ଅଭିନୟ କରୁକରୁ ପ୍ରେମରେ ପଡ଼ିଥିଲେ କେଜିଏଫ୍‌ ଷ୍ଟାର: କିଛି ଏଭଳି ଥିଲା ଲଭ୍‌ଷ୍ଟୋରୀ

ବମ୍ବେ: କନ୍ନଡ ଫିଲ୍ମଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଅଭିନେତା ୟଶ ଜଣେ। ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୧’ ତାଙ୍କୁ ଖ୍ୟାତି ଦେଇଥିଲା। ଏବେ ସେ କେଜିଏଫ୍‌ ଷ୍ଟାର ଭାବେ ପରିଚିତ। ହେଲେ ତାଙ୍କର ପ୍ରକୃତ ନାମ ନବୀନ କୁମାର ଗୋବଡା।

ୟଶ ନିଜ ଡେବ୍ୟୁ ଫିଲ୍ମର ନାୟିକାଙ୍କ ହାତ ଧରିଛନ୍ତି। ୨୦୦୮ରେ ସେ ‘ମୋଗିନା ମନାସୁ’ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିଲେ। ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ରାଧିକା ପଣ୍ଡିତ। ହେଲେ ଏହା ପୂର୍ବରୁ ୨୦୦୪ରେ ଏକ ଟେଲିଭିଜନ ଶୋ’ରେ ୟଶ ରାଧିକାଙ୍କୁ ଭେଟିଥିଲେ। ପ୍ରଥମ ଦେଖା ସେତେଟା ଭଲ ନ ଥିଲା ତାଙ୍କର। ୟଶଙ୍କୁ ବହୁତ ଗର୍ବି ବୋଲି ଭାବିଥିଲେ ରାଧିକା। ଏଣୁ ସେ ତାଙ୍କ ସହ କଥା ହୋଇ ନ ଥିଲେ।

ଫିଲ୍ମରେ ଏକାଠି କାମ କରିବା ସମୟରେ ଧିରେ ଧିରେ ଉଭୟ ନିକଟତର ହୋଇଥିଲେ। ଶୁଟିଂ ପାଇଁ ଗୋଟିଏ କ୍ୟାବ୍‌ ବୁକ୍‌ କରୁଥିଲେ ଉଭୟ। ପରସ୍ପରର ବନ୍ଧୁ ହେବା ପରେ ଜୀବନସାଥୀ ଭାବେ ଦୁହେଁ ଦୁହିଁଙ୍କୁ ବାଛିଥିଲେ। ଭ୍ୟାଲେଣ୍ଟାଇନ୍‌ ଡେରେ ୟଶ ପ୍ରପୋଜ୍‌ କରିବା ପରେ ହଁ କହିଥିଲେ ରାଧିକା।

୨୦୧୬ ଅଗଷ୍ଟରେ ଗୋଆରେ ଉଭୟ ନିର୍ବନ୍ଧ କରିଥିଲେ। ପରେ ସେହି ବର୍ଷ ଡିସେମ୍ବର ୯ରେ ବିବାହ କରିନେଇଥିଲେ। ବିବାହଟି ନିରାଡମ୍ବର ତିଲା। ଏହାର ଦୁଇବର୍ଷ ପରେ ୨୦୧୮ରେ ଉଭୟଙ୍କର ଝିଅ ଜନ୍ମ ହୋଇଥିଲା। ୨୦୧୯ରେ ଉଭୟ ପୁଣି ଥରେ ପିତାମାତା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦଶବି’ର ନୂଆ ଗୀତ ରିଲିଜ୍‌

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ଦଶବି’ର ପ୍ରମୋଶନରେ ବ୍ୟସ୍ତ। ଏହି ଫିଲ୍ମରେ ଜଣେ ବ୍ୟକ୍ତିଙ୍କ କାହାଣୀ ବିଷୟରେ ଦେଖାଯାଇଛି, ଯିଏ...

ବାପାଙ୍କ ମୃତ୍ୟୁ ପୂର୍ବରୁ ପାଇଥିବା ଅଭିନୟ ଟିପ୍ସ ବିଷୟରେ ଶେୟାର କଲେ ରଣବୀର

ଭେଟେରାନ ଅଭିନେତା ରିଷି କପୁରଙ୍କ ଶେଷ ଫିଲ୍ମ ଶର୍ମାଜୀ ନାମ୍‌କିନ ବର୍ତ୍ତମାନ ଷ୍ଟ୍ରିମିଂ କରୁଛି। ସ୍ବର୍ଗତ ଅଭିନେତାଙ୍କ ଅଭିନୟକୁ ପ୍ରଶଂସକମାନେ ପ୍ରଶଂସା କରିଛନ୍ତି। ଅନେକ ଏହି...

ଶ୍ରୀଦେବୀଙ୍କ ସହ ଫିଲ୍ମ କରିବାକୁ ମନା କରି ଦେଇଥିଲେ ଅମିର, କାରଣ ଜାଣିଲେ…

ମୁମ୍ବାଇ: ବଲିଉଡ୍‌ରୁ ଆରମ୍ଭ କରି ସାଉଥ୍‌ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅଭିନେତ୍ରୀ ଶ୍ରୀଦେବୀଙ୍କର ବଳିଷ୍ଠ ଅଭିନୟ ଆଜି ବି ଲୋକଙ୍କ ମନରୁ ଲିଭୁନି। ସାଧାରଣତଃ ଯୁବଷ୍ଟାରମାନେ ଶ୍ରୀଦେବୀଙ୍କ...

ବିବାହ କରିବେ ଫରହାନ!

ମୁମ୍ବାଇ: ବଲିଉଡ୍ ଅଭିନେତା ଫରହାନ୍ ଅଖତର ଏବେ ତାଙ୍କ ଦ୍ୱିତୀୟ ବିବାହକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ଯେବେଠାରୁ ସେ ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଅଲଗା...

ମାଧୁରୀଙ୍କ ପାଇଁ ପାଗଳ ଥିଲେ ଏହି ବିଶ୍ୱପ୍ରସିଦ୍ଧ ଚିତ୍ରକର, ଫିଲ୍ମ ଦେଖିବା ପାଇଁ ସମ୍ପୂର୍ଣ୍ଣ ହଲ୍‌ କରିଥିଲେ ବୁକ୍‌

ପ୍ରସିଦ୍ଧ ଚିତ୍ରକର ମକବୁଲ ଫିଦା ହୁସେନ ଓରଫ୍‌ ଏମ.ଏଫ ହୁସେନଙ୍କୁ ଭାରତର ‘ପିକାସୋ’ କୁହାଯାଏ। ସେ ୧୯୧୫, ୧୭ ସେପ୍ଟେମ୍ବରରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ହୁସେନ...

ଗେରୁଆ ରଙ୍ଗର ପୋଷାକ ସାଙ୍ଗକୁ ମଥାରେ ତିଳକ: ଚର୍ଚ୍ଚାରେ ଜୁନିୟର ଏନ୍‌ଟିଆର୍‌…

ହାଇଦ୍ରାବାଦ: ନୂଆ ଗେଟ୍‌ଅପ୍‌କୁ ନେଇ ଚର୍ଚ୍ଚାରେ ଜୁନିୟର ଏନ୍‌ଟିଆର୍‌। ଗେରୁଆ ରଙ୍ଗର କୁର୍ତ୍ତା ସାଙ୍ଗକୁ ପାଇଜାମା, ବେକରେ ମାଳ, ମଥାରେ ତିଳକ ମାରିଥିବା ତାଙ୍କର କିଛି...

ଦୀର୍ଘ ସମୟ ପରେ ଥିଏଟରରେ ରିଲିଜ୍‌ ହେବ ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରୀ’

ମୁମ୍ବାଇ: କରୋନା କାଳ ଯୋଗୁ ଦୀର୍ଘ ସମୟ ଧରି ସିନେମା ହଲ୍‌ ବନ୍ଦ ରହିଥିବାରୁ ଫିଲ୍ମ ରିଲିଜ୍‌ ଉପରେ ମଧ୍ୟ ବ୍ରେକ୍‌ ଲାଗିଯାଇଥିଲା। ବର୍ତ୍ତମାନ ଅନ୍‌ଲକ-୬.୦ରେ...

ଏତିକି ଟଙ୍କାର ଶାଢି ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ନବବଧୂ ପରି ସଜେଇ ହୋଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଉର୍ବଶୀ ନିଜ...

Advertisement
Archives

Model This Week