ହେବ ନାହିଁ ବରୁଣ ଧାୱନଙ୍କ ରିସେପ୍ସନ

ବଲିଉଡ ଅଭିନେତା ବରୁଣ ଧାୱନ ମୁମ୍ବାଇର ଆଲିବାଗଙ୍କ ଦି ମେନ୍‌ଶନ ହାଉସ ରିସର୍ଟରେ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ୨୪ ଜାନୁୟାରୀରେ ବିବାହ କରିଛନ୍ତି। ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଧଳା ପୋଷାକରେ ଏହି ଦମ୍ପତି ଚମତ୍କାର ଦେଖାଯାଉଥିଲେ। ଫେବୃଆରୀ ୨ ରେ ମୁମ୍ବାଇରେ ଉଭୟଙ୍କ ରିସେପ୍ସନ ପାର୍ଟି ଆଯୋଜନ କାରାଯାଉଥିବା ଚର୍ଚ୍ଚା ହେଉଥିଲା।
କିନ୍ତୁ ବରୁଣଙ୍କ ଦାଦା ତଥା ଅଭିନେତା ଅନିଲ ଧାୱନ ଫେବୃଆରୀ ୨ରେ ବରୁଣ ଏବଂ ନତାଶାଙ୍କ ବିବାହ ରିସେପ୍ସନ ପାଇଁ କୌଣସି ଯୋଜନା କରାଯାଇ ନାହିଁ ବୋଲି ନିଶ୍ଚିତ କରିଛନ୍ତି। ଅନିଲ କହିଛନ୍ତି, ସେପରି କିଛି ପ୍ରସ୍ତୁତି କରାଯାଇ ନାହିଁ । ଯଦି ଏହିପରି କିଛି ଘଟେ, ଆମେ ତାରିଖ ସ୍ଥିର କରିବୁ । ବିବାହ ସମାରୋହ ପରେ ସମସ୍ତେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପଜିଟିଭ୍‌ ଚିହ୍ନଟ ହେଲେ ଏହି ଅଭିନେତ୍ରୀ: ନ ଡ଼ରି କହିଲେ ‘ମାସେ ପରେ କରିବି ପ୍ଲାଜମା ଦାନ’

ବମ୍ବେ: ଭାରତରେ ଆତଙ୍କ ଖେଳାଉଛି କରୋନାର ଦ୍ୱିତୀୟ ଲହର। କେବଳ ଯେ ସାଧାରଣଜନତା ତାହା ନୁହେଁ ସେଲିବ୍ରିଟିମାନେ ମଧ୍ୟ ସାବଧାନତା ସତ୍ତ୍ୱେ ମହାମାରୀର ଶିକାର ପାଲଟୁଛନ୍ତି।...

ଟ୍ରେନ୍‌ ଦୁର୍ଘଟଣାରେ ଚାଲିଗଲେ ହାସ୍ୟ ଅଭିନେତା ଗୁଡୁଙ୍କ ମା’

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ଗୁରୁବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ହାସ୍ୟ ଅଭିନେତା ଗୁଡୁଙ୍କ ମା’ଙ୍କର ଦେହାନ୍ତ ହୋଇଛି। ଯାଜପୁର ଜିଲା ଯଖପୁରା ରେଳ ଷ୍ଟେଶନରେ ଟ୍ରେନ୍‌ ଚଢୁଥିବା ସମୟରେ...

ଏହି ୬ ପ୍ରକାର ଲୋକଙ୍କଠାରୁ ସର୍ବଦା ଦୂରେଇ ରୁହନ୍ତୁ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ମୁମ୍ବାଇର ନାନାବତି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସବୁ ସମୟରେ ସେ ନିଜ ସ୍ବାସ୍ଥ୍ୟ ଅପ୍‌ଡେଡ୍‌ ଇନ୍‌ଷ୍ଟ୍ରାଗ୍ରାମ୍‌...

ବଦଳିଲେ କୋମଲିକା: ଭାଇରାଲ ହେଉଛି ଆମନାଙ୍କ ଲୁକ୍‌

ମୁମ୍ବାଇ: ଟେଲିିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ ରେ କୋମଲିକା ଚରିତ୍ରରେ ପରିବର୍ତ୍ତନ କରାଯାଇଛି। ହିନା ଖାନ୍‌ ଶୋ’ ଛାଡ଼ିବା ପରେ ଏବେ...

ବକ୍ସ ଅଫିିସ୍‌ରେ କମାଲ୍‌ କରୁଛି ଫିଲ୍ମ କବିର ସିଂହ: ୩ ଦିନରେ ୭୦କୋଟି

ମୁମ୍ବାଇ: ସାହିଦ କପୁରଙ୍କ ଫିଲ୍ମ କବିର ସିଂହ ରିଲିଜ ହୋଇସାରିଥିବା ବେଳେ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ପ୍ରଥମ ଦିନରୁ ଏହି ଫିଲ୍ମ ୨୦...

ଇନ୍‌ଷ୍ଟାଗ୍ରାମରେ ବୋହୂଙ୍କୁ ଫଲୋ କରନ୍ତି ନାହିଁ ବିଗ୍‌ ବି: ଐଶ୍ୱର୍ଯ୍ୟା ବି ସ୍ବାମୀଙ୍କୁ ଛାଡ଼ି…

ବମ୍ବେ: ସାମାଜିକ ଗଣମାଧ୍ୟମରେ ବେଶ୍‌ ସକ୍ରିୟ ବିଗ୍‌ ବି ଅମିତାଭ ବଚ୍ଚନ। ଟୁଇଟର୍‌ ଭଳି ଇନ୍‌ଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକ ଅଧିକ। ଦେଖିବାକୁ ଗଲେ ୨୬.୬ ମିଲିୟନ୍‌...

ବଲିଉଡ୍‌ର ଏହି ଅଭିନେତ୍ରୀ ଭାଗଲପୁର କଂଗ୍ରେସ ବିଧାୟନଙ୍କ ଝିଅ; ପିଲାଦିନେ ଥିଲା ଏଭଳି ଜଟିଳ ରୋଗ

ବମ୍ବେ: ୟଙ୍ଗିସ୍ତାନ, ମୁବାରକା, ତୁମ ବିନ୍‌-୨ ଭଳି ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ନେହା ଶର୍ମାଙ୍କ ଆଜି ଜନ୍ମଦିନ। ୧୯୮୭ ମସିହା ନଭେମ୍ବର...

ସସପେନ୍ସ ଶେଷ, ନୁସରତ୍‌ ଜାହାଁଙ୍କ ଶିଶୁ ପୁତ୍ରଙ୍କର ଜନ୍ମ ପ୍ରମାଣ ପତ୍ର ଭାଇରାଲ…

କୋଲକାତା,୧୬।୯: ଅଭିନେତ୍ରୀ ନୁସରତ୍‌ ଜାହାଁଙ୍କ ଶିଶୁପୁତ୍ରଙ୍କର ଜନ୍ମପ୍ରମାଣ ପତ୍ର ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଳରେ ଦୀର୍ଘଦିନ ଧରି ତାଙ୍କ ପୁତ୍ରଙ୍କ ପିତା...

Advertisement
Archives

Model This Week