ମନୋରଞ୍ଜନ

ଏହି ଅଭିନେତାଙ୍କ ପ୍ୟାଣ୍ଟର ଡୋର ଟାଣିଦେଲେ ରାଖୀ ସାୱନ୍ତ: ରାଗରେ ନିଆଁ ହେଲେ ସ୍ତ୍ରୀ

ବିଗ ବସ୍‌-୧୪ରେ ନୂଆ ବିବାଦ ଦେଖାଦେଇଛି। ଏହାର ସୂତ୍ରଧର ପାଲଟିଛନ୍ତି ରାଖୀ ସାୱନ୍ତ। ଶୋ’ର ଅନ୍ୟତମ ପ୍ରତିଯୋଗୀ ଅଭିନବ ଶୁକ୍ଲାଙ୍କ ପ୍ରେମରେ ସେ ପାଗଳପ୍ରାୟ ହୋଇଯାଇଛନ୍ତି। ଏହି ପାଗଳାମିରେ ରାଖୀ ଏପରି କିଛି କରିଛନ୍ତି ଯେଉଁଥିପାଇଁ ଅଭିନବଙ୍କ ସ୍ତ୍ରୀ ରୁବିନା ରାଗରେ…

ଭିଡ ସ୍ଥାନରେ ଏହି ବିଶ୍ୱସୁନ୍ଦରୀଙ୍କୁ ଦୁର୍ବ୍ୟବହାର କରିଥିଲେ ୧୫ ବର୍ଷର ବାଳକ, ଧରିନେବାପରେ…

ବମ୍ବେ: ଭାରତର ପ୍ରଥମ ବିଶ୍ୱସୁନ୍ଦରୀ ହେଉଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ। ମାତ୍ର ଅଠର ବର୍ଷ ବୟସରେ ଏହି ସୁନ୍ଦରୀ ପ୍ରତିଯୋଗିତା ଜିତି ଦେଶ ପାଇଁ ଗୌରବ ଆଣିଦେଇଥିଲେ ସେ। ପରେ ଚବିଶ ବର୍ଷ ବୟସରେ ଅନାଥ ଶିଶୁକନ୍ୟାଙ୍କୁ ନିଜର ନାମ ଦେଇ…

ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା!

ମୁମ୍ବାଇ: ଚଳିତ ବର୍ଷ ରିଲିଜ୍ ହେବାକୁ ଯାଉଥିବା ଚଳଚ୍ଚିତ୍ର ‘ଥାଲାଇବି’ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଳଲିଥାଙ୍କ ଚରିତ୍ରରେ ନଜର ଆସୁଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ ଅନ୍ୟଜଣେ ରାଜନୀତିଜ୍ଞଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି । ତେବେ ଏହା ‘ଥାଲାଇବି’…

ଏହି ଅଭିନେତ୍ରୀଙ୍କ ବିବାହକୁ ନେଇ ଚାଲିଛି ଚର୍ଚ୍ଚା

ଟିଭି ଧାରାବାହିକ ‘ଗୁଡ୍ଡନ ତୁମ୍‌ସେ ନା ହୋ ପାଏଗା’ ଅଭିନେତ୍ରୀ କନିକାଙ୍କର ସମଗ୍ର ଦେଶରେ ଫ୍ୟାନ୍‌ ଫଲୋଅର୍ସ ରହିଛନ୍ତି। ତାଙ୍କ ଟିଭି ଶୋ’ ବହୁତ ଲୋକପ୍ରିୟ ହୋଇଥିଲା। ଇଣ୍ଟରନେଟ୍‌ରେ କନିକାଙ୍କର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ ତାଙ୍କୁ…

୨୮ ବର୍ଷ ପୂର୍ବେ ଏପରି ଦିଶୁଥିଲେ ଏହି ଲୋକପ୍ରିୟ କମେଡିଆନ୍‌, ଚିହ୍ନିିବା ହେଉଛି ମୁସ୍କିଲ

ବର୍ତ୍ତମାନ କମେଡି କିଙ୍ଗ କପିଲ ଶର୍ମାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ନିକଟରେ ସେ ନିଶ୍ଚିତ କରିଛନ୍ତି ଯେ, ସେ ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି। ଏହି କାରଣରୁ ‘ଦି କପିଲ ଶର୍ମା ଶୋ’କୁ ବନ୍ଦ କରିବାକୁ ପଡିବ। କପିଲ…

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଛିଣ୍ଡିଗଲା ପ୍ରିୟଙ୍କା ଚୋପ୍ରାଙ୍କ ଡ୍ରେସ ଚେନ୍‌ , ଭାଇରାଲ ହେଉଛି ଫଟୋ…

ବଲିଉଡର ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି। ସେ ତାଙ୍କ ପ୍ରଶଂସକଙ୍କ ପାଇଁ ଆକର୍ଷଣୀୟ ପୋଷ୍ଟ ଶେୟାର କରୁଥିବା ନଜର ଆସନ୍ତି। ସମ୍ପ୍ରତି ପ୍ରିୟଙ୍କା ଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ନିଜ ସୋସିଆଲ…

ବିଶ୍ୱର ଶ୍ରେଷ୍ଠ ୧୦ ସେକ୍ସି ସୁପରମଡେଲଙ୍କ ତାଲିକାରେ ବଲିଉଡ୍‌ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ୨୦୨୧ରେ ଶ୍ରେଷ୍ଠ ୧୦ ସେକ୍ସି ସୁପର ମଡେଲ ତାଲିକାରେ ସ୍ଥାନ ପାଇଛନ୍ତି। ନିକଟରେ ଉର୍ବଶୀ କୋଟିପତି ମୁକେଶ ଅମ୍ବାନୀଙ୍କ ଜିଓ ଷ୍ଟୁଡିଓ ସହ ୩ଟି ଫିଲ୍ମ ପାଇଁ ସାଇନ୍‌…

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ବାପା

ବଲିଉଡ୍‌ ଅଭିନେତା ଶର୍ମନ ଯୋଶୀଙ୍କ ପିତା ଅରବିନ୍ଦ ଯୋଶୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଅରବିନ୍ଦଙ୍କ ମୃତ୍ୟୁରେ ଅଭିନେତା ପରେଶ ରାଓ୍ବଲ ଦୁଃଖ ପ୍ରକାଶ କରିଛନ୍ତି। ଅରବିନ୍ଦ…

ଟେନସନ୍‌ରେ ଜାହ୍ନବୀ

ଜାହ୍ନବୀ କପୁରଙ୍କ ଟେନସନ୍‌ ଏବେ ବଢ଼ିଯାଇଛି। କାରଣ ସେ ଆକ୍ଟିଂକୁ ବାଦ୍‌ ଦେଇ ଆଉ ଏକ କାମରେ ନିଜକୁ ନିୟୋଜିତ ରଖିଛନ୍ତି। ପୁଣି ସୀମିତ ସମୟ ଭିତରେ ଏହି କାମଟିକୁ ଶେଷ କରିବାକୁ ପଡ଼ିବ। ଅସଲ କଥା ହେଲା, ପାପା ବୋନିଙ୍କ…

ଶ୍ରୁତିଙ୍କୁ ଜନ୍ମଦିନରେ ମିଳିଲା ଏହି ସ୍ବତନ୍ତ୍ର ଉପହାର

ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର କମଲ ହାସନଙ୍କ ଝିଇ ତଥା ଅଭିନେତ୍ରୀ ଶ୍ରୁତି ହାସନଙ୍କର ଆଜି ଅର୍ଥାତ୍‌ ଗୁରୁବାର ହେଉଛି ଜନ୍ମଦିନ। ଇତିମଧ୍ୟରେ ଶ୍ରୁତିି ୩୫ ବର୍ଷର ହୋଇଯାଇଛନ୍ତି। ଅଭିନୟ ବ୍ୟତୀତ ସଂଗୀତରେ ମଧ୍ୟ ସେ ପ୍ରଶଂସକଙ୍କୁ ବାନ୍ଧି ପାରିଛନ୍ତି। ଜନ୍ମଦିନର…

‘ସାବାସ ମିଥୁ’ ପାଇଁ ପ୍ରସ୍ତୁତ ହେଲେଣି ତାପସି

ମୁମ୍ବାଇ: ବଲିଉଡ୍ ନାୟିକା ତାପସି ପନ୍ନୁ ଏବେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମର ଶୁଟିଂ ପାଇଁ ଟ୍ରେନିଂ ନେବା ଆରମ୍ଭ କରି ସାରିଲେଣି । ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପେଟେ ମିଥାଲି ରାଜଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଉଥିବା ଫିଲ୍ମ ‘ସାବାସ…

କାଜଲଙ୍କ ସହ ରୋମାଣ୍ଟିକ୍‌ ଦୃଶ୍ୟରେ ଶାହାରୁଖ୍‌ କରିଥିଲେ ଏମିତି କିଛି….

ବଲିଉଡ୍‌ର ସବୁଠାରୁ ରୋମାଣ୍ଟିକ୍‌ ଏବଂ ସୁପରହିଟ୍‌ ଯୋଡିଙ୍କ ମଧ୍ୟରେ ଅନ୍ୟତମ ଶାହାରୁଖ୍‌ ଖାନ୍‌ ଏବଂ କାଜଲ। ଏହି ଯୋଡି ବଲିଉଡ୍‌ର ଅନେକ ବ୍ଲକବାଷ୍ଟର ଫିଲ୍ମରେ ଏକତ୍ର କାମ କରିସାରିଛନ୍ତି। ପରଦା ଉପରେ ଉଭୟଙ୍କ କେମେଷ୍ଟ୍ରି ଭଲ ଜମିଥାଏ ମଧ୍ୟ। ଦର୍ଶକ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?