ହିଲାରୀଙ୍କ ଭୂମିକାରେ ଫାଲ୍‌କୋ

ଓ୍ବାଶିଂଟନ୍‌, ୭ା୩: ଆମେରିକାର ଆଗାମୀ ଆପରାଧିକ କାହାଣୀ ‘ଇମ୍ପପିଚ୍‌ମେଣ୍ଟ: ଆମେରିକାନ୍‌ କ୍ରାଇମ ଷ୍ଟୋରୀ’(ମହାଭିଯୋଗ) ସିରିଜ ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ଉପରେ ଆଧାରିତ ହେବ। ଏଥିରେ ଆମେରିକାର ପ୍ରମୁଖ ରାଜନେତ୍ରୀ ତଥା କୂଟନୈତିକ ହିଲାରୀ କ୍ଲିଣ୍ଟନଙ୍କ ଭୂମିକାରେ ଏଡି ଫାଲ୍‌କୋଙ୍କୁ ଦେଖିବାକୁ ମିଳିବ। ଏକାଡେମୀ ଅଫ୍‌ ଟେଲିଭିଜନ ଆର୍ଟସ୍‌ ଆଣ୍ଡ ସାଇନ୍ସ ପକ୍ଷରୁ ଏମି ଆଓ୍ବାର୍ଡ ହାସଲ କରିଥିବା ଫାଲ୍‌କୋଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ରୋଲ୍‌ ଦିଆଯାଇଛି। ଲିଣ୍ଡା ଟ୍ରିପ୍‌ଙ୍କ ଭୂମିକାରେ ସାରା ପଲ୍‌ସନ, ମୋନିକା ଲିଓ୍ବିନସ୍କିଙ୍କ ଭୂମିକାରେ ବେନି ଫେଲ୍ଡଷ୍ଟେନ୍‌ ଏବଂ ପଲ୍‌ ଜୋନ୍ସ ବିଲ୍‌ କ୍ଲିଣ୍ଟନଙ୍କ ଚରିତ୍ରରେ ଅଭିନୟ କରିବେ। ଏଫ୍‌ଏକ୍ସର ଏହି ମହାଭିଯୋଗଭିତ୍ତିକ କାହାଣୀ ନ୍ୟୁୟର୍କ ଲେଖକ ଜେଫ୍ରି ଟୁବିନ୍‌ଙ୍କ ପୁସ୍ତକ ‘ଏ ଭାଷ୍ଟ କନସ୍ପିରେସି: ଦି ରିୟଲ ଷ୍ଟୋରୀ ଅଫ୍‌ ସେକ୍ସ ସ୍କାଣ୍ଡାଲ ଦ୍ୟାଟ୍‌ ନିୟର୍‌ଲି ବଟ୍‌ ଡାଉନ୍‌ ଏ ପ୍ରେସିଡେନ୍ସ ( ଏକ ବଡ଼ ଷଡ଼ଯନ୍ତ୍ର: ସେକ୍ସ ସ୍କାଣ୍ଡାଲର ପ୍ରକୃତ କାହାଣୀ ଯାହା ଜଣେ ରାଷ୍ଟ୍ରପତିଙ୍କ ସମ୍ମାନ ହାନି କରିଥିଲା) ଉପରେ ଆଧାରିତ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କୁ ଶୁଟିଂ ଶେଟ୍‌ରେ ଶକ୍ତ ଚାପୁଡ଼ା ମାରିଥିଲେ ଦିଲୀପ କୁମାର, ଉଡ଼ିଯାଇଥିଲା ହୋସ୍‌

ମୁମ୍ବାଇ: ଏକଦା ‘ଟ୍ରାଜେଡି କିଙ୍ଗ୍‌’ ତଥା ଅଭିନେତା ଦିଲୀପ କୁମାର ଏବଂ ଅଭିନେତ୍ରୀ ମଧୁବାଲାଙ୍କ ଯୋଡ଼ିକୁ ଦର୍ଶକେ ଖୁବ୍‌ ପସନ୍ଦ କରୁଥିଲେ। ଥରେ ମଧୁବାଲାଙ୍କୁ ଦିଲୀପ...

ଅକ୍ଷୟଙ୍କୁ ମିଳିଲା ଅନୁମତି, ଅଯୋଧ୍ୟାର ପ୍ରକୃତ ଲୋକେଶନରେ ହେବ ‘ରାମ ସେତୁ’ର ଶୁଟିଂ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ରହୁଥିବା ଦେଖାଯାଇଛି । କିଛିଦିନ ତଳେ ସେ ତାଙ୍କ...

ବିବାହ ପରେ ନାମ ବଦଳାଇଲେ ନେହା କକ୍କର: ଜାଣନ୍ତୁ କ’ଣ ରଖିଲେ…

ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ରୋହନପ୍ରିତ ସିଂହ ଇତିମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି। ବିବାହ ପରେ ଏହି ଯୋଡି ନିଜର ନୂଆ ଜୀବନ...

ଫିଲ୍ମ ପାଇଁ ‘ନୋ-ଡେଟିଂ’ କଣ୍ଟ୍ରାକ୍ଟ

ମୁମ୍ବାଇ: ନିଧି ଅଗରୱାଲ ବର୍ତ୍ତମାନ ସାଉଥ୍‌ ଫିଲ୍ମର ଏକ ଲୋକପ୍ରିୟ ଚେହେରା। ଅଭିନେତ୍ରୀ ମୁନ୍ନା ମାଇକେଲରେ ଟାଇଗର ଶ୍ରଫଙ୍କ ଅପୋଜିଟ୍‌ରେ ଡେବ୍ୟୁ କରିଥିଲେ। ଫିଲ୍ମ ପାଇଁ...

ମହିଳା ହକି ଟିମ୍‌କୁ ଶୁଭେଚ୍ଛା ଜଣାଇ ଟ୍ରୋଲ୍ ହେଲେ ଫରହାନ୍‌

ମୁମ୍ବାଇ: ଟୋକିଓରେ ଚାଲିଥିବା ଅଲିମ୍ପିକ୍‌ସରେ ଭାରତୀୟ ପୁରୁଷ ହକି ଦଳ ଇତିହାସ ରଚିଛନ୍ତି । ଦୀର୍ଘ ୪୧ ବର୍ଷ ପରେ ଏମାନେ ବ୍ରୋଞ୍ଚ ପଦକ ଜିତି...

ପ୍ରିୟଙ୍କାଙ୍କ ସ୍ବାମୀ ନିକ୍‌ ସକାଳୁ ଉଠି ପ୍ରଥମେ କରିଥାନ୍ତି ଏହି କାମ

ପ୍ରତ୍ୟେକ ଦମ୍ପତିଙ୍କ ଜୀବନରେ ଉତ୍ଥାନ-ପତ୍ତନ ଲାଗିରହିଥାଏ। ଏହି ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ସେମାନେ ନିଜ ପ୍ରେମକୁ ବଜାୟ ରଖନ୍ତି ଏବଂ ସମ୍ପର୍କକୁ ଦୃଢ଼ କରିଥାନ୍ତି।...

ପୁଣି ଚର୍ଚ୍ଚାରେ ଅମିତାଭ ବଚ୍ଚନଙ୍କ ନାତୁଣି ନବ୍ୟା

ସାରା ଦେଶରେ କରୋନା ଭାଇରସକୁ ନେଇ ଲକଡାଉନ ଜାରି ହୋଇଛି। ଏହି ସମୟରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ କଳାକାରମାନେ ସୋସିଆଲ ମିଡିଆ ମାଧ୍ୟମରେ...

୩୭୦ ଉଚ୍ଛେଦ ଯୋଗୁ ଜାତୀୟ ପୁରସ୍କାର ଜିତିବା ଖବର ଜାଣି ନ ଥିଲେ ୮ ବର୍ଷର ଶିଶୁ କଳାକାର

୬୬ତମ ଜାତୀୟ ଚଳଚ୍ଚିତୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା କରାଯାଇଛି। ଊର୍ଦ୍ଦୁ ଫିଲ୍ମ ‘ହମିଦ୍‌’ ପାଇଁ ୮ବର୍ଷୀୟ ତହ୍ଲା ଅରଶଦ ରେଶୀଙ୍କୁ ମିଳିଛି ସର୍ବଶ୍ରେଷ୍ଠ ଶିଶୁ କଳାକାର...

Advertisement
Archives

Model This Week