ଜିମ୍ ଯାଇ ଝାଳ ବୁହାଉଛନ୍ତି ଏହି ଅଭିନେତ୍ରୀ, ସଲମାନଙ୍କ ସହ ଆସିବେ ନଜର
ମୁମ୍ବାଇ: ବଲିଉଡ୍ର ଜଣେ ଅଭିନେତ୍ରୀ ସବୁବେଳେ ନିଜର ଫିଟ୍ନେସକୁ ନେଇ ଚର୍ଚ୍ଚାରେ ଥାନ୍ତି। ଆଜିକାଲି ଆଉ ଟିକେ ବେଶି ଚର୍ଚ୍ଚାରେ ରହୁଛନ୍ତି। ସୋସିଆଲ ମିଡିଆରେ ସେ ଶେୟାର କରିଥିବା ଫଟୋକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ସେ ଆଉ କେହି ନୁହନ୍ତି,…
ଆମ୍ବେଦକରଙ୍କ ଫଟୋ ଥିବା ଟି-ଶର୍ଟ ପିନ୍ଧି ଟ୍ରୋଲ ହେଲେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀଙ୍କ ଦୈନନ୍ଦିନ ଜୀବନଶୈଳୀକୁ ପ୍ରସଂଶକ ଫଲୋ କରନ୍ତି, ଏଥିରେ କିଛି ନୂଆ କଥା ନାହିଁ। କିନ୍ତୁ ଏମିତି କିଛି ପ୍ରଶଂସକ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କ ପରିଧାନ ଶୈଳୀକୁ ଦେଖି ଟ୍ରୋଲ କରନ୍ତି। ନିକଟରେ ଏମିତି ଟ୍ରୋଲର ସାମ୍ନା…
ରାଗିଗଲେ ରିୟା: କହିଲେ, ଦୟାକରି ମୋ ପିଛା କରନ୍ତୁ ନାହିଁ
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ଆତ୍ମହତ୍ୟା ପରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବେଶ୍ ଚର୍ଚ୍ଚାରେ ଥିଲେ। ସୁଶାନ୍ତଙ୍କ ପରିବାର ଦ୍ୱାରା ଦାଖଲ ହୋଇଥିବା ମାମଲାରେ ତାଙ୍କ ନାମ ଏବଂ ଡ୍ରଗ ମାମଲା ସାମ୍ନାକୁ ଆସିବା ପରେ ରିୟାଙ୍କୁ…
ନାହାନ୍ତି ସୁଶାନ୍ତ: ଜନ୍ମଦିନ ପାଳୁଛନ୍ତି ପ୍ରଶଂସକ…
ମୁମ୍ବାଇ,୨୧।୧: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୩୫ତମ ଜୟନ୍ତୀ ଗୁରୁବାର ପାଳିତ ହେଉଛି। ୧୯୮୬ ଜାନୁୟାରୀ ୨୧ରେ ସେ ବିହାର ପାଟନାଠାରେ ଜନ୍ମଗ୍ରହଣ କରିଥିଲେ। ଇଞ୍ଜିନିୟରିଂ ପାଠ ଶେଷ ପରେ ସେ ଛୋଟ ପରଦାରେ ପବିତ୍ର ରିସ୍ତା ସିରିଏଲ୍ରେ ଅଙ୍କିତା…
୫ ଲକ୍ଷ କୃଷକଙ୍କ ଚାନ୍ଦାରେ ନିର୍ମାଣ ହୋଇଥିଲା ଏହି ଲୋକପ୍ରିୟ ଫିଲ୍ମ: କାରଣ ଜାଣିଲେ..
ବମ୍ବେ: ସତୁରୀରୁ ଅଶୀ ଦଶକରେ ନିର୍ମିତ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ଫିଲ୍ମଗୁଡ଼ିକୁ ଆଜି ବି ପ୍ରଶଂସା କରାଯାଏ। ସେ ‘ଅଙ୍କୁର’ ହେଉ ଅବା ‘ନିଶାନ୍ତ’, ‘ମଣ୍ଡି’, ସବୁଥିରେ କିଛି ଅଲଗା କରିବାକୁ ଚେଷ୍ଟା କରିଥାନ୍ତି ଶ୍ୟାମ। ୧୯୭୬ରେ ତାଙ୍କର ଏକ ଫିଲ୍ମ…
ଶୁଟିଂସେଟ୍ରେ ଶ୍ରୀଦେବୀଙ୍କ ଏଭଳି ବ୍ୟବହାରକୁ ନେଇ ରାଗିଯାଉଥିଲେ ସନି
ବମ୍ବେ: ୧୯୮୩ରେ ସୁପରହିଟ୍ ଫିଲ୍ମ ‘ବେତାବ’ ସହ ବଲିଉଡ୍ରେ ପାଦ ରଖିଥିଲେ ଅଭିନେତା ସନି ଦେଓଲ। ପ୍ରାରମ୍ଭିକ ଅଭିନୟ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେବା ପରେ ସେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ। ଫିଲ୍ମଗୁଡ଼ିକରେ ଅନେକ ନାୟିକାଙ୍କ ସହ…
୧୯୭୯ର ଫଟୋ ଶେୟାର କଲେ ଅମିତାଭ, ଫଟୋରେ ଥିବା କୁନି ଶିଶୁଟି ଏବେ ସୁପରଷ୍ଟାର
ବଲିଉଡର ଅମିତାଭ ବଚ୍ଚନ ସୋସିଆଲ ନେଟୱାର୍କିଂ ସାଇଟ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ। ଅନେକ ସମୟରେ ସେ ପୁରୁଣା ସ୍ମୃତିକୁ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ ସେ ୧୯୭୯ର ଏକ ପୁରୁଣା ଫଟୋ ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯାହା ସୋସିଆଲ…
ବିବାହ ବନ୍ଧନରେ ଐଶ୍ୱର୍ଯ୍ୟା
ବମ୍ବେ: ବିବାହ ବନ୍ଧନରେ ଛନ୍ଦି ହୋଇଛନ୍ତି ଐଶ୍ୱର୍ଯ୍ୟା ରାୟଙ୍କ ଅବିକଳ କୁହାଯାଉଥିବା ମାନସୀ ନାଇକ। ବକ୍ସର ପ୍ରଦୀପ ଖରେରାଙ୍କ ହାତ ଧରିଛନ୍ତି ଏହି ମରାଠି ଅଭିନେତ୍ରୀ। ପୁଣେରେ ଆୟୋଜିତ ସମାରୋହରେ ବିବାହ ସମ୍ପର୍ଣ୍ଣ ହୋଇଛି। ଏହାର ଅନେକ ଫଟୋ ମାନସୀ ନିଜର…
ନୋବିତା-ଶିଜୁକା ବିବାହ: ସୋସିଆଲ୍ ମିଡ଼ିଆରେ ଟପ୍ ଟ୍ରେଣ୍ଡ୍
ଟୋକିଓ, ୨୦।୧: ଛୋଟ ପିଲାଙ୍କ ପ୍ରିୟ ଧାରାବାହିକ ଡୋରେମନ୍ରେ ନଟ୍ଖଟ୍ ବାଳକ ନୋବିତା ଏବେ ବାଲ୍ୟବାନ୍ଧବୀ ଶିଜୁକାଙ୍କୁ ବିବାହ କରିବେ। ଏହାକୁ ନେଇ ଡୋରେମନ୍ ଦେଖୁଥିବା ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। କେତେକ ଇମୋଶନାଲ ହୋଇପଡ଼ିଛନ୍ତି। ନୋବିତା ଘରେ ରହୁଥିବା…
ସକାଳୁ ଉଠି ପ୍ରଥମେ କେଉଁ କାମ କରନ୍ତି ପ୍ରଶ୍ନରେ ଏମିତି ଉତ୍ତର ଦେଲେ ଦୀପିକା…
ବଲିଉଡ୍ କଳାକାରମାନେ ପ୍ରଶଂସକଙ୍କ ସହ ସମ୍ପର୍କରେ ରହିବା ପାଇଁ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ଅନେକ ସମୟରେ ସେମାନେ ପ୍ରଶଂସକଙ୍କ ସହ ପ୍ରଶ୍ନ-ଉତ୍ତର ଖେଳ ଖେଳିଥାନ୍ତି। ଏଥିରେ ପ୍ରଶଂସକମାନେ କଳାକାରଙ୍କୁ ପ୍ରଶ୍ନ କରନ୍ତି ଏବଂ ସେମାନେ ତାହାର ଉତ୍ତର ଦେଇଥାନ୍ତି।…
ଭାରତ ପ୍ରଥମ ଅଭିନେତ୍ରୀ ଭାବେ ଟାଇମ୍ ମାଗାଜିନ୍ରେ ସ୍ଥାନ ପାଇଥିଲେ ପରବୀନ
ବଲିଉଡରେ ଏମିତି କିଛି ଅଭିନେତ୍ରୀ ଥିଲେ, ଯିଏ କି ନିଜ ବୋଲ୍ଡ ଅନ୍ଦାଜ ଯୋଗୁ ବେଶ୍ ପରିଚିତି ହାସଲ କରିଥିଲେ। ଏମିତି ଜଣେ ଅଭିନେତ୍ରୀ ହେଲେ ପରବୀନ ବବି। ୭୦ ଓ ୮୦ ଦଶକରେ ଗୁଜୁରାଟର ଜୁନାଗଡରୁ ଜଣେ ସାଧାରଣ ଝିଅ…
ଓ୍ବେବ ସିରିଜ୍ ‘ତାଣ୍ଡବ’ରେ ହେବ ପରିବର୍ତ୍ତନ
ନୂଆଦିଲ୍ଲୀ,୧୯।୧: ଆମାଜନ ପ୍ରାଇମରେ ଗତ ଶୁକ୍ରବାର ରିଲିଜ ହୋଇଥିବା ଓ୍ବେବ ସିରିଜ୍ ‘ତାଣ୍ଡବ’ର କିଛି ଦୃଶ୍ୟ ଓ ଡାଇଲଗରେ ପରିବର୍ତ୍ତନ କରାଯିବ। ଏ ନେଇ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ମେକର୍ସ। ୯ ଏପିସୋଡ୍ ବିଶିଷ୍ଟ ଓ୍ବେବ ସିରିଜ୍ ରିଲିଜ ହେବା…

