ମନୋରଞ୍ଜନ

ଏହି ଅଭିନେତ୍ରୀଙ୍କ ପାଇଁ ସଲମାନ-ଶାହାରୁଖଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ଝଗଡ଼ା

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ୍‌ ଏବଂ ଦବଙ୍ଗ ସଲ୍‌ମାନ ଖାନ୍‌ ସବୁଠୁ ଭଲ ବନ୍ଧୁ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଜଣେ ଅଭିନେତ୍ରୀଙ୍କ ପାଇଁ ଏହି ଦୁଇଜଣଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଫଳରେ କିଛିବର୍ଷ ଧରି ଦୁହେଁ କଥାବାର୍ତ୍ତା…

ବିବାହ ପରେ ପ୍ରଥମଥର ପ୍ରଶଂସକଙ୍କୁ ଟୁଇଟ୍‌ କଲେ ବରୁଣ, ଲେଖିଲେ ଏମିତି କଥା…

ମୁମ୍ବାଇ : ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନ ଗତ ୨୪ ତାରିଖରେ ତାଙ୍କର ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଛନ୍ତି। ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଦୁହେଁ ଦୁହିଁଙ୍କୁ ଦୀର୍ଘଦିନରୁ ଡେଟ୍‌ କରୁଥିଲେ। ପ୍ରଶଂସକମାନେ ବି ଚାହିଁ…

ବିନା ମେକ୍‌ଅପ୍‌ରେ ଏମିତି ଦିଶୁଛନ୍ତି ସନ୍ନି ଲିଓନି, ଚିହ୍ନିବା କଷ୍ଟକର

ପର୍ନଷ୍ଟାର ସନ୍ନି ଲିଓନି ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଛନ୍ତି। ସନ୍ନି ଫିଲ୍ମ ଜିସ୍ମ ୨ରେ ବଲିଉଡରେ ପ୍ରବେଶ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ବିନା…

ବାପାଙ୍କ ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅଭିଷେକ

ଅମିତାଭ ବଚ୍ଚନଙ୍କ ଅଭିନେତ୍ରୀ ଜିନ୍ନତ ଅମାନକୁ ଭଲପାଇ ବସିଥିଲେ ପୁଅ ଅଭିଷେକ ବଚ୍ଚନ। ଫିଲ୍ମ ‘ମହାନ’ର ଶୁଟିଂ ସମୟରେ ଅଭିଷେକ ପିତା ଅମିତାଭଙ୍କ ସହ ଶୁଟିଂ ସେଟ୍‌କୁ ଯାଇଥିଲେ। ଏହି ସମୟରେ ଅଭିଷେକଙ୍କ ବସୟ ମାତ୍ର ୫ ବର୍ଷ ଥିଲା ।…

ସ୍କୁଲ ୟୁନିଫର୍ମରେ ଯୁବତୀଙ୍କୁ ଦେଖି ପ୍ରେମରେ ପଡ଼ିଥିଲେ ଟାଇଗର ଶ୍ରଫ୍‌ଙ୍କ ବାପା, ପୂର୍ବରୁ ଗର୍ଲଫ୍ରେଣ୍ଡ ଥିବା ସତ୍ତ୍ୱେ କରିଥିଲେ ଏଭଳି…

ବମ୍ବେ: ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ପ୍ରେମକାହାଣୀ କୌଣସି ଫିଲ୍ମଠାରୁ କମ୍‌ ନୁହେଁ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଯୁବତୀଙ୍କୁ ଦେଖିବା ପରେ ପ୍ରେମରେ ପଡ଼ିଯାଇଥିଲେ ସେ। ଶେଷରେ ତାଙ୍କୁ ହିଁ ଜୀବନସାଥୀ କରିଥିଲେ। ହେଲେ ଏସବୁ ସେତେଟା ସହଜ ନ…

ବିବାହ କରିବାକୁ ଯାଉଛନ୍ତି କି ଶ୍ରଦ୍ଧା: ଇସାରାରେ ବନ୍ଧୁ କହିଲେ ଏମିତି…

ବଲିଉଡ୍‌ରେ ଏବେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ଅଭିନେତା ବରୁଣ ଧଓ୍ବନ ଏବଂ ନତାଶା ଦଲାଲଙ୍କ ବିବାହ ପରେ ଏବେ ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁରଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚା ଚାଲିଛି। ବରୁଣ-ନତାଶାଙ୍କ ବିବାହ ପରେ ସୋସିଆଲ ମିଡିଆରେ…

ପିଲାଦିନେ ଗୋରା ଦେଖାଯିବାକୁ ଏମିତି କରୁଥିଲେ ପ୍ରିୟଙ୍କା

ବଲିଉଡ୍‌ର ଦେସୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ୍‌ରେ ନିଜର ଭାଗ୍ୟ ପରୀକ୍ଷା କରିସାରିଛନ୍ତି। ତାଙ୍କର ପ୍ରଶଂସକ କେବଳ ଦେଶରେ ନୁହନ୍ତି ସାରା ବିଶ୍ୱରେ ଅଛନ୍ତି। ଅନେକ ବିବାଦ ପରେ ତାଙ୍କ ଫିଲ୍ମ ‘ଦ ହ୍ବାଇଟ୍‌ ଟାଇଗର’…

ବାହୁବଲୀ ପରେ ଦମ୍‌ ଦେଖାଇବ ‘ଆର୍‌ଆର୍‌ଆର୍‌’: ଜମିବ ଜୁନିୟର ଏନ୍‌ଟିଆର୍‌-ରାମଚରଣଙ୍କ ସହ ଆଲିଆଙ୍କ ଯୋଡ଼ି

ବମ୍ବେ: ବାହୁବଲୀ ସିରିଜର ସଫଳତା ପରେ ଦର୍ଶକଙ୍କୁ ନୂଆ ଫିଲ୍ମ ଆର୍‌.ଆର୍‌.ଆର୍‌. ଭେଟି ଦେବାକୁ ଯାଉଛନ୍ତି ନିର୍ଦ୍ଦେଶକ ଏସ୍‌.ଏସ୍‌. ରାଜାମୌଲୀ। ଦଶହରାରେ ଏହା ପରଦାକୁ ଆସିବ। ଏହାକୁ ବେଶ କିଛି ଦିନ ଥିବା ବେଳେ ଏବେ ଏହାର ପୋଷ୍ଟରକୁ ରିଲିଜ କରାଯାଇଛି।…

ଜନ୍ମଦିନରେ ରାକ୍ଷୀ ସାଓ୍ବନ୍ତଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇ ଚର୍ଚ୍ଚାକୁ ଆସିଥିଲେ ଏହି ପଞ୍ଜାବୀ ଗାୟକ, ପରେ ଘଟିଥିଲା..

ବମ୍ବେ: ବଲିଉଡ୍‌ରେ ଏପରି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ବିବାଦରେ ରହିବାକୁ ଭଲପାଇଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଜଣାଶୁଣା ପଞ୍ଜାବୀ ଗାୟକ ମିକା ସିଂହ। ଅନେକ ଥର ବିବାଦକୁ ଆସିଥିବା ମିକା ଏକଦା ଡ୍ରାମା କୁଇନ୍‌ରାକ୍ଷୀ ସାଓ୍ବନ୍ତଙ୍କୁ ସର୍ବସମ୍ମୁଖରେ ଚୁମ୍ବନ…

ମହାଭାରତର ‘ଭୀମ’ ଚରିତ୍ର ପାଇଁ ବିଏସ୍‌ଏଫ୍‌ ଚାକିରି ଛାଡ଼ିଦେଇଥିଲେ ଏହି ଅଭିନେତା, ଏବେ ଭାଜପାର…

ବମ୍ବେ: ରାମାନନ୍ଦ ସାଗରଙ୍କ ରାମାୟଣ, ବିଆର୍‌ ଚୋପ୍ରାଙ୍କ ମହାଭାରତ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ଅନ୍ୟତମ। ପୌରାଣିକ ପୃଷ୍ଠଭୂମିକୁ ନେଇ ଏହା ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିପାରିଥିଲା। ମହାଭାରତରେ ଶ୍ରୀକୃଷ୍ଣଙ୍କ ଭୂମିକା ନିର୍ବାହ କରିଥିବା ନୀତିଶ ଭାରଦ୍ୱାଜଙ୍କୁ ଲୋକେ ଭଗବାନଙ୍କ ଭଳି…

ଫିଲ୍ମ ପାଇଁ ରିୟଲରେ କ୍ୟାମେରା ସମ୍ମୁଖରେ ପ୍ରସବ କରିଥିଲେ ଏହି ଅଭିନେତ୍ରୀ

ଫିଲ୍ମକୁ ସୁପରହିଟ୍‌ କରିବା ପାଇଁ କଳାକାରଙ୍କଠାରୁ ଆରମ୍ଭ କରି ନିର୍ମାତା, ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମେସ୍ତ କଠିନ ପରିଶ୍ରମ କରିଥାନ୍ତି। ତେବେ ୯୦ ଦର୍ଶକର ଅଭିନେତ୍ରୀ ଶ୍ୱେତା ମେନନ ଏହି କାରଣ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଏକ ମଜାଦାର କଥା…

ବିବାହ ପରେ ଅନ୍ୟ ଅଭିନେତ୍ରୀଙ୍କ ସହ କାମ କରିବେ ନାହିଁ ବରୁଣ!

ବଲିଉଡ୍‌ର ଚକଲେଟ୍‌ ବଏ ବରୁଣ ଧାଓ୍ବନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘଦିନର ପ୍ରେମିକା ନତାଶା ଦଲାଲଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଛନ୍ତି ସେ। ବିବାହ ପରେ ତାଙ୍କୁ ସାଥୀ କଳାକାରମାନେ ତାଙ୍କୁ ବିବାହ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?