ଫୁରସତ

୨ ଲକ୍ଷ ପାଇଁ ପିଇଲେ ୧ ଲିଟର ମଦ

ବେଜିଂ: ଲୋକେ ପ୍ରତିଯୋଗିତା ପାଇଁ ବିଭିନ୍ନ ସ୍ତରକୁ ପାର କରିଯା’ନ୍ତି। ଏଥିପାଇଁ ସେମାନଙ୍କୁ ଅନେକ କ୍ଷତି ମଧ୍ୟ ସହିବାକୁ ପଡ଼ିଥାଏ। ନିକଟରେ ୨ ଲକ୍ଷ ପୁରସ୍କାର ପାଇଁ ଜଣେ ବ୍ୟକ୍ତି ଏକାଥରେ ୧ ଲିଟର ମଦ ପିଇଥିବା ଜଣାପଡ଼ିଛି। ପରେ ସ୍ବାସ୍ଥ୍ୟାବସ୍ଥା…

ଆଣ୍ଟାର୍କଟିକାର ବରଫାବୃତ ଅଞ୍ଚଳକୁ ଏକା ପାର କରିବେ

ଲଣ୍ଡନ: ଲୋକେ ନଁା କରିବାକୁ ବିଭିନ୍ନ ସ୍ତରକୁ ଯାଇପାରନ୍ତି। ତେବେ ବ୍ରିଟେନର ଜଣେ ବ୍ୟକ୍ତି ନିଜକୁ ଲୌହମାନବ ପ୍ରମାଣିତ କରିବାକୁ ଉଦ୍ୟମ ଚଳାଇଛନ୍ତି। ସେ ପ୍ରାୟତଃ ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାକୁ ପଣ କରିଛନ୍ତି। ସେ ଦୁନିଆର ସବୁଠୁ ଥଣ୍ଡା…

‘ମୋତେ ସାବୁନ ପସନ୍ଦ’ କହି ଖାଇବାକୁ ଲାଗିଲେ ମହିଳା, ଭିଡିଓ ଭାଇରାଲ ହେବା ପରେ ଜଣାପଡ଼ିଲା ସତ

ମୋତେ ସାବୁନ ପସନ୍ଦ । ଏଭଳି କହି ଜଣେ ମହିଳା ସାବୁନକୁ ଦୁଇଖଣ୍ଡ କରି କାଟିଲେ। ପରେ ଏହାକୁ ବେଶ ଆଗ୍ରହର ସହ ଚୋବେଇବାକୁ ଲାଗିଲେ। ସୋସିଆଲ ମିଡିଆରେ ମହିଳାଙ୍କର ଏଭଳି କାରନାମାର ଭିଡିଓ ଭାଇରାଲ ହେବା ପରେ ଯେକେହି ଚକିତ…

ଏହି ଦେଶରେ ଗାଡ଼ି ରାସ୍ତା ନାହିଁ କି ରେଳରାସ୍ତା ନାହିଁ, କୁକୁର ହିଁ ଯାତାୟାତର ମାଧ୍ୟମ

ଆପଣ ଏପରି ଏକ ଦେଶ ବିଷୟରେ କେବେ କଳ୍ପନା କରିଛନ୍ତି କି? ଯେଉଁଠି ଗାଡ଼ି ରାସ୍ତା ନାହିଁ କି ରେଳରାସ୍ତା ମଧ୍ୟ ନାହିଁ। ଲୋକମାନେ କୁକୁର ଉପରେ ବସି ଯାତ୍ରା କରିଥାନ୍ତି। ଏପରି ଏକ ଦେଶ ହେଉଛି ଗ୍ରୀନ୍‌ଲାଣ୍ଡ। ଆର୍କଟିକ୍‌ର ଏକ…

ମୁଣ୍ଡରେ ଫ୍ରିଜ୍‌ ରଖି ସାଇକେଲ ଚଳାଉଛନ୍ତି ଏହି ବ୍ୟକ୍ତି, ଭିଡିଓ ଦେଖିଲେ…

ଆଜିକାଲି ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବ୍ୟକ୍ତିଙ୍କ ବେକକୁ ଦେଖିଲେ ଅନୁଭବ କରିବେ ଏହା ଲୁହାରେ ତିଆରି। କେବେ ଭାଙ୍ଗିବ ନାହିଁ। ବ୍ୟକ୍ତି ଜଣକ ମୁଣ୍ଡରେ ଏକ…

ଗୁଗ୍‌ଲର ସ୍ବତନ୍ତ୍ର ଡୁଡ୍‌ଲରେ କ୍ରିକେଟ୍‌ କ୍ରେଜ୍‌

ନୂଆଦିଲ୍ଲୀ,୫।୧୦: ଆଜିଠାରୁ ଭାରତରେ କ୍ରିକେଟ୍‌ ବିଶ୍ୱକପ୍‌ ଆରମ୍ଭ ହେଉଛି। କ୍ରିକେଟ ବିଶ୍ୱକପ ପାଇଁ ଗୁଗ୍‌ଲ ଏକ ସ୍ବତନ୍ତ୍ର ଡୁଡ୍‌ଲ ଆଣିଛି। ଏହି ଡୁଡଲ୍‌ ଆନିମେଟେଡ ଫର୍ମରେ ଅଛି। ଡୁଡ୍‌ଲରେ ଦୁଇଟି ବତକ ବ୍ୟାଟ୍‌ ଧରି ପିଚ ଉପରେ ଦୌଡ଼ୁଥିବା ଦେଖାଯାଏ। ଇଂଲଣ୍ଡ…

ମହିଳାଙ୍କ ତୁଳନାରେ ପୁରୁଷଙ୍କ କ୍ଷେତ୍ରରେ ଅଧିକ ସଂକ୍ରାମକ ହୋଇଛି କରୋନା…

ଟରଣ୍ଟୋ,୫।୧୦ : ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ ଉପରେ କରୋନା ଭୁତାଣୁ ଅଧିକ ଗୁରୁତର ପ୍ରଭାବ ପକାଇଛି। ଏହାର କାରଣ ହେଉଛି ଏସିଇ-୨ ପ୍ରୋଟିନ, ଯାହା କୋଷର ବାହ୍ୟ ପୃଷ୍ଠରେ ଅବସ୍ଥିତ। ଏହା ରକ୍ତଚାପ ଏବଂ ଫୁଲାକୁ ନିୟନ୍ତ୍ରଣ କରିବା ସହିତ ଅଙ୍ଗରେ…

ଦେଶର ଭବିଷ୍ୟତ ନିର୍ମାଣର ବିନ୍ଧାଣି

ଶିକ୍ଷାନୁଷ୍ଠାନଗୁଡ଼ିକ ମଣିଷ ତିଆରି କାରଖାନା ଆଉ ସେହି କାରଖାନାର କାରିଗର ହେଉଛନ୍ତି ଶିକ୍ଷକ। ଜଣେ ଛାତ୍ରର ଭବିଷ୍ୟତ ଗଢ଼ିବାରେ ଶିକ୍ଷକମାନେ ବିଶ୍ୱକର୍ମାର ଭୂମିକା ଗ୍ରହଣ କରିଥାନ୍ତି। ବିଶ୍ୱକର୍ମାଙ୍କ ବିନା ଯେପରି ସୁନ୍ଦର ସ୍ଥାପତ୍ୟ ଗଢ଼ିବା ଅସମ୍ଭବ, ସେହିପରି ଶିକ୍ଷକଙ୍କ ବିନା ଜଣେ…

ଏହି ପରିବାରର ସମସ୍ତେ ନୋବେଲ ବିଜେତା

ଦୁନିଆର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ମଧ୍ୟରୁ ଗୋଟିଏ ହେଉଛି ନୋବେଲ ପୁରସ୍କାର। ପ୍ରତିବର୍ଷ ଆଲଫ୍ରେଡ୍‌ ନୋବେଲଙ୍କ ପୂଣ୍ୟତିଥି ଅର୍ଥାତ ଡିସେମ୍ବର ୧୦ରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ଏଭଳି ଏକ ପରିବାର ରହିଛି, ଯିଏ ସବୁଠୁ ଅଧିକ ଥର ନୋବେଲ…

ଏମିତି ଦେଶ, ଯେଉଁଠି ଅନୁଭୂତ ହୁଏ ୭୨ ଋତୁ, ଜାଣନ୍ତୁ ଏହାର ନାମ

ସାଧାରଣତଃ ଦୁନିଆରେ ୬ଟି ଋତୁ ଅନୁଭୂତ ହୋଇଥାଏ। ଯଥା ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଏବଂ ବସନ୍ତ। ଭୋଗୌଳିକ ଅବସ୍ଥାନ ହେତୁ ଋତୁଗୁଡିକ ମଧ୍ୟ ପରିବର୍ତ୍ତନ ହୋଇଥାଏ। କେତେକ ସ୍ଥାନରେ କେବଳ ଗରମ କିମ୍ବା ବର୍ଷା ହେଉଥିବା ବେଳେ ଅନ୍ୟ…

ଜାଣନ୍ତି କି ବିମାନରେ କେଉଁ ଇନ୍ଧନ ବ୍ୟବହୃତ ହୁଏ ଆଉ ଏହାର ଦାମ୍‌ କେତେ…

ବିମାନରେ ଯାତ୍ରା କରିବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଲୋକମାନେ ଆନନ୍ଦରେ ବିମାନରେ ବସି ଝରକା ପଟେ ବାହାରକୁ ଚାହିଁ ସେମାନଙ୍କ ଉପଭୋଗ କରନ୍ତି। ମାତ୍ର ଅନେକ ଲୋକ ବିମାନ ସମ୍ବନ୍ଧୀୟ ଅନେକ କଥା ଜାଣି ନ ଥାନ୍ତି। ଉଦାହରଣ ସ୍ବରୂପ ବିମାନରେ…

ସମୁଦ୍ରରେ ଏକ କାଠରେ ବିତାଇଲେ ୩୬ ଘଣ୍ଟା

ଗାନ୍ଧୀନଗର: ଅନେକ ସମୟରେ ଲୋକେ ଏପରି କିଛି ସ୍ଥାନରେ ଫସିଯାଆନ୍ତି, ଯେଉଁଠାରେ ବଞ୍ଚିବାକୁ ବହୁତ ସଂଘର୍ଷ କରିବାକୁ ପଡ଼େ। ନିକଟରେ ଜଣେ ବାଳକଙ୍କ ସହିତ ଏପରି କିଛି ଘଟିଛି। ଗୁଜରାଟ ସୁରଟର ୧୪ ବର୍ଷୀୟ ଲଖନ ଅମ୍ବାଜୀ ସମୁଦ୍ରରେ ଗୋଟିଏ କାଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?