କ୍ଲବ୍‌-୬୯

ସାଇବର କ୍ରାଇମ୍‌ ଏବେ ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଛି କହିଲେ ଆଦୌ ଭୁଲ ହେବ ନାହିଁ। ମୋବାଇଲ୍‌ରେ ଫେକ୍‌ କଲ୍‌ ମାଧ୍ୟମରେ ମିଠା ମିଠା କଥା କହି ଅନ୍ୟମାନଙ୍କୁ ଅସୁବିଧାରେ ପକାଇବା ଲାଗି କେତେକ ଗ୍ୟାଙ୍ଗ ବେଶ୍‌ ତତ୍ପର। ସେପରି ସମସ୍ୟାର ସମ୍ମୁଖୀନ ହୋଇ ଅସୁବିଧାର ସାମ୍‌ନା କରିଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ। ଏପରି ସାମ୍ପ୍ରତିକ ଘଟଣାକୁ ନେଇ ପ୍ରସ୍ତୁତ ହୋଇଛି ଓ୍ବେବ୍‌ ସିରିଜ୍‌ ‘କ୍ଲବ୍‌-୬୯’। ଉକ୍ତ ସିରିଜ ମାଧ୍ୟମରେ ସମସ୍ତଙ୍କୁ ସାଇବର ଠକେଇ ବିଷୟରେ ସଚେତନ କରାଇବା ମୂଳ ଲକ୍ଷ୍ୟ ବୋଲି କହନ୍ତି ଏହାର ପ୍ରଯୋଜକ କୌଶିକ ଦାସ। କୌସ୍ତୁଭ ଡ୍ରିମଓ୍ବାର୍କସ ପ୍ରା.ଲି. ଏବଂ ଆଓ ଏନ୍‌ଏକ୍ସଟି ଓଟିଟି ବ୍ୟାନରରେ ଏହି ସିରିଜ ନିର୍ମାଣ କରାଯାଇଛି, ଯାହାର ସହ ପ୍ରଯୋଜକ ଅଛନ୍ତି ଡ୍ରାଗଲାଇନ୍‌ କ୍ରିଏଟିଭ୍‌ସ। ପ୍ରଦୀପ ଦାଶଙ୍କ ନିର୍ଦ୍ଦେଶନାର ଏହାର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ପିଙ୍କି ପ୍ରଧାନ, ଶ୍ରୁତ ଶୁଭଶ୍ରୀ, ଅମ୍ରିତା ମିଶ୍ର, ସୋନମ ଦାଶ, ଅଭିଷେକ ଗିରି ଏବଂ ଶୁଭ୍ରାଂଶୁ ନାୟକ।


Enter your email to get our daily news in your inbox.

All Right Reserved By Dharitri.Com

କୃଷ୍ଣସାର ଶିକାର ମାମଲା: ସଲମାନ ଆଶ୍ୱସ୍ତ

ନୂଆଦିଲ୍ଲୀ, ୧୧।୨: କୃଷ୍ଣସାର ଶିକାର ମାମଲାରେ ବଲିଉଡ୍‌ ଷ୍ଟାର ସଲମାନ ଖାନଙ୍କ ବିରୋଧରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚିକାକୁ ଗୁରୁବାର ଜୋଧପୁର ଜିଲା...

କଲେଜ ସେକ୍ରେଟାରୀ ଦୀପ୍ତିଙ୍କୁ ପ୍ରଥମ ଦେଖାରେ ଭଲ ପାଇ ବସିଥିଲେ ଏହି ଅଭିନେତା, ଚାରି ଦିନ ନ ପୂରୁଣୁ…

ବମ୍ବେ: କଲେଜ ସମାରୋହରେ ଅତିଥି ଭାବେ ନିମନ୍ତ୍ରଣ ପାଇଥିଲେ। ହେଲେ ସେଠାକୁ ଯିବାପରେ ସେହି କଲେଜ୍‌ର ସେକ୍ରେଟାରୀଙ୍କ ପ୍ରେମରେ ପଡ଼ିଯାଇଥିଲେ। କିଛି ଏଭଳି ପ୍ରେମକାହାଣୀ ହେଉଛି...

ଅଭିନେତା-ପେଣ୍ଟର ଅଶୋକ କୁମାର: ସ୍ତ୍ରୀଙ୍କର ଏଭଳି ଚିତ୍ର କରିଥିଲେ ପେଣ୍ଟିିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଶୋକ କୁମାରଙ୍କର ପୁଣ୍ୟତିଥି ମଙ୍ଗଳବାର ପାଳିତ ହେଉଛି। ୨୦୦୧ ଡିସେମ୍ବର ୧୦ ତାରିଖରେ ସେ ଦେହତ୍ୟାଗ କରିଥିଲେ। ୧୯୧୧ ଅକ୍ଟୋବର ୧୩ରେ...

ମଲାଇକାଙ୍କୁ ଜନ୍ମଦିନରେ ଏପରି ଶୁଭେଚ୍ଛା ଜଣାଇଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ର ନୂଆ ଲଭବର୍ଡ ମଲାଇକା ଅରୋରା- ଅର୍ଜୁନ କପୁର ନିଜ ସମ୍ପର୍କକୁ ଖୋଲାଖୋଲି ସ୍ବିକାର କରିବା ଆରମ୍ଭ କଲେଣି। ବୁଧବାର ମଲାଇକାଙ୍କ ଜନ୍ମଦିନ ଉପଲକ୍ଷେ...

ଡ୍ରଗ୍ସ ମାମଲା: ଜବତ ହେଲା ଅଭିନେତ୍ରୀଙ୍କ ଫୋନ

ମୁମ୍ବାଇ,୨୭ ।୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାମଲା ବେଳକୁ ବେଳ ନୂଆ ମୋଡ ନେଉଛି । ଏହି...

ଏହି ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକଙ୍କ ପରଲୋକ: ୨ ଦିନ ପୂର୍ବରୁ ଅନ୍‌ଲାଇନ୍‌ରେ ନେଇଥିଲେ କ୍ଲାସ୍‌

କନ୍ନଡ ଫିଲ୍ମର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ରାଜନ ନାଗେନ୍ଦ୍ରଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ରବିବାର ସନ୍ଧ୍ୟାରେ ବାଙ୍ଗାଲୋରସ୍ଥିତ ନିଜ ବାସଭବନରେ ସେ ଶେଷ...

ହସ୍ପିଟାଲ ବାହାରେ ନଜର ଆସିଲେ ଦୀପିକା: ପ୍ରଶଂସକ ଲେଖିଲେ ଏମିତି

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରାୟତଃ କିଛି ନା କିଛି ଘଟଣା ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଦୀପିକା ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ ଯିଏ କଠିନ...

ସାଉଥ୍‌ର ଏହି ଫିଲ୍ମର ହିନ୍ଦୀ ରିମେକ୍‌ରେ ନଜର ଆସିବେ ବରୁଣ ଧାଓ୍ବନ

ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ତାଙ୍କର ଦମ୍‌ଦାର ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଫିଲ୍ମ ସମ୍ବନ୍ଧୀୟ ଅପଡେଟ୍‌...

Advertisement
Archives

Model This Week