ମନୋରଞ୍ଜନ

ଧର୍ମେନ୍ଦ୍ରଙ୍କୁ ଏକୁଟିଆ ନ ଭେଟିବା ପାଇଁ ହେମାମାଳିନୀଙ୍କ ପିତା କରିଥିଲେ ଏମିତି କାମ

ବଲିଉଡର ଭେଟେରାନ ଅଭିନେତ୍ରୀ ହେମାମାଳିନୀ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଦୀର୍ଘ ୬ ଦଶନ୍ଧି ଧରି ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। କିନ୍ତୁ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ତାଙ୍କ ପ୍ରେମ କାହାଣୀକୁ ନେଇ…

ବିବାହର ମାତ୍ର ୧୧ ମାସ ପରେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏହି ଅଭିନେତା, ପଡ଼ିଥିଲେ ଗୌରୀଙ୍କ ପ୍ରେମରେ

ବମ୍ବେ: ବଡ଼ ପରଦା ହେଉ ଅଥବା ଛୋଟ ପରଦାର ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ବିବାହ ପରେ ପ୍ରେମରେ ପଡ଼ିଛନ୍ତି। କଥା ଛାଡ଼ପତ୍ର, ତା ପରେ ପୁଣି ବିବାହ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ଏବେ ସେମାନେ ଖୁସିରେ ବୈବାହିକ ଜୀବନ…

ବିବେକ ଓବରୟଙ୍କୁ ଖାଦ୍ୟରେ ମିଳିଲା ହେଲମେଟ୍‌: ଆଉ ତାପରେ…

ବଲିଉଡ୍‌ ଅଭିନେତା ବିବେକ ଓବରୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ଶେୟାର କରି ଚର୍ଚ୍ଚାରେ କରିଥାନ୍ତି। ଏବେ ଅଭିନେତା ଏମିତି ଏକ ଭିଡିଓ ଶେୟାର କରିଛନ୍ତି, ଯାହାକି ଖୁବ୍‌ ଭାଇରାଲ ହେବାରେ…

ପରପାରିରେ ଅଭିନେତ୍ରୀ ଗୌହରଙ୍କ ପିତା

ବମ୍ବେ: ପ୍ରତି ସନ୍ତାନ ଜୀବନରେ ମାତାପିତାଙ୍କ ସ୍ଥାନ ସ୍ବତନ୍ତ୍ର। ଏଣୁ କେହି ଜଣେ ହାତ ଛାଡ଼ି ଦେଲେ ଶୂନ୍ୟସ୍ଥାନ ସୃଷ୍ଟି ହେବା ନିଶ୍ଚିତ। ସେଭଳି କିଛି ଘଟିଛି ବିଗ୍‌ ବସ୍‌ ୭ ବିଜେତା ଗୌହର ଖାନଙ୍କ କ୍ଷେତ୍ରରେ। ଅଭିନେତ୍ରୀଙ୍କ ବାପା ଜଫର…

ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ୍‌ର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଶମିତା ଶେଟ୍ଟୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଅନେକ ସମୟରେ ସେ ଭଉଣୀ ଶିଳ୍ପା ଶେଟ୍ଟୀଙ୍କ ସହ ଫଟୋ ଶେୟାର କରି ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କର ଓ୍ବେବ୍‌ ସିରିଜ୍‌ ‘ବ୍ଲାକ୍‌ ଓ୍ବିଡୋଜ୍‌’ ରିଲିଜ୍‌ ହୋଇଥିଲା। ଶମିତାଙ୍କ ବିବାହକୁ…

ପ୍ରଥମ ଥର: ଏହି ଫିଲ୍ମରେ ଡବଲ ରୋଲରେ ନଜର ଆସିବେ ଐଶ୍ୱର୍ଯ୍ୟା

ଗୁରୁ, ବମ୍ବେ, ରୋଜା, ଥାଲାପତି ଭଳି ସୁପରହିଟ୍‌ ଫିଲ୍ମ ନିର୍ମାଣ କରିସାରିଥିବା ନିର୍ଦ୍ଦେଶକ ମଣି ରତ୍ନମ ଏବେ ତାଙ୍କର ଡ୍ରିମ୍‌ ପ୍ରୋଜେକ୍ଟ ‘ପୋନ୍ନିୟିନ ସେଲଭନ’ କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଫିଲ୍ମର ଟିମ୍‌ ୫୦ ଦିନର ମାରାଥନ୍‌ ସିଡ୍ୟୁଲ ଶୁଟିଂ…

ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ପରିଣୀତି

ବ୍ୟାଟମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ବାୟୋପିକ୍‌ ‘ସାଇନା’ର ଟିଜର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଫିଲ୍ମରେ ସାଇନାଙ୍କ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ପରିଣୀତିଙ୍କୁ ଦମ୍‌ଦାର ଲୁକ୍‌ରେ ଦେଖିବାକୁ ମିଳୁଛି। ଟିଜର ରିଲିଜ୍‌ ପରେ ପରିଣୀତି ଚର୍ଚ୍ଚାକୁ ଆସିଛନ୍ତି। ବ୍ୟାଡମିଣ୍ଟନ ଚାମ୍ପିଅନ୍‌ ସାଇନାଙ୍କ…

ମେକଅପ୍‌ ନ ନେଇ ବିୟୁଟିଫୁଲ୍‌…

ମୁମ୍ବାଇ: ଫିଲ୍ମ ଶୁଟିଂ ସମୟରେ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟ କଳାକାରଙ୍କୁ ମେକଅପ୍‌ ନେବାକୁ ପଡ଼ିଥାଏ। କିନ୍ତୁ ବିଲିଉଡର ଏଭଳି କେତେକ ଅଭିନେତ୍ରୀ ଅଛନ୍ତି, ସେମାନଙ୍କୁ କୌଣସି ମେକଅପ୍‌ ନେବାକୁ ପଡ଼ି ନ ଥାଏ।ଅଭିନେତ୍ରୀ ତମନ୍ନା ଭାଟ୍ଟିଆ, ନୋରା ଫତେହି, ଉର୍ବଶୀ…

ଝିଅର ଏପରି କାର୍ଯ୍ୟକଳାପରେ ବିରକ୍ତ ହେଲେ ଟ୍ବିଙ୍କଲ, କହିଲେ ଏମିତି…

ବଲିଉଡ୍‌ର ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ଅଭିନେତ୍ରୀ ସ୍ତ୍ରୀ ଟ୍ବିଙ୍କଲ ଖନ୍ନା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ନିଜର ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିଜର ପ୍ରତିଟି ମୁହୂର୍ତ୍ତକୁ ପ୍ରଶଂସକଙ୍କ ସହ ସେ ଶେୟାର କରିଥାନ୍ତି। ନିକଟରେ ଟ୍ବିଙ୍କଲ…

ମା’ ଶ୍ରୀଦେବୀଙ୍କ ଅଭାବକୁ ଅନୁଭବ କରୁଛନ୍ତି ଜାହ୍ନବୀ: ଯନ୍ତ୍ରଣା ବିଷୟରେ କହିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ‘ରୋହି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ରାଜକୁମାର ରାଓ ଏବଂ ଜାହ୍ନବୀଙ୍କ ଏହି ଫିଲ୍ମକୁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଜାହ୍ନବୀ ତାଙ୍କ ଜୀବନ…

ଷ୍ଟଣ୍ଟ ଦେଖାଇବାକୁ ଦକ୍ଷିଣ କୋରିଆ ଟିମ୍‌ଙ୍କ ସହ ଟ୍ରେନିଂ ନେଉଛନ୍ତି କ୍ୟାଟ୍ରିନା

ମୁ୍‌ମ୍ବାଇ: ବଲିଉଡ୍‌ର ମୋଷ୍ଟ ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମାର୍ଚ୍ଚ ୮ରୁ ତାଙ୍କର ମୋଷ୍ଟ ଆୱେଟେଡ ଫିଲ୍ମ ‘ଟାଇଗର ୩’ ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଶୁଟିଂ ପୂର୍ବରୁ ଅଭିନେତ୍ରୀ ଦକ୍ଷିଣ କୋରିଆ ଟିମ୍ ସହ ଆକ୍ସନ ସିନ୍…

ଅପେରା ଖବର ସ୍ବର୍ଣ୍ଣ ମହଲର ସୁନା ବୋହୂ

ସେ ବୋହୂ ନୁହଁ, ସୁନା ବୋହୂ। ତା’ ନୀତି ଆଦର୍ଶ, ଆଚାର ବ୍ୟବହାର ସମସ୍ତଙ୍କୁ ଏପରି ପ୍ରଭାବିତ କରିଛି ସେ ସମସ୍ତଙ୍କ ମୁହଁରେ ଯେ କେହି ବି ତାଙ୍କୁ ପ୍ରଶଂସା କରିବାକୁ ପଛାଇବ ନାହିଁ। କାରଣ ସେ ହେଉଛି ‘ସ୍ବଣ୍ଣମହଲର ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?