ସମର୍ଥକଙ୍କୁ ରଜନୀକାନ୍ତଙ୍କ ଅନୁରୋଧ
ଚେନ୍ନାଇ,୧୧ ।୧: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ କିଛିଦିନ ତଳେ ରାଜନୀତିରୁ ଦୂରେଇ ଯିବା କଥା କହିଥିଲେ । ଏହାପରେ କିନ୍ତୁ ତାଙ୍କ ପ୍ରଶଂସକ ତଥା ସମର୍ଥକଙ୍କ ମନ ମାନି ନ ଥିଲା । ଗୋଟିଏ ଦିନ ପୂର୍ବରୁ ତାଙ୍କ ସମର୍ଥକମାନେ ଅନୁରୋଧ…
ଏହି ପ୍ରସିଦ୍ଧ ଅଭିନେତାଙ୍କୁ ଗାଳି ଦେଲେ ସ୍ତ୍ରୀ
ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତ ବଲିଉଡର ସବୁଠାରୁ ଚର୍ଚ୍ଚିତ ତଥା ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ମଜାଳିଆ ପ୍ରେମ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥାଏ। ସର୍ବସାଧାରଣରେ ଦୁହେଁ କେବଳ ପରସ୍ପରର ଗୋଡ ଟାଣି ନ ଥାନ୍ତି ସୋସିଆଲ…
ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲଙ୍କୁ ଏନ୍ସିବିର ସମନ
ମୁମ୍ବାଇ,୧୧ ।୧: ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ ରାମପାଲଙ୍କୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ସମନ ଜାରି କରିଛି । ବଲିଉଡ୍ ଡ୍ରଗ୍ସ ମାମଲାରେ ତାଙ୍କୁ ପଚରା ଉଚରା ପାଇଁ ଏହି ସମନ ଜାରି କରାଯାଇଛି । ଏହା ପୂର୍ବରୁ…
ଜେମ୍ସ ବଣ୍ଡର ନିର୍ଦ୍ଦେଶକଙ୍କ ପରଲୋକ
ଲଣ୍ଡନ,୧୧ ।୧: ଜଣାଶୁଣା ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା ମାଇକେଲ ଏପ୍ଟେଡଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଛି । ଡାଇରେକ୍ଟର୍ସ ଗିଲ୍ଡ ଅଫ୍ ଆମେରିକା ଅନୁଯାୟୀ, ଜାନୁୟାରୀ ୭ରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ସମ୍ପର୍କିତ ସମସ୍ତ…
ଦୀପିକାଙ୍କ ଜନ୍ମଦିନର ସବୁ କେକ୍ ଖାଇଦେଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନୂଆ ବର୍ଷ ଅବସରରେ ତାଙ୍କର ସମସ୍ତ ଇନଷ୍ଟାଗ୍ରାମ ପୋଷ୍ଟ ଡିଲିଟ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଯଦିଓ ଦୀପିକା ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ଆଜିକାଲି ଦୀପିକା ଇନଷ୍ଟାଗ୍ରାମରେ ଲାଟେଷ୍ଟ ଟ୍ରେଣ୍ଡସ ’ପୋଷ୍ଟ ପିକ୍ଚର୍ ଅଫ’…
ଫିଲ୍ମରେ ସଫଳ ମାତ୍ର ପ୍ରେମରେ ବିଫଳ ଏହି କଳାକାର
ବଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ-ଅଭିନେତା ଏକାଠି କାମ କରୁକରୁ କେତେବେଳେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥାଏ। ଏଥିରୁ କିଛ ପ୍ରେମ ସଫଳ ହୋଇଥିବାବେଳେ ଆଉ କିଛି ବିଫଳ ହୋଇଛି। ବଲିଉଡ୍ର କିଛି ଅଭିନେତା ଅଭିନୟରେ ବେଶ୍ ସଫଳ ହୋଇଥିବାବେଳେ ପ୍ରେମରେ ବିଫଳ ହୋଇଛନ୍ତି।…
ଗ୍ଲାମରସ୍ ଦୁନିଆରୁ ଦୂରେଇ ଗଲେ ଆଶିକି ଗର୍ଲ…
ମୁମ୍ବାଇ,୧୧।୧: ବଲିଉଡ୍ ଅଭିନେତ୍ରୀ ତଥା ଆଶିକି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଅନୁ ଅଗ୍ରଓ୍ବାଲ ସୋମବାର ନିଜର ୫୧ ବର୍ଷ ପୂରଣ କରିଛନ୍ତି। ସେ ୫୨ ବର୍ଷରେ ପାଦ ଦେଇଛନ୍ତି। ୧୯୬୯ ଜାନୁୟାରୀ ୧୧ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ।…
ଜନ୍ମଦିନରେ ନୂଆ ଫିଲ୍ମ ଘୋଷଣା କଲେ ହ୍ରିତିକ
ନୂଆଦିଲ୍ଲୀ,୧୦।୧- ବଲିଉଡ୍ ଷ୍ଟାର ହ୍ରିତିକ ରୋଶନ ରବିବାର ୪୬ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ତାଙ୍କ ନୂଆ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି ହ୍ରିତିକ। ତାଙ୍କ ଆଗାମୀ ଫିଲ୍ମ ଫାଇଟର। ଫିଲ୍ମର ଟାଇଟଲରୁ ହିଁ ଜଣାପଡ଼ୁଛି ଏହା ଏକ ଆକ୍ସନ…
ଏହି ଲୋକପ୍ରିୟ ଅଭିନେତାଙ୍କୁ ଭ୍ୟାଲେଣ୍ଟାଇନ୍ ଡେ’ରେ ୩୦ହଜାରରୁ ଅଧିକ ଯୁବତୀ ଦେଇଥିଲେ ବିବାହ ପ୍ରସ୍ତାବ, ଚକିତ ହୋଇଥିଲେ…
ବମ୍ବେ: ବଲିଉଡ୍ର ହ୍ୟାଣ୍ଡସମ୍ ହିରୋଙ୍କ ମଧ୍ୟରୁ ହ୍ରିତିକ୍ ରୋଶନ ଅନ୍ୟତମ। ତାଙ୍କୁ ‘ବଲିଉଡ୍ର ଟମ୍ କ୍ରୁଜ୍’ ମଧ୍ୟ କୁହାଯାଏ। ଏହି ସୁନ୍ଦର ଚେହେରା ଯୋଗୁ ବଲିଉଡ୍ରେ ନିଜର ପ୍ରାରମ୍ଭିକ ଦିନରେ ଯୁବତୀମାନେ ତାଙ୍କର ପ୍ରେମରେ ପଡ଼ିଯାଇଥିଲେ। ୨୦୦୦ରେ ଚଳଚ୍ଚିତ୍ର ‘କହୋ ନା…
ହାଇକୋର୍ଟ ଗଲେ ସୋନୁ ସୁଦ
ମୁମ୍ବାଇ,୧୦।୧: ବଲିଉଡ ଅଭିନେତା ସୋନୁ ସୁଦ ଲୋକଙ୍କ ମଧ୍ୟରେ ଏବେ ହିରୋ ପାଲଟିଛନ୍ତି। ସେପଟେ ବିଏମସି ସୋନୁ ସୁଦଙ୍କ ବିରୋଧରେ ଅଭିଯୋଗ ଆଣିଛି। ବିଏମସି କହିଛି ଯେ, ସୋନୁ ୬ ମହଲା ବିଶିଷ୍ଟ ଆବାସିକ କୋଠାକୁ ଏକ ହୋଟେଲରେ ପରିଣତ କରିଛନ୍ତି।…
କ୍ରିକେଟ୍ ପରେ ଅଭିନୟରେ ଜଲଓ୍ବା ଦେଖାଇବେ ଏହି ପ୍ରସିଦ୍ଧ କ୍ରିକେଟର୍
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡ ଇର୍ଫାନ୍ ପଠାନ କ୍ରିକେଟ୍ ପରେ ଏବେ ବଲିଉଡ୍ ମୁହାଁ ହୋଇଛନ୍ତି। ଖୁବ୍ଶୀଘ୍ର ତାଙ୍କ ଅଭିନୀତ ତାମିଲ ଫିଲ୍ମ ‘କୋବ୍ରା’ରେ ସେ ନଜର ଆସିବେ। ଏହି ଫିଲ୍ମର ଟିଜର ରିଲିଜ୍ ହୋଇସାରିଛି। ଏବେ ଟିଜର୍ ଭାଇରାଲ୍…
ବିରାଟ-ଅନୁଷ୍କାଙ୍କ ହେବ ଝିଅ!
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ନୂଆବର୍ଷ ଏକ ଖୁସି ନେଇ ଆସିବ। କାରଣ ଖୁବ୍ଶୀଘ୍ର ଉଭୟ ପିତାମାତା ହେବାକୁ ଯାଉଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଅନୁଷ୍କା ପ୍ରଥମ ସନ୍ତାନ ଜନ୍ମନେବ।…

