ମନୋରଞ୍ଜନ

ବିନା ଶର୍ଟରେ ଭାଇଜାନଙ୍କ ଟାୱେଲ ପିନ୍ଧା ଫଟୋ ଭାଇରାଲ, ଭଉଣୀ ଲେଖିଲେ ଏମିତି

ସଲମାନ ଖାନଙ୍କୁ ପ୍ରାୟତଃ ଫିଲ୍ମରେ ଶର୍ଟଲେସ ଲୁକ୍‌ରେ ଦେଖିବାକୁ ମିଳିଥାଏ। ଏଥିରେ ସେ ଖୁବ୍‌ ସୁନ୍ଦର ଦିଶୁଛନ୍ତି। ସଲମାନଙ୍କ ଶର୍ଟଲେସ ଲୁକ୍‌କୁ ପ୍ରଶଂସା କରୁଥିବା ପ୍ରଶଂସକଙ୍କୁ ଭଉଣୀ ଅର୍ପିତା ଖାନ ଶର୍ମା ଏକ ବିଶେଷ ଉପହାର ଦେଇଛନ୍ତି । ଅର୍ପିତା ତାଙ୍କ…

ସିଜନ୍‌-୨ ସହ ଫେରୁଛି ଏସବୁ ହିଟ୍‌ ଶୋ’

ବମ୍ବେ: ଆଜିକାଲି ଟ୍ରେଣ୍ଡରେ ରିମେକ୍‌। କେବଳ ବଲିଉଡ୍‌ରେ ନୁହେଁ ବରଂ ଟେଲିଭିଜନଜଗତରେ ଏହାର କ୍ରେଜ୍‌ ବଢ଼ିବାରେ ଲାଗିଛି। ଗତ କିଛି ବର୍ଷ ମଧ୍ୟରେ ଦର୍ଶକଙ୍କ ମନ ଜିଣିଥିବା ଅନେକ ଶୋ’ର ରିମେକ୍‌ ଦେଖିବାକୁ ମିଳିଛି। ‘କସୌଟି ଜିନ୍ଦେଗୀ କେ’ ରୁ ଆରମ୍ଭ…

ବିବାହର ପ୍ରତିଶ୍ରୁତି ଦେଇ ଅଭିନେତ୍ରୀଙ୍କୁ ବଳାତ୍କାର ଅଭିଯୋଗ

ବିବାହର ପ୍ରତିଶ୍ରୁତି ଦେଇ ଜଣେ ଟିଭି ଅଭିନେତ୍ରୀଙ୍କୁ ବଳାତ୍କାର କରିବା ଘଟଣା ସାମ୍ନାକୁ ଆସିଛି। ଏ ନେଇ ଅଭିନେତ୍ରୀ ଉତ୍ତର ମୁମ୍ବାଇର ଓଶିଓ୍ବାରା ପୋଲିସ ଷ୍ଟେଶନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ତାଙ୍କୁ ବିବାହର ପ୍ରତିଶ୍ରୁତି…

ତାପସୀ ପନ୍ନୁଙ୍କ ପାଇଁ ଟୁଇଟ୍‌ କରି କେନ୍ଦ୍ରମନ୍ତ୍ରୀଙ୍କ ସହାୟତା ଲୋଡିଲେ ପ୍ରେମିକ, ମିଳିଲା ଏଭଳି ଜବାବ

ବମ୍ବେ: ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯିବାକୁ ନେଇ ଅଡ଼ୁଆରେ ଫସିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ଘଟଣାରେ ଫିଲ୍ମଜଗତ ସହ ଅନେକ ବ୍ୟକ୍ତିତ୍ୱଙ୍କ ନାମ ଆସିଥିବାରୁ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏସବୁ ମଧ୍ୟରେ ତାପସୀଙ୍କ କଥିତ ପ୍ରେମିକ ଚର୍ଚ୍ଚାକୁ ଆସିଛନ୍ତି।…

ବିବାହ ନେଇ ଏଭଳି ଉତ୍ତର ଦେଲେ ଜାହ୍ନବୀ…

ମୁମ୍ବାଇ,୬।୩: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଶନିବାର ନିଜର ୨୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୯୭ ମାର୍ଚ୍ଚ ୬ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ଚାହ୍ନବୀ ନିଜ ବିବାହ ନେଇ ଏକ ମଜାଳିଆ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ,…

ମୁହଁ ଖୋଲିଲେ ତାପସି

ମୁମ୍ବାଇ,୬ ।୩: ବଲିଉଡ୍ ନାୟିକା ତାପସି ପନ୍ନୁଙ୍କ ଘରେ ଆୟକର ବିଭାଗର ଚଢାଉ ସହ ତାଙ୍କୁ ଲଗାତାର ଭାବେ ପଚରା ଉଚରା କରାଯାଉଛି । ଅଭିଯୋଗ ହେଉଛି ଅନୁରାଗ କଶ୍ୟପ ଓ ତାପସି ପନ୍ନୁ ୬୫୦ କୋଟି ଟ୍ୟାକ୍ସ ଅନିୟମିତତାରେ ସାମିଲ…

ସୋସିଆଲ ମିଡିଆରୁ ବ୍ରେକ୍ ନେଲେ ହେଜେଲ୍‌

ମୁମ୍ବାଇ: ଭାରତୀୟ ଦଳର କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ହେଜେଲ୍ କେଚ୍ ଇନଷ୍ଟାଗ୍ରାମରେ ଜଣାଇଛନ୍ତି କି ସେ କିଛିଦିନ ପାଇଁ ସୋସିଆଲ ମିଡିଆରୁ ଦୂରେଇ ରହୁଛନ୍ତି । ସେ ତାଙ୍କ ପୋଷ୍ଟରେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ…

ବଜରଙ୍ଗୀ ଭାଇଜାନ ଫିଲ୍ମରେ ଅଭିନୟ କରିଥିବା ମୁନ୍ନିଙ୍କ ନିଉ ଲୁକ୍‌ : ଏବେ ଦିଶୁଛନ୍ତି ଏପରି‌

ବଜରଙ୍ଗୀ ଭାଇଜାନ ଫିଲ୍ମରେ ଶିଶୁ କଳାକାର ମୁନି ଭୂମିକାରେ ଅଭିନୟ କରୁଥିବା ହର୍ଷଲି ମଲହୋତ୍ରାଙ୍କୁ ନିଶ୍ଚେ ମନେ ରଖିଥିବେ। ଫିଲ୍ମରେ ମୁନି ସମସ୍ତଙ୍କ ହୃଦୟ ଜିତିଥିଲେ । ଫିଲ୍ମ ରିଲିଜ ହେବା ପରେ ସଲମାନ ଖାନଙ୍କ ବିଷୟରେ ଯେତିକି ଆଲୋଚନା ହୋଇଥିଲା,…

ରାଖୀ ସାୱନ୍ତଙ୍କ ଉପରେ ବାୟୋପିକ କରିବାକୁ ଚାହୁଁଛନ୍ତି ଜାଭେଦ ଅଖତର

ରାଖୀ ସାୱନ୍ତ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ବେଳେବେଳେ ବିବାଦକୁ ନେଇ ତ ଆଉ କେବେ ତାଙ୍କ ପାଗଳାମୀ ପାଇଁ। ବର୍ତ୍ତମାନ ସେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ରାଖୀ କହିଛନ୍ତି ଯେ, ଜାଭେଦ ଅଖତର ତାଙ୍କ ବାୟୋପିକ କରିବାକୁ ଚାହୁଁଛନ୍ତି।…

ରିଲିଜ ନ ହେଉଣୁ ୨୦୦ କୋଟି କମାଇଲା ସଲମାନଙ୍କ ‘ରାଧେ’

ବମ୍ବେ: ଇଦ୍‌ରେ ରିଲିଜ ହେବାକୁ ଯାଉଛି ବଲିଉଡ୍‌ ଦବଙ୍ଗ ଖାନ୍‌ଙ୍କ ଫିଲ୍ମ ‘ରାଧେ’। ସିନେମାଘର ସହ ଓଟିଟି ପ୍ଲାଟଫର୍ମରେ ଏହାକୁ ଦର୍ଶକେ ଦେଖିପାରିବେ। ଏଣୁ ସିନେମାଟି ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା। ଏବେ କଥାଟି ସତ ହେବା ପରି…

ଅଡ଼ୁଆରେ ଏକତା କପୁରଙ୍କ ବାଲାଜୀ ଫିଲ୍ମସ୍‌: ବର୍ସୋବା ଥାନାରେ ଏତଲା ଦେଲେ ସୁନିଲ ସେଟ୍ଟୀ

ବମ୍ବେ: ଅଡ଼ୁଆରେ ବାଲାଜୀ ଫିଲ୍ମସ୍‌। ଏକତା କପୁରଙ୍କ ଏହି କମ୍ପାନୀ ନାଁରେ ବର୍ସୋବା ଥାନାରେ ଏତଲା ଦେଇଛନ୍ତି ଅଭିନେତା ସୁନିଲ ସେଟ୍ଟୀ। ତାଙ୍କୁ ନଜଣାଇ ତାଙ୍କର ଫଟୋ ବ୍ୟବହାର କରିବା, ଏପରିକି ସେ ମୁଖ୍ୟ ଚରିତ୍ରରେ ଆସୁଥିବା ନେଇ ମିଥ୍ୟା ପୋଷ୍ଟ…

ଗୋଟିଏ ଫିଲ୍ମ କରିବାକୁ ଏତିକି କୋଟି ଚାର୍ଜ କରନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ନିଜର ସୁନ୍ଦର ଚେହେରା ଏବଂ ବଳିଷ୍ଠ ଅଭିନୟ ପାଇଁ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍‌ ପରିଚିତ। କାଜଲ କେବଳ ସାଉଥ୍‌ ନୁହଁ ବଲିଉଡ୍‌ରେ ବି କାମ କରିଛନ୍ତି। ତାଙ୍କର ଦମ୍‌ଦାର ଅଭିନୟ ପାଇଁ ସେ ପ୍ରଶଂସକମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?