ମନୋରଞ୍ଜନ

ଫଟୋଗ୍ରାଫରଙ୍କୁ ହାତଯୋଡି ଏମିତି କହିଲେ ରିୟା ଚକ୍ରବର୍ତ୍ତୀ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଚର୍ଚ୍ଚାରେ ରହିଛନ୍ତି। ସୁଶାନ୍ତଙ୍କ ପ୍ରେମିକା ରିୟାଙ୍କୁ ଡ୍ରଗ୍ସ କାରବାରରେ ଜେଲ ମଧ୍ୟ ଯିବାକୁ ପଡ଼ିଥିଲା। ଅଭିନେତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ରିୟାଙ୍କ ନାମରେ ଥାନାରେ…

ରଜନିକାନ୍ତଙ୍କୁ ପଛରେ ପକାଇଲେ ଥାଲାପଥି ବିଜୟ

ଚେନ୍ନାଇ,୨୨।୧: ତାମିଲ ଫିଲ୍ମ ‘ମାଷ୍ଟର’ ପ୍ରଥମ ସପ୍ତାହରେ ହିଁ ବକ୍ସ ଅଫିସରେ ରେକର୍ଡ ବ୍ରେକିଂ ଆୟ କରିଛି। ଥାଲାପଥି ବିଜୟଙ୍କ ଏହି ଫିଲ୍ମ ତାମିଲ ନାଡୁରେ ଆୟ କରିଛି ୧୦୦ କୋଟି ଟଙ୍କା। ଡ୍ରାମା, ଥ୍ରିଲର ଓ ଆକ୍ସନ ଭିତ୍ତିକ ଫିଲ୍ମ…

ସୁଶାନ୍ତଙ୍କ ନାମରେ ନାମିତ ହେବ ଦକ୍ଷିଣ ଦିଲ୍ଲୀର ରୋଡ୍‌

ନୂଆଦିଲ୍ଲୀ,୨୨।୧: ଦକ୍ଷିଣ ଦିଲ୍ଲୀର ଆଣ୍ଡ୍ରିୟୁ ଗଞ୍ଜର ଏକ ରୋଡ୍‌ର ନାମ ଦିବ୍ୟଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ରଖାଯିବ। ଏ ନେଇ ଦିଆଯାଇଥିବା ପ୍ରସ୍ତାବକୁ ସୁଶାନ୍ତଙ୍କ ଜୟନ୍ତୀ ଅବସରରେ ଗୁରୁବାର ମଞ୍ଜୁରୀ ମିଳିଛି। ଗତବର୍ଷ ଜୁନ ୧୪ ତାରିଖରେ…

ଏହି ଫିଲ୍ମର ଶୁଟିଂ ସମୟରେ ଗର୍ଭବତୀ ହୋଇଥିଲେ ହେମା, ବେବି ବମ୍ପ୍‌ ଲୁଚାଇବାକୁ କରିବାକୁ ପଡ଼ିଥିଲା ଏମିତି…

ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ ଏବଂ ଅମିତାଭ ବଚ୍ଚନଙ୍କ ସୁପରହିଟ୍‌ ଫିଲ୍ମ ‘ସତେ ପେ ସତ୍ତା’ କୁ ରିଲିଜ୍‌ ହେବା ଇତିମଧ୍ୟରେ ୩୯ ବର୍ଷ ହୋଇଯାଇଛି। ଏହି ଫିଲ୍ମ ଜାନୁଆରୀ ୨୨, ୧୯୮୨ରେ ରିଲିଜ୍‌ ହୋଇଥିଲା। ରାଜ ସିପ୍ପିଙ୍କ ନିର୍ଦ୍ଦେଶିତ ଏହି…

ବଡ଼ ପରଦାରେ ଏଣ୍ଟ୍ରି କରିବେ ଅବିକା

ଛୋଟ ପରଦାରେ ପ୍ରସାରିତ ଧାରାବାହିକ ‘ବାଲିକା ବଧୂ’ରେ ଆନନ୍ଦୀ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ଅବିକା ଗୌର ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ଚର୍ଚ୍ଚାରେ ରହିବାର କାରଣ ହେଉଛି ତାଙ୍କର ଆଗାମୀ ଫିଲ୍ମ। ନିକଟରେ ଅବିକା…

ଫେରିବେ ଶିଳ୍ପା

ମୁମ୍ବାଇ: ବଲିଉଡ୍ ନାୟିକା ଶିଳ୍ପା ସେଟ୍ଟି ବେଶ୍ କିଛି ଦିନର ବିରତି ପରେ ପୁଣି ବଡ ପରଦାକୁ ଫେରିବେ । ଫିଲ୍ମ ‘ହଙ୍ଗାମା ୨’ ମାଧ୍ୟମରେ ସେ ପୁଣିଥରେ ପଡ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମର ଶୁଟିଂ ପୁଣିଥରେ ଆରମ୍ଭ…

ଏହି ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ ହେଉଛି ଭାଇରାଲ: ପ୍ରଶଂସକ କହିଲେ ଏମିତି

ଟିଭି ପରଦାର ସବୁଠୁ ହିଟ ଶୋ ‘ନାଗିନର’ରେ ଅଭିନୟ କରୁଥିବା ଅଭିନେତ୍ରୀ ସୁରଭୀ ଜ୍ୟୋତି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି। ସୁରଭୀ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ବେଳେ ପ୍ରଶଂସକଙ୍କ ଲାଗି ଆକର୍ଷଣୀୟ ପୋଷ୍ଟ ଶେୟାର କରିଥାନ୍ତିି। ବର୍ତ୍ତମାନ…

ଝୁଲୁଥିବା ଅବସ୍ଥାରେ ଯୋଗ କଲେ ସାରା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍ ନାୟିକା ସାରା ଅଲି ଖାଁ ଶୁକ୍ରବାର ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଏରିୟଲ ଯୋଗ କରୁଥିବା ନଜର ଆସିଛି । ଏପର୍ଯ୍ୟନ୍ତ ଏହାକୁ ୧୩ ଲକ୍ଷରୁ ଅଧିକ ଭ୍ୟୁଜ ମିଳିଥିବା ବେଳେ ଭିଡିଓକୁ ଦେଖି ବହୁ…

ଅଭିନୟ କରୁକରୁ ପ୍ରେମରେ ପଡ଼ିଥିଲେ କେଜିଏଫ୍‌ ଷ୍ଟାର: କିଛି ଏଭଳି ଥିଲା ଲଭ୍‌ଷ୍ଟୋରୀ

ବମ୍ବେ: କନ୍ନଡ ଫିଲ୍ମଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଅଭିନେତା ୟଶ ଜଣେ। ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୧’ ତାଙ୍କୁ ଖ୍ୟାତି ଦେଇଥିଲା। ଏବେ ସେ କେଜିଏଫ୍‌ ଷ୍ଟାର ଭାବେ ପରିଚିତ। ହେଲେ ତାଙ୍କର ପ୍ରକୃତ ନାମ ନବୀନ…

ପ୍ରସିଦ୍ଧ ଭଜନ ସମ୍ରାଟ ନରେନ୍ଦ୍ରଙ୍କ ପରଲୋକ

‘ମାତା କି ଭେଣ୍ଟ’ ଗୀତ ଗାଇଥିବା ପ୍ରସିଦ୍ଧ ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କର ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ୩ ମାସ…

ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରାଙ୍କ ବାପା ରୋଲ କରିବାକୁ ଚାହୁଁ ନ ଥିଲେ ଅନିଲ କପୁର, କାରଣ ଜାଣିଲେ…

ଜୋୟା ଅଖତରଙ୍କ ଫିଲ୍ମ ‘ଦିଲ୍‌ ଧଡ୍‌କନେ ଦୋ’ରେ ଅଭିନେତା ଅନିଲ କପୁର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପିତା ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରକୁ ଦର୍ଶକମାନେ ମଧ୍ୟ ପସନ୍ଦ କରିଥିଲେ। ନିକଟରେ ଏକ ସାକ୍ଷାତକାର ସମୟରେ ଅନିଲ କହିଛନ୍ତି ଯେ, ସେ…

ଏହି ହିରୋଇନ୍‌ଙ୍କ ସହ ଖେଳିଲେ ଭାଙ୍ଗିଯିବ ପରିବାର, ଯନ୍ତ୍ରଣା ବାଣ୍ଟିଲେ ଅଭିନେତ୍ରୀ

ପିଲାମାନଙ୍କର ଲାଳନପାଳନ ପାଇଁ ଉଭୟ ମାତାପିତାଙ୍କ ଆବଶ୍ୟକ, ମାତ୍ର ଅନେକ ପିଲା ଏହି ସୁଖରୁ ବଞ୍ଚିତ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ରେଣୁକା ଶାହାନେ। ୮ ବର୍ଷ ବୟସରେ ତାଙ୍କ ମାତାପିତା ଅଲଗା ହୋଇଯାଇଥିଲେ। ସେହି ଯନ୍ତ୍ରଣାକୁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?