ଗ୍ରୀକ୍ ଡିଜ୍ନିଲାଣ୍ଡ
ଏଥେନ୍ସ: ଗ୍ରୀସ୍ର ପେଲୋପେନିସ ଅଞ୍ଚଳରେ ଏକ ଅଜବ ପ୍ରକାର ମହଲ ଅଛି, ଯାହାକୁ ଗ୍ରୀସ୍ର ଡିଜ୍ନିଲାଣ୍ଡ କୁହାଯାଏ। ଏହାର ନିର୍ମାଣ ମଧ୍ୟଯୁଗୀୟ ଭଳି ଦେଖିବାକୁ। ଏହି ମହଲକୁ ପହରା ଦେବାକୁ ଚାରିପଟେ ବଡ଼ ବଡ଼ ଭୟାନକ ମୂର୍ତ୍ତି ରହିଛି। ଏହାର ଖର୍ଚ୍ଚ…
ପ୍ରାଣୀଙ୍କ ସଂରକ୍ଷଣ ଅପରିହାର୍ଯ୍ୟ
ପରିବେଶୀୟ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଅପରିହାର୍ଯ୍ୟ। ମୁଖ୍ୟତଃ ଜଙ୍ଗଲରେ ରହୁଥିବା ପ୍ରାଣୀଙ୍କ ଯୋଗୁ ଜୈବ ବିବିଧତା ବଜାୟ ରହିଥାଏ। ଜଙ୍ଗଲ ବିନା ଜଳବାୟୁ ପରିବର୍ତ୍ତନର ଆଶଙ୍କା ଅଧିକ। ତେବେ ପୃଥିବୀର ସ୍ଥାୟିତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଥିବା…
ବିବାହ ପୂର୍ବରୁ ଏଠାରେ ସନ୍ତାନ ଜନ୍ମ କରିବା ରହିଛି ପରମ୍ପରା, କାରଣ ଜାଣିଲେ…
ଦିଲ୍ଲୀ, ମୁମ୍ବାଇ ଭଳି ବଡ଼ ସହରରେ ଯୁବତୀ/ଯୁବକମାନେ ବିବାହ ପୂର୍ବରୁ ଗୋଟିଏ ଘରେ ପରସ୍ପର ସହ ରହିବା ଏକ ସାଧାରଣ କଥା ହୋଇଗଲାଣି। ଏହାକୁ ଲିଭ୍ ଇନ୍ ରିଲେସନ୍ଶିପ୍ କୁହାଯାଏ। ତଥାପି ଛୋଟ ସହରଗୁଡିକରେ ଏହା ଏକ ପାପ ଭାବରେ ଦେଖାଯାଏ।…
ଏକଦା ସାଇକେଲ ପଙ୍କଚର ମାରୁଥିବା ବରୁଣ ଏବେ ଆଇଏଏସ୍ ଅଫିସର, ୟୁପିଏସ୍ସିରେ ମିଳିଲା ୩୨ ର଼୍ୟାଙ୍କ…
କଠିନ ପରିଶ୍ରମ ସଫଳତାର ଚାବିକାଠି। ଏହି ଧାଡିଟି ଆଇଏଏସ୍ ବରୁଣା ବରନଓ୍ବାଲଙ୍କ ଉପରେ ପ୍ରଯୁଜ୍ୟ ବୋଲି କହିପାରିବା। କାରଣ ପିଲାଦିନେ ସେ ନିଜ ବାପାଙ୍କୁ ହରାଇଥିଲେ। ପରିବାରର ବୋଝ ଉପରେ ପଡ଼ିବା ପରେ ସେ ବାପାଙ୍କ ସାଇକେଲ ପଙ୍କଚର ମାରିବା ଦୋକାନରେ…
୧୬ ହଜାର କୋଟି ଟଙ୍କା ମୂଲ୍ୟର କମ୍ପାନୀ ୭୪ ଟଙ୍କାରେ ବିକ୍ରି: ଗୋଟିଏ ଟୁଇଟ କଲା ସର୍ବସ୍ବାନ୍ତ…
ଦୁବାଇ,୪।୧୦ : ହଜାର ହଜାର କୋଟି ଟଙ୍କା ସମ୍ପତ୍ତି ଥିବା ବ୍ୟକ୍ତି ରାତାରାତି ଅରବପତିରୁ ରାସ୍ତାରେ ପହଞ୍ଚିବା ବିଶ୍ୱାସ କରିବା ଟିକେ କଷ୍ଟକର। ତେବେ ବିଆର ଶେଟ୍ଟି (ବାଭାଗୁଥୁ ରଘୁରାମ ଶେଟ୍ଟି)ଙ୍କ କ୍ଷେତ୍ରରେ ଏହା ଘଟିଥିଲା। ଯିଏ କି ଏକଦା କୋଟିପତି…
ରାସ୍ତା ମଝିରେ କାର ଉପରେ ଠିଆ ହୋଇ ବିଡା ବିଡା ଟଙ୍କା ଉଡାଇଲେ ଯୁବକ, ସୋସିଆଲ ମିଡ଼ିଆରେ ଭାଇରାଲ…
ଜୟପୁର,୩।୧୦ : ରାଜସ୍ଥାନର ରାଜଧାନୀ ଜୟପୁରର ବଜାର ମଝିରେ ଜଣେ ଯୁବକ ବିଡା ବିଡା ଟଙ୍କା ଉଡାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୪୨ ସେକେଣ୍ଡର ଏହି ଭିଡିଓରେ ମାସ୍କ ପିନ୍ଧିଥିବା ଜଣେ ଯୁବକ କାରର ଛାତ ଉପରେ…
କଡା ଆଇନ ପ୍ରସ୍ତୁତ କଲେ ସରକାର; ଡଷ୍ଟବିନରେ ପକାନ୍ତୁନି ଘରର ଏହି ୫ଟି ଜିନିଷ, ହୋଇପାରେ ଜେଲ
ଓ୍ବାଶିଂଟନ୍,୩।୧୦: ପୁନଚକ୍ରଣ ଯୋଗ୍ୟ ବର୍ଜ୍ୟବସ୍ତୁକୁ କିପରି ରିସାଇକେଲିଂ କରାଯାଇ ପାରିବ ଏନେଇ ସଚେତନ କରାଯାଇଥାଏ। ତେବେ କିଛି ଜଣ ଏହାକୁ ନମାନି ଡଷ୍ଟିବନରେ ଏହି ଅଳିଆଗୁଡିକୁ ପକାଇ ଦିଅନ୍ତି। କିନ୍ତୁ ଏହା ଠିକ ନୁହେଁ। କାରଣ ଆମ ଘରେ ଏପରି ଅନେକ…
ଇଜିପ୍ଟର ଏକ ମନ୍ଦିରରୁ ମିଳିଲା ରହସ୍ୟମୟ ପଥର, ଖୋଦିତ ହୋଇଛି ଦେବତାଙ୍କ ଭାଷା
କାଇରୋ,୩।୧୦: ପ୍ରାଚୀନ ଇଜିପ୍ଟର ମନ୍ଦିରରେ ଏକ ରହସ୍ୟମୟ ପଥର ମିଳିଛି। ଯାହାକୁ ‘ରୋସେଟା ପଥର’ କୁହାଯାଉଛି। ଜଣେ ଫରାସୀ ଏହାକୁ ଆବିଷ୍କାର କରିଛନ୍ତି। ପଥର ଉପରେ ଲେଖାଯାଇଥିବା ଟ୍ରାନ୍ସକ୍ରିପସନ ହେତୁ ଏହାକୁ ‘ଦେବତାମାନଙ୍କର ଭାଷା’ କୁହାଯାଉଛି। ଏହି ଟ୍ରାନ୍ସକ୍ରିପସନରେ, ଚିତ୍ରଲିପିର ପ୍ରାଚୀନ…
୧୧୪ ବର୍ଷ ପରେ ଖୋଲିଲା ମେଡିକାଲ ଷ୍ଟୋର
ଲଣ୍ଡନ: ନିକଟରେ ଏକ ଇତିହାସ ସହ ଜଡ଼ିତ ସ୍ଥାନ ମିଳିଛି, ଯାହା ୧୧୪ ବର୍ଷର ପୁରୁଣା। ୧୮୮୦ ମସିହାରେ ଖୋଲାଯାଇଥିବା ଏକ ମେଡିକାଲ ଷ୍ଟୋର ୧୯୦୯ ମସିହା ପରେ ବନ୍ଦ ହୋଇଯାଇଥିଲା। ଏହାକୁ ବ୍ରିଟେନରେ ୱିଲିୟମ୍ ୱାଇଟ୍ ନାମକ ଜଣେ ବ୍ୟକ୍ତି…
୭୮ ବର୍ଷ ପୁରୁଣା ପେଣ୍ଟିଂରେ ୪୩ ବର୍ଷୀୟାଙ୍କ ଫଟୋଚିତ୍ର
ବୋଗୋଟା: ନିଜ ଚେହେରା ଯଦି ଅନ୍ୟ ଜଣକ ଚେହେରା ସହ ଖାପ ଖାଏ, ତେବେ ତାହା ଅତ୍ୟନ୍ତ ରୋମାଞ୍ଚକର ହୋଇଥାଏ। କିନ୍ତୁ ଏପରି ମାମଲା ଖୁବ୍ କମ୍ ଦେଖିବାକୁ ମିଳିଥାଏ। ହେଲେ ଏହା ଚର୍ଚ୍ଚାର ପରିସରକୁ ଆସିଥାଏ। ଯଦି ଏକ ପୁରୁଣା…
୭୮ ବର୍ଷ ପୁରୁଣା ପେଣ୍ଟିଂରେ ୪୩ ବର୍ଷୀୟାଙ୍କ ଫଟୋଚିତ୍ର
ବୋଗୋଟା: ଜଣଙ୍କ ଭଳି ଚେହେରା ଯଦି ଅନ୍ୟ ଜଣକ ଚେହେରା ସହ ଖାପ ଖାଏ, ତେବେ ତାହା ଅତ୍ୟନ୍ତ ରୋମାଞ୍ଚକର ହୋଇଥାଏ। କିନ୍ତୁ ଏପରି ଘଟଣା ଖୁବ୍ କମ୍ ଦେଖିବାକୁ ମିଳିଥାଏ। ଯଦି ଏକ ପୁରୁଣା ପେଣ୍ଟିଂ ସହିତ ନିଜ ଚେହେରା…
ହାଇଓ୍ବେରେ ଟ୍ରକ୍ର ହେଲା ବ୍ରେକ୍ଫେଲ୍, ୩ କାର୍କୁ କରିଦେଲା ଚଟଣି, ଭିଡିଓ ଦେଖିଲେ…
ଆଜିର ସମୟରେ ରାସ୍ତା ଦୁର୍ଘଟଣା ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ସମୟର ଅଭାବ କିମ୍ବା ଅନ୍ୟ କୌଣସି କାରଣରୁ ଲୋକଙ୍କ ଡ୍ରାଇଭିଂର ଗତି ମଧ୍ୟ ବୃଦ୍ଧି ପାଇଛି। ଯେତେ ଅସାବଧାନତା ବଢୁଛି ସେତେ ଦୁର୍ଘଟଣା ସଂଖ୍ୟା ମଧ୍ୟ ବଢୁଛି। ଆଜିକାଲି ଦୁର୍ଘଟଣା…

