ପ୍ରିୟଙ୍କାଙ୍କ ପାଇଁ ଲଣ୍ଡନରେ ରହି ଏମିତି କାମ କଲେ ମା’
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ବିଦେଶରେ ଏକ ଭାରତୀୟ ରେଷ୍ଟୁରାଣ୍ଟ ‘ସୋନା’ ଉନ୍ମୋଚନ କରିଛନ୍ତି ଏବଂ ଅନ୍ୟପଟେ ତାଙ୍କ ପୁସ୍ତକ ‘ଅନ୍ଫିନିଶଡ’ ମଧ୍ୟ ରିଲିଜ୍ ହୋଇଛି। ଏହି ପୁସ୍ତକରେ ପ୍ରିୟଙ୍କା ଚୋପ୍ରା ତାଙ୍କ ଜୀବନ…
ମହେଶ ବାବୁଙ୍କ ଭ୍ୟାନିଟି ଭ୍ୟାନ୍ର ଦାମ୍ କେତେ ଜାଣନ୍ତି
ସାଉଥ୍ ସୁପରଷ୍ଟାର ମହେଶ ବାବୁ ନିକଟରେ ନୂଆ ଭ୍ୟାନିଟି ଭ୍ୟାନ କିଣିଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସାରିଲେରୁ ନିକେଭାରୁ’ ପାଇଁ ଏହି ନୂଆ ଭ୍ୟାନିଟି ଭ୍ୟାନ ବ୍ୟବହାର କରୁଛନ୍ତି। ମହେଶ ବାବୁଙ୍କ ନୂଆ ଭ୍ୟାନିଟି ଭ୍ୟାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ…
୨୮ ଦିନର ପୁଅକୁ ଗାୟତ୍ରୀ ମନ୍ତ୍ର ଶୁଣାଉଛନ୍ତି ଏହି ଅଭିନେତ୍ରୀ
ଅଭିନେତ୍ରୀ ଅନିତା ହାସନନ୍ଦାନୀ ନିକଟରେ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଏବେ ପୁଅକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଅନିତା ଏବଂ ସ୍ବାମୀ ରୋହିତ ସେଟ୍ଟୀ। ଉଭୟ ସୋସିଆଲ ମିଡିଆରେ ପୁଅର ଫଟୋ ଶେୟାର କରିବାକୁ ଆଦୌ ଭୁଲିନାହାନ୍ତି। ନିକଟରେ ଅନୀତା…
ମଞ୍ଚ ଉପରେ ଥାଇ ସଲମାନଙ୍କୁ ଏମିତି ନାମରେ ଡାକିଲେ ଧର୍ମେନ୍ଦ୍ର, ହସିହସି ଗଡିଲେ ଦର୍ଶକ
ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଶେୟାର ହେଉଛି। ଯେଉଁଥିରେ ସେ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ନଜର ଆସିଛନ୍ତି। ଯେଉଁଥିରେ ଧର୍ମେନ୍ଦ୍ର ମଞ୍ଚରେ ସଲମାନଙ୍କୁ ଭିନ୍ନ ନାମରେ ଡାକୁଛନ୍ତି। ପରେ ଲୋକଙ୍କ ହସ ବନ୍ଦ…
ବୟଫ୍ରେଣ୍ଡ୍ଙ୍କ ଜନ୍ମଦିନ ପାର୍ଟିରେ ଶ୍ରଦ୍ଧା ପିନ୍ଧିଲେ ୪ ଲକ୍ଷ ୩୦ ହଜାର ଟଙ୍କାର ମିନି ଡ୍ରେସ୍
ମୁମ୍ବାଇ,୭।୩: ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ସୁବେଳେ ନିଜ ଲୁକସ୍ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ନିଜ ବୟଫ୍ରେଣ୍ଡ୍ ରୋହନ ଶ୍ରେଷ୍ଠଙ୍କ ଜନ୍ମ ଦିନ ପାର୍ଟିରେ ଯୋଗଦେଇ ସେ ଧମାକା କରିଛନ୍ତି। ପାର୍ଟିରେ ସେ ୪ ଲକ୍ଷ ୩୧ ହଜାର ୬୯୪…
ନ୍ୟୁୟର୍କରେ ରେଷ୍ଟୁରାଣ୍ଟ୍ ଖୋଲିଲେ ଦେଶୀ ଗର୍ଲ
ନ୍ୟୁୟର୍କ,୭।୩: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ ଏକ ଭାରତୀୟ ରେଷ୍ଟୁରାଣ୍ଟ୍ ଖୋଲିଛନ୍ତି। ଏହାର ନାମ ସେ ସୋନା ରଖିଛନ୍ତି। ରେଷ୍ଟୁରାଣ୍ଟ୍ର ଫଟୋ ସେ ସୋସିଆଲ୍ ମିଡ଼ିଆରେ ଅପଲୋଡ୍ କରିଛନ୍ତି। ଏଠାରେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ଭାରତୀୟ ମେନ୍ୟୁ ଯୋଗାଇ ଦିଆଯିବ…
ଏହି ବିଗ୍ବସ୍ ପ୍ରତିଯୋଗୀଙ୍କୁ ମିଳୁଛି ‘ଏସିଡ୍ ଆଟାକ୍’ ଧମକ, କହିଲେ…
ବମ୍ବେ: ବିଗ୍ବସ୍-୧୩ର ଚର୍ଚ୍ଚିତ ପ୍ରତିଯୋଗୀ ଶେହନାଜ ଗିଲ ହେଉଛନ୍ତି ସୋସିଆଲ ମିଡିଆ କୁଇନ୍। ହେଲେ ସମସ୍ତଙ୍କ ଭଳି ତାଙ୍କୁ ଟ୍ରୋଲ କରାଯାଇଥାଏ। ବେଳେବେଳେ ଅନେକ ତାଙ୍କୁ ମାରିବାକୁ ମଧ୍ୟ ଧମକ ଦେଉଥିବା ଜଣାପଡ଼ିଛି। ଏକ ସାକ୍ଷାତକାରରେ ଶେହନାଜ କହିଛନ୍ତି ତାଙ୍କୁ ସୋସିଆଲ…
ହିଲାରୀଙ୍କ ଭୂମିକାରେ ଫାଲ୍କୋ
ଓ୍ବାଶିଂଟନ୍, ୭ା୩: ଆମେରିକାର ଆଗାମୀ ଆପରାଧିକ କାହାଣୀ ‘ଇମ୍ପପିଚ୍ମେଣ୍ଟ: ଆମେରିକାନ୍ କ୍ରାଇମ ଷ୍ଟୋରୀ’(ମହାଭିଯୋଗ) ସିରିଜ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଉପରେ ଆଧାରିତ ହେବ। ଏଥିରେ ଆମେରିକାର ପ୍ରମୁଖ ରାଜନେତ୍ରୀ ତଥା କୂଟନୈତିକ ହିଲାରୀ କ୍ଲିଣ୍ଟନଙ୍କ ଭୂମିକାରେ ଏଡି ଫାଲ୍କୋଙ୍କୁ ଦେଖିବାକୁ…
ଭାବି ସ୍ବାମୀଙ୍କୁ ଲୁଙ୍ଗିରେ ଦେଖିବାକୁ ଚାହାନ୍ତି ବଲିଉଡ୍ର ଏହି ଅଭିନେତ୍ରୀ, ବିବାହ ଯୋଜନା ବିଷୟରେ କହିଲେ ଏମିତି
ଆଜି ହେଉଛି ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କର ଜନ୍ମଦିନ। ଚଳିତବର୍ଷ ମାର୍ଚ୍ଚ ୬ରେ ସେ ୨୩ ବର୍ଷରେ ପଦାର୍ପଣ କରିଛନ୍ତି। ଜାହ୍ନବୀ ହେଉଛନ୍ତି ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଝିଅ। ୨୦୧୮ରେ ସେ ଫିଲ୍ମ ‘ଧଡକ୍’ ମାଧ୍ୟମରେ ବଲିଉଡ୍…
ବ୍ରାଇଡାଲ୍ ଲୁକ୍ରେ ନଜର ଆସିଲେ ଆଲିଆ, ପ୍ରଶଂସକ ପଚାରିଲେ ଏମିତି
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବ୍ରାଇଡାଲ୍ ଲୁକ୍ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ସେ ଏହାକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ସେବେଠାରୁ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥି ସହିତ, ତାଙ୍କ ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ…
କରୋନା ଟିକା ନେଲେ ‘ଡ୍ରିମ୍ଗର୍ଲ’, ଫଟୋ ଭାଇରାଲ
ମୁମ୍ବାଇ,୬।୩: ବଲିଉଡ୍ର ‘ଡ୍ରିମଗର୍ଲ’ ତଥା ମଥୁରା ଏମ୍ପି ହେମାମାଳିନୀ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଶନିବାର ଟିକା ନେଇଛନ୍ତି। ଏହି କଥା ନିଜେ ହେମାମାଳିନୀ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ନିଜର ତିନୋଟି ଫଟୋ ଶେୟାର କରିଛନ୍ତି। ଏହି ଫଟୋକୁ…
ନୋରାଙ୍କ ଭିନ୍ନ ଅନ୍ଦାଜ
ମୁମ୍ବାଇ: ବଲିଉଡ୍ ନାୟିକା ନୋରା ଫତେହି ନିଜ ଡ୍ୟାନ୍ସ ମୁଭ୍ସ ସହିତ ନିଜର ଫ୍ୟାଶନ ସେନ୍ସକୁ ନେଇ ତିଆରି କରିଛନ୍ତିି ନିଜର ଏକ ଭିନ୍ନ ପରିଚୟ । ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ନାୟିକାଙ୍କର ସୋସିଆଲ ମିଡିଆରେ ରହିଛନ୍ତି ମିଲିୟନ୍ ଫଲୋୟର୍ସ…

