ଫୁରସତ

ମ୍ୟାନମାର ସୀମାରେ ହସୁଥିବା ଝିଟିପିଟି

ଆଇଜଲ୍‌: ସାଧାରଣତଃ ଲୋକେ ଝିଟିପିଟିକୁ ଦେଖିଲେ ଡରନ୍ତି। ଧାର୍ମିକ ଚିନ୍ତନ ଅନୁସାରେ, ଝିଟିପିଟି ଶରୀରର କୌଣସି ଅଙ୍ଗରେ ପଡ଼ିଲେ ତାକୁ ଅଶୁଭ ମାନିଥାନ୍ତି। ହେଲେ ନିକଟରେ ଏପରି ଏକ ଝିଟିପିଟି ଦେଖିବାକୁ ମିଳିଛି, ଯିଏ ସବୁ ସମୟରେ ହସୁଛି। କିଛିଦିନ ପୂର୍ବେ…

ଗରମରୁ ରକ୍ଷା ପାଇବା ପାଇଁ ଏମିତି ପନ୍ଥା ଆପଣାଇଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଦେଖି ଲୋକେ ହସ ସମ୍ଭାଳି ପାରନ୍ତିନି କି ପ୍ରଶଂସା ନ କରି ବି ରହି ପାରନ୍ତିନି। ଏବେ ଠିକ୍‌ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ…

୬ ମହଲାରୁ କାର୍‌ ଉପରକୁ ଖସିପଡ଼ିଲା ବିଲେଇ, ଗାଡ଼ିର ଅବସ୍ଥା ବେହାଲ, ଭିଡିଓ ଦେଖିଲେ…

ଥାଇଲାଣ୍ଡରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବ୍ୟାଙ୍କକକ୍‌ସ୍ଥିତ ଏକ କୋଠାର ୬ ମହଲାରୁ ଖସିପଡ଼ିବା ପରେ ଏକ ବିଲେଇ ବଞ୍ଚି ଯାଇଥିଲା। ମାତ୍ର ଯେଉଁ କାର୍‌ ଉପରକୁ ବିଲେଇଟି ଖସି ପଡ଼ିଥିଲା ତାହାର ଆଗ କାଚ ଭାଙ୍ଗି ଚୂର୍‌ମାର ହୋଇଯାଇଥିଲା।…

କନିଆ ଛାତିରେ ଛେପ ପକାନ୍ତି ବାପା, ବର ଘର ଦିଅନ୍ତି ଯୌତୁକ; ବିବାହରେ ରହିଛି ଏଠାରେ ଏପରି ପରମ୍ପରା…

ବିଶ୍ୱର ବିଭିନ୍ନ ସ୍ଥାନରେ ବିବାହକୁ ନେଇ ବିଭିନ୍ନ ପରମ୍ପରା ବା ରଶମ ରହିଛି। ଅନ୍ୟ ସମ୍ପ୍ରଦାୟର ଲୋକ ଏପରି ପରମ୍ପରାକୁ ଅଜବ ମାନୁଥିଲେ ମଧ୍ୟ ଏହି ପରମ୍ପରା ସମାଜ ଏବଂ ସମ୍ପ୍ରଦାୟକୁ ବାନ୍ଧି ରଖିଥାଏ। ଆଫ୍ରିକାର ଆଦିବାସୀ ଅଞ୍ଚଳରେ ଏହିପରି ଏକ…

ବିଶ୍ୱର ସବୁଠୁ ଶୀତଳ ସ୍ଥାନ: ଗ୍ରୀଷ୍ମଋତୁରେ ବି ଏଠାରେ ମାଇନସ୍‌ ୬୦ ଡିଗ୍ରୀ ତାପମାତ୍ରା

ଗ୍ରୀଷ୍ମ ଋତୁରେ ଗରମରୁ ତ୍ରାହି ପାଇବା ପାଇଁ ସମସ୍ତେ ଥଣ୍ଡା ସ୍ଥାନକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ଶିମ୍‌ଲା ହେଉ କି ମନାଲି ହେଉ, କିମ୍ବା ଉତ୍ତରାଖଣ୍ଡ ଏବଂ ଲେହ ଲଦାଖର ପର୍ବତ। ଆଜିକାଲି ସେଠାକୁ ବହୁ ଲୋକ ବୁଲିବାକୁ…

କାଠରୁ ପ୍ରସ୍ତୁତ ହେଉଛି ଆଲକହଲ, କିପରି ହେଲା ସମ୍ଭବ…

ଟୋକିଓ,୧।୬: ଯଦି ଆପଣ ଆଲକହଲ ପିଇବାର ସୌକିନ ଅଟନ୍ତି ତେବେ ଏପର୍ଯ୍ୟନ୍ତ ଆପଣ ଅଙ୍ଗୁର, ଆଖୁ, ମକା, ଆଳୁ, ଚାଉଳ କିମ୍ବା ମହୁଆରୁ ପ୍ରସ୍ତୁତ ଓ୍ବିିସ୍କି, ମଦ, ଭୋଦକା କିମ୍ବା ବିଅର ଟେଷ୍ଟ କରିଥିବେ। କିନ୍ତୁ ବର୍ତ୍ତମାନ ଜାପାନ କାଠରୁ ଆଲକହଲ…

ମୂଳ ଭାରତୀୟ ସିଙ୍ଗାପୁରରେ ରାତାରାତି ହେଲେ ଲକ୍ଷପତି, ସ୍କ୍ବିଡ ଗେମ୍ସରେ ଜିତିଲେ ସାଢ଼େ ୧୧ ଲକ୍ଷ…

ସିଙ୍ଗାପୁର,୧।୬ : ସିଙ୍ଗାପୁରର ଜଣେ ମୂଳ ଭାରତୀୟ ବ୍ୟକ୍ତି ରାତାରାତି ଲକ୍ଷପତି ପାଲଟିଛନ୍ତି। ବାସ୍ତବରେ, ଯେଉଁ କମ୍ପାନୀରେ ଭାରତୀୟ ବ୍ୟକ୍ତି କାର୍ଯ୍ୟ କରନ୍ତି, ଏହାର କର୍ମଚାରୀମାନଙ୍କ ପାଇଁ ସ୍କ୍ବିଡ ଗେମ୍ସର ଆୟୋଜନ କରାଯାଇଥିଲା। ଇଭେଣ୍ଟ ବିଜେତାଙ୍କୁ ପୁରସ୍କାର ଭାବରେ ସାଢ଼େ ୧୧…

ବିଶ୍ୱ ଦୁଗ୍ଧ ଦିବସ

ପ୍ରତ୍ୟେକ ସ୍ତନ୍ୟପାୟୀ ପ୍ରାଣୀ ଶୈଶବ ଅବସ୍ଥାରେ କେବଳ ଦୁଗ୍ଧପାନ କରୁଥିବାବେଳେ ମନୁଷ୍ୟ କ୍ଷେତ୍ରରେ ଆବାଳବୃଦ୍ଧବନିତା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଦୁଗ୍ଧପାନ କରିଥାନ୍ତି । ଦୁଗ୍ଧ କେବଳ ପାନୀୟ ଭାବରେ ବ୍ୟବହାର କରାଯାଏ ତାହା ନୁହେଁ, ଏହା ବିଭିନ୍ନ ଦୁଗ୍ଧଜାତ ଦ୍ରବ୍ୟ ଯଥା…

ପିତୃଦେବ ଭବ, ମାତୃଦେବ ଭବ

ମାତାପିତା ମାନବ ଇତିହାସ ଆରମ୍ଭରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି! ପିଲାମାନଙ୍କୁ ଦୁନିଆକୁ ଆଣିବା ଏବଂ ସେମାନଙ୍କୁ ସମାଜରେ ସୁସ୍ଥ ଏବଂ ସୁରକ୍ଷିତ ଭାବେ ଜୀବିତ ରଖିବା କିଛି ଛୋଟ କାମ ନୁହେଁ। ସେମାନଙ୍କ ପିଲାମାନଙ୍କର ସମଗ୍ର ଜୀବନ ପାଇଁ ଯୋଗ୍ୟ…

କବିତା ଲେଖୁଛି ରୋବୋ

ଲଣ୍ଡନ୍‌,୧ା୬: ଆମେକା ରୋବୋ ଫରାସୀ ଓ ଚାଇନିଜ୍‌ ସମେତ ଅନ୍ୟ ଅନେକ ଭାଷା କହିପାରେ, ନିର୍ଦ୍ୱନ୍ଦ୍ୱରେ କବିତା ଲେଖିପାରେ। ଏପରି କି ତାକୁ ଅନୁରୋଧ କଲେ ବିରାଡ଼ିର ଚିତ୍ର ମଧ୍ୟ ଆଙ୍କିପାରେ। ତାକୁ ହସିବାକୁ କହିଲେ ତା’ ରବର ନିର୍ମିତ ନୀଳ…

ବିୟୁଟି କଣ୍ଟେଷ୍ଟରେ ବିଜେତାଙ୍କ ମୁକୁଟ ଛଡ଼ାଇ ନେଇ ଭାଙ୍ଗିଦେଲେ ହାରିଥିବା ମହିଳାଙ୍କ ସ୍ବାମୀ: ଭିଡ଼ିଓ ଭାଇରାଲ…

ବ୍ରାସିଲିଆ,୩୧।୫ : ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଥିବା ଭଲ ପାଇବାର ଏକ ଉଦାହରଣ ବ୍ରାଜିଲରେ ଦେଖିପାକୁ ମିଳିଛି। ଏକ ବିୟୁଟି କଣ୍ଟେଷ୍ଟରେ, ଯେତେବେଳେ ସ୍ତ୍ରୀ ଦ୍ୱିତୀୟ ସ୍ଥାନ ହାସଲ କଲେ ସ୍ବାମୀ ଏହାକୁ ସହି ପାରିଲେ ନାହିଁ ଏବଂ ସେ ମଞ୍ଚ ଉପରକୁ…

ଚାଇନାରେ ଆଲ୍‌ବିନୋ ପାଣ୍ଡା

ଚେଙ୍ଗ୍‌ଡୁ: ବିଶ୍ୱରେ ଅନେକ ପ୍ରକାର ପ୍ରାଣୀ ରହିଛନ୍ତି। ଆନିମଲ ଏକ୍ସପର୍ଟଙ୍କ ଅନୁସାରେ, ଏମିତି ବି କିଛି ପ୍ରାଣୀ ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିନାହାନ୍ତି। ଯଦି ସେମାନେ ଭୁଲବଶତଃ ଲୋକଲୋଚନକୁ ଆସିଯାଆନ୍ତି, ସେତେବେଳେ ଏକ ନୂଆ ପ୍ରଜାତି ଚିହ୍ନଟ ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?