ମନୋରଞ୍ଜନ

ପୋଷ୍ୟ ସନ୍ତାନ ଗ୍ରହଣ ସତ୍ତ୍ୱେ ସ୍ତ୍ରୀଙ୍କୁ ଝାଡ଼ପତ୍ର ଦେଇଥିଲେ ଏହି ପ୍ରସିଦ୍ଧ ନିର୍ମାତା

୧୯୫୨ ମସିହା ୨୭ ଫେବୃୟାରୀରେ ବଲିଉଡ୍‌ ଫିଲ୍ମ ନିର୍ମାତା ପ୍ରକାଶ ଝା ବିହାରରେ ଜନ୍ମଗ୍ରହଣ କରିଥିଲେ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଏହି ଅବସରରେ ତାଙ୍କ ବ୍ୟକ୍ତିଗଜ ଜୀବନ ସମ୍ପର୍କିତ ଜାଣନ୍ତୁ କିଛି କଥା । ପ୍ରକାଶ…

ଚିତ୍ରକାର ହେବାକୁ ଚାହୁଁଥିଲେ, ଫିଲ୍ମ ନିର୍ମାତା ହୋଇଗଲେ ପ୍ରକାଶ ଝା

ବଲିଉଡ୍‌ ଫିଲ୍ମ ନିର୍ମାତା ପ୍ରକାଶ ଝା ୨୭ ଫେବୃୟାରୀ ୧୯୫୨ରେ ବିହାରରେ ଜନ୍ମଗ୍ରହଣ କରିଥିଲେ। ସେ ଗଙ୍ଗା ଜଳ, ରାଜନୀତି ଏବଂ ସତ୍ୟଗ୍ରାହ ପରି ସୁପରହିଟ୍‌ ଫିଲ୍ମ ନିର୍ମାଣ କରିଛନ୍ତି। ସେ ସୈନିକ ସ୍କୁଲ ତିଲାଇୟା ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ବୋକାରୋରେ…

ଦିଶାଙ୍କ ସହ ବୁଲିବାକୁ ବାହାରିଲେରାହୁଲ: ବୁକ୍‌ କଲେ ପ୍ରାଇଭେଟ ହେଲିକପ୍ଟର

ରିଆଲିଟି ଶୋ’ ‘ବିଗ ବସ୍‌-୧୪’ର ରନର୍‌ ଅପ୍‌ ହୋଇଥିବା ରାହୁଲ ବୈଦ୍ୟ ବିଗ ବସ୍‌ ଘର ଉକ୍ତ ସମୟରେ ନିଜର ଭଲ ଇମେଜ୍‌ ସୃଷ୍ଟି କରିପାରିଥିଲେ। ରାହୁଲ ହୁଏତ ଟାଇଟଲ ଜିତି ନ ଥିଲେ, କିନ୍ତୁ ସେ ଲୋକଙ୍କ ହୃଦୟ ଜିତିପାରିଥିଲେ।…

୨୧ ବର୍ଷରେ ବିବାହ ନ କରି ମା’ ହୋଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ ଏବେ ବଲିଉଡ୍‌ଠାରୁ ଦୂରେଇ ଯାଇଥିଲେ ମଧ୍ୟ ଛୋଟ ପରଦାର ରିଆଲିଟି ଶୋ’ରେ ତାଙ୍କୁ ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି। ଫିଲ୍ମଠାରୁ ଦୂରେଇ ସେ ନିଜ ପରିବାର ଓ ପିଲାମାନଙ୍କ ଦେଖାଶୁଣା କରୁଛନ୍ତି। ଏକ…

ଜନ୍ମଦିନରେ ୧୦ କେଜି ପିଆଜ କାଟିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବେ ଚର୍ଚ୍ଚାରେ ରହିଛନ୍ତି। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ମାଧ୍ୟମରେ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି। ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଉର୍ବଶୀ ନିଜର ପ୍ରତିଟି ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟ…

କାନ୍ଦିଲେ ନୋରା!

ମୁମ୍ବାଇ: ବଲିଉଡ୍ ନାୟିକା ନୋରା ଫତେହି ଏବେ ଡ୍ୟାନ୍ସିଂ କୁଇନ୍ ଭାବେ ବେଶ୍ ପରିଚିତ । ଦର୍ଶକଙ୍କର ଏବେ ସେ ପ୍ରଥମ ପସନ୍ଦ ଡ୍ୟାନ୍ସିଂ ଷ୍ଟାର ବୋଲି କୁହାଯାଏ । ଏହାସହ ସେ ଆଇଟମର ଫରଫେକ୍ଟ କୁଇନ୍ ବୋଲି ମଧ୍ୟ କେହି…

ଆଇପିଏସ୍ ଭୂମିକାରେ ୟାମି

ମୁମ୍ବାଇ: ବଲିଉଡ୍ ନାୟିକା ୟାମି ଗୌତମ ଖୁବ୍‌ଶୀଘ୍ର ଏକ ନୂଆ ଫିଲ୍ମରେ ନଜର ଆସିବେ । ଯାହାର ଲୁକ୍ ଏବେ ସାମ୍ନାକୁ ଆସିଛି । ଏହାସହ ୟାମିଙ୍କ ହାତରେ ବି ରହିଛି ଆଉ କିଛି ପ୍ରୋଜେକ୍ଟ । ୟାମି ତାଙ୍କ ଅଗାମୀ…

ବଲିଉଡ୍‌ରେ ଶ୍ୱେତାଙ୍କ ଝିଅ ପଲକଙ୍କ ଡେବ୍ୟୁ

ଫିଲ୍ମ ତଥା ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବିଶାଲ ମିଶ୍ରଙ୍କ ଫିଲ୍ମ ‘ରୋଜି’ରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହାର ଶୁଟିଂ କାର୍ଯ୍ୟ ଚାଲୁରହିଛି। ଫିଲ୍ମର ନିର୍ମାଣ ମନ୍ଦିରା ଏଣ୍ଟରଟେନମେଣ୍ଟ, ବିବେକ…

୨ କୁକୁରଙ୍କୁ ଖୋଜି ଆଣିଲେ ମିଳିବ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା, ପୂରା ଘଟଣା ଜାଣିଲେ…

ଲେଡି ୱିଙ୍ଗର ପପ୍‌ ଗାୟିକା ଲେଡି ଗାଗାଙ୍କ ଚୋରି ହୋଇଥିବା କୁକୁରମାନଙ୍କୁ ଖୋଜି ଆଣିବା ପାଇଁ ୩ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ହଲିଉଡରେ ଡକାୟତି ସମୟରେ ଲେଡି ଗାଗାଙ୍କ ଦୁଇଟି ବୁଲଡଗ ଚୋରି ହୋଇଛନ୍ତି। ଏହି ଘଟଣାରେ ଲେଡି…

ମାଳଦୀପରେ ସମୟ ବିତାଉଛନ୍ତି ବିପାଶା

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବେ ମାଳଦୀପରେ ସମୟ ବିତାଉଛନ୍ତି। ଏହି ସମୟର ଭିଡିଓକୁ ସେ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ କ୍ୟାପଶନରେ ଏହାକୁ ‘ସ୍ବର୍ଗ’ ବୋଲି ଲେଖିଛନ୍ତି। ଫିଲ୍ମ ‘ଅଜନବୀ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା…

ବଲିଉଡ୍‌ରେ ରବୀନାଙ୍କ ୩୦ ବର୍ଷ

ମୁମ୍ବାଇ: ଅଭିନେତ୍ରୀ ରବୀନା ଟଣ୍ଡନ ବଲିଉଡ୍‌ରେ ୩୦ ବର୍ଷ ପୂରା କରିଛନ୍ତି। ୧୯୯୧ରେ ରିଲିଜ ହୋଇଥିବା ଫିଲ୍ମ ‘ପଥର କେ ଫୁଲ୍‌’ରେ ସେ ପ୍ରଥମଥର କାମ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ଥିଲେ ସଲମାନ ଖାନ୍‌। ଏକ ସାକ୍ଷାତକାରରେ…

ଫିଲ୍ମ ଆରମ୍ଭ ପୂର୍ବରୁ ନଡ଼ିଆ ଭାଙ୍ଗିଲେ ସଲମାନ

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ‘ଟାଇଗର-୩’ର ଶୁଟିଂ ମାର୍ଚ୍ଚ ୮ରୁ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଫିଲ୍ମର ମୁହରତ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫିଲ୍ମର ଷ୍ଟାର୍‌କାଷ୍ଟମାନେ ଯୋଗ ଦେଇଥିଲେ। ଏହି ଅବସରରେ ଫିଲ୍ମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?