ମନୋରଞ୍ଜନ

ତୋର ମୋର ଯୋଡ଼ି ସୁନ୍ଦର

କେତେବେଳେ ସେ ଥିଲେ ଅର୍ଚ୍ଚିତାଙ୍କ ପାଉଁଜି ପାଇଁ ପାଗଳ। ପୁଣି ତାଙ୍କ ପ୍ରେମରେ ପାଗଳ ହୋଇ ସାଜିଥିଲେ ସପନର ସୌଦାଗର। ପୁଣି ସେ କହୁଥିଲେ, ‘କେବେ ତମେ ନାହଁ କେବେ ମୁଁ ନାହିଁ’। କାରଣ ତାଙ୍କର ଆକ୍ଟିଂ କ୍ୟାରିୟର ଆରମ୍ଭ ହୋଇଥିଲା…

ବଲିଉଡ୍‌ ହାଲ୍‌ଚାଲ୍‌

‘ହେଲେନ୍‌’ ସିନେମାର ହିନ୍ଦୀ ରିମେକ୍‌ ହେବାକୁ ଯାଉଛି। ଜାହ୍ନବୀ କପୁର ଏହାର ଟାଇଟଲ ଭୂମିକାରେ ଅଭିନୟ କରିବେ। ଉକ୍ତ ଫିଲ୍ମର ଶୁଟିଂ ଚଳିତ ବର୍ଷ ଜୁନ୍‌ରୁ ଆରମ୍ଭ ହେବାକୁ ଯାଉଛି। ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ନୂଆ ସିନେମାର…

ପ୍ରଥମେ ନା, ପରେ ହଁ

ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ଦବଙ୍ଗ’। ହେଲେ ତାଙ୍କୁ ଯେତେବେଳେ ଏହି ଅଫର ମିଳିଲା ସେ ରାଜି ହୋଇ ନ ଥିଲେ। ତା’ପରେ ତାଙ୍କ କାନରେ ଏହି ସିନେମାର ନାୟକ ସଲମାନ ଖଁା କି ମନ୍ତ୍ର ଫୁଙ୍କିଲେ କେଜାଣି…

ଆଇଟମ୍‌ ପାଇଁ ଟେନ୍‌ସନ

ଦୀପିକା ପାଦୁକୋନଙ୍କ ଟେନ୍‌ସନ ନିକଟରେ ବଢ଼ିଯାଇଛି। କଥା କ’ଣ କି ତାଙ୍କୁ ଏକ ଅନଟାଇଟଲଡ ଫିଲ୍ମରେ ଅଭିନୟ କରିବାକୁ ଅଫର ମିଳିଛି। ହେଲେ ସେଥିରେ ଟିକେ କେଁ ରହିଯାଇଛି। କାହାଣୀ ହେଉ ଅବା ନିଜ ଭୂମିକା କେହି କାହାକୁ କମ୍‌ ନୁହେଁ।…

ଫଟୋଗ୍ରାଫରଙ୍କ ପ୍ରେମରେ ଉବୁଟୁବୁ ହେଲେଣି ଶ୍ରଦ୍ଧା, ଭାବି ଶ୍ୱଶୁର ବିବାହକୁ ନେଇ ଦେଲେ ସବୁଜ ସଙ୍କେତ

ବମ୍ବେ: ଫଟ୍ରୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର। ମୁହଁ ଖୋଲି କହୁ ନ ଥିଲେ ହେଁ ଉଭୟଙ୍କ ସମ୍ପର୍କ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ନିକଟରେ ମାଳଦ୍ୱୀପରେ ପ୍ରେମିକଙ୍କ ସହ ପ୍ରିୟାଙ୍କ…

ପାପା ଦି ଗ୍ରେଟ୍‌

ଶ୍ରଦ୍ଧା କପୁର ଆଜି ଅଭିନୟ କ୍ଷେତ୍ରରେ ଯେଉଁ ସ୍ଥାନରେ ପହଞ୍ଚତ୍ଛନ୍ତି ତା’ ପଛରେ ଜଣେ ବ୍ୟକ୍ତିଙ୍କର ଯଥେଷ୍ଟ ଅବଦାନ ରହିଛି। କାରଣ ସେ ତାଙ୍କ ପଛରେ ଛାଇ ପରି ରହିଛନ୍ତି। କେଉଁଠି ଭୁଲ ଭଟକା ହେଲେ ତୁରନ୍ତ ସତର୍କ କରାଇ ଦେବା…

କ୍ଲବ୍‌-୬୯

ସାଇବର କ୍ରାଇମ୍‌ ଏବେ ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଛି କହିଲେ ଆଦୌ ଭୁଲ ହେବ ନାହିଁ। ମୋବାଇଲ୍‌ରେ ଫେକ୍‌ କଲ୍‌ ମାଧ୍ୟମରେ ମିଠା ମିଠା କଥା କହି ଅନ୍ୟମାନଙ୍କୁ ଅସୁବିଧାରେ ପକାଇବା ଲାଗି କେତେକ ଗ୍ୟାଙ୍ଗ ବେଶ୍‌ ତତ୍ପର।…

ମା’ ହେବେ ଶ୍ରେୟା !

ମୁମ୍ବାଇ: ବଲିଉଡ୍‌ର ସୁପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ଘରକୁ ଖୁବ୍‌ଶୀଘ୍ର ଆସିବେ ନୂଆ ଅତିଥି । ପର୍ସନାଲ ଲାଇଫକୁ ନେଇ ସବୁବେଳେ ଚୁପ୍ ରହୁଥିବା ଏହି କଣ୍ଠଶିଳ୍ପୀ କିନ୍ତୁ ପ୍ରଫେସନାଲ ଲାଇଫକୁ ନେଇ ଅଧିକାଂଶ ସମୟରେ ଆସି ଥାଆନ୍ତି ଚର୍ଚ୍ଚାକୁ ।…

ହଲିଉଡ୍‌ରେ ସୁପରହିଟ୍‌ ଏହି ଅଭିନେତ୍ରୀ

ମୁମ୍ବାଇ: କିଛି ଅଭିନେତ୍ରୀ ଖାଲି ବଲିଉଡ୍‌ ନୁହେଁ, ହଲିଉଡ୍‌ରେ ମଧ୍ୟ ବେଶ୍‌ ଦମଦାର ଅଭିନୟ କରି ଦର୍ଶକଙ୍କ ଦୃଦୟ ଜିଣିଛନ୍ତି। ଐଶ୍ୱର୍ଯ୍ୟା ରାୟ: ନିଜର ସୌନ୍ଦର୍ଯ୍ୟ ଆଉ ବଳିଷ୍ଠ ଅଭିନୟକୁ ନେଇ ନୀଳନୟନା ଐଶ୍ୱର୍ଯ୍ୟା କେବଳ ବଲିଉଡ୍‌ରେ ନୁହେଁ ହଲିଉଡ୍‌ରେ ମଧ୍ୟ…

ଚକୋଲେଟ ହିରୋରୁ ପାଗଳ ଖାନା…

ମୁମ୍ବାଇ: ଦିନେ ବଲିଉଡର ଆଗଧାଡ଼ିର ଷ୍ଟାର୍‌ ଥିବା ରାଜ କିରନ ଏବେ କେଉଁଠି ସେନେଇ କାହା ପାଖରେ କୌଣସି ଠିକ ଖବର ନାହିଁ। ତାଙ୍କ ଜୀବନ ଏବେ ଆଟଲାଣ୍ଟାର ଏକ ପାଗଳ ଖାନାରେ ବିତୁଥିବା ପରିବାର ସଦସ୍ୟ କହୁଛନ୍ତି। ରାଜ କିରନଙ୍କ…

ବିବାଦରେ ଦୀପିକାଙ୍କ ନୂଆ ବିଜ୍ଞାପନ, ଚୋରି ଅଭିଯୋଗ ଆଣିଲେ…

ବମ୍ବେ: ବିବାଦରେ ଫସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ଏକ ନୂଆ ବିଜ୍ଞାପନକୁ ନେଇ ସେ ଅଡୁଆରେ ଫସିଛନ୍ତି। ଜିନ୍ସ କମ୍ପାନୀର ଏହି ବିଜ୍ଞାପନଟିରେ ବିଷୟବସ୍ତୁକୁ ଚୋରି କରାଯାଇଥିବା ଅଭିଯୋଗ ହୋଇଛି। ମାମଲାରେ ନିର୍ଦ୍ଦେଶକ ସୁନି ତୋପରେବାଲା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ…

୪୦ ବର୍ଷରେ ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ, ପୋଷ୍ଟ ଲେଖି ସ୍ବାମୀ କହିଲେ ଏଭଳି

ବମ୍ବେ: ମା’ ହେବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ କିଶ୍ୱର ମର୍ଚାଣ୍ଟ। ଏହି ଖୁସି ଖବରକୁ କିଶ୍ୱରଙ୍କ ସ୍ବାମୀ ସୂୟଶ ରାୟ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ସୂଚନା ଦେଇଛନ୍ତି। ଅଗଷ୍ଟରେ ସେମାନଙ୍କର ପ୍ରଥମ ପିଲା ହେବାକୁ ଯାଉଥିବା ସେ କହିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?