ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରାଙ୍କ ବାପା ରୋଲ କରିବାକୁ ଚାହୁଁ ନ ଥିଲେ ଅନିଲ କପୁର, କାରଣ ଜାଣିଲେ…

ଜୋୟା ଅଖତରଙ୍କ ଫିଲ୍ମ ‘ଦିଲ୍‌ ଧଡ୍‌କନେ ଦୋ’ରେ ଅଭିନେତା ଅନିଲ କପୁର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପିତା ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରକୁ ଦର୍ଶକମାନେ ମଧ୍ୟ ପସନ୍ଦ କରିଥିଲେ। ନିକଟରେ ଏକ ସାକ୍ଷାତକାର ସମୟରେ ଅନିଲ କହିଛନ୍ତି ଯେ, ସେ ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କାଙ୍କ ପିତା ଭୂମିକାରେ ଅଭିନୟ କରିବାକୁ ଚାହୁଁନ ଥିଲେ। ଅନିଲ କହିଛନ୍ତି, କାରଣ ଏହି ଚଳଚ୍ଚିତ୍ର ପୂର୍ବରୁ ପ୍ରିୟଙ୍କାଙ୍କ ବିପରୀତ ଭୂମିକା ଅଫର ତାଙ୍କ ନିକଟକୁ ଆସିଥିଲା।

ଏକ ସାକ୍ଷାତକାରରେ ଅନିଲ କହିଛନ୍ତି ଯେ ଏହା ମୋର ପ୍ରଥମ ଥର ନୁହେଁ ଏହା ପୂର୍ବରୁ ଫିଲ୍ମରେ ବୟସ୍କ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିଥିଲି। ଯେତେବେଳେ ମୋତେ ”ଦିଲ୍‌ ଧଡକନେ ଦୋ“ ଫିଲ୍ମରେ ପ୍ରିୟଙ୍କାଙ୍କ ପିତାଙ୍କ ଭୂମିକା ପ୍ରଦାନ କରାଯାଇଥିଲା, ସେତେବେଳେ ମୁଁ ଏହା କରିବାକୁ ଦ୍ୱିଧା ଅନୁଭବ କଲି। କାରଣ ଏହି ଚଳଚ୍ଚିତ୍ର ପୂର୍ବରୁ ତାଙ୍କ ପ୍ରିୟଙ୍କାଙ୍କ ସହ ରୋମାନ୍ସ କରିବାକୁ ଅଫର ମିଳିଥିଲା।

ପରେ ଅନିଲଙ୍କ ପୁଅ ହର୍ଷବର୍ଦ୍ଧନଙ୍କ ପ୍ରବର୍ତ୍ତନରେ ସେ ଏହି ଫିଲ୍ମ କରିବାକୁ ରାଜି ହୋଇଥିଲେ। ହର୍ଷବର୍ଦ୍ଧନ ତାଙ୍କ ବାପାଙ୍କୁ ବୁଝାଇଥିଲେ ଯେ, ସେ ପ୍ରକୃତରେ ପ୍ରିୟଙ୍କାଙ୍କ ପିତା ନୁହଁନ୍ତି, ତାଙ୍କୁ ଏକ ଚରିତ୍ରରେ ଅଭିନୟ କରିବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ଅଛନ୍ତି ବିଜୟ ମହାନ୍ତି: ସବ୍ୟସାଚୀ କହିଲେ, ଗୁଜବ ସୃଷ୍ଟିକାରୀ ମାଗନ୍ତୁ କ୍ଷମା

ଭୁବନେଶ୍ୱର,୭।୭(ବ୍ୟୁରୋ): ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ସୁସ୍ଥ ଅଛନ୍ତି। ତାଙ୍କୁ ନେଇ ଅନେକ ଗୁଜବ ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ...

ଦୁବାଇରେ ପହଞ୍ଚିଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ତାଙ୍କ ନୂଆ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏ ସମ୍ପର୍କରେ...

‘ଡକ୍ଟର ଜୀ’ରେ ଆୟୁଷ୍ମାନଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ: କରୋନା ମହାମାରୀ କାରଣରୁ ବଲିଉଡରେ ଶୁଟିଂ ବନ୍ଦ ଥିଲା । ଏବେ କିଛିଦିନ ହେବ ଶୁଟିଂ ପାଇଁ ଅନୁମତି ମିଳିବା ପରେ ପଡି ରହିଥିବା...

ଅଭିନୟ ଜଗତରେ କ୍ୟାରିୟର କରିବେ ସଚିନ୍‌ଙ୍କ ଝିଅ ସାରା

କ୍ରିକେଟ୍‌ର ସଚିନ୍‌ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ବୃତ୍ତିଗତ ଜୀବନ ଯାଏ...

ରେଖାଙ୍କ ଓଢ଼ଣୀରେ ଆତ୍ମହତ୍ୟା କରିଥିଲେ ଏହି ବ୍ୟକ୍ତି, ଜାଣନ୍ତୁ ଏଥିରେ ଜଡ଼ିତ ଥିବା ଆଉ କିଛି ରହସ୍ୟ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ରେଖା ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ। ଆଜି ବି ଲୋକେ ତାଙ୍କ ରହସ୍ୟମୟ ଜୀବନୀ ବିଷୟରେ ଜାଣିବାକୁ...

ଚୁଜି ହେଲେଣି ଆଲିୟା

ଆଲିୟା ଭଟ୍ଟଙ୍କ ଖୁସି ଏବେ କହିଲେ ନ ସରେ। କାରଣ ତାଙ୍କର ନୂଆ ସିନେମା ‘ଗାଙ୍ଗୁବାଈ କାତଆଓ୍ବାଡି’ର ପ୍ରଥମ ଲୁକ୍‌ ରିଲିଜ ହେବା ପରେ ତାହା...

ମା’ ହେବାକୁ ଯାଉଛନ୍ତି ବିପାଶା !

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲୋନ୍‌’ର ଶୁଟିଂ ସେଟ୍‌ରେ ପ୍ରେମ ଓ ତା’ ପରେ ୨୦୧୬ରେ କରନ୍‌ ସିଂ ଗ୍ରୋଭରଙ୍କୁ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ବିପାଶା...

ବିବାହର ୧୦ ବର୍ଷ ପରେ ପୁଣି ଥରେ ବିବାହ କଲେ ଏହି ଚର୍ଚ୍ଚିତ ଦମ୍ପତି

ଅଭିନେତ୍ରୀ ଦେବିନା ବାନାର୍ଜୀ ଏବଂ ଅଭିନେତା ଗୁରୁମିତ ଚୌଧୁରୀ ପ୍ରାୟତଃ ର୍ଚ୍ଚାରେ ରହିଥାନ୍ତି। ବିବାହର ୧୦ ବର୍ଷ ପରେ ଦ୍ୱିତୀୟଥର ପୁଣି ଉଭୟ ବଙ୍ଗଳୀ ରୀତିନୀତି...

Advertisement
Archives

Model This Week