ଘର ଖୋଜୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ଆଜିକାଲି ଅପକମିଂ ଫିଲ୍ମ ପ୍ରମୋଶନ ପାଇଁ ବଲିଉଡ୍‌ ଅଭିନେତା/ଅଭିନେତ୍ରୀମାନେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ଦର୍ଶକଙ୍କ ପାଖରେ ପହଞ୍ଚିବା ପାଇଁ ଏବେ ନୂଆ ଅସ୍ତ୍ର ହେଉଛି ସୋସିଆଲ ମିଡିଆ। ତେଣୁ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଅପକମିଂ ଫିଲ୍ମ ପ୍ରମୋଶନ ପାଇଁ ଆଗେଇ ଆସିଛନ୍ତି ଅଭିନେତା ରାଜକୁମାର ରାଓ। ନିକଟରେ ସେ ଏକ ଟୁଇଟ୍‌ କରିଛନ୍ତି, ଯାହାକୁ ପ୍ରମୋଶନ ଷ୍ଟଣ୍ଟ ଭାବେ ଦେଖାଯାଉଛି। ଟୁଇଟ୍‌ରେ ସେ କହିଛନ୍ତି, ଯଦି କୌଣସି ନୂଆ ସହରରେ ନୂଆ ଘର କିଣିବର ଯୋଜନା ଥିଲେ କ’ଣ କରିବାକୁ ପଡିବ, କିଛି ମତାମତ ଅଛି କି? ରାଜକୁମାର ଏହି ଟୁଇଟ୍‌ ପରେ ଲୋକେ ନିଚ ମତ ଦେବାକୁ ଲାଗିଥିଲେ। ଏହାର କିଛି ସମୟ ପୂର୍ବରୁ ଅଭିନେତା ମନୋଜ ବାଜପେୟୀ ବାନ୍ଦ୍ରାରେ ଘର ଖୋଜୁଥିବା ଟୁଇଟ୍‌ ଯୋଗେ କହିଥିଲେ। ସୂଚନାଯୋଗ୍ୟ, ରାଜକୁମାର ରାଓ ଏବଂ ମନୋଜ ବାଜପେୟୀ ଆଗାମୀ ଦିନରେ ଫିଲ୍ମ ଯଥାକ୍ରମେ ହିଟ୍‌ ଏବଂ ଓ୍ବେବ୍‌ ସିରିଜ୍‌ ଦ ଫ୍ୟାମିଲି ମ୍ୟାନ୍‌ ରିଲିଜ୍‌ ହେବାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ କୋଟି କୋଟି ଟଙ୍କା ବ୍ୟବସାୟ କଲା ଶାହାରୁଖଙ୍କ ‘ଜଓ୍ବାନ’

ବମ୍ବେ: ୨୦୨୩ରେ ରିଲିଜ ହେବ କିଙ୍ଗ ଖାନ୍‌ ଶାହାରୁଖଙ୍କ ଦୁଇଟି ବଡ଼ ଫିଲ୍ମ। ଦକ୍ଷିଣ ଭାରତୀୟ ଫିଲ୍ମନିର୍ମାତା ଏଟଲିଙ୍କ ଫିଲ୍ମ ‘ଜଓ୍ବାନ’ରେ ତାଙ୍କର ଦମ୍‌ଦାର ଅଭିନୟ...

ପୁଣି ଏକାଠି ନଜର ଆସିଲେ ପଓ୍ବନଦୀପ- ଅରୁଣିତା

ମୁମ୍ବାଇ: ଇଣ୍ଡିଆନ ଆଇଡଲ-୧୨ର ବିଜେତା ପଓ୍ବନଦୀପ ରାଜନ ଏବଂ ଅରୁଣିତା କାଞ୍ଜିଲାଲ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ତାଙ୍କ ସମ୍ପର୍କକୁ ନେଇ ଉଠିଥିବା...

କ୍ଷମା ମାଗିଲେ ହେମା !

ମୁମ୍ବାଇ: ବଲିଉଡ୍‌ ଡ୍ରିମ ଗର୍ଲ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଏକ ବିଜ୍ଞାପନକୁ ନେଇ ହେମାଙ୍କୁ ଟ୍ରୋଲ୍‌ କରିବା ପରେ...

ବିବାହ ଉପରେ ଭରସା ନାହିଁ: ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ବିବାହକୁ ନେଇ ସବୁବେଳେ କିଛି ନା କିଛି ଖବର ଆସୁଛି ସାମ୍ନାକୁ। ନିକଟରେ ‘ଭାରତ’ ଫିଲ୍ମର ପ୍ରମୋଶନ ଇଭେଣ୍ଟରେ ଯୋଗ...

ଧକ୍‌ ଧକ୍‌ ଗର୍ଲ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ: ମୁମ୍ବାଇ ଘରକୁ ଦେଖିଲେ ଆଖି ଯିବ ଲାଖି

ବମ୍ବେ: ଦୀର୍ଘ ତିନି ଦଶକରୁ ଅଧିକ ସମୟ ଧରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ଧକ୍‌ଧକ୍‌ ଗର୍ଲ ମାଧୁରୀ। ବିବାହ ପରେ ଫିଲ୍ମରେ ସେତେଟା ସକ୍ରିୟ...

ସ୍ତ୍ରୀଙ୍କ ଓଜନକୁ ନେଇ ଏମିତି କହିଲେ କରଣବୀର

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତା କରଣବୀର ବୋହରା ଏବେ ସ୍ତ୍ରୀ ଏବଂ ତିନି ପିଲାଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ...

ଅନିଲ କପୁରଙ୍କୁ ପ୍ରଶଂସକ କହିଲେ ବାପ-ଝିଅ ଟଙ୍କା ପାଇଁ କିଛି ବି କରିଦେବେ: ଜବାବ ମିଳିଲା ଏମିତି

ବଲିଉଡ୍‌ ଅଭିନେତା ଅନିଲ କପୁର ଖୁବ ଶୀଘ୍ର ଅରବାଜ ଖାନଙ୍କ ଚାଟ ଶୋ ‘ପିଚ ୨’ରେ ନଜର ଆସିବେ। ଏହାର ପ୍ରୋମୋ ରିଲିଜ ହୋଇଛି ଏବଂ...

ସୁଶାନ୍ତଙ୍କ ମୃତ୍ୟୁ ପରେ ଏପରି କହିଲେ ଭୋଜପୁରୀ ଅଭିନେତ୍ରୀ ଅକ୍ସରା ସିଂ

ବହୁ ବର୍ଷ ଧରି ବଲିଉଡରେ ନେପୋଟିଜିମ୍‌ ପ୍ରସଙ୍ଗକୁ ନେଇ ବିତର୍କ ହୋଇଥିଲା ଏବଂ ପରେ ଏହା ଶାନ୍ତ ପଡ଼ିଥିଲା। ମାତ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ...

Advertisement
Archives

Model This Week