟର ମାଷ୍ଟରଭାବେ ବେଶ୍ ପରିଚିତ। ଜନଶୁଣାଣି ଶିବିରରେ ସାଧାରଣ ଲୋକଙ୍କ ଅଭିଯୋଗକୁ ପ୍ରଶାସନିକ ଅଧିକାରୀମାନେ…
ଗର୍ଜିୟା ଦେବୀ ମନ୍ଦିର
ପବିତ୍ର ଗର୍ଜିୟା ଦେବୀ ମନ୍ଦିର ଉତ୍ତରାଖଣ୍ଡର ନୈନିତାଲ ଜିଲାରେ ଅବସ୍ଥିତ। ମାତା ପାର୍ବତୀଙ୍କର ଏକ ସ୍ବରୂପ କୁହାଯାଉଥିବା ମାତା ଗର୍ଜିୟାଙ୍କର ଏହି ମନ୍ଦିରକୁ ଏକ ଶକ୍ତିସ୍ଥଳ କହିଲେ ମଧ୍ୟ ଭୁଲ୍ ହେବନାହିଁ… ଉତ୍ତରାଖଣ୍ଡର ନୈନିତାଲ ଜିଲା ଅନ୍ତର୍ଗତ ରାମନଗରଠାରେ ରହିଛି ଗର୍ଜିୟା…

