ଆଇଟମ୍‌ ପାଇଁ ଟେନ୍‌ସନ

ଦୀପିକା ପାଦୁକୋନଙ୍କ ଟେନ୍‌ସନ ନିକଟରେ ବଢ଼ିଯାଇଛି। କଥା କ’ଣ କି ତାଙ୍କୁ ଏକ ଅନଟାଇଟଲଡ ଫିଲ୍ମରେ ଅଭିନୟ କରିବାକୁ ଅଫର ମିଳିଛି। ହେଲେ ସେଥିରେ ଟିକେ କେଁ ରହିଯାଇଛି। କାହାଣୀ ହେଉ ଅବା ନିଜ ଭୂମିକା କେହି କାହାକୁ କମ୍‌ ନୁହେଁ। ହେଲେ ଏଥିରେ ସଂଯୋଜିତ ଏକ ଆଇଟମ୍‌ ନମ୍ବରରେ ଦୀପିକାଙ୍କୁ ନାଚିବାକୁ ଅଫର ଦିଆଯାଇଛି। ଆଉ ଏକଥା ଶୁଣିବା ପରେ ସେ କ’ଣ କରିବେ କିଛି ଠିକ୍‌ କରିପାରି ନାହାନ୍ତି। ଏ ସମ୍ପର୍କରେ ଦୀପିକା କହନ୍ତି, ‘ଫିଲ୍ମଟିର କାହାଣୀ ଏବଂ ସେଥିରେ ମୋ ଭୂମିକା ମୋତେ ବେଶ୍‌ ପ୍ରଭାବିତ କରିଛି, ହେଲେ ଏଥିରେ ଥିବା ଏକ ଆଇଟମ୍‌ ନମ୍ବରରେ ମୋତେ ନାଚିବାକୁ କୁହାଯାଇଛି। ଏ ନେଇ କ’ଣ ନିଷ୍ପତ୍ତି ନେବି ଜାଣିପାରୁନାହିଁ। ସେଥିପାଇଁ ଦୁଇ ସପ୍ତାହ ସମୟ ନେଇଛି। ତା’ ଭିତରେ ମୁଁ ଯାହା ଫାଇନାଲ ଡିସିସନ ନେବି। ତେବେ ଏପରି ପ୍ରପୋଜାଲ୍‌ରେ ଦୀପିକା ରାଜି ହେଉଛନ୍ତି ନା ଅଫରଟିକୁ ହାତଛଡ଼ା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ପ୍ରସିଦ୍ଧ ଅଭିନେତା

ହଲିଉଡ୍‌ର ପ୍ରସିଦ୍ଧ ଅଭିନେତା ବୋ ହପକିନ୍ସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ ଅନେକ ସୁପର୍‌ହିଟ୍‌ ଫିଲ୍ମରେ ଅଭିନୟ...

ପ୍ରଥମ ଲାଇଭ୍‌ ପରଫର୍ମ କରି ବାପାଙ୍କଠାରୁ ମାଡ଼ ଖାଇଥିଲେ କୁମାର ସାନୁ: ଜାଣନ୍ତୁ କାହିଁକି

୯୦ ଦଶକର ସବୁଠାରୁ ଲୋକପ୍ରିୟ ତଥା ସଫଳ ସଂଗୀତକାର ମଧ୍ୟରେ ଅନ୍ୟତମ ହେଉଛନ୍ତି କୁମାର ସାନୁ। ନିଜର ଗୀତ ମାଧ୍ୟମରେ ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି।...

ସଲ୍‌ମାନଙ୍କ ଦୁଇଟି ଫିଲ୍ମ ରିଜେକ୍ଟ କରିଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ର ଅଭିନେତ୍ରୀମାନେ ସଲମାନ ଖାଁଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ଚାହିଁ ରହୁଥିବାବେଳେ ଜଣେ ଅଭିନେତ୍ରୀ ତାଙ୍କର ଦୁଇ ଦୁଇଟି ଫିଲ୍ମ ଅଫର ରିଜେକ୍ଟ କରିସାରିଛନ୍ତି।...

ମଣିରତ୍ନମଙ୍କ ଫିଲ୍ମରେ ଐଶ୍ୱର୍ଯ୍ୟା

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ ଯୋଡି ଅନେକ ବର୍ଷ ପରେ ପୁଣି ଥରେ ପରଦାରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ମଣିରତ୍ନମଙ୍କର ଆଗାମୀ ତାମିଲ...

‘ଗଣପତ’ ପାଇଁ ଖୁବ୍ ଝାଳ ବୁହାଉଛନ୍ତି କ୍ରିତି

ମୁମ୍ବାଇ: ବଲିଉଡ୍ ନାୟିକା କ୍ରିତି ସାନନ ଏବେ ଖୁବ୍ ଝାଳ ବୁହାଉଛନ୍ତି । ସେ ତାଙ୍କ ଆଗାମୀ ଫିଲ୍ମ ପାଇଁ ଏମିତି କରୁଥିବା ଶୁଣିବାକୁ ମିଳିଛି...

ଆୱାର୍ଡ ଶୋ’ରେ ଷ୍ଟେଜ୍‌ ତଳେ ବସି ଏମିତି କରୁଥିଲେ ସିଦ୍ଧାର୍ଥ- କିଆରା

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ବି-ଚର୍ଚ୍ଚିତ ଯୋଡ଼ି। ଦୀର୍ଘ ଦିନ ଧରି ସେମାନଙ୍କ ସମ୍ପର୍କକୁ ନେଇ ଆଲୋଚନା ଚାଲିଛି। ଏକ...

ଆମେରିକାରେ ଶେଷ ହୋଇଥିଲା ପ୍ରୀତିଙ୍କ ଜୀବନସାଥୀ ସନ୍ଧାନ…

ମୁମ୍ବାଇ, ୩୧।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କୁ ରବିବାର ୪୬ ବର୍ଷ ପୂରଣ ହୋଇଛି। ସେ ୪୭ ବର୍ଷରେ ପାଦଥାପିଛନ୍ତି। ୧୯୭୫...

ଅନୀଲ କପୁରଙ୍କୁ କରାଯାଉ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ: ପ୍ରଶଂସକ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡିପାରୁନାହିଁ। ଇତିମଧ୍ୟରେ ଏଭଳି ସ୍ଥିତିକୁ ଦେଖି ଟୁଇଟରରେ ଜଣେ ୟୁଜର୍ସ ଏକ...

Advertisement
Archives

Model This Week