ବିବାହ କରିବାକୁ ଯାଉଛନ୍ତି କି ଶ୍ରଦ୍ଧା: ଇସାରାରେ ବନ୍ଧୁ କହିଲେ ଏମିତି…

ବଲିଉଡ୍‌ରେ ଏବେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ଅଭିନେତା ବରୁଣ ଧଓ୍ବନ ଏବଂ ନତାଶା ଦଲାଲଙ୍କ ବିବାହ ପରେ ଏବେ ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁରଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚା ଚାଲିଛି।
ବରୁଣ-ନତାଶାଙ୍କ ବିବାହ ପରେ ସୋସିଆଲ ମିଡିଆରେ ତାଙ୍କ ନିକଟରୁ ଶୁଭେଚ୍ଛାର ଶୁଅ ଛୁଟୁଛି। ସେଲିବ୍ରିଟି ଫଟୋଗ୍ରାଫର ରୋହନ ଶ୍ରେଷ୍ଠ ମଧ୍ୟ ବରୁଣଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ଶୁଭେଚ୍ଛା ଜଣାଇଥିଲେ। ବରୁଣ ତାଙ୍କୁ ଉତ୍ତର ଦେଇ କହିଥିଲେ ଆଗାମୀ ନମ୍ବର ତୁମର।
ଖବର ଅନୁଯାୟୀ, ରୋହନ ଏବଂ ଶ୍ରଦ୍ଧା ଅନେକ ଦିନ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି।
ତେବେ ଏ ନେଇ ଶ୍ରଦ୍ଧା କହିଛନ୍ତି ଯେ, ଅଧିକ ପ୍ରୋଜେକ୍ଟ ଯୋଗୁ ବିବାହରେ ବିଷୟରେ ଚିନ୍ତା କରିପାରୁ ନାହିଁ। ତେବେ ରୋହନଙ୍କ ସହ ସେ ରିଲେସନଶିପ୍‌ରେ ଥିବା ଖବରକୁ ଖଣ୍ଡନ କରିଛନ୍ତି। ଏ ସବୁ ଜିନିଷ ପାଇଁ ଏବେ ମୋ ପାଖରେ ସମୟ ନାହିଁ। ଏବେ ମୁଁ କେବଳ ଫିଲ୍ମ ଉପରେ ଫୋକସ୍‌ କରୁବାକୁ ଚାହୁଁଛି। ଏହା କେବଳ ଏକ ଉଡ଼ାକଥା ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ‘ଗଙ୍ଗୁବାଈ କାଠିଆଓ୍ବାଡି’

ନୂଆଦିଲ୍ଲୀ, ୨୪ା୨: ଆସନ୍ତା ଶୁକ୍ରବାର ରିଲିଜ ହେବାକୁ ଥିବା ଫିଲ୍ମ ‘ଗଙ୍ଗୁବାଈ କାଠିଆଓ୍ବାଡି’ ବିବାଦରେ ଫସିଛି। ଏଥିରେ ଗଙ୍ଗୁବାଈଙ୍କୁ ଦେହଜୀବୀ ଦର୍ଶାଯାଇଥିବା ଅଭିଯୋଗ କରି ତାଙ୍କ...

କୁକୁର ମନା କରିବାରୁ ଏହି ସୁପରହିଟ୍‌ ଫିଲ୍ମ କରିବାକୁ ମନା କରିଥିଲେ ଅଭିନେତା

ବଲିଉଡ୍‌ ଅଭିନେତା ରାଜକୁମାରଙ୍କ ସହ ଜଡିତ ସମସ୍ତ କାହାଣୀ ଶୁଣିବାକୁ ଆଜି ବି ଲୋକମାନେ ପସନ୍ଦ କରନ୍ତି। ତାଙ୍କୁ ଯାହା ପସନ୍ଦ ଆସୁଥିଲା ତାହା ସେ...

ହୋମ୍‌ସିକ୍‌ ରଶ୍ମିକା

ରଶ୍ମିକା ମନ୍ଦାନା ଏବେ ହୋମ୍‌ ସିକ୍‌ ହୋଇପଡିଛନ୍ତି। ତେଲୁଗୁ ଫିଲ୍ମ ‘ରେନ୍‌ବୋ’ର ଶୁଟିଂରୁ ବ୍ରେକ୍‌ ମିଳିବା ମାତ୍ରେ ସେ ସିଧା ଘର ମୁହଁା ହୋଇଛନ୍ତି। ଏବେ...

ସେପ୍ଟେମ୍ବର ଶେଷ ସପ୍ତାହରେ ବିବାହ କରିବେ ରିଚା-ଅଲ୍ଲୀ ଫାଜଲ୍‌!

ମୁମ୍ବାଇ: ଅଭିନେତ୍ରୀ ରିଚା ଚଢା-ଅଲ୍ଲୀ ଫାଜଲ୍‌ ତାଙ୍କ ବିବାହକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଦୁହିଁଙ୍କ ବିବାହକୁ ନେଇ ଏକ ଅପ୍‌ଡେଟ୍‌ ଆସିଛି ଯେ,...

ଉର୍ବଶୀ ରୌତେଲା ପିନ୍ଧିଲେ ଏମିତି ଗାଉନ୍‌, ଯାହାର ଦାମ୍‌ ଜାଣିଲେ…

ମୁମ୍ବାଇ: ପୂର୍ବରୁ ମିସ୍‌ ୟୁନିଭର୍ସ ହୋଇଥିବା ଅଭିନେତ୍ରୀ ଉର୍ବଶୀ ରୌତେଲା ବିଶ୍ୱରେ ପୁଣି ଜଲ୍‌ଓ୍ବା ଦେଖାଇଛନ୍ତି। ଏବେ ଉର୍ବଶୀ ଏକ ଦାମୀ ଗାଉନ୍‌ ପିନ୍ଧି ଚର୍ଚ୍ଚାକୁ...

କ୍ରିକେଟର୍‌ମାନେ କେଉଁ କୁଳର ନୁହନ୍ତି, କାହିଁକି ଏମିତି କହିଲେ କଙ୍ଗନା

ଆମେରିକୀୟ ପପ ତାରକା ରିହାନା କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଅନେକ ବିଶ୍ୱସ୍ତରୀୟ ସେଲିବ୍ରିଟି ଏହାକୁ ସମର୍ଥନ କରିଛନ୍ତି। ବିଶ୍ୱସ୍ତରୀୟ ସେଲିବ୍ରିଟିମାନେ କୃଷକ ଆନ୍ଦୋଳନକୁ...

ଅଭିନେତାରୁ ନିର୍ଦ୍ଦେଶକ

ଓଡ଼ଆ ଚଳଚ୍ଚିତ୍ର ‘ରୁପା ଗାଁରେ ସୁନା କନିଆ’ରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ ଜୀବନ। ପରବର୍ତ୍ତୀ ସମୟରେ ସେ ‘ସ୍ତ୍ରୀ’, ‘ସତମିଛ’, ‘କିଏ ପୋଛିବ ମୋ...

‘କେବିସି’ର ଟିଆର୍‌ପି କମିବାରୁ ଅମିତାଭଙ୍କୁ କ୍ଷମା ମାଗିଥିଲେ ଶାହାରୁଖ୍‌: ଜାଣନ୍ତୁ କାହିଁକି

ଛୋଟ ପରଦାର ଲୋକପ୍ରିୟ ଶୋ’ ‘କୌନ୍‌ ବନେଗା କରୋଡପତି’(କେବିସି) ସିଜିନ୍‌ ୧୨ ଗତ ସୋମବାରଠାରୁ ଆରମ୍ଭ ହୋଇଯାଇଛି। ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ହୋଷ୍ଟ କରୁଥିବା...

Advertisement
Archives

Model This Week