ଫୁରସତ

ପ୍ରିୟ ଛାତ୍ର

ଗୁରୁଙ୍କ ସ୍ଥାନ ସବୁବେଳେ ସର୍ବାଗ୍ରେ। ଶିକ୍ଷା ମଣିଷର ବ୍ୟକ୍ତିତ୍ୱ ବିକଶିତ କରିଥାଏ । ଦିନଥିଲା ଶିକ୍ଷାଗ୍ରହଣ ପାଇଁ ଶିଷ୍ୟମାନେ ଯାଉଥିଲେ ଗୁରୁକୁଳ ଆଶ୍ରମ ତ ପୁଣି କେହି କେହି ଯାଉଥିଲେ ଗାଁ ଚାଟଶାଳୀକୁ। ଶିଷ୍ୟଙ୍କୁ ଉତ୍ତମରୂପେ ଗଢ଼ିବାରେ ଗୁରୁଙ୍କ ଭୂମିକା ଥିଲା…

ମୋନାକୋ: ପୃଥିବୀର ଦ୍ୱିତୀୟ କ୍ଷୁଦ୍ରତମ ଦେଶ

ପୃଥିବୀର ଦ୍ୱିତୀୟ କ୍ଷୁଦ୍ରତମ ଦେଶ ହେଉଛି ମୋନାକୋ। ଏହାର କ୍ଷେତ୍ରଫଳ ଗୋଟିଏ ଛୋଟ ଗଁାଠାରୁ ବି କମ୍‌। ଜାଣନ୍ତୁ ଏହି ଦେଶ ସମ୍ପର୍କରେ କିଛି ରୋଚକ ତଥ୍ୟ… -ସବୁଠୁ କ୍ଷୁଦ୍ରତମ ଦେଶ ହେଉଛି ଭାଟିକାନ୍‌ ସିଟି। ଏହାପରେ ଦ୍ୱିତୀୟରେ ରହିଛି ମୋନାକୋ,…

ଏବେଠୁ

ଭଲ ହୋଟେଲରେ ଖାଇବା, ବ୍ରାଣ୍ଡେଡ୍‌ ପୋଷାକ ପିନ୍ଧିବା, ଦାମୀ ଫୋନ୍‌ ଓ ଗାଡ଼ି ବ୍ୟବହାର କରିବା ଏବଂ ବିଳାସପୂର୍ଣ୍ଣ ଘରେ ରହିବା ସ୍ବପ୍ନ; ଯାହାକୁ ପୂରଣ କରିବା ନିଶାରେ ଅନେକେ ନିଜର ସମସ୍ତ ଆୟକୁ ବ୍ୟୟ କରିଦିଅନ୍ତି। ତେବେ ବର୍ତ୍ତମାନକୁ ସୁଖ…

ଚନ୍ଦ୍ରରେ ୧୦ ଏକର ଜାଗା କିଣିଲେ ଏହି ବ୍ୟକ୍ତି, ଟେଲିସ୍କୋପରେ ଏହା ଉପରେ ରଖିଛନ୍ତି ନଜର

ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଦିନଠାରୁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଭବିଷ୍ୟତରେ ଯଦି ସବୁକିଛି ଠିକ୍‌ ହୁଏ, ତେବେ ଚନ୍ଦ୍ରରେ ଜୀବନ ଧାରଣ ସମ୍ଭବ ହୋଇପାରେ। ସେପଟେ ମହାସମୁଣ୍ଡ ଜିଲାର ସାରପାଲିର ଜଣେ ପ୍ରଶିକ୍ଷକ ଚନ୍ଦ୍ରରେ ଜମି କିଣିଥିବା…

ଦେଶରେ ୨୦୮୦ ସୁଦ୍ଧା ଭୂତଳ ଜଳ ପରିମାଣରେ ୩ ଗୁଣା ହ୍ରାସ ହେବା ଆଶଙ୍କା…

ନୂଆଦିଲ୍ଲୀ,୨।୯ : ଯଦି ଭୂତଳ ଜଳ ଉତ୍ତୋଳନ ଜାରି ରଖନ୍ତି, ତେବେ ୨୦୮୦ସୁଦ୍ଧା ହ୍ରାସ ହାର ତିନିଗୁଣ ହୋଇପାରେ, ଯାହା ଦେଶର ଖାଦ୍ୟ ଏବଂ ଜଳ ନିରାପତ୍ତା ପାଇଁ ବିପଦ ହୋଇପାରେ। ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ଆମେରିକାର ମିସିଗାନ…

ଇଲୋକ୍ଟ୍ରନିକ୍ସ ବର୍ଜ୍ୟ ପାଲଟିଛି ଏକ ଆହ୍ବାନ…

ନୂଆଦିଲ୍ଲୀ,୨।୯ : ଆଜିକାଲି ଦେଶର ଘରେ ଘରେ ଖରାପ ଏବଂ ଅଦରକାରୀ ଇଲେକ୍ଟ୍ରୋନିକ ସାମଗ୍ରୀର ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ମାର୍ଟଫୋନ, କମ୍ପ୍ୟୁଟର ଏବଂ ଲାପଟପ ସହିତ ପ୍ରାୟ ୨୦.୬ କୋଟି ଇଲେକ୍ଟ୍ରୋନିକ ଜିନିଷ ଘରେ ପଡ଼ି ରହିଛି। ଇଣ୍ଡିଆନ ସେଲୁଲାର୍‌ ଏବଂ…

୫ ଲକ୍ଷ ଲୋକଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ ଏହି ମହିଳା, ସବୁ ବିଗାଡ଼ିଲା ଟାଟୁ, ଜାଣନ୍ତୁ କେମିତି…

ଦୁନିଆରେ ଅନେକ ପ୍ରକାରର ଲୋକଙ୍କ ବିଷୟରେ ଜାଣିଥିବେ। କିଏ ଅର୍ଥ ବଳରେ ନାଁ କରିବାକୁ ଚାହାନ୍ତି ତ କିଏ ଗୀତ ଗାଇ ପ୍ରସିଦ୍ଧ ହେବା ପାଇଁ ଚାହିଁଥାନ୍ତି। କିନ୍ତୁ କିଛି ପାଗଳ ଲୋକ ଅନ୍ୟମାନଙ୍କୁ ଆଘାତ କରି ନାଁ କମାଇବା ପାଇଁ…

ପ୍ରତିବର୍ଷରେ ଡଙ୍ଗାରେ ଠେଲିବାକୁ ପଡ଼େ ଏହି ଭାସମାନ ଦ୍ୱୀପକୁ, କାରଣ ଜାଣିଲେ…

ଆମେରିକାର ଓ୍ବିସ୍କୋନସିନ୍‌ ରାଜ୍ୟରେ ‘ଚିପ୍‌ଓ୍ବା’ ନାମକ ଏକ ହ୍ରଦ ଅଛି। ଯାହାକି ଏକ ଭାସମାନ ଦ୍ୱୀପ। ଏହି ଦ୍ୱୀପ ୪୦ ଏକର ପରିମିତ ସ୍ଥାନରେ ବ୍ୟାପିଛି। ଯାହାର ପୃଷ୍ଠଭୂମି ମାର୍ଶେ। ଏହି ଦ୍ୱୀପକୁ ‘ଚିପ୍‌ଓ୍ବା ଫ୍ଲୋଜ୍‌ ଫ୍ଲୋଟିଂ ବଗ୍‌’ ମଧ୍ୟ କୁହାଯାଏ।…

ନିଜ ବିବାହ ଲାଗି ବୁକ୍‌ କରିବାକୁ ଚାହୁଁଛନ୍ତି କି ପୁରା ଟ୍ରେନ୍‌, ଜାଣନ୍ତୁ କେତେ ହେବ ଖର୍ଚ୍ଚ…

ପ୍ରାୟ ସମସ୍ତେ ନିଜ ବିବାହରେ କିଛି ସ୍ବତନ୍ତ୍ର କରିବାକୁ ଚାହାନ୍ତି। ବିବାହରେ ବରଯାତ୍ରୀ ଆସିବାର ପରମ୍ପରା ରହିଛି। ଏଥିଲାଗି ବରପକ୍ଷଙ୍କୁ ଅନେକ ଗାଡ଼ି ବୁକ୍‌ କରିବାକୁ ପଡେ। ହେଲେ ଯଦି କେହି ଟ୍ରେନ୍‌ରେ ବରଯାତ୍ରୀ ନେଇ ଯିବାକୁ ଚାହାନ୍ତି ତେବେ କିଛି…

ଭାରତର ଜାତୀୟ ପଶୁ ‘ବାଘ’, ଆମେରିକାର ଜାଣିଲେ ଚକିତ ହେବେ…

ଭାରତର ରାଷ୍ଟ୍ରୀୟ ପଶୁ ହେଉଛି ଅପାର ଶକ୍ତିର ପ୍ରତୀକ ବାଘ। ହେଲେ ଆମେରିକାର ଜାତୀୟ ପଶୁ କିଏ ଆପଣ ଜାଣନ୍ତି କି? ହୁଏତ ନା। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହେଉଥିବା ଆମେରିକାର ଜାତୀୟ ପଶୁ ହେଉଛି ‘ଆମେରିକାନ୍‌…

ଜଙ୍ଗଲରେ ପକ୍ଷୀ ମୁଖାରେ ବର୍ଷେ

ମୁମ୍ବାଇ: ଦୁନିଆରେ ଏପରି ବୈଜ୍ଞାନିକ ଅଛନ୍ତି, ଯେଉଁମାନେ ତାଙ୍କ ଲକ୍ଷ୍ୟ ପୂରଣ କରିବାକୁ କିଛି ବି କରିଥାନ୍ତି। ଏହାପରେ ତାଙ୍କୁ ସଫଳତା ମଧ୍ୟ ମିଳେ। ତେବେ ନିକଟରେ ଜାପାନର ଜଣେ ବୈଜ୍ଞାନିକ ଏପରି କିଛି କରିଛନ୍ତି, ଯେଉଁଥିପାଇଁ ସେ ଏବେ ଚର୍ଚ୍ଚାରେ…

ଘୋଡ଼ାରେ ଯାଆନ୍ତି ସ୍କୁଲ

ଗାନ୍ଧୀନଗର: ସାଧାରଣତଃ ପିଲାମାନେ ଚାଲିକରି, ସାଇକେଲରେ କିମ୍ବା ସ୍କୁଲ ଭ୍ୟାନରେ ସ୍କୁଲ ଯାଇଥାନ୍ତି। ହେଲେ ଜଣେ ପ୍ରାଥମିକ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର ପ୍ରତିଦିନ ଘୋଡ଼ାରେ ବସି ସ୍କୁଲ ଯାଉଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଗୁଜରାଟ ସୁରଟ ଜିଲାର ବାରଡୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?