ବାପାଙ୍କ ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅଭିଷେକ

ଅମିତାଭ ବଚ୍ଚନଙ୍କ ଅଭିନେତ୍ରୀ ଜିନ୍ନତ ଅମାନକୁ ଭଲପାଇ ବସିଥିଲେ ପୁଅ ଅଭିଷେକ ବଚ୍ଚନ। ଫିଲ୍ମ ‘ମହାନ’ର ଶୁଟିଂ ସମୟରେ ଅଭିଷେକ ପିତା ଅମିତାଭଙ୍କ ସହ ଶୁଟିଂ ସେଟ୍‌କୁ ଯାଇଥିଲେ। ଏହି ସମୟରେ ଅଭିଷେକଙ୍କ ବସୟ ମାତ୍ର ୫ ବର୍ଷ ଥିଲା । ଏହି ସମୟରେ ଜିନ୍ନତଙ୍କୁ ଦେଖି ଅଭିଷେକ ବେଶ୍‌ ପ୍ରଭାବିତ ହୋଇଥିଲେ। ଏପରିକି ତାଙ୍କୁ ବିବାହ କରିବାକୁ ମଧ୍ୟ ଜିଦ୍‌ ଧରିଥିଲେ।
ଅଭିଷେକ ବଚ୍ଚନଙ୍କ ନାମ ପ୍ରଥମେ ଅଭିନେତ୍ରୀ କରିସ୍ମା କପୁରଙ୍କ ସହ ଯୋଡା ଯାଇଥିଲା। କଥା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା। କିନ୍ତୁ କୌଣସି କାରଣରୁ ଏହି ବିବାହ ହୋଇପାରି ନ ଥିଲା। ପରେ ତାଙ୍କ ନାମ ରାଣୀ ମୁଖାର୍ଜୀଙ୍କ ସହ ଯୋଡାଗଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ୨ ଅଭିନେତ୍ରୀଙ୍କ ସହ ତାଙ୍କର ବିବାହ ହୋଇପାରି ନ ଥିଲା। ପରେ ଅଭିଷେକ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ। ଏବେ ଏହି ଦମ୍ପତି ଖୁସି ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।
କୁହାଯାଏ, ଏହି ସମସ୍ତ ଅଭିନେତ୍ରୀଙ୍କ ବ୍ୟତୀତ ଅଭିଷେକ ଜିନ୍ନତ ଅମାନର ପ୍ରେମିକ ପଡ଼ିଥିଲେ। ଏପରିକି ଅଭିଷେକ ଜିନ୍ନତଙ୍କୁ ବିବାହ ମଧ୍ୟ କରିବାକୁ ଜିଦ୍‌ ଧରିଥିଲେ। ଖବର ଅନୁଯାୟୀ, ଦିନେ ଜିନ୍ନତ ତାଙ୍କ ରୁମ୍‌କୁ ରାତ୍ରି ଭୋଜନ କରିବାକୁ ଯାଉଥିଲେ। ଏହି ସମୟରେ ତୁମେ କାହା ସହିତ ଶୋଇବାକୁ ଯାଉଛ ବୋଲି ଅଭିଷେକ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିନି ଡ୍ରେସ୍‌ରେ ନଜର ଆସିଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ରଣବୀର କପୁରଙ୍କୁ ବିବାହ କରିବାର ଦୁଇମାସ ପରେ ସେ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇ ଚର୍ଚ୍ଚାକୁ...

୩୯ ବର୍ଷରେ ପାଦ ଦେଲେ ଶାହିଦ କପୁର: କରିନାଙ୍କ ସହିତ ବ୍ରେକ୍‌ଅପ୍‌ ପରେ ୧୪ ବର୍ଷ ସାନ ମୀରାଙ୍କୁ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଶାହିଦ କପୁର ମଙ୍ଗଳବାର ୩୯ ବର୍ଷରେ ପାଦ ଦେଇଛନ୍ତି। ୧୯୮୧ ଫେବୃୟାରୀ ୨୫ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନୟ ପ୍ରତି...

ଏସିଆନ କଣ୍ଟେଟ୍‌ ଆଓ୍ବାର୍ଡ ପାଇଁ ମନୋନୀତ ହେଲେ ନୁସରତ୍‌

ମୁମ୍ବାଇ: ଏସିଆନ କଣ୍ଟେଟ୍‌ ଆଓ୍ବାର୍ଡ ପାଇଁ ଚର୍ଚ୍ଚିତ ନୁସରତ୍‌ ଭରୁଚାଙ୍କୁ ମନୋନୀତ କରାଯାଇଛି। ସେ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ଏହି ସମ୍ମାନ ପାଇବେ।...

ପ୍ରଶଂସକଙ୍କ ସହ ଅନ୍‌ଲାଇନ୍‌ରେ ଲୁଡୁ ଖେଳି ସମୟ ବିତାଉଛନ୍ତି ଏହି ଅଭିନେତ୍ରୀ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ରେ ବଲିଉଡ୍‌ କଳାକାରମାନେ ନିଜ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ତେବେ ଏହି ଖାଲି ସମୟକୁ ଫିଲ୍ମ...

ଆଜି ବିଗ୍‌ବସ୍‌ ଫିନାଲେ: ଟଙ୍କା ବ୍ୟାଗ୍‌ ନେଇ ବାହାରିବେ ପାରସ୍‌, ଆରତୀ ୫ମ ସ୍ଥାନରେ; ବିଜେତାଙ୍କ ପାଇଁ ହେବ ଲାଇଭ୍‌ ଭୋଟିଂ

ବମ୍ବେ: ବିଗ୍‌ବସ୍‌’ର ସବୁଠାରୁ ଲୋକପ୍ରିୟ ସିଜନ ଶେଷ ହେବ। ଶନିବାର ଶୋ’କୁ ତାର ବିଜେତା ମିଳିବ। ହେଲେ କିଏ ଜିତିବ ତାକୁ ନେଇ ଚର୍ଚ୍ଚା। ସବୁଥରଠାରୁ...

କଙ୍ଗନାଙ୍କ ଅଭିନୟକୁ ପ୍ରଶଂସା କଲେ ରାମ ଗୋପାଳ ବର୍ମା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ମୁଭି ‘ଏମରଜେନ୍ସି’ର ଟିଜର କିଛିଦିନ ତଳେ ରିଲିଜ ହୋଇଛି । ଏହାପରେ ଏହି ମୁଭି ଏବେ ଖୁବ୍ ଚର୍ଚ୍ଚାରେ...

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଛିଣ୍ଡିଗଲା ପ୍ରିୟଙ୍କା ଚୋପ୍ରାଙ୍କ ଡ୍ରେସ ଚେନ୍‌ , ଭାଇରାଲ ହେଉଛି ଫଟୋ…

ବଲିଉଡର ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି। ସେ ତାଙ୍କ ପ୍ରଶଂସକଙ୍କ ପାଇଁ ଆକର୍ଷଣୀୟ ପୋଷ୍ଟ ଶେୟାର କରୁଥିବା ନଜର...

ମିଳିଗଲା ଯୋଡ଼ି

ଓଡ଼ିଆ ସିନେମାରେ ଏବେ ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ ନିଜର ମନଲାଖି ଯୋଡ଼ି ପାଇଯାଇଛନ୍ତି। ଅର୍ଥାତ୍‌ ବର୍ତ୍ତମାନ ମିଳିତ ଭାବରେ ଚଳଚ୍ଚିତ୍ରଟିଏ ନିର୍ମାଣ କରିବାକୁ ଲକ୍ଷ୍ୟ...

Advertisement
Archives

Model This Week