ବିବାହ ପରେ ଅନ୍ୟ ଅଭିନେତ୍ରୀଙ୍କ ସହ କାମ କରିବେ ନାହିଁ ବରୁଣ!

ବଲିଉଡ୍‌ର ଚକଲେଟ୍‌ ବଏ ବରୁଣ ଧାଓ୍ବନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘଦିନର ପ୍ରେମିକା ନତାଶା ଦଲାଲଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଛନ୍ତି ସେ। ବିବାହ ପରେ ତାଙ୍କୁ ସାଥୀ କଳାକାରମାନେ ତାଙ୍କୁ ବିବାହ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ ସାଉଥ ଅଭିନେତ୍ରୀ ଶ୍ରଦ୍ଧା ଶ୍ରୀନାଥ ବରୁଣଙ୍କୁ ମଜାଦାର ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଏକ ଷ୍ଟାଟସ୍‌ ଶେୟାର କରି ଲେଖିଛନ୍ତି, ସବୁଠୁ ଦୁଃଖର କଥା ହେଉଛି ତାଙ୍କୁ ଆମେ ଆଉ ସ୍କିନ୍‌ରେ ଦେଖିବାକୁ ପାଇବୁ ନାହିଁ। କାରଣ ତାଙ୍କ ଶ୍ୱଶୁରଘର ଲୋକେ ଅନ୍ୟ ଅଭିନେତ୍ରୀଙ୍କ ସହ କାମ କରିବାକୁ ଦେବେ ନାହିଁ। ହୋଇପାରେ ସେ ଆଗକୁ କେବଳ ପୁରୁଷକୈନ୍ଦ୍ରିକ ଫିଲ୍ମରେ ଅଭିନୟ କରିବେ। କିନ୍ତୁ କେମିତି ସେ ବ୍ୟକ୍ତିଗତ ଜୀବନ ଏବଂ କାମ ମଧ୍ୟ ତାଳମେଳ ରଖିପାରିବେ. ତାହା ଦେଖିବାକୁ ବାକି ରହିଲା। ଆମେ ତାଙ୍କୁ ମିସ୍‌ କରିବୁ…ଶୁଭେଚ୍ଛା ବରୁଣ ବୋଲି ଶ୍ରଦ୍ଧା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କଫି ୱିଥ୍‌ କରଣ’ର ଶୁଟିଂ ଆରମ୍ଭ

କରଣ ଜୋହରଙ୍କ ଲୋକପ୍ରିୟ ଶୋ’ ‘କଫି ୱିଥ୍‌ କରଣ’ ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଛି। ପ୍ରଥମେ ଶୋ’କୁ ନେଇ ଅନେକ ଖବର ସାମ୍ନାକୁ...

୨ କୁକୁରଙ୍କୁ ଖୋଜି ଆଣିଲେ ମିଳିବ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା, ପୂରା ଘଟଣା ଜାଣିଲେ…

ଲେଡି ୱିଙ୍ଗର ପପ୍‌ ଗାୟିକା ଲେଡି ଗାଗାଙ୍କ ଚୋରି ହୋଇଥିବା କୁକୁରମାନଙ୍କୁ ଖୋଜି ଆଣିବା ପାଇଁ ୩ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ହଲିଉଡରେ...

ପିତାଙ୍କ ସହ ନଜର ଆସିଲେ ଅନୁଷ୍କା, ବେବି ବମ୍ପ୍‌ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ଶୀଘ୍ର ଦୁଇରୁ ତିନି ଜଣ ହେବାକୁ ଯାଉଛନ୍ତି। ଏହା...

ରୋହିତ୍‌-ଅନିତାଙ୍କ ଚୁମ୍ବନ ଫଟୋ ଭାଇରାଲ…

ନୂଆଦିଲ୍ଲୀ,୧୮।୪: ଏବେ ନାଗିନ୍‌ ଫେମ୍‌ ଅନିତା ହାସନାନ୍ଦାନି ଏବଂ ସ୍ବାମୀ ରୋହିତ ରେଡ୍ଡିଙ୍କ ଚୁମ୍ବନ ଫଟୋ ସୋସିଆଲ ଭିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ରୋମାଣ୍ଟିକ...

ଉତ୍ତର ରଖିଲେ ଖିଲାଡ଼ି ବୟ

ମୁମ୍ବାଇ: ଚଳିତ ବର୍ଷ ଦୀପାବଳିରେ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’ ଥିଏଟରକୁ ଆସୁଛି। ଏହି ଫିଲ୍ମରେ ବଲିଉଡ୍‌ର ୩ ପ୍ରମୁଖ ଚେହେରା ନଜରକୁ ଆସିବେ।...

ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍ୱର୍ଯ୍ୟା ହୋଇଥିଲେ ବିଶ୍ୱସୁନ୍ଦରୀ

ବଲିଉଡ୍‌ରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ କେବଳ ସୁନ୍ଦର ଚେହେରାକୁ ନେଇ ନୁହେଁ, ଭଲ ହୃଦୟ ଏବଂ ବ୍ୟବହାରକୁ ନେଇ ଏକ ସ୍ବତନ୍ତ୍ର ପରିଚୟ...

ବିରାଟ-ଅନୁଷ୍କା ମା’ ବାପା ହେବାପରେ ଏହି ଲୋକଙ୍କୁ ଦେଲେ ଉପହାର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।...

ର଼୍ୟାମ୍ପରେ ଚାଲିଲେ ବଢ଼େ ଆତ୍ମବିଶ୍ୱାସ

ସୁରମୟୀ ମହାପାତ୍ର। ଓଡ଼ିଆ ସିନେ ଜଗତର ଏବେ ଜଣାଶୁଣା ଚେହେରା। ମଡେଲିଂରୁ କ୍ୟାରିୟର ଆରମ୍ଭ କରି ସେ ନିଜ ଦକ୍ଷତା ବଳରେ ଫିଲ୍ମ ଦୁନିଆରେ ପ୍ରବେଶ...

Advertisement
Archives

Model This Week