ରାମ ମନ୍ଦିର ନିର୍ମାଣରେ ସହାୟତାର ହାତ ବଢ଼ାଇଲେ ଏହି ସୁପରଷ୍ଟାର
ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକମାନେ ଖୋଲାଖୋଲି ଭାବେ ଆଗକୁ ଆସୁଛନ୍ତି। ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ପରେ କଳାକାରମାନେ ସହଯୋଗ ହାତ ବଢ଼ାଉଛନ୍ତି। ଏବେ ତେଲୁଗୁ ସୁପରଷ୍ଟାର ତଥା ଜନସେନା ପାର୍ଟିର…
ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେବାକୁ ଯିବା ପୂର୍ବରୁ ନିଜ ଡ୍ରେସ୍ ଡିଜାଇନ୍ କରିଥିଲେ ଏହି ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସୋସିଆଲ ମିଡିଆରେ ସକ୍ରିୟ ହେବା ଦିନଠାରୁ ତାଙ୍କୁ ନିଜ ଇନଷ୍ଟାଗ୍ରାମରେ ଲଗାତାର ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ଇନଷ୍ଟାଗ୍ରାମରେ ନିଜର ପୁରୁଣା ଫଟୋ ପୋଷ୍ଟ କରିଥିଲେ। ପ୍ରଥମ ଥର ପାଇଁ ସେ ଜାତୀୟ ପୁରସ୍କାର…
ଦ୍ୱିତୀୟ ବିବାହ କଲେ‘ପବିତ୍ର ରିସ୍ତା’ର ଏହି ଅଭିନେତା
ଗୋଟିଏ ପଟେ ବଲିଉଡ ଅଭିନେତା ବରୁଣ ଧୱନ ମୁମ୍ବାଇର ଆଲିବାଗଙ୍କ ଦି ମେନ୍ଶନ ହାଉସ ରିସର୍ଟରେ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ବିବାହ କରିବାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଆଉ ଜଣେ ଅଭିନେତା ଦ୍ୱିତୀୟ ବିବାହ କରି ସମସ୍ତଙ୍କୁ ଚମକାଇ…
ପୂରଣ ହେଲା ସୋନାକ୍ଷୀଙ୍କ ସ୍ୱପ୍ନ
ମୁମ୍ବାଇ: ସମସ୍ତଙ୍କର ସ୍ୱପ୍ନ ଥାଏ ନିଜ ରୋଜଗାରରେ ନିଜର ଏକ ଘର କରିବା । ନୂଆ ବର୍ଷ ଆରମ୍ଭରୁ ବଲିଉଡ୍ର କେତେଜଣ ସେଲିବ୍ରିଟି ନିଜ ନିଜ ସ୍ୱପ୍ନର ଘର କିଣିଥିବା ଦେଖାଯାଇଥିଲା । ଏମାନଙ୍କ ମଧ୍ୟରେ ରହିଥିଲେ ଜାହ୍ନବୀ କପୁର, ହ୍ରିତିକ…
ନିଜେ ସଫଳ ଅଭିନେତା ନ ହେଲେ ବି ୬ ଜଣଙ୍କୁ କଲେ ସୁପରଷ୍ଟାର
ମୁମ୍ବାଇ: ହିନ୍ଦୀ ସିନେମା ଜଗତର ‘ଶୋ ମ୍ୟାନ’ ଭାବେ ପରିଚିତ ନାମୀ ନିର୍ଦ୍ଦେଶକ ସୁଭାଷ ଘାଇ ୭୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତାଙ୍କର ଜନ୍ମ ୨୪ ଜାନୁୟାରୀ ୧୯୪୫ରେ ନାଗପୁରରେ ହୋଇଥିଲା । ପ୍ରଥମେ ସୁଭାଷ ଜଣେ ଅଭିନେତା…
ସଜେଇ ହେଇଛି ବରୁଣ-ନତାଶାଙ୍କ ବିବାହ ମଣ୍ଡପ, କିଛି ସମୟ ପରେ ନେବେ ସାତଫେରା
ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ଏବଂ ନତାତା ଦଲାଲଙ୍କ ବିବାହ ଆଜି ଅର୍ଥାତ୍ ରବିବାର ଅନୁଷ୍ଠିତ ହେବ। ଏନେଇ ସଜେଇ ହୋଇଛି ବିବାହ ମଣ୍ଡପ। ପଣ୍ଡିତ ମଧ୍ୟ ଆସି ପହଞ୍ଚିସାରିଲେଣି। ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ବିବାହ କାର୍ଯ୍ୟ।…
ରିୟା ସେନ୍ଙ୍କୁ ୪୦ ପୂରିଲା: ବିବାହ ପୂର୍ବରୁ ଥିଲେ ଗର୍ଭବତୀ !
ମୁମ୍ବାଇ,୨୪।୧: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ରିୟା ସେନ୍ଙ୍କୁ ରବିବାର ୪୦ ବର୍ଷ ପୂରଣ ହୋଇଛି। ସେ ୪୧ ବର୍ଷରେ ପାଦ ଦେଇଛନ୍ତି। ୧୯୮୧ ଜାନୁୟାରୀ ୨୪ରେ ସେ କୋଲକାତାଠାରେ ଜନ୍ମଗ୍ରହଣ କରିଥିଲେ। ନିଜର ହଟ୍ ଅଭିନୟ ପାଇଁ ରିୟା ବଲିଉଡ୍ରେ ବେଶ୍…
ନୁସରତଙ୍କୁ ସାଙ୍ଗରେ ନ ନେଇ ଏକା ବୁଲିବାକୁ ଗଲେ ସ୍ବାମୀ, ଏମିତି ହେଉଛି ଚର୍ଚ୍ଚା
ମୁମ୍ବାଇ: ତୃଣମୂଳ କଂଗ୍ରେସ ଏମ୍ପି ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜହାଁ ଏବଂ ତାଙ୍କ ସ୍ବାମୀ ନିଖିଲ ଜୈନଙ୍କ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ହେଉଛି। ନୁସରତ ଅଭିନେତା ଦାସଗୁପ୍ତାଙ୍କ ସହ ରାଜସ୍ଥାନ ଗସ୍ତରେ ଯାଇଛନ୍ତି। ଏହି ସମୟରେ ନିଖିଲ ତାଙ୍କ…
‘ବ୍ରହ୍ମାସ୍ତ୍ର’ ପୂର୍ବରୁ ଏହି ପ୍ରୋଜେକ୍ଟରେ ନଜର ଆସିବେ ଆଲିଆ-ରଣବୀର
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ମାତ୍ର ଏହି ଫିଲ୍ମ ପୂର୍ବରୁ ତାଙ୍କୁ ଏକ ଚିପ୍ସ କମ୍ପାନୀର ବିଜ୍ଞାପନରେ ଦେଖିବାକୁ ମିଳିଛି। ଦୁଇଜଣ ଏକ ଇ-ରିକ୍ସାରେ ସାମ୍ନାସାମ୍ନି ବସିଥିବା…
ସବୁଠାରୁ ବଡ ଏଜେନ୍ସି ସହ ସାଇନ୍ କଲେ ଦୀପିକା!
ମୁମ୍ବାଇ; ବଲିଉଡ୍ ନାୟିକା ଦୀପିକା ପାଦୁକୋନ ହଲିଉଡ୍ର ଟ୍ୟାଲେଣ୍ଟ ଏଜେନ୍ସି ଆଇସିଏମ୍ ସହ ହାତ ମିଳାଇଛନ୍ତି । ଆଇସିଏମ୍ ସୂଚିରେ ବଡ ବଡ ହଲିଉଡ କଳାକାରଙ୍କ ନାମ ସାମିଲ ରହିଛି । ଦୀପିକା ୨୦୧୭ରେ ଡିଜେ ଜେ କାରୁସୋଙ୍କ ନିର୍ଦ୍ଦେଶନାରେ ନିର୍ମାଣ…
ବରୁଣ-ନତାଶାଙ୍କ ବିବାହ ଉତ୍ସବରେ ବଚ୍ଚନ ପରିବାରକୁ ମିଳିଲାନି ନିମନ୍ତ୍ରଣ
ମୁମ୍ବାଇ: ବଲିଉଡ୍ ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ନତାଶା ଦଲାଲଙ୍କ ବିବାହ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଶନିବାର ସେମାଙ୍କର ସଙ୍ଗିତ ସେରିମନି ଥିବା ବେଳେ ରବିବାର ଅର୍ଥାତ୍ ୨୪ ଜାନୁୟାରୀରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ । ଅଲିବାଗରେ…
ଫିଲ୍ମରେ ବଳାତ୍କାର ଦୃଶ୍ୟ ଦେଖି ଏହି ଅଭିନେତାଙ୍କୁ ଅପମାନିତ କରି ଘରୁ ବାହାର କରିଦେଇଥିଲେ ପରିବାରଲୋକେ
ବଲିଉଡ୍ର ପ୍ରସିଦ୍ଧ ଖଳନାୟକ ରଣଜୀତ୍ ନିକଟରେ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ତାଙ୍କ ସହ ଗୁଲଶନ ଗ୍ରୋଭର ଏବଂ ଅଭିନେତ୍ରୀ ବିନ୍ଦୁ ମଧ୍ୟ ଉପସ୍ଥିତ ଥିଲେ। ଏହି ଶୋ’ର ଏକ ପ୍ରମୋ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

