ଏହି ଅଭିନେତ୍ରୀଙ୍କ ପଛରେ ଲୁଚିଲେ ଶାହିଦ କପୁର

ବଲିଉଡ୍‌ ଅଭିନେତା ଶାହିଦ କପୁର ଏବେ ସ୍ତ୍ରୀ ମୀରା ରାଜପୁତଙ୍କ ସହ ଗୋଆରେ ଛୁଟି କାଟୁଛନ୍ତି। ଏହି ସମୟରେ ନିଜର ଏକ ସେଲ୍‌ଫି ପାଇଁ ଶାହିତ ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଉକ୍ତ ସେଲ୍‌ଫି ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ନିଜେ ସାହିତ ଇନ୍‌ଷ୍ଟାଗ୍ରାମ୍‌ ସାଇଟ୍‌ରେ ଏହି ସେଲ୍‌ଫି ଫଟୋ ଶେୟାର କରିଛନ୍ତି। ଉକ୍ତ ଫଟୋରେ ତାଙ୍କୁ ଜଣେ ଅଭିନେତ୍ରୀଙ୍କ ପଛରେ ଲିଚିଥିବାର ଦେଖିବାକୁ ମିଳୁଛି। ସେହିଅଭିନେତ୍ରୀ ଜଣଙ୍କ ହେଲେ ରାଶି ଖନ୍ନା। ଏହି ଫଟୋ ଶେୟାର କରି ଶାହିଦ କ୍ୟାପଶନରେ ଲେଖିଛନ୍ତି, ରାଶି ଖନ୍ନା, ଓ୍ବେଲକମ୍‌ ଅନବୋର୍ଡ ଏବଂ ଆପଣଙ୍କୁ ଧନ୍ୟବାଦ ଯେ, ଆପଣ ମୋତେ ନିଜ ସେଲ୍‌ଫିରେ ସ୍ଥାନ ଦେଇଛ।
ପ୍ରକାଶ ଯେ, ଖୁବ୍‌ଶୀଘ୍ର ଶାହିଦ ପ୍ରଶଂସକଙ୍କ ପାଇଁ ଏକ ଫିଲ୍ମ ନେଇ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣରୁ ଅମିତାଭଙ୍କ ପ୍ରତି ଆକର୍ଷିତ ଥିଲେ ରେଖା

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ କାହାଣୀ କାହାକୁ ଅଛପା ନାହିଁ। ଏକ ସମୟରେ ଏହି ଯୋଡି ନିଜର ପ୍ରେମ କାହାଣୀ ପାଇଁ...

ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ସହିତ କରାଇବାକୁ ଚାହୁଁଥିଲେ ଇନ୍ଦିରା ଗାନ୍ଧୀ: ରାହୁଲଙ୍କୁ ବି ପସନ୍ଦ କରୁଥିଲେ କରିନା

ମୁମ୍ବାଇ: ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ରିତୁ କପୁରଙ୍କ ସହିତ କରାଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ। ଗଣମାଧ୍ୟମ ପ୍ରତିନିଧି...

ନେଗେଟିଭ ରୋଲ୍‌ ପାଇଁ ଶ୍ରୀୟା ଖୁସି

ମୁମ୍ବାଇ: ୨୦୧୮ରେ ରିଲିଜ ହୋଇଥିବା କ୍ରାଇମ୍‌ ଥ୍ରୀଲର ଫିଲ୍ମ ‘ଅନ୍ଧାଧୂନ’କୁ ଅନେକ ଦର୍ଶକ ପ୍ରଶଂସା କରିଥିଲେ। ଏହି ଫିଲ୍ମରେ ଅଭିନେତ୍ରୀ ତବୁଙ୍କ ନେଗେଟିଭ ଚରିତ୍ରକୁ ସିନେ...

ଜାହ୍ନବୀଙ୍କ ଘରେ କରୋନା

ମୁମ୍ବାଇ: ସାରା ଦୁନିଆକୁ ବର୍ତ୍ତମାନ ହଇରାଣ କରୁଛି କୋଭିଡ୍‌-୧୯ ଭୂତାଣୁ। ଭାରତକୁ ବି ଏଥିରୁ ତ୍ରାହି ମିଳିନି। ଗତ ୨ମାସ ହେଲା ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ...

ଆଦିତ୍ୟଙ୍କ ତିଲକ ସେରିମନି

ମୁମ୍ବାଇ: ବଲିଉଡ୍ ଦୁନିଆର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଡିସେମ୍ବର ୧ରେ...

୧୨ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ସଞ୍ଜୟ, ସୁନୀଲ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଓ ସୁନୀଲ ସେଟ୍ଟୀଙ୍କ ପ୍ରଶଂସକଙ୍କ ପାଇଁ ଖୁସିଖବର। ଦୀର୍ଘବର୍ଷ ପରେ ଏହି ଦୁଇ ଅଭିନେତା ଫିଲ୍ମରେ ଏକାଠି ନଜର ଆସିବେ।...

ଶ୍ୱଶୁରଙ୍କ ସହ ମିଶି ଚିୟର୍ସ କରୁଛନ୍ତି କମେଡି କୁଇନ୍‌

ମୁମ୍ବାଇ: କମେଡି କୁଇନ୍‌ ଭାରତୀ ସିଂହ ଦର୍ଶକଙ୍କୁ ହସାଇବା ପାଇଁ ଟିକେ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ତାଙ୍କର ଟ୍ୟାଲେଣ୍ଟ କେବଳ ଶୋ’ରେ ସୀମିତ...

୧୨ ଘଣ୍ଟାରେ ନୂଆ ରେକର୍ଡ ସୃଷ୍ଟି କଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ୍‌ ଅଭିନେତ୍ରୀ ତଥା ଗ୍ଲୋବାଲ ଆଇକ୍‌ ପ୍ରିୟଙ୍କା ଚୋପ୍ରା ସଫଳତାର ଆଉ ପାଦେ ଆଗରେ ପହଞ୍ଚିଛନ୍ତି। ଅଭିନୟ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି...

Advertisement
Archives

Model This Week