ନ୍ୟୁୟର୍କରେ ରେଷ୍ଟୁରାଣ୍ଟ୍‌ ଖୋଲିଲେ ଦେଶୀ ଗର୍ଲ

ନ୍ୟୁୟର୍କ,୭।୩: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ ଏକ ଭାରତୀୟ ରେଷ୍ଟୁରାଣ୍ଟ୍‌ ଖୋଲିଛନ୍ତି। ଏହାର ନାମ ସେ ସୋନା ରଖିଛନ୍ତି। ରେଷ୍ଟୁରାଣ୍ଟ୍‌ର ଫଟୋ ସେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। ଏଠାରେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ଭାରତୀୟ ମେନ୍ୟୁ ଯୋଗାଇ ଦିଆଯିବ ବୋଲି ଦେଶୀ ଗର୍ଲ ସୂଚନା ଦେଇଛନ୍ତି। ଏଥିରେ ତାଙ୍କ ବନ୍ଧୁ ମନୀଷ ଗୋଏଲ୍‌ ଏବହ ଡେଭିଡ୍‌ ରେବିନ୍‌ ସହାୟତା କରିଥିବା ସେ କହିଛନ୍ତି। ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ଅଭିନୟରେ ଧମାକା ସୃଷ୍ଟି କରିବା ପରେ ଦେଶୀ ଗର୍ଲ ଏବେ ନୂଆ ବ୍ୟବସାୟରେ ଏଣ୍ଟ୍ରି କରିଛନ୍ତି। ତେବେ ସେ ଏଥିରେ କେତେ ଦୂର ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରସଙ୍ଗ

ନିକଟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସ୍ବଚ୍ଛତାକୁ ନେଇ ପ୍ରଯୋଜକମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରକୃତପକ୍ଷେ ବିଗତ ଦିନର ପୁରସ୍କାର ବେଳେ କଳାକାର, ଟେକ୍ନିସିଆନ, ପ୍ରଯୋଜକ,...

ଦେଖିଲେ ଚିହ୍ନି ହେଉନି

ବମ୍ବେ: ପ୍ରତ୍ୟେକ ଚରିତ୍ରରେ ନିଜକୁ ଢ଼ାଳିବା ଲାଗି କଳାକାରଟିଏ ବହୁତ ପରିଶ୍ରମ କରିଥାଏ। ସେଭଳି ଜଣେ ଅଭିନେତା ହେଲେ ବଲିଉଡ୍‌ରେ ‘ସିରିଏଲ୍‌ କିସର୍‌’ ଭାବେ ପରିଚିତ...

ମଣିଷଙ୍କଠାରୁ ମିଙ୍କ ପର୍ଯ୍ୟନ୍ତ ପହଞ୍ଚିଲାଣି କରୋନା ଭାଇରସ

ଉଟାହ,୧୦ ।୧୦: କରୋନା ଭାଇରସ ଏବେ ଆମେରିକାରେ ତା’ର କାୟା ବିସ୍ତାର କରିଥିବା ବେଳେ ଏହା ମଣିଷଠାରୁ ପଶୁଙ୍କୁ ବ୍ୟାପିବା ଚିନ୍ତାର କାରଣ ପାଲଟି ଯାଇଛି...

ପିପିଇ କିଟ୍‌ ସିଲେଇ କରୁଛନ୍ତି ୯ ବର୍ଷର ଝିଅ

ସେରେମ୍ବାନ୍‌: କରୋନା ଯୁଦ୍ଧରେ କୋଭିଡ୍‌ ଯୋଦ୍ଧାଙ୍କୁ ଲୋକେ ସମ୍ମାନ ଜଣାଇବାକୁ ସବୁଆଡ଼େ କୁହାଯାଉଛି। ତେବେ ଏହି କୋଭିଡ୍‌ ଯୋଦ୍ଧାଙ୍କ ମଧ୍ୟରେ ଜଣେ ୯ ବର୍ଷର ଝିଅ...

ବିମାନରେ ୫ ଘଣ୍ଟାର ସଂଘର୍ଷ ପରେ ହୃଦଘାତ ରୋଗୀଙ୍କ ଜୀବନ ବଞ୍ଚାଇଲେ ଭାରତୀୟ-ବ୍ରିଟିଶ ଡାକ୍ତର

ଲଣ୍ଡନ,୭ ।୧: ଜଣେ ଭାରତୀୟ ମୂଳ ବାସିନ୍ଦା ବ୍ରିଟିଶ ଡାକ୍ତର ପ୍ରାୟ ୫ ଘଣ୍ଟାର ସଂଘର୍ଷ ପରେ ସାଥି ଯାତ୍ରୀଙ୍କ ଜୀବନ ବଞ୍ଚାଇ ପାରିଛନ୍ତି ।...

ଡିସେମ୍ବର ୪ରେ ୫ଟି ଭାଷାରେ ରିଲିଜ୍‌ ହେବ ବ୍ରହ୍ମାସ୍ତ୍ର: ଭିଡ଼ିଓ ଶେୟାର କଲେ ଆଲିଆ

ମୁମ୍ବାଇ: ହିନ୍ଦି ଫିଲ୍ମ ବ୍ରହ୍ମାସ୍ତ୍ରର ରିଲିଜ୍‌ ତାରିଖ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ଶେଷରେ ଏହାର ଅନ୍ତ ଘଟିଛି। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ...

୩୬ ବର୍ଷ ପରେ ନିୟମ ବଦଳାଇବାକୁ ଯାଉଛି ଚାଇନା

ବେଜିଂ,୨୦ ।୮: ଚାଇନାର ରାଷ୍ଟ୍ରୀୟ ବିଧାୟିକା ଶାସକ କମ୍ୟୁନିଷ୍ଟପାର୍ଟି ଦ୍ୱାରା ଆଗତ ୩ ସନ୍ତାନ ନିୟମକୁ ଶୁକ୍ରବାର ଔପଚାରିକ ଭାବେ ସମର୍ଥନ କରାଯାଇଛି । ଏହି...

ତିନି ନମ୍ବର ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ରେଣୁକା

ମୁମ୍ବାଇ: ବଲିଉଡ୍ ମୁଭି ‘ହମ୍ ଆପକେ ହୈ କୌନ’ରେ ସଲମାନ ଖାଁଙ୍କ ଭାଉଜ ଭୂମିକାରେ ନଜର ଆସିଥିବା ରେଣୁକା ସାହାଣେ ଦର୍ଶକଙ୍କ ନିକଟରେ ବେଶ୍ ପରିଚିତ...

Advertisement
Archives

Model This Week