ବନ୍ଦ ହେବାକୁ ଯାଉଛି ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା’!

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି। ଏହି ଶୋ’ରେ ବଲିଉଡ୍‌ ଠାରୁ ଆରମ୍ଭ କରି ଛୋଟ ପରଦାର ଅନେକ କଳାକାର ଉପସ୍ଥିତ ହୋଇ ନିଜ ଫିଲ୍ମର ପ୍ରମୋଶନ କରିଥାନ୍ତି। ଖାଲି ଦେଶରେ ନୁହେଁ, ସମଗ୍ର ବିଶ୍ୱର ଲୋକମାନେ ଏହି ଶୋ’କୁ ବହୁତ ପସନ୍ଦ ମଧ୍ୟ କରିଥାନ୍ତି। ଲକ୍‌ଡାଉନ୍‌ ପରେ ଏହି ଶୋ’ ପୁଣି ଥରେ ଆରମ୍ଭ ହୋଇ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି। ମାତ୍ର କପିଲଙ୍କ ପ୍ରଶଂସକଙ୍କ ପାଇଁ ଗୋଟିଏ ବଡ଼ ଖରାପ ଖବର। ଦ କପିଲ ଶର୍ମା ଶୋ’ର ଏହି ସିଜିନ୍‌ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଛି।
ଏକ ରିପୋର୍ଟ ଅନୁଯାୟୀ, ଦ କପିଲ ଶର୍ମା ଶୋ’ର ଏହି ସିଜିନ୍‌ ଏବେ ଅଫ୍‌ ଏୟାର ହେବାକୁ ଯାଉଛି। ଏ ନେଇ ଖୁବ୍‌ଶୀଘ୍ର ଅଫିସିଆଲି ଘୋଷଣା କରାଯିବ। ଏହି ସିଜିନ୍‌ ବନ୍ଦ ହେବା ପରେ ଏହାର ଦ୍ୱିତୀୟ ସିଜିନ୍‌ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏହି ଶୋ’ ବହୁତ ସଫଳ ହେବା ସହ ପ୍ରଶଂସକଙ୍କ ମଧ୍ୟରେ ଭଲ ଚାହିଦା ମଧ୍ୟ ରହିଛି। ମାତ୍ର ଶୋ’ର ନୂଆ ଏପିସୋଡ୍‌ ପାଇଁ ପ୍ରଶଂସକଙ୍କୁ ଅପେକ୍ଷା କରିବାକୁ ପଡ଼ିବ।
ଶୋ’ରେ କପିଲଙ୍କ ସମେତ ଭାରତୀ ସିଂହ, କିକୁ ଶାରଦା, କୃଷ୍ଣା ଅଭିଷେକ ଏବଂ ଅର୍ଚ୍ଚନା ପୂରଣ ସିଂହଙ୍କୁ ଦେଖିବାକୁ ମିଳିଥାଏ। ଲକ୍‌ଡାଉନ୍‌ରେ ପରେ ଏହି ଶୋ’ଦର୍ଶକଙ୍କ ବିନା ପ୍ରସାରିତ ହେଉଛି। ଏହା ସତ୍ତ୍ୱେ ମଧ୍ୟ ଶୋ’ର ଲୋକପ୍ରିୟତା କମ୍‌ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଡକ୍ଟର ଷ୍ଟ୍ରେଞ୍ଜ’ ଅଭିନେତ୍ରୀଙ୍କୁ ୮ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ସୁପରହିଟ ହଲିଉଡ ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ’ରେ ଅଭିନୟ କରି ବାହାବା ସାଉଁଟିଥିବା ଅଭିନେତ୍ରୀ ଜାରା ଫିଥିଆନ୍‌ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ଜଣେ ନାବାଳିକାଙ୍କୁ...

କରୱା ଚୌଥ୍‌ରେ ସ୍ତ୍ରୀଙ୍କୁ ଦେଲେ ବିଏମଡବ୍ଲୁ କାର୍‌, କିଏ ଜାଣନ୍ତୁ…

ମୁମ୍ବାଇ: ବଲିଉଡ୍‌ର ଅନେକ ଯୋଡ଼ି ଏଥର କରୱା ଚୌଥ୍‌ ବେଶ୍‌ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି। ହାସ୍ୟ ଅଭିିନେତା ଗୋବିନ୍ଦା ସ୍ତ୍ରୀ ସୁନୀତା ଅହୁଜାଙ୍କୁ କରୱା...

ଥରେ ନୁହେଁ ଦୁଇ ଦୁଇଥର ମୃତ୍ୟୁକୁ ଅତି ପାଖରୁ ଦେଖିଛନ୍ତି ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ

ଅନେକ ଥର ଦେଖିଥିବେ ଫିଲ୍ମରେ, ଅଭିନେତ୍ରୀମାନେ ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ଆପଣ କ’ଣ ଜାଣନ୍ତି...

ଚନ୍ଦନଓ୍ବାଡି ଶ୍ମଶାନ ଘାଟରେ ରିଷିଙ୍କ ଶେଷକୃତ୍ୟ ହେବ ସମ୍ପନ୍ନ: ସାମିଲ ହେବେ ୧୫ ଜଣ

ମୁମ୍ବାଇ,୩୦।୪: ବଲିଉଡ୍‌ର ଭେଟେରାନ୍‌ ଆକ୍ଟର ରିଷି କପୁରଙ୍କର ଗୁରୁବାର ପରଲୋକ ହୋଇଛି। ତାଙ୍କ ବିୟୋଗରେ ବଲିଉଡ୍‌ ଦୁନିଆରେ ଏକ ଅପୂରଣୀୟ କ୍ଷତି ଘଟିଛି। ଦିନକ ପୂର୍ବରୁ...

ବିବାହର ଏକ ମାସ ପରେ କାଟ୍ରିନାଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ବିକି

ବଲିଉଡର ନବବିବାହିତ ଦମ୍ପତି ବିକି କୌଶଲ-କ୍ୟାଟ୍ରିନା କୈଫଙ୍କ ବିବାହକୁ ମାସେ ପୂରିଛି। ଏହି ଅବସରରେ ଉଭୟ ସୋସିଆଲ ମିଡିଆରେ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର କରିଛନ୍ତି।...

ଚଳଚ୍ଚିତ୍ରକୁ ବିଭାଜୀକରଣ କରା ନ ଯାଉ

ମୁମ୍ବାଇ: ଭାରତୀୟ ଚଳଚ୍ଚିତ୍ର ଜଗତକୁ ବିଭାଜୀକରଣ ନ କରାଯାଉ। ଯେଉଁ ସବୁ ଫିଲ୍ମ ଆଞ୍ଚଳିକ ଭାଷାରେ ତିଆରି କରାଯାଉଛି ସେଥିରେ କୌଣସି ପାର୍ଥକ୍ୟ ନାହିଁ ବୋଲି...

ଝୁଲନ୍‌ଙ୍କ ବାୟୋପିକ୍‌ ସହ ବଡ଼ ପରଦାକୁ ଫେରୁଛନ୍ତି ଅନୁଷ୍କା

ବମ୍ବେ: ଦୀର୍ଘଦିନର ବ୍ରେକ୍‌ ପରେ ବଡ଼ ପରଦାକୁ ଫେରିବାକୁ ସଜ ହେଲେଣି ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ଖୁବ୍‌ଶୀଘ୍ର ବିଶ୍ୱ କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ...

ଝିଅକୁ ପ୍ରଥମଥର ଥର କୋଳରେ ଧରି କାନ୍ଦିଲେ ରଣବୀର

ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଝିଅ ଜନ୍ମପରେ ପିତା ରଣବୀର କପୁର ମଧ୍ୟ ବେଶ୍‌ ଖୁସି ଅଛନ୍ତି। ଆଲିଆ ଗର୍ଭବତୀ...

Advertisement
Archives

Model This Week