ବୟଫ୍ରେଣ୍ଡ୍‌ଙ୍କ ଜନ୍ମଦିନ ପାର୍ଟିରେ ଶ୍ରଦ୍ଧା ପିନ୍ଧିଲେ ୪ ଲକ୍ଷ ୩୦ ହଜାର ଟଙ୍କାର ମିନି ଡ୍ରେସ୍‌

ମୁମ୍ବାଇ,୭।୩: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୁବେଳେ ନିଜ ଲୁକସ୍‌ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ନିଜ ବୟଫ୍ରେଣ୍ଡ୍‌ ରୋହନ ଶ୍ରେଷ୍ଠଙ୍କ ଜନ୍ମ ଦିନ ପାର୍ଟିରେ ଯୋଗଦେଇ ସେ ଧମାକା କରିଛନ୍ତି। ପାର୍ଟିରେ ସେ ୪ ଲକ୍ଷ ୩୧ ହଜାର ୬୯୪ ଟଙ୍କାର ମିନି ଡ୍ରେସ୍‌ ପିନ୍ଧି ଯୋଗ ଦେଇଥିଲେ। ପାର୍ଟିରେ ବଲିଉଡ୍‌ରେ ବହୁ ସେଲିବ୍ରିଟି ଯୋଗଦେଇଥିଲେ। ତେବେ ଶ୍ରଦ୍ଧାଙ୍କ ଉପରେ ସମସ୍ତଙ୍କ ନଜର ଲାଖି ରହିଥିଲା। ଏନେଇ ରୋହନଙ୍କ ଦିଲ୍‌ ମଧ୍ୟ ପୁରା ଗାର୍ଡେନ ଗାର୍ଡେନ ହୋଇ ଯାଇଥିଲା। ରୋହନ ଏବଂ ଶ୍ରଦ୍ଧାଙ୍କ ସମ୍ପର୍କ ନେଇ ବଲିଉଡ୍‌ରେ ନାନା ପ୍ରକାର ଚର୍ଚ୍ଚା ଜାରି ରହିଛି। ଏହା ପୂର୍ବରୁ ଶ୍ରଦ୍ଧାଙ୍କ ଜନ୍ମଦିନରେ ମଧ୍ୟ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଦିନରେ କେତେ ରୋଜଗାର କଲା ‘ଆର୍ଟିକିଲ୍‌ ୩୭୦’ ଜାଣନ୍ତୁ…

ମୁମ୍ବାଇ: ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜମ୍ଭାଲେଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍ଟିକିଲ୍‌ ୩୭୦’କୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ହେଉଛି। ୟାମି ଗୌତମଙ୍କ ଅଭିନୀତ ଏହି ଫିଲ୍ମ...

ରେଷ୍ଟୁରାଣ୍ଟରେ ସୋନୁ ସୁଦ୍‌ଙ୍କ ବିଲ୍‌ ପୈଠ କଲେ ଅଜଣା ବ୍ୟକ୍ତି, ଇନଷ୍ଟାରେ ଫଟୋ ଶେୟାର କଲେ ଅଭିନେତା

ମୁମ୍ବାଇ: ସୋନୁ ସୁଦ୍‌ କେବଳ ରିଲ୍‌ରେ ନୁହେଁ , ରିଅଲ ଲାଇଫରେ ମଧ୍ୟ ତାଙ୍କୁ ହିରୋ ଭାବରେ ବିବେଚନା କରାଯାଏ। କରୋନାବେଳେ ସେ ବହୁ ବେସାହାର...

ପୁଅର ପ୍ରଥମ ଝଲକ ଦେଖାଇଲେ ବିକ୍ରାନ୍ତ ମେସି-ଶିତଲ ଠାକୁର

ମୁମ୍ବାଇ: ଏବେ ବିକ୍ରାନ୍ତ ମେସି ବହୁତ ଖୁସି ଅଛନ୍ତି। ଗତ ବର୍ଷ ଅକ୍ଟୋବରରେ ରିଲିଜ ହୋଇଥିବା ‘12th Fail’ପ୍ରେକ୍ଷାଳୟରେ ବିପୁଳ ଅର୍ଥ ରୋଜଗାର କରିବା ପରେ...

ମିଷ୍ଟ୍ରି ଗର୍ଲ ସାଜିବେ ତ୍ରିପ୍ତି ଡିମରୀ

ମୁମ୍ବାଇ: ଫିଲ୍ମ ଭୁଲ ଭୁଲେୟାର ଉଭୟ ପାର୍ଟର ଲୋକପ୍ରିୟତା ଦେଖି ନିର୍ମାତା ଭୁଲ ଭୁଲେୟା ୩ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା...

ଏୟାର ହୋଷ୍ଟେସ ଲୁକରେ ନଜର ଆସିଲେ କରିନା-ତବୁ-କ୍ରିତି

ମୁମ୍ବାଇ: ବଲିଉଡର ଆଗାମୀ ଚଳଚ୍ଚିତ୍ର ‘କ୍ରୁ’ ଚଳିତ ବର୍ଷର ମଚ ଆଓ୍ବେଟେଡ ମୁଭି ହୋଇପାରିଛି। ଫିଲ୍ମର ଷ୍ଟାର କାଷ୍ଟ ଏବଂ କାହାଣୀ ଏଥିରେ ଦର୍ଶକଙ୍କ ଆଗ୍ରହ...

ୟାମିଙ୍କ ଦମଦାର ଆକ୍ଟିଂକୁ ନେଇ ହେଉଛି ଚର୍ଚ୍ଚା

ମୁମ୍ବାଇ: ୟାମି ଗୌତମ ଏବଂ ପ୍ରିୟାମଣିଙ୍କ ମୁଭି ଆର୍ଟିକଲ ୩୭୦ ଶେଷରେ ୨୩ ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର...

ରାଜପ୍ରାସାଦଠାରୁ କମ୍‌ ନୁହେଁ ସୋନମଙ୍କ ଘର, ଭିଡିଓରେ ଭିତରର ଦୃଶ୍ୟ ଦେଖିଲେ କହିବେ…

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଷ୍ଟାଇଲିଶ୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ସୋନମ କପୁର ହେଉଛନ୍ତି ଜଣେ। ସୋନମ କେତେ ଷ୍ଟାଇଲିଶ୍‌ ତାଙ୍କ ଘରର ସୌର୍ଯ୍ୟକୁ ଦେଖିଲେ ସ୍ପଷ୍ଟ ଭାବରେ...

ବିରାଟ-ଅନୁଷ୍କାଙ୍କ ପୁଅ ଅକାୟଙ୍କ ଏଆଇ ଫଟୋ ଭାଇରାଲ, ପ୍ରଶଂସକ କହୁଛନ୍ତି ଜୁନିଅର କୋହଲି

ନୂଆଦିଲ୍ଲୀ,୨୩।୨: ଭାରତୀୟ ଖେଳାଳି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ସେମାନଙ୍କର ଦ୍ୱିତୀୟ ସନ୍ତାନ ଅକାୟଙ୍କୁ ସ୍ବାଗତ କରିଛନ୍ତି। ଏହି ଦମ୍ପତି ସେମାନଙ୍କ ସୋସିଆଲ ମିଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri