ପ୍ରସିଦ୍ଧ ଭଜନ ସମ୍ରାଟ ନରେନ୍ଦ୍ରଙ୍କ ପରଲୋକ

‘ମାତା କି ଭେଣ୍ଟ’ ଗୀତ ଗାଇଥିବା ପ୍ରସିଦ୍ଧ ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କର ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ୩ ମାସ ହେବ ସେ ଅସୁସ୍ଥ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତାଙ୍କର ମୃତ୍ୟୁରେ ବଲିଉଡ୍‌ ଇଣ୍ଡଷ୍ଟ୍ରି ସ୍ତବ୍ଦ ହୋଇଯାଇଛି। ବଲିଉଡ୍‌ର ଅନେକ ସେଲିବ୍ରିଟି ନରେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକଦା ସ୍କୁଲରେ ପାଠ ପଢ଼ାଉଥିଲେ ଏହି ଅଭିନେତା, ଏବେ ଫିଲ୍ମ ପିଛା ଚାର୍ଜ କରୁଛନ୍ତି ୫ କୋଟି

ବମ୍ବେ: ସଫଳତାର ରାସ୍ତା ସେତେଟା ସହଜ ନୁହେଁ। ଏପରି କିଛି କଳାକାର ଅଛନ୍ତି ଯେଉଁମାନେ ସଂଘର୍ଷ କରି ସଫଳ ହୋଇଛନ୍ତି। ସେପରି ଜଣେ ହେଲେ ରାଜକୁମାର...

ବିକିଙ୍କୁ ଛୁଇଁବା ମାତ୍ରେ ଯୁବତୀଙ୍କ ଆଖିରେ ଆସିଗଲା ଲୁହ

ବଲିଉଡ ଅଭିନେତା ବିକି କୌଶଲ ନିଜ ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ବିକିଙ୍କ ଝଲକ୍‌ ଟିକେ ପାଇବାକୁ ପ୍ରଶଂସକ ଅପେକ୍ଷା...

ଅଭିନେତ୍ରୀଙ୍କ ଘରେ ଅଗ୍ନିକାଣ୍ଡ

ବଲିଉଡ୍‌ର ‘ଦଙ୍ଗଲ’ ଗର୍ଲ ଫାତିମା ସାନା ଶେଖଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଅଗ୍ନିଶମ ବିଭାଗ ଠିକ୍‌ ସମୟରେ...

ପୁଣି ଏକାଠି ନଜର ଆସିବେ କ୍ରିତି ଓ କାର୍ତ୍ତିକ

ମୁମ୍ବାଇ: ନିକଟରେ କ୍ରିତି ସାନନ୍‌ଙ୍କ ‘ମିମି’, ‘ହମ୍‌ ଦୋ ହମାରେ ଦୋ’ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣି ଥରେ କାର୍ତ୍ତିକ ଆର୍ୟନଙ୍କ...

‘ସୀତା’ ଭୂମିକାରେ ଅଭିନୟ ପାଇଁ ଏତିକି ଟଙ୍କା ଦାବି କଲେ କରୀନା

ଅଭିନେତ୍ରୀ କରିନା କପୁର ଖାନ ନିକଟରେ ଏକ ଫିଲ୍ମରେ ‘ସୀତା’ର ଭୂମିକା ପାଇଁ ୧୨ କୋଟି ଟଙ୍କା ପ୍ରଯୋଜକଙ୍କଠାରୁ ଦାବି କରିଛନ୍ତି। ଏହି ଖବର ଆସିବା...

ଶାହରୁଖଙ୍କଠାରୁ ଦାମୀ ଭ୍ୟାନିଟି, ୧୦୦ କୋଟିର ବଙ୍ଗଳାରେ ରୁହନ୍ତି ଏହି ଲୋକପ୍ରିୟ ଟଲିଉଡ୍‌ ସୁପରଷ୍ଟାର; କିଛି ଏଭଳି…

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଜି ହେଉଛି ହାପି ବର୍ଥ ଡେ। ଲୋକପ୍ରିୟ ପ୍ରଯୋଜକ ଅଲୁ ଅରବିନ୍ଦଙ୍କ ପୁଅ ହେଉଛନ୍ତି ସେ। ୧୯୮୩...

ମହାଭାରତର ଭୀମ ପ୍ରବିଣ କୁମାରଙ୍କ ପରଲୋକ

ମୁମ୍ବାଇ: ବି ଆର୍ ଚୋପ୍ରାଙ୍କ ମହାଭାରତର ଭୀମ ଚରିତ୍ରରେ ଅଭିନୟ କରୁଥିବା କଳାକାର ପ୍ରବିଣ କୁମାର ସୋବତିଙ୍କର ପରଲୋକ ହୋଇଛି । ସୋମବାର ୭୪ ବର୍ଷ...

ଫେରି ପାରନ୍ତି ଇସା

ମୁମ୍ବାଇ: ବଲିଉଡ୍‌ ନାୟିକା ଇସା ଦଓ୍ବେଲ ପୁଣିଥରେ ପରଦା ମୁହାଁ ହୋଇଛନ୍ତି ବୋଲି ଖବର ମିଳିଛି। ବିବାହ ଓ ମାତୃତ୍ୱଲାଭ ପରେ ସେ ବଡ ପରଦାରୁ...

Advertisement
Archives

Model This Week