ଶେଷ ହେଲା ଅଙ୍କିତାଙ୍କ ମେହେନ୍ଦି ସେରିମନି!
ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ କିଛିଦିନ ହେବ ରହୁଛନ୍ତି ଚର୍ଚ୍ଚାରେ ପ୍ରଫେସନାଲଠାରୁ ପର୍ସନାଲ ଲାଇଫ୍ ପର୍ଯ୍ୟନ୍ତ କୌଣସି ନା କୌଣସି କାରଣ ପାଇଁ ସେ ଆସୁଛନ୍ତି ଚର୍ଚ୍ଚାକୁ । ବିଶେଷ କରି ବଳିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ…
ନିଜଠାରୁୁ ୧୪ ବର୍ଷ ସାନ ଖଳନାୟକଙ୍କୁ ଡେଟ କରୁଛନ୍ତି ମୁଗ୍ଧା
ମୁମ୍ବାଇ: ବଲିଉଡ୍ର କିଛି ଫିଲ୍ମରେ ନଜର ଆସିଥିବା ମୁଗ୍ଧା ଗଡସେ ବେଶ କିଛିଦିନ ହେବ ନିଜ କ୍ୟାରିୟରକୁ ନେଇ ଅଛନ୍ତି ଚର୍ଚ୍ଚାରେ । ସେ ତାଙ୍କଠାରୁ ପାଖାପାଖି ୧୪ ବର୍ଷ ବଡ ଅଭିନେତା ରାହୁଲ ଦେବଙ୍କୁ ଡେଟ କରୁଥିବା ଆଲୋଚନା ହୁଏ…
ଏହି ଅଭିନେତ୍ରୀଙ୍କ ପଛରେ ଲୁଚିଲେ ଶାହିଦ କପୁର
ବଲିଉଡ୍ ଅଭିନେତା ଶାହିଦ କପୁର ଏବେ ସ୍ତ୍ରୀ ମୀରା ରାଜପୁତଙ୍କ ସହ ଗୋଆରେ ଛୁଟି କାଟୁଛନ୍ତି। ଏହି ସମୟରେ ନିଜର ଏକ ସେଲ୍ଫି ପାଇଁ ଶାହିତ ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଉକ୍ତ ସେଲ୍ଫି ଖୁବ୍ ଭାଇରାଲ ହେବାରେ ଲାଗିଛି।…
ଘର ଖୋଜୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା
ଆଜିକାଲି ଅପକମିଂ ଫିଲ୍ମ ପ୍ରମୋଶନ ପାଇଁ ବଲିଉଡ୍ ଅଭିନେତା/ଅଭିନେତ୍ରୀମାନେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ଦର୍ଶକଙ୍କ ପାଖରେ ପହଞ୍ଚିବା ପାଇଁ ଏବେ ନୂଆ ଅସ୍ତ୍ର ହେଉଛି ସୋସିଆଲ ମିଡିଆ। ତେଣୁ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଅପକମିଂ ଫିଲ୍ମ ପ୍ରମୋଶନ ପାଇଁ…
ମା’ଙ୍କ ସେବାରେ ନେହା
ପ୍ରସିଦ୍ଧ ବଲିଉଡ ଏବଂ ପଞ୍ଜାବୀ ଗାୟିକା ନେହା କକ୍କର ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ଥାଆନ୍ତି। ବର୍ତ୍ତମାନ ନେହାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନେହା ତାଙ୍କ ମା’ଙ୍କ ମୁଣ୍ଡକୁ ଚୁମ୍ବନ କରିବା ସହ…
ବିକିନି ଶୁଟିଂ ଲାଗି ଚର୍ଚ୍ଚାକୁ ଆସିଥିଲେ ଏହି ଅଭିନେତ୍ରୀ, ଫଟୋଗ୍ରାଫର କହିଥିଲେ ଢାଙ୍କି ଦିଅ ଶରୀର
୬୦ ଦଶକରେ ହିନ୍ଦୀ ଅଭିନେତ୍ରୀମାନେ ପାରମ୍ପରିକ ପୋଷାକରେ ନଜରକୁ ଆସୁଥିଲେ। ମାତ୍ର ‘କଶ୍ମୀର କି କାଲୀ’ ଫିଲ୍ମରେ ବଲିଉଡ୍ରେ ଡେବ୍ୟୁ କରିଥିବା ଶର୍ମିଲା ଟାଗୋର ସେହି ସମୟରେ ବିକିନି ଶୁଟିଂ ଲାଗି ଚର୍ଚ୍ଚାକୁ ଆସିଥିଲେ। ସେ ଶୁଟିଂ ବିଷୟରେ କହିଛନ୍ତି, ଯେତେବେଳେ…
ହେବ ନାହିଁ ବରୁଣ ଧାୱନଙ୍କ ରିସେପ୍ସନ
ବଲିଉଡ ଅଭିନେତା ବରୁଣ ଧାୱନ ମୁମ୍ବାଇର ଆଲିବାଗଙ୍କ ଦି ମେନ୍ଶନ ହାଉସ ରିସର୍ଟରେ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ୨୪ ଜାନୁୟାରୀରେ ବିବାହ କରିଛନ୍ତି। ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଧଳା ପୋଷାକରେ ଏହି…
କ୍ରିକେଟରଙ୍କ ପ୍ରେମରେ ଆଥିୟା!
ମୁମ୍ବାଇ: ବଲିଉଡ୍ ଅଭିନେତା ସୁନିଲ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି ତାଙ୍କ ଲଭ୍ ଆଫେୟାର୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଏକଥା ମଧ୍ୟ ସମସ୍ତଙ୍କୁ ଜଣା ଯେ ଆଥିୟାଙ୍କ ନାଁ କ୍ରିକେଟର କେ. ଏଲ୍ ରାହୁଲଙ୍କ ସହ ଯୋଡି ହୋଇ…
ଲିପଷ୍ଟିକରେ ଶରୀରସାରା ଏମିତି ଲେଖିଲେ ରାଖୀ: ରାଗିଗଲେ ରୁବିନା
ବିଗ୍ବସ ଆଗାମୀ ଏପିସୋଡର ପ୍ରୋମୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ପ୍ରୋମୋରେ ରାଖୀ ତାଙ୍କ ଶରୀରରେ ‘ଅଭିନବ ଆଇ ଲଭ ୟୁ’ ଲେଖି ବୁଲୁଥିବା ଦେଖିବାକୁ ମିଳିଛି। ଏହା ଦେଖିବା ପରେ ରୁବିନା ତାଙ୍କ ସ୍ବାମୀ ଅଭିନବଙ୍କ…
ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ
୨୦୨୦ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅତ୍ୟନ୍ତ ଖରାପ ବୋଲି ପ୍ରମାଣିତ ହୋଇଛି। ଗତ ବର୍ଷ ଇଣ୍ଡଷ୍ଟ୍ରି ଅନେକ ପ୍ରସିଦ୍ଧ ତାରକାଙ୍କୁ ହରାଇଛି। ୨୦୨୧ ବର୍ଷ ଆରମ୍ଭ ହେବାର ଇତିମଧ୍ୟରେ ୨୫ ଦିନ ହୋଇଗଲାଣି। ଏବେ କନ୍ନଡ ଫିଲ୍ମ ଜଗତରୁ ଏକ ଖରାପ…
ଗର୍ଭାବସ୍ଥାରେ ଫିଟ୍ ରହିବାକୁ ଏମିତି କରୁଛନ୍ତି କରିନା
ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାନ୍ ଖୁବ୍ଶୀଘ୍ର ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମଦେବାକୁ ଯାଉଛନ୍ତି। ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ମଧ୍ୟ ରହୁଛନ୍ତି। ନିଜର ଜୀନଶୈଳୀ ବିଷୟରେ କରିeନା ସବୁକଥା…
ବନ୍ଦ ହେବାକୁ ଯାଉଛି ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା’!
ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି। ଏହି ଶୋ’ରେ ବଲିଉଡ୍ ଠାରୁ ଆରମ୍ଭ କରି ଛୋଟ ପରଦାର ଅନେକ କଳାକାର ଉପସ୍ଥିତ ହୋଇ ନିଜ ଫିଲ୍ମର ପ୍ରମୋଶନ କରିଥାନ୍ତି। ଖାଲି…

