ଫୁରସତ

ବର୍ଷକୁ ୮ କୋଟି ରୋଜଗାର କରୁଛି କୁକୁର

ନୂଆଦିଲ୍ଲୀ: ଲୋକେ ଅଧିକ ଟଙ୍କା ରୋଜଗାର କରି କୋଟିପତି ହେବାକୁ ଚାହୁଁଛନ୍ତି। ହେଲେ ଆଜିକାଲି ଟଙ୍କା ରୋଜଗାର କରିବା ବହୁତ କଷ୍ଟ ହୋଇଗଲାଣି। ଅନେକ ଲୋକ ଘର ଛାଡ଼ି ବାହାରକୁ ଦାଦନ ଖଟିବାକୁ ଗଲେ ମଧ୍ୟ ଭଲରେ ଚଳିପାରୁ ନାହାନ୍ତି। ନିକଟରେ…

ସଚେତନତା ଲୋଡ଼ା

ଯେତେ ପ୍ରକାରର ମାନସିକ ସମସ୍ୟା ରହିଛି ସେଥିମଧ୍ୟରୁ ସ୍କିଜୋଫ୍ରେନିୟା ହେଉଛି ସବୁଠାରୁ ଗମ୍ଭୀର ସମସ୍ୟା। ଏଥିରେ ରୋଗୀର ବ୍ୟବହାର ଓ ଚିନ୍ତା କରିବାର ଶକ୍ତି ମୁଖତଃ ପ୍ରଭାବିତ ହୋଇଥାଏ। ପ୍ରତି ବର୍ଷ ମେ’ ୨୪ ତାରିଖରେ ବିଶ୍ୱ ସ୍କିଜୋଫ୍ରେନିୟା ଦିବସ ପାଳନ…

ଗାଡ଼ିରେ ରିଲ୍ସ ବନେଇ ଫାଇନ ଭରିଲେ

ଲକ୍ଷ୍ନୌ: ଲୋକେ ନିଜ ବିବାହକୁ ମେମୋରେବଲ କରିବା ପାଇଁ ବହୁତ ପ୍ଲାନ୍‌ କରୁଛନ୍ତି। ଏଥିସହ ବର କନ୍ୟା ବିବାହ ପୂର୍ବରୁ ବିଭିନ୍ନ ସ୍ଥାନକୁ ଯାଇ ପ୍ରିୱେଡିଂ ଫଟୋଶୁଟ ମଧ୍ୟ କରୁଥିବା ନଜରକୁ ଆସୁଛନ୍ତି। ହେଲେ ନିକଟରେ ଜଣେ କନ୍ୟାଙ୍କ ଭିଡିଓ ସୋସିଆଲ…

କୁକୁର ମୁଣ୍ଡରେ ହେଲ୍‌ମେଟ୍‌

ଚେନ୍ନାଇ: ଆଜିକାଲି ସମୟରେ ମଣିଷ ବିଭିନ୍ନ ପ୍ରାଣୀକୁ ଘରେ ପାଳୁଥିବା ଦେଖିବାକୁ ମିଳୁଛି। ତେବେ କୁକୁରକୁ ଲୋକେ ଅଧିକ ମାତ୍ରାରେ ପାଳିବା ସହ ସେମାନଙ୍କ ଯତ୍ନ ମଧ୍ୟ ନେଉଛନ୍ତି। ସେମାନଙ୍କୁ ନିଜ ସହ କାର୍‌ କିମ୍ବା ସ୍କୁଟିରେ ବିଭିନ୍ନ ସ୍ଥାନକୁ ମଧ୍ୟ…

୫ହଜାର ଟଙ୍କାରେ ୩ ଦେଶ ଭ୍ରମଣ

ଲଣ୍ଡନ: ବୁଲିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଖରେ ଯଦି ଟଙ୍କାର କିଛି ଅଭାବ ଥାଏ, ତେବେ ସେମାନେ ଏହା ଯୋଗାଡ଼ କରିନିଅନ୍ତି। କିନ୍ତୁ ନିକଟରେ ଜଣେ ଯୁବତୀ ଏମିତି କିଛି ଯୋଗାଡ଼ କରିଛନ୍ତି, ତାହା ଆଶ୍ଚର୍ଯ୍ୟ କରିଛି। ପୂର୍ବ ଲଣ୍ଡନର ଜଣେ…

ଜ୍ୱାଳାମୁଖୀ ମନ୍ଦିରରେ ୨ ହଜାର ଟଙ୍କିଆର ୮ ଲକ୍ଷ ଟଙ୍କା ଦାନ କଲେ ଭକ୍ତ…

ଶିମଲା,୨୩।୫ : ଭାରତରେ ୨୦୦୦ ଟଙ୍କିଆ ନୋଟ ଉପରେ ନିଷେଧାଦେଶ ଖବର ପାଇବା ପରେ ଜଣେ ଭକ୍ତ ହିମାଚଳ ପ୍ରଦେଶର ମା ଜ୍ୱାଳାମୁଖୀ ମନ୍ଦିରରେ ୨୦୦୦ ଟଙ୍କିଆ ନୋଟର ୪୦୦ ନୋଟ ଅର୍ଥାତ ୮ଲକ୍ଷ ଟଙ୍କା ଦାନ କରିଛନ୍ତି। ବର୍ତ୍ତମାନ ଏହି…

ମ୍ୟୁଜିୟମ୍‌ରେ ମହିଳାଙ୍କ ହୃଦୟ

ଲଣ୍ଡନ: ନିକଟରେ ଜଣେ ମହିଳା ନିଜ ହୃଦୟ ଦେଖିବାକୁ ମ୍ୟୁଜିୟମ୍‌ରେ ପହଞ୍ଚିଛନ୍ତି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଇଂଲଣ୍ଡର ହମ୍‌ସିର୍‌ର ବାସିନ୍ଦା ୩୮ ବର୍ଷୀୟା ଜେନିଫର ସୁଟନ୍‌ଙ୍କ ପାଇଁ ଲଣ୍ଡନର ହଣ୍ଟେରିୟାନ୍‌ ମ୍ୟୁଜିୟମ୍‌ରେ ଅଙ୍ଗ ପ୍ରଦର୍ଶନୀରେ ନିଜ…

୪୦୦ ବର୍ଷ ତଳର ଫଟୋରେ ୬୦ ବର୍ଷ ତଳର ଜୋତା

ଲଣ୍ଡନ: ଟାଇମ ଟ୍ରାଭେଲ ଅର୍ଥାତ୍‌ ସମୟ ଯାତ୍ରା ହେଉଛି ଏପରି ଏକ କନ୍‌ସେପ୍ଟ, ଯାହାର ଚର୍ଚ୍ଚା ଫିଲ୍ମରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ହୋଇଥାଏ। ହେଲେ ଏହା ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ଅସମ୍ଭବ ପ୍ରକ୍ରିୟା। ନିକଟରେ ଏକ ପେଣ୍ଟିଂରେ ଜଣେ ପୁଅକୁ…

ମଡେଲିଂ ଛାଡ଼ି ଚଳାଉଛନ୍ତି ଟ୍ରକ୍‌

ଲଣ୍ଡନ: ଯଦି ଜଣଙ୍କୁ ମଡେଲିଂ ନଚେତ୍‌ ଟ୍ରକ୍‌ ଡ୍ରାଇଭର ହେବାକୁ କୁହାଯାଏ, ତେବେ ସେଥିରେ ସମସ୍ତେ ମଡେଲିଂକୁ ଚୟନ କରିବେ। ହେଲେ ଜଣେ ମଡେଲର ତାଙ୍କ ମଡେଲିଂ କ୍ୟାରିୟର ଛାଡ଼ି ଲୋରି ଭଳି ଭାରିଯାନ ଚଳାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ…

ପ୍ରକୃତି-ମାନବ ଜୀବନ ମଧ୍ୟରେ ରହିଛି ସ୍ଥାୟୀ ସମ୍ପର୍କ

ଜୈବ ବିବିଧତାର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ଜୈବ ବିବିଧତା କ୍ଷୟ ସମେତ ବିଶ୍ୱ ସ୍ତରୀୟ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ପାଇଁ ୨୨ ମେ ରେ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯାଇଥାଏ। ପ୍ରକୃତି ଏବଂ…

୪,୫୦୦ ବର୍ଷ ପୂର୍ବେ ହୋଇଥିଲା ପ୍ରଥମ ଅଧର ଚୁମ୍ବନ

ନୂଆଦିଲ୍ଲୀ, ୨୨ା୫: ଆଜିକୁ ୪,୫୦୦ ବର୍ଷ ପୂର୍ବେ ବିଶ୍ୱର ପ୍ରଥମ ଅଧର ଚୁମ୍ବନ ମେସୋପଟାମିଆ ସମାଜରେ ହୋଇଥିଲା ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ପ୍ରାଚୀନ ମଧ୍ୟପ୍ରାଚ୍ୟର ଲୋକମାନେ ଲିପ୍‌ କିସିଂ କରୁଥିଲେ ବୋଲି ଗବେଷକମାନେ ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୩,୫୦୦…

ଜୁଆ ଖେଳରେ ସ୍ତ୍ରୀଙ୍କୁ ବାଜି ରଖି ହାରିଲେ ସ୍ବାମୀ…

ମିରଟ,୨୧।୫ : ମଣିଷ ହୁଏତ ଆଜି ଚନ୍ଦ୍ରରେ ପହଞ୍ଚିସାରିଛି, କିନ୍ତୁ ଏବେ ବି ମହିଳା ନିର୍ଯାତନା କମି ନାହିଁ। ଏହାର ଏକ ସଦ୍ୟତମ ମାମଲା ଉତ୍ତରପ୍ରଦେଶର ମିରଟ ଜିଲାରେ ଘଟିଛି। ଜଣେ ନିଶାସକ୍ତ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଜୁଆ ଖେଳରେ ବାଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?