ବନ୍ଧୁଙ୍କ ପାଇଁ ଘର ବନ୍ଧା ପକାଇଥିଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ ଅଭିନେତା ନାନା ପାଟେକର ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୧ ଜାନୁଆରୀ ୧ରେ ସେ ମହାରାଷ୍ଟ୍ରର ମୁରୁଦରେ ଜନ୍ମଗ୍ରଣ କରିଥିଲେ। ନାନା ପାଟେକର ମଧ୍ୟବିତ୍ତ ପରିବାରର। ଘରର ଅବସ୍ଥାକୁ ଦୃଷ୍ଟିରେ ରଖି ସ୍କୁଲ ପରେ ପିଲାବେଳେ ସେ ସ୍କୁଲଠାରୁ…
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଉଠାଇ ନେଇ ବିବାହ କରିବାକୁ ଚାହୁଁଥିଲେ ପାକିସ୍ତାନ କ୍ରିକେଟର୍
ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୫, ଜାନୁଆରୀରେ ୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ନବେ ଦଶକରେ ବଲିଉଡରେ ନାୟିକା ଭାବେ ଏଣ୍ଟ୍ରି କରିଥିଲେ ସେ। ସେତେବେଳେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ସବୁଠାରୁ ଅଧିକ ଚର୍ଚ୍ଚିତା…
ଦୀପିକାଙ୍କ ସୋସିଆଲ ମିଡିଆରୁ ସବୁ ପୋଷ୍ଟ ଗାଏବ
ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନ ନୂଆବର୍ଷ ସ୍ବାମୀ ରଣବୀରଙ୍କ ସହ ଜୟପୁରରେ ପାଳନ କରୁଛନ୍ତି। ନୂଆ ବର୍ଷ ୨୦୨୧ ଆରମ୍ଭ ପୂର୍ବରୁ ଦୀପିକା ପାଦୁକୋନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁକ, ଟୁଇଟର୍ ଏବଂ ଇନଷ୍ଟାଗ୍ରାମରେ ତାଙ୍କର ସମସ୍ତ ପୋଷ୍ଟ ଅଦୃଶ୍ୟ ହୋଇଯାଇଛି।…
ଏସବୁ ସେଲିବ୍ରିଟିଙ୍କ ପାଇଁ ୨୦୨୦ର ସ୍ମୃତି ମଧୁର, ମିଳିଛି ପ୍ରେମକୁ ସ୍ବୀକୃତି
ବମ୍ବେ: ଶେଷ ହୋଇଛି ବର୍ଷ ୨୦୨୦। ହେଲେ ତାର ସ୍ମୃତି ସର୍ବଦା ଅଭୂଲା ହୋଇ ରହିବ। ଲକ୍ଡାଉନ୍ ଯୋଗୁ କିଛି ମାସ ପର୍ଯ୍ୟନ୍ତ ଲୋକେ ପାର୍ଟି ତଥା ଉତ୍ସବ ମନାଇପାରି ନ ଥିଲେ। ଏହି ସମୟରେ ବିବାହ ଉପରେ କଟକଣା ଲାଗିଥିଲା।…
ତୈମୁରଙ୍କ ସ୍ବେଟରର ଦାମ୍ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ବଲିଉଡ୍ ଅଭିନେତ୍ରୀ କରିନା କପୁର ଏବଂ ସୈଫ୍ ଅଲ୍ଲୀ ଖାନ୍ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ ଜଣେ ଲୋକପ୍ରିୟ ଷ୍ଟାର କିଡ୍। ଗତ ଡିସେମ୍ବର ୨୦ରେ ସେ ୪ ବର୍ଷର ହୋଇଯାଇଛନ୍ତି। ନିକଟରେ ତୈମୁର ଖ୍ରୀଷ୍ଟମାସ ପାଳନ କରୁଥିବା ଦେଖିବାକୁ ମିଳିଥିଲା।…
ନୋରାଙ୍କ ୨୦୨୦ର ଶେଷ ଦମ୍ଦାର ଡ୍ୟାନ୍ସ ଭିଡିଓ ଭାଇରାଲ
ଦମଦାର୍ ଡ୍ୟାନ୍ସ ପାଇଁ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ନୋରା ଫତେହି। ସୋସିଆଲ ମିଡିଆରେ ସବୁବେଳେ ନୋରା ବେଶ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ନୋରାଙ୍କ ଡ୍ୟାନ୍ସର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ…
ସ୍ତ୍ରୀ ହେମାଙ୍କଠାରୁ ଅଧିକ ସମ୍ପତ୍ତିର ମାଲିକ ଧର୍ମେନ୍ଦ୍ର
ବମ୍ବେ: ଡ୍ରିମ୍ଗର୍ଲ ହେମା ମାଳିନୀକୁ କୌଣସି ପରିଚୟ ଲୋଡାନାହିଁ। ଅଭିନୟ ସାଙ୍ଗକୁ ନୃତ୍ୟରେ ପ୍ରଶଂସକଙ୍କୁ ବାନ୍ଧି ରଖୁଥିବା ହେମା ରାଜନୀତିରେ ମଧ୍ୟ ବେଶ୍ ସକ୍ରିୟ। ଏବେ ପରିବାର ସହ କାମକୁ ସେ ବେଶ୍ ଭଲ ଭାବେ ସମ୍ଭାଳି ଆସୁଛନ୍ତି । ୭୨…
ମୁମ୍ବାଇରେ ଘରକୁ ଘର ବୁଲୁଛନ୍ତି ରିୟା ଚକ୍ରବର୍ତ୍ତୀ
ଡ୍ରଗ୍ସ ମାମଲାରେ ଏକ ମାସ ଜେଲରେ ରହିବା ପରେ ଜାମିନରେ ମୁକ୍ତ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ବର୍ତ୍ତମାନ ଆଉ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି। ସେ ମୁମ୍ବାଇରେ ରହିବା ପାଇଁ ଦ୍ୱାର ଦ୍ୱାର ବୁଲି ଘର ଖୋଜୁଛନ୍ତି। କାରଣ…
କରୋନା ଆକ୍ରାନ୍ତ ହେଲେ ଗୌତମ ଗୁଲାଟୀ
ମୁମ୍ବାଇ ୩୧।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଗ ବସ୍ ସିଜିନ ୮ର ବିଜେତା ତଥା ଅଭିନେତା ଗୌତମ ଗୁଲାଟୀ। ଗୌତମ ଗୁଲାଟୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ବର୍ତ୍ତମାନ…
ଏହି ଫିଲ୍ମର ଚୁମ୍ବନ ଦୃଶ୍ୟ ଦର୍ଶକଙ୍କ ହୃଦୟରେ ଲଗାଇଥିଲା ନିଆଁ
ମୁମ୍ବାଇ: ସମୟ ସହିତ ତାଳ ଦେଇ ଫିଲ୍ମ ମଧ୍ୟ ଅଧିକ ବୋଲ୍ଡ ହେଲାଣି। ଚୁମ୍ବନ ଦୃଶ୍ୟର ଶୁଟିଂ ଫିଲ୍ମରେ ସାଧାରଣ ହୋଇଗଲାଣି। ତଥାପି ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ପରଦାରେ ସେମାନଙ୍କ ସହ-ଷ୍ଟାରମାନଙ୍କୁ ଚୁମ୍ବନ ଦିଅନ୍ତି ନାହିଁ। ତଥାପି ବଲିଉଡ୍ର…
ବାପା ହେଲେ ଏହି ପ୍ରସିଦ୍ଧ ଅଭିନେତା
ଦିଲ୍ଲୀ ଭାଜପାର ପୂର୍ବତନ ଅଧ୍ୟକ୍ଷ ତଥା ଭୋଜପୁରୀ ଅଭିନେତା ମନୋଜ ତିଓ୍ବାରୀଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି। ଅର୍ଥାତ୍ ସେ ପୁଣିଥରେ ବାପା ହୋଇଛନ୍ତି। ମନୋଜ ଝିଅକୁ କୋଳରେ ଧରି ଏକ ଫଟୋ ସୋସିଆଲ ମିଡିଆରେ ଶେୟାରକରି ଏହି ସୂଚନା ଦେଇଛନ୍ତି।ଅଭିନେତାଙ୍କର ଏହା…
ଟପ୍ଲେସ୍ ହୋଇ ପୁରୁଣା ବର୍ଷକୁ ବିଦାୟ ଦେଲେ ଇଶା
ମୁମ୍ବାଇ: ଇଶା ଗୁପ୍ତା ବଲିଉଡ୍ର ସେହି ନାୟିକାମାନଙ୍କ ମଧ୍ୟରେ ଜଣେ ଯିଏ ନିଜର ବୋଲ୍ଡସେନ୍ ପାଇଁ ସୃଷ୍ଟି କରିଛନ୍ତି ନିଜ ନିଜର ଭିନ୍ନ ପରିଚୟ । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଥିବା ବୋଲ୍ଡ କୁଇନ୍ ଇଶା ଅନେକ ସମୟରେ ତାଙ୍କର…

